• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ratha8
ଦିଲ୍ଲୀ ଜଗନ୍ନାଥ ମନ୍ଦିରରେ ଛେରା ପହଁରା କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲ/ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥିବା ହୌଜ୍‌ ଖାସ୍‌ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରଥ ଉପରେ ଛେରାପହଁରା କରିଥିଲେ। ରଥରେ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ କରିବା ପରେ ଶ୍ରୀ ପ୍ରଧାନ ସେଠାରେ ଉପସ୍ଥିତ ଜଗନ୍ନାଥପ୍ରେମୀଙ୍କୁ ସମ୍ବୋଧନ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଏହି ମହାପର୍ବରେ ସାମିଲ ହୋଇଥିବା ସମସ୍ତ ଭକ୍ତଗଣଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତିା ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ସାମିଲ ହୋଇଥିଲେ। […]

train
ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ

ରାଉରକେଲା : ବଗି ଛାଡି ପଳାଇଲା ମାଲବାହୀ ଟ୍ରେନର ଇଞ୍ଜିନ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଉରକେଲା ରେଳ ଷ୍ଟେସନ ନିକଟରେ। ଆଜି ଷ୍ଟେସନରୁ ୪ କିଲୋମିଟର ଦୂର ବିରଜାପାଲି STI  ଲେଭଲ କ୍ରସିଂ ନିକଟରେ ଏକ କୋଇଲା ବୋଝେଇ ମାଲଗାଡି ଇଞ୍ଜିନର ୧୦ଟି ବଗି ଅନ୍ୟ ବଗି ଗୁଡିକଠାରୁ ଅଲଗା ହୋଇ ଆଗକୁ ଚାଲି ଯାଇଥିଲା। ବାକି ୧୮ଟି ବଗି ରେଳ ଧାରଣାରେ ରହି ଯାଇଥିଲା। ପ୍ରାୟ ୧ କିଲୋମିଟର ଗଲା ପରେ ମାଲଗାଡିର ଡ୍ରାଇଭର […]

  • Saturday, 17 July 2021
afgan injuries
ଆତଙ୍କବାଦୀ ଭାବି ୯ ଜଣଙ୍କୁ ଭୁଲରେ ମାରିଦେଲେ ଆଫଗାନ ସେନା

କାବୁଲ: ଆଫଗାନିସ୍ତାନର ପୂର୍ବ ନଙ୍ଗରହାର ପ୍ରୋଭିନ୍ସରେ ସୋମବାର ରାତିରେ ଭୁଲରେ ଆତଙ୍କବାଦୀ ଭାବି ୯ ଜଣଙ୍କୁ ସଂହାର କରିଛନ୍ତି ଆଫଗାନ ସେନା I ପ୍ରୋଭିନସିଆଲ ଗଭର୍ନର ହାୟାତୁଲା ହୟତ ଏ କଥା ସ୍ଵୀକାର କରିଛନ୍ତି I ଏହି ଘଟଣାରେ ଜଣେ ସ୍ଥାନୀୟ ପୋଲିସ କମାଣ୍ଡରଙ୍କ ସହ ୮ ଜଣ ଆହତ ହୋଇଛନ୍ତି I ସୂଚନା ମୁତାବକ, ଚାପରହାର ଜିଲ୍ଲାରେ ଏକ ସନ୍ଦିଗ୍ଧ ସ୍ଥାନରୁ ଗତ କାଲି ରାତିରେ ଗୁଳି ଗୋଳା ଶବ୍ଦ ଆସିବା ପରେ ସେନା ପକ୍ଷରୁ […]

  • Saturday, 17 July 2021
BANK STRIKE
ସାରି ଦିଅନ୍ତୁ ବ୍ୟାଙ୍କ କାମ: କାଲିଠୁ ଲାଗ୍‌ ଲାଗ୍ ଛୁଟି

ନୂଆଦିଲ୍ଲୀ: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ବ୍ୟାଙ୍କରେ ଅଛି କି? ତେବେ ଆଜି ହିଁ ବାକି ଥିବା କାମ ସାରିଦେଲେ ଭଲ। କାରଣ କାଲିଠୁ ଆପଣଙ୍କ ବ୍ୟାଙ୍କ ସେବାରେ ବାଧା ସୃଷ୍ଟି ହୋଇପାରେ। ଜାଣନ୍ତୁ ପ୍ରକୃତ କାରଣ କ’ଣ: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟାଙ୍କ ଗୁଡ଼ିକର କର୍ମଚାରୀ କାଲିଠାରୁ ଦେଶବ୍ୟାପୀ ୨ ଦିନ ଧରି ଧାରଣା ଦେବାକୁ ଯାଉଛନ୍ତି। ଫଳରେ ଆସନ୍ତାକାଲି ଓ ପଅରଦିନ ଅର୍ଥାତ ବୁଧବାର ଓ ଗୁରୁବାର, […]

  • Saturday, 17 July 2021
maoist
ଅଡ଼ିଓ ଟେପ୍‌ ଜାରି କଲେ ମାଓ ନେତା, ପ୍ରତିଶୋଧ ଚେତାବନୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଡୁଡ଼୍‌କାମାଲ ଏନ୍‌କାଉଣ୍ଟରରେ  ପ୍ରତିଶୋଧ ନେବାକୁ ଲାଲ୍‌ବାହିନୀର ଚେତାବନୀ। ଏନେଇ ମାଓବାଦୀଙ୍କ ପକ୍ଷରୁ ଏକ ଅଡିଓ ଟେପ୍ ଜାରି କରାଯାଇଛି। ବସନ୍ତ ନାମକ ମାଓନେତାଙ୍କ ପକ୍ଷରୁ ଏହି ଅଡିଓ ଟେପ୍ ଜାରି କରାଯାଇଛି। ପୋଲିସ  ଏନ୍‌କାଉଣ୍ଟର କରି  ୨ ମାଓ କ୍ୟାଡରଙ୍କୁ ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନିଆଯିବ ବୋଲି ବସନ୍ତ ଧମକ ଦେଇଛନ୍ତି। ପୋଲିସ ନିରୀହ ଆଦିବାସୀଙ୍କ ପ୍ରତି ଅତ୍ୟାଚାର କରୁଥିବା ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ମେ’ ୧୨ ତାରିଖରେ ବଲାଙ୍ଗିର […]

  • Saturday, 17 July 2021
results
ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। CBSE Class 10 results for 2017-18 declared — Anil Swarup (@swarup58) 29 May 2018 ଛାତ୍ରଛାତ୍ରୀମାନେ ୱେବସାଇଟ୍ www.cbse.nic.in କିମ୍ବା www.cbseresults.nic.inରେ ନିଜର ରେଜଲ୍ଟ ଦେଖିପାରିବେ। କେମିତି ଜାଣିବେ ରେଜଲ୍ଟ…. ସିବିଏସ୍‌ଇ ବୋର୍ଡ଼ ଅଫିସିଆଲ ୱେବ୍‌ସାଇଟ୍‌ cbseresults.nic.in କୁ ଯିବେ। ୱେବ୍‌ସାଇଟ୍‌ର ରେଜଲ୍ଟ ୨୦୧୮ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ […]

  • Saturday, 17 July 2021
plus two result
ଜୁନ୍‌ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର: ମେ ବଦଳରେ ଜୁନ୍ ମାସରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ। ଜୁନ୍ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଖାତା ଦେଖାରେ ବିଭ୍ରାଟ ସହ ମାନୁଆଲ୍‌ ଏଣ୍ଟ୍ରି ହେଉଥିବାରୁ ରେଜଲ୍ଟ ବାହାରିବାରେ ବିଳମ୍ବ ହେଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସୂଚନାଥାଉ କି, ମେ ଶେଷ ସପ୍ତାହରେ ରେଜଲ୍ଟ ବାହାରିବ ବୋଲି ପୂର୍ବରୁ […]

  • Saturday, 17 July 2021
monsoon
କେରଳ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ମୌସୁମୀ ପ୍ରଭାବରେ କେରଳର ଅନେକ ସ୍ଥାନରେ ଆଜି ବର୍ଷା ହୋଇଛି। ଏଥିସହ ତାମିଲନାଡ଼ୁ ଓ ଲାକ୍ଷାଦୀପରେ ବର୍ଷାର ପ୍ରଭାବ ଗାରି ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ କର୍ଣ୍ଣାଟକ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଧାର୍ଯ୍ୟ ସମୟର ୩ ଦିନ ପୂର୍ବରୁ ମୌସୁମୀ ପହଞ୍ଚିଛି। ତେବେ ଓଡ଼ିଶା ସମେତ ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, […]

  • Saturday, 17 July 2021
attack on police
ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ

ବ୍ରହ୍ମପୁର: ରାସ୍ତା ଅବରୋଧ ହଟାଇବାକୁ ଯାଇଥିବା ବେଳେ ପୋଲିସକୁ ଆକ୍ରମଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ବ୍ରହ୍ମପୁର ଗୋବିନ୍ଦପୁର ଅଞ୍ଚଳରୁ। ସୂଚନା ଅନୁସାରେ, ଗତକାଲି ରାତିରେ ଗୋବିନ୍ଦପୁରର ଜଣେ ଟ୍ରକ ଡ୍ରାଇଭରଙ୍କୁ ତପ୍ତପାଣି ଅଞ୍ଚଳର ୨ଜଣ ଯୁବକ ମାଡ଼ ମାରିଥିଲେ।  ଏହାର ପ୍ରତିବାଦରେ ଗୋବିନ୍ଦପୁର ନିକଟରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ। ଫଳରେ ଗୋବିନ୍ଦପୁର-ଚକରାପଲି ରାସ୍ତାରେ ଯାନବାହାନ ଚଳାଚଳରେ ବାଧା ଦେଖାଦେଇଥିଲା। ଖବର ପାଇ ପାଟପୁର ପୋଲିସ ରାସ୍ତା ଅବରୋଧ ହଟାଇବାକୁ ଘଟଣାସ୍ଥଳକୁ […]

  • Saturday, 17 July 2021
open
ରାଜ୍ୟ ପାଇଁ ଲଜ୍ଜା ; ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ତଳ ଆଡ଼ୁ ଦ୍ୱିତୀୟ

ଭୁବନେଶ୍ୱର : ରାଜ୍ୟ ପାଇଁ ଆଉ ଏକ ଲଜ୍ଜା। ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଗୋଆ ତାଲିକାର ତଳଆଡ଼ୁ ପ୍ରଥମ ସ୍ଥାନରେ ଥିବା ବେଳେ ତା’ଉପରକୁ ରହିଛି ଓଡ଼ିଶା ଗୋଆରେ ମାତ୍ର ୫. ୮୪ ପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ଏହା ୪୫.୩୬ ପ୍ରତିଶତ । ଦେଶର ବହୁ ରାଜ୍ୟ ଖୋଲାରେ ମଳତ୍ୟାଗ ମୁକ୍ତ ଭାବେ […]

  • Saturday, 17 July 2021
child theft
ପିଲାଚୋର ସନ୍ଦେହରେ ମାଡ଼ ଘଟଣା: ୧୬ ଗିରଫ, ୩ ଅଟକ

ରାୟଗଡ଼ା/ବାଲେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ। ପିଲା ଚୋର ସନ୍ଦେହରେ ନିରୀହ ଲୋକଙ୍କୁ ପିଟୁଛନ୍ତି ଲୋକେ। ତେବେ ପିଲା ଚୋର ସନ୍ଦେହରେ ମାଡ଼ ଘଟଣାରେ ପୋଲିସ୍‌ କିଛି ଲୋକଙ୍କୁ ଗିରଫ କରିବା ସହ କିଛି ଲୋକଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି। ରାୟଗଡ଼ା ପେରୁଗୁଡାରେ ପିଲା ଚୋର ଭାବି ୨ଜଣଙ୍କୁ ମାଡ ଘଟଣାରେ ୧୬ ଜଣଙ୍କୁ ଅମ୍ବାଦଳା ପୋଲିସ ଗିରଫ କରିଛି। ୨ ଦିନ ତଳେ ବେଲଘରର ୨ ଯୁବକଙ୍କୁ ମାଡ଼ ମାରିଥିଲେ […]

  • Saturday, 17 July 2021
plus two cut off mark
ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇବ CBSE ଦଶମ ଶ୍ରେଣୀ ରେଜଲ୍ଟ। ଏନେଇ କେନ୍ଦ୍ର ଶିକ୍ଷା ସଚିବ ଅନୀଲ ସ୍ୱରୂପ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଅପରାହ୍ନ ୪ଟାରେ ପରୀକ୍ଷାଫଳ CBSE ୱେବସାଇଟ୍ cbse.nic.inରେ ଉପଲବ୍ଧ ହେବ।   ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ରେଜଲ୍ଟ ଦେଖିପାରିବେ। ସିବିଏସ୍‌ଇ ଦଶମ ପରୀକ୍ଷା ଗତ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ୍‌ରେ ସରିଥିଲା। ଦେଶବ୍ୟାପି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। All the best […]

  • Saturday, 17 July 2021
ratha
ଏହି ସହରରେ ୫୯୦ ବର୍ଷ ଧରି ପାଳନ ହେଉଛି ରଥଯାତ୍ରା

ସୁରତ : ସୁରତ ସହରରେ ୫୯୦ ବର୍ଷ ଧରି ଗୋଡ଼ିୟାବା ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଛି। ଆଜି ରୀତିନୀତିରେ ପୂଜା ସମ୍ପାଦନ ହେବା ପରେ ମହାପ୍ରଭୁ ରଥାରୁଢ଼ ହୋଇଥିଲେ। ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କର ରଥକୁ ଟାଣି ନେଇଥିଲେ। ମହିଧରପୁର, ରାମପୁର ଓ ଲାଲଦରଜା ଦେଇ ରଥ ମନ୍ଦିରକୁ ଫେରିଆସେ। ମହାପ୍ରଭୁଙ୍କର ଏହି ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। କାମନାଥ ଆଚାର୍ଯ୍ୟ ନାମକ ଜଣେ ସନ୍ଥ ଗୋଡ଼ିୟାବାବା ମନ୍ଦିର ପ୍ରତିଷ୍ଠା କରିଥିଲେ। […]

  • Saturday, 17 July 2021
child
ପିଲାଚୋରି ଗୁଜବ : ବିଭିନ୍ନ ସ୍ଥାନରେ ନିରୀହଙ୍କୁ ନିସ୍ତୁକ ମାଡ଼

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଉଛି ପିଲାଚୋରି ଗୁଜବ।  ଆଜି ମଧ୍ୟ ବାଲେଶ୍ୱର, ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଭଳି ଘଟଣା ନଜରକୁ ଆସିଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ ପୁକାଲିରୁ ହନୁମାନ ମନ୍ଦିର ନିକଟରେ ଏକ ଟାଟା ସୁମୋ ଗାଡ଼ିକୁ ପୋଡ଼ି ଦେଇଛନ୍ତି ଲୋକେ। ଲୋକମାନେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଗାଡ଼ିକୁ ଅଟକାଇ ପିଲା ଚୋର ସନ୍ଦେହରେ ୨ଜଣଙ୍କୁ ପିଟିଥିବା ଅଭିଯୋଗ ହୋଇଛି । ଗାଡ଼ିରୁ ଅନ୍ୟ ୩ଜଣ ଖସିପଳାଇଛନ୍ତି। ଘଟଣାସ୍ଥଳରେ […]

  • Saturday, 17 July 2021
rainfall
ଆଜି ରାତିରେ ପ୍ରବଳ ବର୍ଷା ଆଶଙ୍କା, ୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଆଜି ରାତିରେ କାଳବୈଶାଖୀ ପ୍ରଭାବରେ ପୁଣି ପ୍ରବଳ ବର୍ଷା ହୋଇପାରେ। ୫୦ରୁ ୬୦ କିମି ବେଗରେ ପବନ ସହିତ ବଜ୍ରପାତ ଆଶଙ୍କା ବି ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛନ୍ତି । ଏହି ସବୁ  ଜିଲ୍ଲାଗୁଡ଼ିକ ହେଉଛି ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ  ଖୋର୍ଦ୍ଧା । ଆଜି […]

  • Saturday, 17 July 2021
bus
ବଢିଲା ବସ୍ ଭଡ଼ା

ଭୁବନେଶ୍ୱର : ତୈଳ ଦଳ ବୃଦ୍ଧି ଯୋଗୁଁ ବଢ଼ିଲା ବସ୍‌ ଭଡ଼ା। ସାଧାରଣ ବସ୍‌ ଭଡ଼ା କିମି ପ୍ରତି ୬୮ରୁ ୭୦ ପଇସାକୁ ବୃଦ୍ଧି କରାଯାଇଛି। ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୭୧ରୁ ୭୩ ପଇସାକୁ, ଡିଲକ୍ସ ଭଡ଼ା ୯୭ ପଇସାରୁ ୧ ଟଙ୍କା ୧ ପଇସାକୁ ଓ ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୯ ପଇସାରୁ ୧ଟଙ୍କା ୨୩ ପଇସାକୁ ବୃଦ୍ଧି କରାଯାଇଛି। ଏନେଇ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର […]

  • Saturday, 17 July 2021
drown
ଗୋଟିଏ ଦିନରେ ୪ ଭଉଣୀଙ୍କ ସଲିଳ ସମାଧି

ଖୋର୍ଦ୍ଧା : ଗୋଟିଏ ଦିନରେ ଗଲା ୪ ଜଣ ଭଉଣୀଙ୍କ ଜୀବନ। ଖୋର୍ଦ୍ଧା ନାରଣଗଡ଼ ପଞ୍ଚାୟତ ଓରମି ଗାଁରେ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଯାଇଛି। ମୃତ ୨ ଭଉଣୀଙ୍କ ଘର କୁହୁଡୁ ସୋରଣ ଗାଁରେ। ସେମାନେ ଖରାଛୁଟିରେ ମାମୁ ଘରକୁ ବୁଲି ଆସିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି। ସେପଟେ ଲମତାପୁଟ ଆଉଡ଼ିପଡ଼ା ଗାଁରେ ଥିବା ନାଳରେ ଭାସିଯାଇ ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। […]

  • Saturday, 17 July 2021
bjd strike
ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ବିରୋଧ କରି ବିଜେଡ଼ିର ଆନ୍ଦୋଳନ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ଆଜି ୧୪ ଦିନ ପାଇଁ ଲଗାତର ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ତେଲ ଦର ଦିନକୁ ଦିନ ଅଣାୟତ୍ତ ହେଉଥିବାରୁ ଏହାକୁ ବିରୋଧ କରି ଆଜିଠୁ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡ଼ି। ଆଜି ରାଜଭବନ ଆଗରେ ଦଳୀୟ ନେତା ଓ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଆସନ୍ତାକାଲିଠୁ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବେ। ଏହି ଆନ୍ଦୋଳନ ଆଜି ଠୁ ୩ […]

  • Saturday, 17 July 2021