• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

chida
ତିହାର ଜେଲରେ ଏହି ସବୁ ସୁବିଧା ପାଇବେ ଚିଦାମ୍ବରମ

ନୂଆଦିଲ୍ଲୀ : ଶେଷରେ ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ତେବେ ତିହାର ଜେଲ୍‌ରେ ଏହି ପୂର୍ବତନ କେନ୍ଦ୍ର ଅର୍ଥ ଓ ଗୃହମନ୍ତ୍ରୀଙ୍କୁ କେଉଁ ସବୁ ସୁବିଧା ମିଳିବ, ସେନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ଅବଶ୍ୟ ଜେଲର ଅନ୍ୟ କଏଦୀଙ୍କ ଭଳି ଚିଦାଙ୍କ ସହ ବ୍ୟବହାର କରାଯିବ ବୋଲି ତିହାର କର୍ତ୍ତୃପକ୍ଷ କହିଛନ୍ତି। […]

  • Monday, 19 July 2021
puri
ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ପୁରୀ ବିଶ୍ୱ ଐତିହ୍ୟ ନଗରୀ ଅଗ୍ରଗତି ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା।  ଲୋକସେବା ଭବନଠାରେ ପୁରୀ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ୩ଟି ପ୍ରକଳ୍ପ ହେଲା, ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ପ୍ରକଳ୍ପ। ଜଗନ୍ନାଥ ସଂସ୍କୃତିର ଗବେଷଣା କେନ୍ଦ୍ର ହେବ ରଘୁନନ୍ଦନ ଲାଇବ୍ରେରୀ। ରଘୁନନ୍ଦନ ଲାଇବ୍ରେରୀ ବିକଶିତ ପାଇଁ ୨୫ […]

  • Monday, 19 July 2021
jio fiber
କାଲି ଲଞ୍ଚ ହେବ ଜିଓ ଫାଇବର : ପଢ଼ନ୍ତୁ କଣ ସୁବିଧା ରହିଛି ଏଥିରେ

ନୂଆଦିଲ୍ଲୀ: ଇଣ୍ଟରନେଟ୍ ଏବଂ ମନୋରଞ୍ଜନ ଦୁନିଆରେ ଆସନ୍ତାକାଲି ଅର୍ଥାତ ସେପ୍ଟେମ୍ବର ୫ରୁ ଆରମ୍ଭ ହେଉଛି ଜିଓ ଫାଇବର ଯୁଗ। ପୂର୍ବରୁ ବହୁ ଲୋଭନୀୟ ଅଫର ଜରିଆରେ ଗ୍ରାହକଙ୍କ ମନ କିଣିପାରିଥିବା ଜିଓ ପ୍ରାଥମିକ ଭାବେ ୧୬୦୦ ସହରରେ ଏହି ସେବା ଆରମ୍ଭ କରିବ। ଯଦିଓ ବିଧିବଦ୍ଧ ଭାବେ ନୂଆ ଟାରିଫ୍ ଏବଂ ସୁବିଧା ବିଷୟରେ ଘୋଷଣା ହୋଇନି, ଆମେ ଶେଷ ଖବର ସୁଦ୍ଧା ପହଞ୍ଚିଥିବା ସୂଚନା ଆପଣଙ୍କୁ ଜଣାଇବୁ। ଏହି ଯୋଜନା ଅନୁଯାୟୀ, ଲ୍ୟାଣ୍ଡଲାଇନରୁ ସାରାଜୀବନ ଫ୍ରି’ […]

  • Monday, 19 July 2021
pak singer
ମୋଦିଙ୍କୁ ଧମକ ଦେଲେ ପାକିସ୍ତାନୀ ଗାୟିକା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ବିରୋଧ କରୁଛି। କଶ୍ମୀରକୁ ନେଇ ପାକିସ୍ତାନ ଭାରତକୁ ବାରମ୍ୱାର ଧମକ ଦେବାରେ ଲାଗିଛି। ଏପରିକି ପାକିସ୍ତାନ କଳାକାର ମଧ୍ୟ ଭାରତକୁ ଧମକ ଦେଉଥିବାର ଦେଖାଯାଉଛି। ଏହି କ୍ରମରେ ପାକିସ୍ତାନ ଗାୟିକା ରବି ପିରଜାଦା ବି ଏଥିରେ ସାମିଲ ହୋଇଛନ୍ତି। ପିରଜାଦା କଶ୍ମୀର ଉପରେ ହୋଇଥିବା ନିଷ୍ପତ୍ତିକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି। ଏକ […]

  • Monday, 19 July 2021
yoga
ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ

ନୂଆଦିଲ୍ଲୀ: ଆଜି ହେଉଛି ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ। ଏହି ଅବସରରେ ସାରା ବିଶ୍ୱରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ଏପଟେ ସାରା ଦେଶ ଆଜି ଯୋଗ ମୁଦ୍ରାରେ ରହିଛି।  ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍‌ର ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ଆୟୋଜିତ ଯୋଗ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏଠାରେ ଆୟୋଜିତ ବିଶାଳ ଯୋଗ ଶିବିରରେ ୫୦ ହଜାରରୁ ଅଧିକ ଲୋକେ ଅଂଶଗ୍ରହଣ କରି ଯୋଗ କରିଛନ୍ତି। ଶାରୀରିକ ଓ ମାନସିକ ସୁସ୍ଥତାର ମହୌଷଧି ଯୋଗ […]

  • Monday, 19 July 2021
ED
ED ଗଡ଼ରେ ଆଶୀର୍ବାଦଙ୍କ ଜ୍ୱାଇଁ

ଭୁବନେଶ୍ୱର: ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଜ୍ୱାଇଁ ସଞ୍ଜିତ ସାମଲ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି। ବାରବାଟୀ ଜମି ଦୁର୍ନୀତି ମାମଲାରେ ବେଆଇନ ଅର୍ଥ କାରବାର ନେଇ ତାଙ୍କୁ ଇଡି ପକ୍ଷରୁ ନୋଟିସ ଜାରି କରାଯାଇଥିଲା।  ସଞ୍ଜିତ ସାମଲ ଇନ୍‌କନ୍ ଆସୋସିଏଟସ୍‌ର ପାର୍ଟନର ଥିବାବେଳେ ଏହି ସଂସ୍ଥା ବାରବାଟୀ ଜମି କେଳେଙ୍କାରୀ ଲିଙ୍କରେ ଛନ୍ଦି ହୋଇଥିଲା। ଏହି ମାମଲାର ତଦନ୍ତ ପୂର୍ବରୁ ସିବିଆଇ କରୁଛି।  ଏନେଇ ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହାରା, ତାଙ୍କ […]

  • Monday, 19 July 2021
parcel
ପାର୍ସଲରୁ ବାହାରିଲା ଧୂଆଁ

କେନ୍ଦୁଝର: ଅଜଣା ପାର୍ସଲକୁ ନେଇ ଡାକ ଘରେ ଆତଙ୍କ। କେନ୍ଦୁଝର ଜିଲ୍ଲା ଘସିପୁରା ଡାକଘରରେ ଏକ ପାର୍ସଲକୁ ନେଇ ଆଜି ଆତଙ୍କ ଦେଖାଦେଇଥିଲା। ଏଠାକୁ ଆସିଥିବା ଏକ ପାର୍ସଲକୁ ରଖିଲା ବେଳେ ହଠାତ୍‌ ସେଥିରୁ ଧୂଆଁ ବାହାରିଥିଲା।  ଫଳରେ ଡାକ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ। ଖବର ପାଇ  ପୋଲିସ ଓ ଦମକଳ ବାହିନୀ ଆସି ଅନୁଧ୍ୟାନ କରିଛନ୍ତି।  ବର୍ତ୍ତମାନ ପାର୍ସଲଟିକୁ ଏକ ପରିତ୍ୟକ୍ତ ସ୍ଥାନରେ ରଖାଯାଇଛି। ତେବେ ପାର୍ସଲଟି କେଉଁଠୁ ଆସିଥିଲା, କେଉଁ ସ୍ଥାନକୁ ଏହାକୁ ପଠାଯାଇଥାନ୍ତା […]

  • Monday, 19 July 2021
car accident
ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ଆହତ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ମାଛଗାଁ ରାସ୍ତାର ସଦେଇପୁର ଛକ ନିକଟରେ ୧୦୮ ଆମ୍ବୁଲାନ୍ସକୁ କାର୍‌ ଧକ୍କା ଦେବା ଫଳରେ ଏକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଓ ତାଙ୍କ ସାଙ୍ଗ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ବିଜୟଙ୍କୁ ପ୍ରଥମେ ଜଗତସିଂହପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି।

  • Monday, 19 July 2021