ନୂଆଦିଲ୍ଲୀ : ବିଗତ ୫ ବର୍ଷରେ ବିଜେପି ନେତୃତ୍ୱାଧିନ ସରକାର କେବଳ ପ୍ରତିଶ୍ରୁତି ଦେଇଛି। ଗୋଟିଏ ବି ପ୍ରତିଶ୍ରୁତି ପୂରଣ କରିନାହିଁ ମୋଦି ସରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇ ଆଜି ଏଭଳି ସମାଲୋଚନା କରିଛନ୍ତି କଂଗ୍ରେସର ବହିର୍ଦେଶୀୟ ବିଭାଗ ମୁଖ୍ୟ ସାମ୍ ପିଟ୍ରୋଡ଼ା। ଶହେ ସ୍ମାର୍ଟ ସିଟି, ୧ କୋଟି ନିଯୁକ୍ତି, କଳାଧନ ଫେରାଇ ଆଣିବା, ଯେଉଁଥିରେ ସରକାର ପୂରାପୂରି ବିଫଳ ହୋଇଥିବା କହିଛନ୍ତି ପିଟ୍ରୋଡା। ଏହା ସହ ସରକାର […]
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ପାଟକୁରାରେ କେବେ ହେବ ନିର୍ବାଚନ? ଏଠାରୁ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ଦେହାନ୍ତ ପରେ ଏବେ ଏମିତି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଆସନ୍ତା ୨୯ ତାରିଖରେ ପାଟକୁରାରେ ଭୋଟଗ୍ରହଣ ହେବାର ଥିଲା। ତେବେ ବେଦ ପ୍ରକାଶଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ଏଠାରେ ମତଦାନକୁ ସ୍ଥଗିତ ଘୋଷଣା କରିଛନ୍ତି। ଭାରତୀୟ ଜନପ୍ରତିନିଧ ଆଇନ ୧୯୫୧ ଅନୁସାରେ ପ୍ରାର୍ଥୀଙ୍କ ମୃତ୍ୟୁ କ୍ଷେତ୍ରରେ […]
ନୂଆଦିଲ୍ଲୀ : ଶେଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମାନିଲେ ‘ଚୌକିଦାର ଚୋର ହେ’ ବୋଲି କହିନଥିଲେ ସୁପ୍ରିମକୋର୍ଟ। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟକୁ କଦର୍ଥ କରିଥିବା ନେଇ ଅଦାଲତ ଅବମାନନା ମାମଲରେ ଦୁଃଖ ପ୍ରକାଶ କଲେ ରାହୁଲ। ରାଜନୈତିକ ଭାବପ୍ରବଣତା ହୋଇ ନିର୍ବାଚନ ପ୍ରଚାରବେଳେ ସେ ଭୁଲ୍ କଥା କହିଥିଲେ ଓ ଏଥିପାଇଁ ସେ ଦୁଃଖିତ ବୋଲି ରାହୁଲ ତାଙ୍କ ଜବାବରେ କହିଛନ୍ତି। କିଛିଦିନ ପୂର୍ବରୁ ରାଫେଲ ପ୍ରସଙ୍ଗରେ ଏକ ମାମଲାର ଶୁଣାଣି କରି […]
ନୂଆଦିଲ୍ଲୀ : ଚତୁର୍ଥ ଏବଂ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର ଜୋରଦାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁଜରାଟ ଗସ୍ତ ଶେଷ କରି ରାଜସ୍ଥାନର ଚିତୋରଗଡ଼ରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ଏପ୍ରିଲ ୨୯ରେ ଏହି ଆସନ ଲାଗି ମତଦାନ ହେବ। ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ହାରିବାର ସମ୍ମୁଖିନ ହୋଇଥିବାରୁ ଲୋକସଭା ନିର୍ବାଚନରେ ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ […]
ନୂଆଦିଲ୍ଲୀ : ବାୟୁସେନାର ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିବ ବୀର ଚକ୍ର ସମ୍ମାନ। ଅଭିନନ୍ଦନଙ୍କୁ ସମ୍ମାନିତ କରିବା ଲାଗି ବାୟୁ ସେନା ପକ୍ଷରୁ ସୁପାରିସ କରାଯାଇଛି। ବୀର ଚକ୍ର ହେଉଛି ତୃତୀୟ ବୃହତ୍ତମ ସାମରିକ ସମ୍ମାନ। ଆମେରିକାରେ ନିର୍ମିତ ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଖସାଇ ଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ମିରାଜ-୨୦୦୦ର ପାଇଲଟ୍ ଅଭିନନ୍ଦନ ଫେବ୍ରୁଆରି ୨୭ରେ ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ଅନ୍ୟପକ୍ଷରେ ତାଙ୍କର ସୁରକ୍ଷାକୁ ନଜରରେ ରଖି […]
ନୂଆଦିଲ୍ଲୀ : ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ। ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ କର୍ମଚାରୀ ଏହି ଅଭିଯୋଗ ଆଣିଛନ୍ତି। ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି। ଏହି ଅଭିଯୋଗକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି ଜଷ୍ଟିସ୍ ରଞ୍ଜନ ଗୋଗେଇ। ଏହାକୁ ନେଇ ଆଜି ଏକ ସ୍ୱତନ୍ତ୍ର ବେଞ୍ଚର ଜରୁରୀକାଳୀନ ବୈଠକ ବସିଥିଲା। ଜଷ୍ଟିସ୍ ରଞ୍ଜନ ଗୋଗେଇ କହିଛନ୍ତି, ଦେଶର ବିଚାର ବ୍ୟବସ୍ଥା ପ୍ରତି ବିପଦ […]