• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

puri
ମନ୍ଦିରରୁ ଅଷ୍ଟଧାତୁ ମୂର୍ତ୍ତି, ସୁନା ଚୋରି

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଥାନା ଅନ୍ତର୍ଗତ ନୂଆଗାଁ ମନ୍ଦିରରୁ ଗତକାଲି ରାତିରେ ଜୟଦୁର୍ଗାଙ୍କ ଅଷ୍ଟଧାତୁ ମୂର୍ତ୍ତି ସହ ସୁନା ମୁକୁଟ ଓ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ଜୟଦୁର୍ଗା ଠାକୁରାଣୀଙ୍କ ସମସ୍ତ ମୂଲ୍ୟବାନ ଅଳଙ୍କାର ସହ ନୀଳକଣ୍ଠ, ଗୋପୀନାଥ, ସୋମନାଥ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ଚୋରି କରି ଛୁ ମାରିଛନ୍ତି।  ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୋଗ ହେବା ପରେ ସତ୍ୟବାଦୀ […]

  • Monday, 19 July 2021
khurda
ଦାଦାବଟି ନ ଦେବାରୁ ବୁଲ୍‌ଡୋଜର ଲଗାଇ...

ଖୋର୍ଦ୍ଧା: ପୁଣି କଙ୍ଗାରୁ କୋର୍ଟରେ ବଳି ପଡିଛନ୍ତି ନିରୀହ ଲୋକ । ଦାଦାବଟି ନ ଦେବାରୁ ବୁଲ୍‌ଡୋଜର ଲଗାଇ ପୂରା ଘରକୁ ମାଟିରେ ମିଶାଇ ଦେଇଛନ୍ତି ମୁଷ୍ଟିମେୟ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡ଼ି ଗାଁରେ ଏହି ଘଟଣା ଘଟିଛି। ହାଟବରଡ଼ି ଗାଁରେ ବାସ କରୁଥିବା ପୁରୁଷୋତ୍ତମ ବେହେରା ଓ ଛବି ବେହରାଙ୍କ ଘର ୧୫ ଫୁଟ୍ ଜାଗାରେ ହୋଇଛି । ତେଣୁ ୧୫ ଫୁଟ୍ ଜାଗାକୁ ଫୁଟ୍‌ ହିସାବରେ ୧୫ ହଜାର ଟଙ୍କା ଲେଖାଏଁ ଦାଦାବଟି […]

  • Monday, 19 July 2021
train
ଟ୍ରେନ୍‌ରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରହ୍ମପୁର: ବ୍ରହ୍ମପୁରରେ ପୁରୀ-ଓଖା ଏକ୍ସପ୍ରେସ୍‌ରୁ ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ମୃତ ମହିଳାଙ୍କ ନାଁ ସୁଜାତା ସ୍ୱାଇଁ। ତାଙ୍କ ଘର ଭଞ୍ଜନଗର ଗାଙ୍ଗପୁର ଥାନା ବାଙ୍ଗରଡା ଗାଁରେ। ସୂଚନା ଅନୁସାରେ, ସୁଜାତା ସ୍ୱାମୀଙ୍କ ସହ ସୁରଟରେ ରହୁଥିଲେ। ତେବେ ସେଠାରେ ସ୍ୱାସ୍ଥ୍ୟ ଖରାପ ହେବାରୁ ପୁରୀ-ଓଖା ଏକ୍ସପ୍ରେସ୍‌ରେ ବ୍ରହ୍ମପୁର ଆସୁଥିଲେ। ଗତକାଲି ଟ୍ରେନ୍‌ରେ ହଠାତ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେ ପ୍ରାଣ ହରାଇଥିବା ତାଙ୍କ ସ୍ୱାମୀ କହିଛନ୍ତି। ଆଜି ସକାଳେ ମହିଳାଙ୍କ ସ୍ୱାମୀ ଏବଂ […]

  • Monday, 19 July 2021
collector
ନବମ ଶ୍ରେଣୀ ପିଲାଙ୍କୁ ପଢ଼ାଇଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ପିଲାଙ୍କୁ ପାଠ ପଢ଼ାଇଲେ ଜିଲ୍ଲାପାଳ। ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏବେ ଚର୍ଚ୍ଚାରେ। ଶୁକ୍ରବାର ଜିଲ୍ଲାପାଳ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀ ପିଲାଙ୍କୁ ଭୂଗୋଳ ପାଠ ପଢାଇଥିଲେ। ଯାହାକୁ ନେଇ ଛାତ୍ରଛାତ୍ରୀ ବେଶ୍‌ ଉତ୍ସାହିତ ହୋଇଥିଲେ। ‘ମୋ ସ୍କୁଲ ଆନୁକଲ୍ୟରେ ଆମେ ‘ଟିଚ୍‌ ଗଜପତି’ ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ। ଯେଉଁଥିରେ ସ୍ୱେଚ୍ଛାକୃତ ଭାବରେ ଯିଏ ଶିକ୍ଷକତା କରିବା ପାଇଁ ଚାହୁଁଛନ୍ତି […]

  • Monday, 19 July 2021
crocodile
ଗାଧୋଉଥିବା ବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରର ବେଲପାଳ ଗାଁରେ କୁମ୍ଭୀର ଆତଙ୍କ। କୁମ୍ଭୀର ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ କୈଳାସ ଚନ୍ଦ୍ର ସେଠୀ। କୈଳାସ ଗାଧୋଇବା ପାଇଁ ବ୍ରାହ୍ଣଣୀ ନଦୀକୁ ଯାଇଥିବାବେଳେ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲେ।  କୁମ୍ଭୀର ତାଙ୍କୁ ଝାମ୍ପ ମାରି ନଦୀ ଭିତରକୁ ନେବାକୁ ଉଦ୍ୟମ କରିଥିବା ବେଳେ କୈଳାସ ସଂଘର୍ଷ କରି କୁମ୍ଭୀର କବଳରୁ ନିଜକୁ ରକ୍ଷା କରିଥିଲେ। ଗତକାଲି ଏହି ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ […]

  • Monday, 19 July 2021
KKK
ପାକିସ୍ତାନ ସେନାକୁ ଭାରତୀୟ ସେନାର କଡ଼ା ଜବାବ , ୧୦ ପାକ୍ ସୈନ୍ୟ ନିହତ

ଶ୍ରୀନଗର : ଜମ୍ମୁ କଶ୍ମୀର ତଙ୍ଗଧାର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତ ମଧ୍ୟ ଆଜି ପାନେ ଦେଇଛି। ପାକିସ୍ତାନର ୬ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଯବାନ ଆହତ ହୋଇଛନ୍ତି। ପାକିସ୍ତାନ ଭାରତର ଜବାବୀ ଆକ୍ରମଣକୁ ସ୍ୱୀକାର କରିଥିବାବେଳେ ନିହତ ସଂଖ୍ୟା କିନ୍ତୁ କମ୍ କରି କହିଛି। ଏହାପରେ ଦେଶର ଗୃହମନ୍ତ୍ରାଳୟ ହାଇ ଆଲର୍ଟ ଜାରି କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସେନା ପ୍ରମୁଖ ବିପିନ୍ନ ରାୱତଙ୍କ ସହ ସମ୍ପର୍କରେ […]

  • Monday, 19 July 2021
tutorial
ଦରମା ମାଗିବାରୁ ଶିକ୍ଷକଙ୍କ ସହ ଏମିତି କଲେ କୋଚିଂ ସେଣ୍ଟର ମାଲିକ

ନୟାଗଡ଼: କୋଚିଂ ସେଣ୍ଟର ଶିକ୍ଷକଙ୍କୁ ଅକଥନୀୟ ନିର୍ଯାତନା। ଦରମା ମାଗିବାରୁ ଶିକ୍ଷକଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ସହ ଏହାକୁ ମୋବାଇଲ୍‌ରେ ସୁଟିଂ କରି ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ କରିଥିବା ନେଇ ଅଭିଯୋଗ ହୋଇଛି। କଣ୍ଟିଲୋରେ ଥିବା ଏକ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ଏଭଳି ଅଭିଯୋଗ ଆଣିଛନ୍ତି ସେଠି ପଢ଼ାଉଥିବା ଜଣେ ଇଂରାଜୀ ଶିକ୍ଷକ। ଗତ ୫ ତାରିଖରେ ଘଟିଥିବା ଏହି ଘଟଣା ସଂପର୍କରେ ସଂପୃକ୍ତ ଶିକ୍ଷକ ଜଣଙ୍କ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିବା ପରେ […]

  • Monday, 19 July 2021
puri
ରତ୍ନ ସିଂହାସନ ଛାଡ଼ି ଅଣସର ଘରେ ଶ୍ରୀଜିଉ

ପୁରୀ: ରତ୍ନ ସିଂହାସନ ଛାଡି ଅଣସର ଘରେ ଏବେ ଶ୍ରୀଜିଉ। ଆଜି ଅନବସରର ଦ୍ୱିତୀୟ ଦିନ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଜ୍ୱର ବେଶି ମାତ୍ରାରେ ବଢ଼ି ଯାଇଥିବାରୁ ଆଜି ଶ୍ରୀଜିଉଙ୍କ ଓଦା ବସ୍ତ୍ର କଢ଼ାଯିବ। ମହାପ୍ରଭୁ ଧଳା ବସ୍ତ୍ର ପରିଧାନ କରିଥିବାରୁ ଏହି ଅବସରରେ ମହାପ୍ରଭୁଙ୍କୁ ଧଳା ଫୁଲରେ ପୂଜା କରାଯାଇଥାଏ। ଅନବସରରେ ଥିବାରୁ ମହାପ୍ରଭୁଙ୍କୁ ଅନ୍ନ ପ୍ରସାଦ ବଦଳରେ ଫଳମୂଳ, ରସଛେନା ଆଦି ଭୋଗ ଲାଗିଥାଏ। ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ମହାପ୍ରଭୁଙ୍କୁ ଚତୁର୍ଭୁଜ ନାରାୟଣ ରୂପରେ ଦର୍ଶନ […]

  • Monday, 19 July 2021
car accident
ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରରୁ ଚାଲିଗଲା ୪ ଜୀବନ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ଏଥିରେ ଆଉ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଅାନନ୍ଦପୁର ମେଡିକାଲରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ କରଞ୍ଜିଆ-ଆନନ୍ଦପୁର ରାସ୍ତାର ବାଙ୍ଖିଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗଛରେ କାର୍‌ ପିଟି […]

  • Monday, 19 July 2021
naveen
ବୈଜୟନ୍ତଙ୍କ ମନ୍ତବ୍ୟକୁ ନେଇ ବିଜେଡିରେ କମ୍ପନ

ଭୁବନେଶ୍ୱର: ନବୀନଙ୍କ ପାଇଁ ଅଡୁଆ ହେବ ଭ୍ରଷ୍ଟାଚାର ଓ ବଢୁଥିବା ସରକାର ବିରୋଧୀ ଜନମତ। ଆଗାମୀ ସାଧାରଣ ନିର୍ବାଚନରେ ବ୍ରାଣ୍ଡ ନବୀନ ଏଥିପାଇଁ ପ୍ରଭାବିତ ହେବ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି। ଓଟିଭିର ଖୋଲାକଥା କାର୍ଯ୍ୟକ୍ରମରେ ଭାଗ ନେଇ ବୈଜୟନ୍ତ କହିଛନ୍ତି, ଗତ ୪ ବର୍ଷ ହେଲା କୋଟେରୀ କବ୍‌ଜାରେ ବିଜେଡି ଓ ନବୀନ। କୋଟେରୀକୁ ଲିଡ୍ କରୁଥିବା ପାଣ୍ଡିୟାନ୍‌ଙ୍କୁ ଟାର୍ଗେଟ କରିବା ସହ ତାଙ୍କ ବିରୋଧରେ ସିବିଆଇ […]

  • Monday, 19 July 2021
cong 0
କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ

ଭୁବନେଶ୍ୱର: ପୁଣି ତେଜିଲା କଂଗ୍ରେସ କଳି। ନିରଞ୍ଜନ ଦାୟିତ୍ୱ ନେବାରେ ଦିନ କେଇଟା ଠିକ୍‌ଠାକ୍‌ ଚାଲିଲା ପରେ କଂଗ୍ରେସରେ ପୁଣି ପୁରୁଣା ଗୋଷ୍ଠୀକନ୍ଦଳ ରୋଗ ବାହାରିଛି। କୋରାପୁଟ ଜିଲ୍ଲା କଂଗ୍ରେସ କଳି ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ ଜଣେ ଦଳୀୟ ବିଧାୟକ ଖୋଲାଖୋଲି ଶାସକ ବିଜେଡିକୁ ପ୍ରଶଂସା କରିବାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେଣୁ କଂଗ୍ରେସରେ ଯେ ସବୁ ଠିକ୍ ଚାଲି ନାହିଁ ଏଥିରୁ ସ୍ପଷ୍ଟ ବାରି ହେଉଛି। ଦଳର ଏସ୍‌ସି ସେଲ୍ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଶଗରିଆ […]

  • Monday, 19 July 2021
farmer
ନିର୍ବାଚନ ପୂର୍ବରୁ ଚାଷୀ ଦରଦ: ଯୋଜନା ଆଳରେ ବାହାବା ନେବାକୁ କେନ୍ଦ୍ର-ରାଜ୍ୟ ପ୍ରତିଯୋଗିତା

ଭୁବନେଶ୍ୱର: ଚାଷୀ ଭୋଟ ଉପରେ ନେତାଙ୍କ ଆଖି। ଚାଷୀଙ୍କୁ ଖୁସି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ଭିତରେ ପ୍ରତିଯୋଗିତା ହେଉଛି। ଏଥିରେ ପରସ୍ପରର ଗୋହି ଖୋଳି ଉଭୟ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି। ଶୁକ୍ରବାର କୃଷକଙ୍କ ବିକାଶ ପାଇଁ ଭୁବନେଶ୍ୱରରେ ଆୟୋଜିତ ଏଗ୍ରି କନକ୍ଲେଭରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ତିନିଜଣ କେନ୍ଦ୍ରମନ୍ତ୍ରୀ। ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା ଯୋଜନାର ହିସାବ ଦେବା ବେଳେ ତିନି କେନ୍ଦ୍ର ମନ୍ତ୍ରୀ ନବୀନଙ୍କୁ ଚାଷୀ ବିରୋଧୀ ବୋଲି ଚିତ୍ରିତ କରିଛନ୍ତି। […]

  • Monday, 19 July 2021
lift
ଲିଫ୍ଟରେ ଚାଲିଗଲା ୯ ବର୍ଷିୟା ବାଳିକାର ଜୀବନ

ହାଇଦ୍ରାବାଦ: ଲିଫ୍ଟରେ ଫଶିଯିବାରୁ ଗତକାଲି ଜଣେ ୯ ବର୍ଷ ବୟସ୍କା ଝିଅର ମୃତ୍ୟୁ ଘଟିଛି। ଗତକାଲି ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସମୟରେ ହାଇଦ୍ରାବାଦ ବାହାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଲିସ୍ ଆକସ୍ମିକ ମୃତ୍ୟୁ ଦର୍ଶାଇ ମାମଲା ରୁଜୁ କରିଛି। ହାଇଦ୍ରାବାଦରେ ହସ୍ତିନାପୁରମ ନର୍ଥ ଏକ୍ସଟେନଶନ କଲୋନୀ ରହିଛି। ଏହି କଲୋନୀରେ ଏକ କୋଠାରେ ତୃତୀୟ ମହଲାକୁ ଯିବା ପାଇଁ ଲିଫ୍ଟରେ ଅପେକ୍ଷା କରିଥିଲେ ଚନ୍ଦ୍ରଶେଖର ଯାଦବ ଏବଂ ତାଙ୍କ ପରିବାର ଲୋକେ। ନିକଟରେ ସେମାନେ […]

  • Monday, 19 July 2021
rastra
ରାଷ୍ଟ୍ରପତିଙ୍କୁ ଅସମ୍ମାନ ପ୍ରସଙ୍ଗ: ଧର୍ମେନ୍ଦ୍ର କହିଲେ, ସ୍ପଷ୍ଟୀକରଣ ଦିଅନ୍ତୁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜଗନ୍ନାଥ ଦର୍ଶନ ସମୟରେ ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଅସମ୍ମାନ ପ୍ରଦର୍ଶନ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଙ୍କ ଜାଣିବାରେ ସେମିତି କିଛି ଘଟଣା ଘଟି ନ ଥିଲା। ରାଷ୍ଟ୍ରପତିଙ୍କ ଅଫିସରୁ ମଧ୍ୟ ଏମିତି କିଛି ଲିଖିତ ଅଭିଯୋଗ ଆସି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ବିବାଦ ସୃଷ୍ଟି କଲା ମୁଖ୍ୟମନ୍ତ୍ରୀ ତା’ର […]

  • Monday, 19 July 2021
vido
ଛାତରୁ ଖସି ପଡ଼ିଲେ ତିନି ବର୍ଷର ଶିଶୁ ପୁତ୍ର

ମଧ୍ୟପ୍ରଦେଶ : ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଏହି ଉକ୍ତି ଏବେ ସତ ପ୍ରମାଣିତ ହୋଇଛି। ଦୁଇ ମହଲା ଉପର ଛାତରୁ ଖସି ଆସି ସିଧା ପଡ଼ିଲେ ରିକ୍ସା ଉପରେ । ଆପଣ ଦେଖୁଥିବା ଏହି ସିସିଟିଭି ଭିଜୁଆଲ୍ ହେଉଛି ମଧ୍ୟପ୍ରଦେଶ ଟିକମଗଡ଼ର । ଯେଉଁଠି ଘରର ଦୁଇ ମହଲା ଉପରେ ଖେଳୁଥିଲେ ତିନି ବର୍ଷର ଶିଶୁ ପୁତ୍ର । ତେବେ କୌଣସି ଅସାବଧାନତା ଯୋଗୁଁ ଛାତରୁ ଖସି ପଡ଼ିଥିଲେ ଶିଶୁଟି। ହେଲେ ସୌଭାଗ୍ୟବଶତଃ […]

  • Monday, 19 July 2021
maheswara
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କ ଅସମ୍ମାନକୁ ମନ୍ତ୍ରୀ ମହେଶ୍ୱରଙ୍କ ଅସ୍ୱୀକାର

ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତିଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି। ଶ୍ରୀମନ୍ଦିରରେ ସେଭଳି କୌଣସି ଘଟଣା ଘଟି ନ ଥିଲା ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟୀକରଣ ରଖି ସାରିଛନ୍ତି ବୋଲି ମହେଶ୍ୱର କହିଛନ୍ତି। ସେହିପରି ପରିଚାଳନା କମିଟି ମିଟିଂରେ ରାଷ୍ଟ୍ରପତି ଦମ୍ପତିଙ୍କୁ ଅସମ୍ମାନ କଥା ଉଠିଲା କିପରି, ଏହି ପ୍ରଶ୍ନରେ ଉତ୍ତର ଦେଇ ମହେଶ୍ୱର କହିଛନ୍ତି, ‘ସେ କଥା ପୂର୍ବତନ ମୁଖ୍ୟ ପ୍ରଶାସକଙ୍କୁ […]

  • Monday, 19 July 2021
hockey-team
ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ଭୁବନେଶ୍ୱର: ମହିଳା ହକି ବିଶ୍ୱକପ ପାଇଁ ଶୁକ୍ରବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।  ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୁନୀତା ଲାକ୍ରା, ଲିଲିମା ମିଞ୍ଜ , ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ। ଆସନ୍ତା ଜୁଲାଇ ୨୧ ତାରିଖଠାରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନରେ ମହିଳା ହକି ବିଶ୍ୱକପ ଖେଳାଯିବ। ପ୍ରକାଶ ଥାଉକି,୨୦୧୦ ବିଶ୍ୱକପ ପରେ ଭାରତ ପୁଣି ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା […]

  • Monday, 19 July 2021