• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

cycle rally
ସାଇକ୍ଲିଂ ଦ୍ୱାରା ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା

ନୀଳଗିରି  : ମହିଳା ସୁରକ୍ଷା ଓ ପ୍ରଦୂଷଣ ରୋକିବା ବାର୍ତ୍ତା ନେଇ ଭାରତ ଭ୍ରମଣରେ ବାହାରିଥିବା ପୁନେର ଦୁଇ କଲେଜ ଛାତ୍ରୀ ଓଡ଼ିଶାରରେ ପହଞ୍ଚିଛନ୍ତି। ୧୬ ଜୁନ୍‌ ୨୦୧୮ରୁ ପୁନେରୁ ସାଇକେଲରେ ବାହାରି, କୋଲାପୁର, କର୍ଣ୍ଣାଟକ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ପରେ ଏହି ଦୁଇ ଛାତ୍ରୀ ଓଡ଼ିଶାରେ ପହଞ୍ଚିଛନ୍ତି। ଏହି ଅବସରରେ ପଞ୍ଚଲିଙ୍ଗେଶ୍ୱର ସ୍ଥିତ ରୁପ୍‌ ପାର୍କରେ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ନୀଳଗିରି  ସହର ସ୍ଥିତ ‘ଫ୍ୟାଟ୍‌ଲକ୍ସ’ କ୍ଲବ୍‌  ପକ୍ଷରୁ ମଧ୍ୟ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥିଲା। […]

  • Saturday, 17 July 2021
death
ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ

କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀର ନାରକୀୟ କାଣ୍ଡ। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଗୋଉଣିପୋଷା ପଞ୍ଚାୟତ ଖଡ଼ିଖମଣ ଗ୍ରାମରେ ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ୱାମୀ ମୃତ। ମୃତକ ହେଲେ ଖଡ଼ିଖମଣ ଗ୍ରାମର  ମାଦା ମାରାଣ୍ଡି। ଘଟଣା ଘଟାଇବା ପରେ ଆଜି ସକାଳୁ ସ୍ତ୍ରୀ ମାୟାବତୀ ମାରାଣ୍ଡି ହରିଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରିଛି। ସୋମବାର ରାତିରେ କୌଣସି ବିଷୟକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। ରାତିରେ ଶୋଇଥିବା ସମୟରେ ସ୍ତ୍ରୀ ମାୟାବତୀ […]

  • Saturday, 17 July 2021
jayapur trajedy
ରାଞ୍ଚିରୁ ଆସୁଛି ସହାୟତା ଟିମ୍

ଜୟପୁର  : କୋରାପୁଟ ଜୟପୁର ବରିପୁଟ ପାହାଡରୁ ପଥର ଟ୍ରାଜେଡି ଘଟଣାରେ ଉଦ୍ଧାର ଓ ସହାୟତା ପାଇଁ ରାଞ୍ଚିରୁ ଆସୁଛି ସେନାର ସ୍ୱତନ୍ତ୍ର ଇଞ୍ଜିନିୟରିଂ ଟିମ୍। ଏହି ଟିମ୍  ଉଦ୍ଧାରକାରୀ ଦଳକୁ ଅଧିକ ସହୟତା କରିବ। ଦୀର୍ଘ ୬ ଦିନ ହେବ ନିରନ୍ତର ପ୍ରଚେଷ୍ଟା ପରେ ବି ଏହି ଘଟଣାରେ ପଥର ତଳେ ଫସି ରହିଥିବା ଦୁଇ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇ ପାରିନି। ଏମାନେ ମୃତ ନା ଜୀବିତ ତାହା ଜଣାପଡ଼ିନି। ଉଦ୍ଧାର କାର୍ଯ୍ୟରେ ଗୋଟିଏ […]

  • Saturday, 17 July 2021
loot
NRIଙ୍କ ଠାରୁ ଲୁଟ୍

ଭୁବନେଶ୍ୱର  : ଭୁବନେଶ୍ୱର ଏୟାରପୋର୍ଟ ବାହାରେ ଜଣେ NRIଙ୍କ ଠାରୁ ଲୁଟ୍ ଅଭିଯୋଗ। ଘାନାରୁ ଆସିଥିବା NRI ନିରଜ ଚାନ୍ଦନଙ୍କ ପରିବାର ଠାରୁ ଲକ୍ଷାଧତ୍କ ଟଙ୍କା ମୂଲ୍ୟର ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ତ୍ରୀ ଓ ଦୁଇ ପିଲାଙ୍କର ମୋଟ୍ ୯ଟି ପାସ୍‌ପୋର୍ଟ ସହ ୩ ହଜାର ଡଲାର, ଦାମୀ ଫୋନ୍, ନନ୍‌ସିଟିଜେନ୍ କାର୍ଡ ମଧ୍ୟ ଲୁଟ୍ ହୋଇଛି। ଏନେଇ ଏୟାର ଫିଲ୍‌ଡ ଥାନାରେ ଏତଲା ଦେଇଛନ୍ତି ନିରଜ ଚନ୍ଦନ।  

  • Saturday, 17 July 2021
Bijoy Mohapatra
ରତ୍ନଭଣ୍ଡାର ଚିନ୍ତା: ଯାଞ୍ଚ ପାଇଁ ମତ ରଖିଲେ ବିଜୟ ମହାପାତ୍ର

ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ବର୍ତ୍ତମାନ ଯେହେତୁ ସନ୍ଦେହ ଉପୁଜିଛି, ତେଣୁ ରତ୍ନଭଣ୍ଡାର ଖୋଲାହେବା ଉଚିତ୍‌ ବୋଲି ସେ କହିଛନ୍ତି । ଆଉଥରେ ରତ୍ନଭଣ୍ଡାର ଖୋଲି ସମସ୍ତ ଅଳଙ୍କାର ଓ ସମ୍ପତ୍ତି ଗଣା ହେବା ଆବଶ୍ୟକ ବୋଲି ବିଜୟ ମହାପାତ୍ର କହିଛନ୍ତି। ଏନେଇ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା ଆବଶ୍ୟକ। CCTV ଲଗାଇ ରଥଯାତ୍ରା ପରେ […]

  • Saturday, 17 July 2021
monsoon
ଆସୁଛି ମୌସୁମୀ! ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ଆସୁଛି ମୌସୁମୀ। ଏହା ପୂର୍ବରୁ ରାଜ୍ୟରେ କିଛି ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ରାଜ୍ୟରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୪ଟା ୪୫ ଯାଏଁ ସତର୍କ ପାଇଁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ମଧ୍ୟ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ କେନ୍ଦ୍ରାପଡ଼ା, କେନ୍ଦୁଝର, ଭଦ୍ରକ, […]

  • Saturday, 17 July 2021
cctv
ପରୀକ୍ଷା କେନ୍ଦ୍ରରେ ଲାଗିବ CCTV

ଭୁବନେଶ୍ୱର: ମାଟ୍ରିକ, +୨ ପରୀକ୍ଷାକୁ ସଂପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଜନା। ୨୦୧୮-୧୯ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ମାଟ୍ରିକ, +୨ ପରୀକ୍ଷା କେନ୍ଦ୍ରରେ CCTV ଲାଗିବା ନେଇ ନିଷ୍ପତ୍ତି ନିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ରକୁ ଜିରୋ କପି ଜୋନ୍ କରିବା ଲକ୍ଷ୍ୟ ନେଇ CCTV ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପରୀକ୍ଷା ପଦ୍ଧତିରେ ସଂସ୍କାର ଓ ଗୁଣାତ୍ମକ ଶିକ୍ଷା […]

  • Saturday, 17 July 2021
sheep
ଯାଜପୁରରେ ନିଆଳି ରିଟର୍ଣ୍ଣସ୍‌! ମାରିଲା ୨ ମେଣ୍ଢା

ଯାଜପୁର: ଯାଜପୁରରେ ନିଆଳି ରିଟର୍ଣ୍ଣସ୍‌! ନିଆଳିରେ ଅଜଣା ଜନ୍ତୁ ଆତଙ୍କକୁ ନେଇ ଏପର୍ଯ୍ୟନ୍ତ ବି ଭୟ ଯାଇନଥିବାବେଳେ ପୁଣି ଥରେ ଅଜଣା ଜନ୍ତୁ ଆତଙ୍କ ଫେରିଛି। ଯାଜପୁର ଜିଲ୍ଲା ବଡ଼ଚଣାରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଏଠାରେ ନିଆଳି ଭଳି ମେଣ୍ଡାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଅଜଣା ଜନ୍ତୁ ୨ଟି ମେଣ୍ଢାଙ୍କୁ ମାରିବା ସହ ୭ଟିକୁ ଘାଇଲା କରିସାରିଲେଣି। ଆହତ ହୋଇଥିବା ସମସ୍ତ ମେଣ୍ଢାଙ୍କ ଦେହରେ ଗଭୀର କ୍ଷତ ଚିହ୍ନ ରହିଥିବା […]

  • Saturday, 17 July 2021
iaf
ଖସି ପଡ଼ିଲା ବିମାନ, ପାଇଲଟ ମୃତ

ଅହମଦାବାଦ: ଗୁଜରାଟରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ। ବାୟୁସେନା ବିମାନ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଗୁଜରାଟ କଚ୍ଛର ମୁନ୍‌ଦ୍ରା ଜିଲ୍ଲାରେ ଘଟିଛି। ଦୁର୍ଘଟଣାରେ ଏୟାର କମାଣ୍ଡର ସଞ୍ଜୟ ଚୌହ୍ୱାନଙ୍କ ମୃତ୍ୟୁ ଘଟିଛି। ଜାମନଗର ଏୟାର ବେସ୍‌ରୁ ଉଡ଼ାଣ ଆରମ୍ଭ କରିଥିବା ଏହି ବିମାନଟି ବେରଜା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଏକ ଟ୍ରେନିଂ ମିଶନରେ ଥିଲା ବୋଲି ଜଣାପଡ଼ିଛି। ବିମାନର ଭଗ୍ନାବଶେଷ ଠାବ କରାଯାଇଥିବାବେଳେ ଦୁର୍ଘଟଣାର କାରଣ କିଛି ଜଣାପଡ଼ିନି। ଅନ୍ୟପକ୍ଷରେ ଏହି ଘଟଣାକୁ […]

  • Saturday, 17 July 2021
representational image
ଦଳି ଦେଲା ଦନ୍ତା ହାତୀ

ବୌଦ୍ଧ: ଦନ୍ତା ନେଲା ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପଲସାପଦର ଗାଁର ଭରତ ବଗର୍ତ୍ତୀ। ଆଜି ଭୋରରୁ ଭରତ ଶୌଚ ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦନ୍ତା ହାତୀ ଦଳି ଦେଇଥିଲା। ଖବରପାଇ କଣ୍ଟାମାଳ ବନାଞ୍ଚଳର ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

  • Saturday, 17 July 2021
Hockey World Cup
ମଦ ପରଷିବ କ୍ରୀଡ଼ା ବିଭାଗ !

ଭୁବନେଶ୍ୱର: ଆସନ୍ତା ନଭେମ୍ବରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍‌। ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଅତିଥିମାନଙ୍କୁ ମଦ ଓ ବିୟର ସୁବିଧା ଦେବା ଲାଗି ଅବକାରୀ କମିଶନରଙ୍କ ଅନୁମତି ଲୋଡ଼ିଛି କ୍ରୀଡ଼ା ବିଭାଗ। ଏନେଇ କ୍ରୀଡ଼ା ସଚିବ ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖିଛନ୍ତି। କଳିଙ୍ଗ ଷ୍ଚାଡିଅମର ଭିଆଇପି ଲାଉଞ୍ଜରେ ଉପସ୍ଥିତ ଥିବା ଇଣ୍ଟରନ୍ୟାସନାଲ ହକି ଫେଡ଼େରେସନ୍‌ ଓ ହକି ଫେଡ଼େରେସନ୍‌ର ଅଧିକାରୀ ଓ ପ୍ରତିନିଧିମାନଙ୍କୁ  ମଦ ଓ ବିୟର ଯୋଗାଇ ଦିଆଯିବ। […]

  • Saturday, 17 July 2021
world environment day
ବିଶ୍ୱ ପରିବେଶ ଦିବସ ଅବସରରେ ବାଲୁକା କଳା

ପୁରୀ: ଆଜି ବିଶ୍ୱ ପରିବେଶ ଦିବସ।  ଚଳିତ ବର୍ଷର ଥିମ୍ ରହିଛି ‘ବିଟ୍‌ ପ୍ଲାଷ୍ଟିକ୍‌ ପଲ୍ୟୁସନ୍‌’। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ପ୍ଲାଷ୍ଟିକ ବ୍ୟବହାର ରୋକିବାକୁ ସଚେତନତାର ବାର୍ତ୍ତା ଦେଇଛନ୍ତି ବାଲୁକା ଶିଳ୍ପୀ। ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଲୋକମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ଏକ ବାଳୁକା କଳା କରିଛନ୍ତି। ସୁଦର୍ଶନ ଏକ ବିଶାଳ କଇଁଛ ଆକୃତିର ବାଲୁକା କଳା ପ୍ରଦର୍ଶନ କରିଛନ୍ତି।  ବାଲି ଓ ଅଦରକାରୀ ପ୍ଲାଷ୍ଟିକ ବୋତଲ ବ୍ୟବହାର […]

  • Saturday, 17 July 2021
fake ias officer
IAS କହି ବାହା ହେଉଥିଲେ!

ଭଦ୍ରକ: ପୋଲିସ ହାବୁଡ଼ରେ ଧରାପଡିଲା ନକଲି IAS ।  ନିଜକୁ  IAS ଅଧିକାରୀ କହି ବିବାହ କରିଥିବା ଜଣେ ଯୁବକଙ୍କୁ ଖୁଣ୍ଟା ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ରଜତ୍‌ ପଣ୍ଡା। ତାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳରେରେ ବୋଲି ସୂଚନା ମିଳିଛି। ସୂଚନା ଅନୁସାରେ, ଯୁବକ ଜଣକ ନିଜକୁ IAS ଅଧିକାରୀ କହି ୧୫ ଦିନ ତଳେ ଜଣେ ଆଶାକର୍ମୀଙ୍କୁ ବିବାହ କରିଥିଲେ। କେବଳ ଯେ ଏହି ଆଶକର୍ମୀଙ୍କୁ ନୁହେଁ ବରଂ ସେ […]

  • Saturday, 17 July 2021
koaraput
୬ ଦିନ ବିତିଲାଣି, ହେଲେ ଉଦ୍ଧାର ହୋଇପାରୁନାହାନ୍ତି ଫସି ରହିଥିବା ୨ ଜେସିବି ଅପରେଟର

ଜୟପୁର: ୬ ଦିନ ବିତିଲାଣି, ହେଲେ କୋରାପୁଟ ଜିଲ୍ଲା ଜୟପୁର ବରିପୁଟରେ ପାହାଡ ଧସି ପଥର ତଳେ ରହିଯାଇଥିବା ୨ ଜେସିବି ଅପରେଟରଙ୍କୁ ଉଦ୍ଧାର କରାଯାଇପାରିନାହିଁ। ଏମାନେ ମୃତ ନା ଜୀବିତ ତାହା ମଧ୍ୟ କାହାକୁ ଜଣାନାହିଁ। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଗୋଟିଏ ବଡ଼ ଜେସିବି ଷ୍ଟୋନ୍ ବ୍ରେକର୍ ଓ ୩ଟି ଛୋଟ ଜେସିବି ନିୟୋଜିତ କରାଯାଇଛି। ଅଗ୍ନିଶମ, ଓଡ୍ରାଫ୍ ଏବଂ ଏନ୍‌ଡ଼ିଆରଏଫ୍‌ ଟିମ୍ ମିଳିତ ଅପରେସନ୍ ଜାରି ରଖିଛନ୍ତି। […]

  • Saturday, 17 July 2021
bombing
ରାଜଧାନୀରେ ଫୁଟିଲା ବୋମା: ରେଷ୍ଟୁରାଣ୍ଟ ଉପରକୁ ବୋମାମାଡ଼ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ଫୁଟିଲା ବୋମା। ଗତକାଲି ରାତିରେ ଭୁବନେଶ୍ୱର ବାପୁଜୀ ନଗର ସ୍ଥିତ ଏକ ରେଷ୍ଟୁରାଣ୍ଟ ଉପରେ ବୋମାମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ। ସୂଚନା ଅନୁସାରେ, ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ରେଷ୍ଟୁରାଣ୍ଟ ଉପରକୁ ସୁତୁଲି ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ରେଷ୍ଟୁରାଣ୍ଟର ଜଣେ କର୍ମଚାରୀ ଆହତ ହୋଇଥିବାର ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ କମିଶନରେଟ୍ ପୋଲିସ୍ ଖୋଳତାଡ଼ ଜାରି ରଖିଛି।  ତେବେ ଘଟଣା ନେଇ ରେଷ୍ଟୁରାଣ୍ଟର ମାଲିକ କିମ୍ବା ପୋଲିସର […]

  • Saturday, 17 July 2021
jagannath temple
ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ

ପୁରୀ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ। ଜିଲ୍ଲାପାଳଙ୍କ ନିକଟରେ ଥିବା ଚାବି ହଜିବାକୁ ସ୍ୱୀକାର କରିବା ସହ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରେ ସୁଦୃଢ ସଂରକ୍ଷଣ ବ୍ୟବସ୍ଥାରେ ଅଛି ବୋଲି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ଗତ ଏପ୍ରିଲ୍ ୪ ପୂର୍ବରୁ ଜିଲ୍ଲାପାଳ ଚାବି ନ ଥିବା ଜଣାଇଥିଲେ। ଶେଷଥର ୧୯୮୫ ମସିହାରେ ରତ୍ନଭଣ୍ଡାର ଖୋଲାଯାଇଥିଲା।  ସେତେବେଳେ ୩ଟି ତାଲା ମଧ୍ୟରୁ ଗୋଟିକରେ ଜଉମୁଦ  ଦିଆଯାଇଥିଲା, ଯାହା […]

  • Saturday, 17 July 2021