• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

deadbody
ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଠାବ

କୋରାପୁଟ : କୋରାପୁଟ ଜିଲ୍ଲା କୁସୁମି ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ମୃତକଙ୍କ ପରିଚୟ ମିଳିଛି। ମୃତ ଦୁଇ ଜଣ ହେଲେ ମୁଣ୍ଡିପଦର ଗାଁର ପର୍ଶୁରାମ ମୁଦୁଲି ଓ ଧନପତି ମୁଦୁଲି। ଦୁହେଁ ସ୍ଥାନୀୟ ମୁଣ୍ଡିପଦର ଗାଁର ବୋଲି ସୂଚନା ମିଳିଛି। ଗତକାଲି ଧନପତି ତାଙ୍କ ପିଉସୀଙ୍କ ସହ କୁସୁମି ହାଟକୁ ଯାଇଥିଲେ। ହାଟରୁ ଫେରିଲା ବେଳେ ପର୍ଶୁରାମଙ୍କ ସହ ପଳାଇଥିବା ଅଭିଯୋଗ ହୋଇଛି। ତେବେ ଏହା ଆତ୍ମହତ୍ୟା […]

  • Monday, 19 July 2021
monsoon
ପାଣିପାଗ ବିଭାଗର ସୂଚନା; ମୌସୁମୀ ସକ୍ରିୟ ହେବ

ଭୁବନେଶ୍ୱର: ଖରାରେ ସିଝୁଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କଲା ଭଳି ଖବର ଦେଇଛି ପାଣିପାଗ ବିଭାଗ । ପାଗ ଅନୁକୂଳ ରହିଛି ଓ ଜୁନ ୨୩ ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପୁଣି ସକ୍ରିୟ ହେବାକୁ ଯାଉଛି। ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ  ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଉପକୂଳ ଓଡିଶା ସମେତ […]

  • Monday, 19 July 2021
child serius
ତତଲା ପେଜ ପାତ୍ରରେ ପଡ଼ି ୫ ବର୍ଷର ଶିଶୁପୁତ୍ର ଗୁରୁତର

ବାଲେଶ୍ୱର : ତତଲା ପେଜ ପାତ୍ରରେ ପଡି ୫ ବର୍ଷର ଶିଶୁପୁତ୍ର ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କଣ୍ଟିଆଟିକର ଗାଁରେ। ଗାଁର ବିଦ୍ୟାଧର ବେହେରାଙ୍କ ୫ ବର୍ଷର ପୁଅ ତନ୍ମୟ ବଡ଼ମା ଘରକୁ ଖେଳି ଯାଇଥିଲା। ହେଲେ ସେଠାରେ ରଖା ଯାଇଥିବା ପେଜ ପାତ୍ରରେ ପଡ଼ି ଯିବାରୁ ତନ୍ମୟ ଗୁରୁତର ହୋଇଥିଲା। ଚିକିତ୍ସା ଲାଗି ତାକୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ପିଠି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ତା ଅବସ୍ଥା ଗୁରୁତର ରହିଛି। […]

  • Monday, 19 July 2021
AKHILESH
ମନ କଥା କହିଲେ ଅଖିଳେଶ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା

ନୂଆଦିଲ୍ଲୀ : 2019 ଲୋକସଭା ଅାସନ ପାଇଁ ସବୁ ଦଳ ଋଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି I ଏହା ଭିତରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଇଛା ବୋଲି ବୟାନ ଦେଇଛନ୍ତି I ସେ କହିଛନ୍ତି ଯେ, ମୁଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନି I କିନ୍ତୁ ଉତ୍ତରପ୍ରଦେଶରେ ମୁଁ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇ ବିକାଶ କରିବାକୁ ଚାହୁଁଛି I 2019 ରେ ପ୍ରଧାନମନ୍ତ୍ରୀ ହେବାର ପ୍ରଶ୍ନରେ ଅଖିଳେଶ କହିଲେ […]

  • Monday, 19 July 2021
tiger
ଆସିଲା ମହାବଳ ବାଘ

ଭୁବନେଶ୍ୱର: ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ମହାବଳ ବାଘ। ଏଥିପାଇଁ ମଧ୍ୟପ୍ରଦେଶ କାହ୍ନା ଜାତୀୟ ଉଦ୍ୟାନରୁ ଆସିଥିବା ମହାବଳ ବାଘ ଓଡ଼ିଶାରେ ପହଞ୍ଚିଛି। ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ସ୍ୱତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ଏହି ବାଘକୁ ଆଜି ଓଡ଼ିଶା ଅଣାଯାଇଛି। ଏକ ସ୍ୱତନ୍ତ୍ର ଗାଡ଼ିରେ ଫ୍ୟାନ୍ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯାଇ ବାଘକୁ ଅଣାଯାଇଛି। ବାଘର ସୁରକ୍ଷା ପାଇଁ ସାଙ୍ଗରେ ବନବିଭାଗ ଅଧିକାରୀ ଓ ଡାକ୍ତରୀ ଦଳ ମଧ୍ୟ ଆସିଛନ୍ତି।  ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଅଣ୍ଡିରା […]

  • Monday, 19 July 2021
bhopal
ନିଷ୍ଠୁର ହେଲା ଭାଗ୍ୟ: ଶବ ଦାହ ପାଇଁ ଯାଉଥିଲେ, ନିଜେ ଶବ ପାଲଟିଗଲେ

ଭୋପାଳ: ଶବ ଦାହ କରିବାକୁ ଯାଇ ନିଜେ ହୋଇଗଲେ ଶବ।  ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା କରିବାକୁ ଯାଉଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୧୫ ଜୀବନ। ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରୁ ୪୫୬ କିଲୋମିଟର ଦୂର ମୋରେନାଠାରେ ଏଭଳି ଦୁଃଖଦ ଘଟଣା ଘଟିଛି।  ଗୋଟିଏ ପରିବାରର ୨୦ଜଣ ସଦସ୍ୟ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ଯାଉଥିଲେ। ମୋରେନା ଘୁରଘାନ୍ ଗାଁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଲି ବୋଝେଇ ଟ୍ରାକ୍ଟର ଜିପ୍‌କୁ […]

  • Monday, 19 July 2021
monsoon
ଏହି ସବୁ ଜିଲ୍ଲାରେ ଘୂର୍ଣ୍ଣିଝଡ଼ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ସଅଳ ଆସିଥିଲେ ମଧ୍ୟ ରାଜ୍ୟବ୍ୟାପି ଗ୍ରୀଷ୍ମପ୍ରବାହ ଜାରି ରହିଛି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଗରମ ମଧ୍ୟ ପବନ ବହୁଛି । ଗତ କିଛି ଦିନ ହେଲା ଅନେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ତେବେ ରାଜ୍ୟରେ ଆଜି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ଓ ବଜ୍ରପାତ ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିପାଇଁ ୧୬ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୪ଟା […]

  • Monday, 19 July 2021
ram nath kovind
ରାଷ୍ଟ୍ରପତିଙ୍କ ବିମାନ ଉଡ଼ାଣ ଉପରେ ରୋକ୍ ଲଗାଇଲା ପାକ୍‌

ଇସ୍‌ଲାମାବାଦ : ପାକିସ୍ତାନ ଆକାଶ ମାର୍ଗ ବନ୍ଦ କରିବା ପରେ ଏବେ ଏହାକୁ ନେଇ ଉଠିଛି ବିରୋଧ। ଜାତିସଂଘରେ ଶାନ୍ତି ଓ ସଦଭାବନାର କଥା କହୁଥିବା ପାକିସ୍ତାନର ଅସଲ ମୁଖା ଏହି ଘଟଣା ପରେ ଖୋଲି ଯାଇଥିବା କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ। କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ଏପରି ଆଭିମୁଖ୍ୟ ଆଦୌ ଶୋଭନୀୟ ନୁହେଁ। ଏନେଇ ପରବର୍ତ୍ତି ସମୟରେ ଭାରତ କଡ଼ା ଜବାବ ରଖିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ପ୍ରତିରକ୍ଷା ବିଶେଷଜ୍ଞ ଜେଡି ବକ୍ସି । […]

  • Monday, 19 July 2021