• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

bansal family
ବ୍ୟବସାୟୀଙ୍କଠାରୁ ୨ ଲକ୍ଷ ଟଙ୍କା ଛଡ଼ାଇ ନେଲା ମାଙ୍କଡ଼

ଆଗ୍ରା: ଏଠାରେ ଆଜି ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ୱାସ ହେବ ନାହିଁ। କିନ୍ତୁ ଘଟଣାଟି ସତ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ବ୍ୟବସାୟୀଙ୍କଠାରୁ ମାଙ୍କଡ଼ ଟଙ୍କା ବ୍ୟାଗ୍ ଛଡ଼ାଇ ନେଇଛି। ଏହି ଘଟଣା ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖବର ମୁତାବକ, ବିଜୟ ବଂଶଲ ନାମକ ଗହଣା ବ୍ୟବସାୟୀ ଆଜି ପ୍ରାୟ ଦିନ ସାଢ଼େ ୧୦ଟା ବେଳେ ତାଙ୍କ ଝିଅ ନାନ୍ସି ସହ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କକୁ […]

  • Saturday, 17 July 2021
shreemandir
ଶ୍ରୀମନ୍ଦିର ପରିସରରେ ଖୋଲିବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର

ପୁରୀ: ଶ୍ରୀମନ୍ଦିର ପରିସରରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବ। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟ ରହିବାର ବ୍ୟବସ୍ଥା ହେବ। ଭିନ୍ନକ୍ଷମ ଭକ୍ତମାନେ କିପରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ସ୍ଥିତିକୁ ସମୀକ୍ଷା କରିବା ପରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହାଛଡ଼ା ରୋଷଶାଳା ଏବଂ ଆନନ୍ଦ ବଜାରର ଉନ୍ନତିକରଣ କରାଯିବ। ସେହିପରି ଶ୍ରୀମନ୍ଦିର ବାହାରେ ପରିସ୍ରାଗାରର ବ୍ୟବସ୍ଥା […]

  • Saturday, 17 July 2021
prasanna acharya
ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର; ମହାନଦୀ ପ୍ରସଙ୍ଗରେ ଦିନକୁ ଦିନ ରାଜନୀତି ସରଗରମ ହେବାରେ ଲାଗିଛି। ମହାନଦୀ ଜଳକୁ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ମନ୍ତବ୍ୟ ପରେ ବିଜେଡି ବିଜେପି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି। ଏହି ପ୍ରସଙ୍ଗରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରମଣ ସିଂହଙ୍କ ଉପରେ ବର୍ଷିଛନ୍ତି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ। ରମଣ ସିଂହ ବିନାଶକାରୀ ବିବୃତି ଦେଇଛନ୍ତି। ଏହା କେବଳ ଦୁଃଖଦାୟକ ନୁହେଁ, ସଂଘୀୟ ବ୍ୟବସ୍ଥା ଓ ଓଡ଼ିଶା ସ୍ୱାର୍ଥର ପରିପନ୍ଥୀ ବୋଲି […]

  • Saturday, 17 July 2021
bus stand-1
ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର

ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡର ହେବ ନବକଳେବର। ଏନେଇ ସଚିବାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ। ଆସନ୍ତା ଜୁନ୍ ଶେଷ ସୁଦ୍ଧା ରାଜିନାମା ସ୍ୱାକ୍ଷରିତ ହେବ। ୧୫ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ନିର୍ମାଣ ପାଇଁ ୧୮୫ କୋଟି ଟଙ୍କାର ବ୍ୟୟବରାଦ ନେଇ ବୈଠକ ପରେ ସୂଚନା ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ କ୍ରିଷନ କୁମାର।  

  • Saturday, 17 July 2021
arun sahu
ଛାତ୍ର ନେତାଙ୍କୁ ବିଧାୟକ ଅରୁଣ ସାହୁଙ୍କ ଉଠ୍‌ବସ୍‌ ଘଟଣାକୁ ନେଇ ବଢିଲା ବିବାଦ

ବାରିପଦା : ମୟୂରଭଞ୍ଜ ବାରିପଦାରେ ଛାତ୍ର ନେତାଙ୍କୁ ବିଜେଡି ବିଧାୟକ ଅରୁଣ ସାହୁ ଉଠ୍‌ବସ୍ କରାଇବା ଅଭିଯୋଗ ଘଟଣାରେ ତାତିଲେ ଛାତ୍ର। ଅରୁଣଙ୍କ କୁଶପୁତ୍ତଳିକା ଦାହ ସହ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି କଂଗ୍ରେସ ଓ ଏବିଭିପିର ଛାତ୍ର ନେତା। ତୁରନ୍ତ ଅରୁଣ ସାହୁ ମୟୂରଭଞ୍ଜବାସୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କର୍ମୀମାନେ ଅଭିନବ ଉପାୟରେ ଉଠାବସା ହୋଇ ପ୍ରତିବାଦ ଜଣାଇଥିଲେ। ୭ ଦିନ ମଧ୍ୟରେ ଅରୁଣଙ୍କୁ […]

  • Saturday, 17 July 2021
home guard
ଲାଞ୍ଚ ନଦେବାରୁ ଅଟୋ ଚାଳକଙ୍କୁ ମାଡ

ମୟୂରଭଞ୍ଜ : ଲାଂଚ ନଦେବାରୁ ଅଟୋ ଚାଳକଙ୍କୁ ହୋମଗାର୍ଡଙ୍କ ମାଡ ଅଭିଯୋଗ। ମୟୂରଭଞ୍ଜ ଜିଲ୍ଲା ଖୁଂଟା ଅଂଚଳରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ଗୟଳମରା ଗାଁର ଅଜିତ ଦାସ ନାମକ ଜଣେ ବ୍ୟକ୍ତି ଗତକାଲି ରାତିରେ ଅଟୋ ଧରି ଏକ ବସକୁ ଅପେକ୍ଷା କରିଥିଲ। ଏହି ସମୟରେ ଡ୍ୟୁଟିରେ ଥିବା ଖୁଂଟା ଥାନା ହୋମଗାର୍ଡ ସନ୍ତୋଷ ମହାପାତ୍ର ତାଙ୍କୁ ଟଙ୍କା ମାଗିଥିଲେ। ତେବେ ଅଜିତ ତାଙ୍କୁ ଟଙ୍କା ନଦେବାରୁ ସନ୍ତୋଷ ତାଙ୍କୁ ଗାଳି କରିଥିଲେ। […]

  • Saturday, 17 July 2021
cpi
ବଜେଟ୍ ଦରବୃଦ୍ଧି ଘଟାଇବ, କୃଷକ ଓ ଯୁବକ ହତାଶ : ସିପିଏମ

ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା ଫଳରେ ପ୍ରତ୍ୟେକଟି ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଇବ। ଚାଷୀ ତା’ର ଫସଲର ଲାଭଜନକ ମୂଲ୍ୟ ପାଇବା କ୍ଷେତ୍ରରେ ବଜେଟ୍ ନିରବ। ଯୁବକମାନଙ୍କୁ ନିଯୁକ୍ତି ମିଳିବା କ୍ଷେତ୍ରରେ କୌଣସି […]

  • Saturday, 17 July 2021
delhi
ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ

ଦିଲ୍ଲୀ : ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ରାତିରେ ପ୍ରାୟ ୮୦ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା। ତେବେ ଦୀର୍ଘ ୧୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ […]

  • Saturday, 17 July 2021
r madhavan
ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ରାମ ମାଧବଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର : ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମମାଧବଙ୍କ ଶୋକ ପ୍ରକାଶ। ଭୁବନେଶ୍ୱର ସ୍ଥିତ ବାସଭବନରେ ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁଅ ତଥା ସାଂସଦ ବୈଜୟନ୍ତ ପଣ୍ଡା ଏବଂ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ବିଜେପିର ବରିଷ୍ଠ ନେତା ରାମ ମାଧବ। ନିକଟରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବଙ୍କ ମାଆଙ୍କ ପରଲୋକ ହୋଇଯାଇଛି। ନିଜ ମାଆଙ୍କ ଦଶାହକ୍ରିୟା ସାରି ଓଡ଼ିଶା ଆସି […]

  • Saturday, 17 July 2021
modi
ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ତ୍ରିରାଷ୍ଟ୍ରୀୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଯାଇ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଜାକର୍ତ୍ତାରେ ବସବାସ କରୁଥିବା ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଦ୍ୱିପାକ୍ଷିକ ସମ୍ପର୍କ ନେଇ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କ ସହ ଆଜି ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତ-ଇଣ୍ଡୋନେସିଆ ସିଇଓ ଫୋରମରେ ଉଭୟ ଦେଶର ରାଷ୍ଟ୍ର ପ୍ରତିନିଧିଙ୍କ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଆଜି ପ୍ରଧାନମନ୍ତ୍ରୀ […]

  • Saturday, 17 July 2021
weather
ଅବପାତର ରୂପନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ବଙ୍ଗୋପ ସାଗରରେ ପୂର୍ବ-କେନ୍ଦ୍ରାଞ୍ଚଳ ଓ ଏହାର ସଂଲଗ୍ନ ଉତ୍ତର-ପୂର୍ବରେ ୱେଲମାର୍କ ଲୋ ପ୍ରେସର ଘନୀଭୂତ ହୋଇ ଡିପ୍ରେସନ୍‌ରେ ପରିଣତ ହୋଇଛି।  ଏହି ଡିପ୍ ଡିପ୍ରେସନର ରୂପ ନେଇ ଉତ୍ତର-ଉତ୍ତରପୂର୍ବକୁ ଗତି କରି ମିଆଁମାର ଓ ବାଂଲାଦେଶ ଉପକୂଳକୁ ଅତିକ୍ରମ କରିବ। ତେବେ ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

  • Saturday, 17 July 2021
anil-vij image
‘ରାହୁଲ ନିପା ଭାଇରସ ସହ ସମାନ’

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିପା ଭାଇରସ ସହ ସମାନ । ଯେଉଁ ରାଜନୈତିକ ଦଳ ତାଙ୍କ ସମ୍ପର୍କରେ ଆସିବେ ସେମାନେ ଆକ୍ରାନ୍ତ ହୋଇ ଧ୍ୱଂସ ହୋଇଯିବେ। ଟ୍ୱିଟ୍ ଯୋଗେ ଏଭଳି ଏଭଳି ବିବାଦୀୟ ବୟାନ ରଖିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍। राहुल गांधी #निपाह वायरस के समान है । जो भी राजनीतिक पार्टी इसके सम्पर्क में आएगी वह फना हो जाएगी । […]

  • Saturday, 17 July 2021
budget
ବଜେଟ୍‌ରେ ୧୦ଟି ବଡ଼ ଘୋଷଣା

୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍‌ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ ସହ ୩% ସରଚାର୍ଜ ଓ ୫ କୋଟିରୁ ଅଧିକ ଆୟ କରୁଥିବା ବ୍ୟକ୍ତି ଟିକସ ସହ ୭% ସରଚାର୍ଜ ଦେବେ। ୨: ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ […]

  • Saturday, 17 July 2021
cbse-
ସିବିଏସ୍ଇ ଦଶମ ଟପ୍ ପୋଜିସନ୍‌ରେ ୪ ଛାତ୍ରଛାତ୍ରୀ

ଭୁବନେଶ୍ୱର  : ଗୁରୁଗ୍ରାମ ଦିଲ୍ଲୀ ପବ୍ଲିକ୍ ସ୍କୁଲର ପ୍ରଖର ମିତ୍ତଲ, ବିଜ୍‌ନୋର ଆର୍.କେ ପବ୍ଲିକ୍ ସ୍କୁଲର ରିମ୍‌ଝିମ୍‌ ଅଗ୍ରଓ୍ୱାଲ, ଶ୍ୟାମଲି ସ୍କଟିସ୍ ଇଣ୍ଟରନ୍ୟାସନାଲ ସ୍କୁଲର ନନ୍ଦିନୀ ଗର୍ଗ ଓ  କୋଚିନ୍, ଭାବନ୍ ବିଦ୍ୟାଳୟର ଶ୍ରୀଲକ୍ଷ୍ମୀ ଜି. ,ଏମାନେ ହେଉଛନ୍ତି ଚଳିତ ବର୍ଷର ସିବିଏସଇ ଦଶମ ଟପ୍ପର। ୫ଶହରୁ ୪୯୯ ଲେଖାଏଁ ନମ୍ବର ରଖି ପ୍ରଥମ ସ୍ଥାନ ଅକ୍ତିଆର କରିଛନ୍ତି ଏହି ୪ ଛାତ୍ରଛାତ୍ରୀ। ଏଥର ମୋଟ୍ ୧୬ ଲକ୍ଷ ୩୮ ହଜାର ୪୨୦ ଜଣ ଛାତ୍ରଛାତ୍ରୀ ସିବିଏସଇ […]

  • Saturday, 17 July 2021
kulabhusan
କୁଳଭୂଷଣ ମାମଲା: ଏଇ ମାସ ଆସିବ ଅନ୍ତର୍ଜାତୀୟ କୋର୍ଟର ରାୟ

ନୂଆଦିଲ୍ଲୀ : ଚଳିତ ମାସରେ ହିଁ ଅନ୍ତର୍ଜାତୀୟ କୋର୍ଟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ ପାଇବ। ପାକିସ୍ତାନରେ କୁଳଭୂଷଣଙ୍କ ନାମରେ ଗୁଇନ୍ଦାଗିରି କରୁଥିବା ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଗିରଫ କରାଯିବା ସହ ଫାଶୀ ଦଣ୍ଡାଦେଶ ଦିଆଯାଇଛି। କୁଳଭୂଷଣ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀ। ୨୦୧୭ ମସିହା ଏପ୍ରିଲ ମାସରେ ସେ ଗିରଫ ହୋଇଥିଲେ। ଏହାକୁ ବିରୋଧ କରି ମେ’ ୨୦୧୭ରେ ଭାରତ ଅନ୍ତର୍ଜାତୀୟ କୋର୍ଟ ଦ୍ୱାରସ୍ଥ ହୋଇଥିଲା। […]

  • Saturday, 17 July 2021
child theft
ପିଲା ଚୋରି ଗୁଜବ ; ଚେତାବନୀ ଦେଇ ଆଡଭାଇଜରି ଜାରି କଲେ ଡିଜିପି

ଭୁବନେଶ୍ୱର :  ଦିନକୁ ଦିନ ଆତଙ୍କ ସୃଷ୍ଟି କଲାଣି ପିଲା ଚୋରି ଗୁଜବ। ତିନି ଦିନ ଭିତରେ ରାଜ୍ୟରେ ସାମ୍ନାକୁ ଆସିଲାଣି ୫୦ରୁ ଅଧିକ ଘଟଣା। ଅଜଣା ଓ ଅଚିହ୍ନା ଲୋକଙ୍କୁ ଦେଖିବା ମାତ୍ରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରୁଛନ୍ତି ଲୋକେ। ଡିଆଁ ରୋଗ ପରି ମାଡି ଚାଲିଛି ପିଲା ଚୋର ଗୁଜବ। ମୋବାଇଲରୁ ମୋବାଇଲ୍ ଘୂରି ବୁଲୁଛି ଉତ୍ତେଜନା ସୃଷ୍ଟିକାରୀ ଅଡିଓ ଓ ଭିଡିଓ। ଏହାକୁ ରୋକିବାକୁ ଶେଷରେ ୭ ପଏଣ୍ଟ ବିଶିଷ୍ଟ ଆଡଭାଇଜରି ଜାରି […]

  • Saturday, 17 July 2021
governer
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍

ଭୁବନେଶ୍ୱର : ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଲେ ଗଣେଶୀ ଲାଲ୍। ଶପଥ ପାଠ କରାଇଲେ ହାଇକୋର୍ଟର ମୁଖ୍ୟ ବିଚାରପତି। ନୂଆ ରାଜ୍ୟପାଳଙ୍କୁ ଦିଆଗଲା ଗାର୍ଡ ଅଫ୍  ଅନର୍‌। ସୂଚନା ଯେ, ପ୍ରଫେସର ଗଣେଶୀ ଲାଲ୍‌ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ମଙ୍ଗଳବାର ଶପଥ କରିଛନ୍ତି। ରାଜଭବନଠାରେ ସନ୍ଧ୍ୟାରେ ଅନୁଷ୍ଠିତ ଏକ ସମାରୋହରେ ଅସ୍ଥାୟୀ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ଗଣେଶୀ ଲାଲ୍‌ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଏସ୍.ସି ଜମିରଙ୍କ କାର୍ଯ୍ୟକାଳ ସରିବା ପରେ […]

  • Saturday, 17 July 2021