• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

g
ଅଯୋଧ୍ୟା ଜମି ପାଇଁ ‘ଶରିଆ ଆଇନ’ ଦେଖାଇଲା ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍‌ ବିବାଦ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ଏଆଇପିଏମ୍‌ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍‌ ଦାଖଲ କରିବେ। ଏଆଇପିଏମ୍‌ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନେ କେନ୍ଦ୍ର ପକ୍ଷରୁ ଦିଆଯିବାକୁ ଥିବା ୫ ଏକର ଜମି ମଧ୍ୟ ଗ୍ରହଣ କରିବେ ନାହିଁ। ଏଆଇପିଏମ୍‌ଏଲବି ପକ୍ଷରୁ ଓକିଲ ରାଜୀବ ଧୱନ୍‌ ଏହି ମାମଲାର […]

  • Monday, 19 July 2021
justice
ଆସନ୍ତାକାଲି ଶପଥ ନେବେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍‌ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ। ଗତବର୍ଷ ଅକ୍ଟୋବର ୩ରେ […]

  • Monday, 19 July 2021
sab
ଖୋଲିଲା ସାବରିମାଳା ମନ୍ଦିର

ଥିରୁଭନନ୍ତପୁରମ୍ : ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆଜିଠୁ ଖୋଲିଛି କେରଳର ସାବରିମାଲା ମନ୍ଦିର। ସଂଧ୍ୟା ୫ଟାରେ ମନ୍ଦିର ମୁଖ୍ୟଦ୍ୱାର ଖୋଲିବା ପରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡଳ ପୂଜା ପାଇଁ ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲାଯାଇଛି। ସେପଟେ ଦର୍ଶନ ପାଇଁ ଆସିଥିବା ୧୦ ଜଣ ମହିଳାଙ୍କୁ  ମନ୍ଦିରରେ ପ୍ରବେଶ ପାଇଁ ପୁଲିସ ପକ୍ଷରୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଏକାଠି ହେଉଥିବା କାମ୍ପା ବେସ୍ କ୍ୟାମ୍ପରୁ ପରିଚୟ ପତ୍ର […]

  • Monday, 19 July 2021
ସରିଲା ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଶେଷ ହୋଇଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ। ଆଜି ଶେଷ କାର୍ଯ୍ୟ ଦିବସରେ ସୁପ୍ରିମକୋର୍ଟ ପରିସରରେ ଅନ୍ୟ ବିଚାରପତି ଓ କର୍ମଚାରୀମାନେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେପଟେ ଜଷ୍ଟିସ ଗୋଗୋଇ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଷ୍ଟିସ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ମଧ୍ୟରେ ରହିଛି ଐତିହାସିକ ଅଯୋଧ୍ୟା ଜମି ବିବାଦ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ […]

  • Monday, 19 July 2021
kashmir
କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଖାଣିଲେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର କୋହଭରା କଥା

ୱାଶିଂଟନ୍‌ : ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ ମଧ୍ୟ ଭୁଲିବାକୁ ନଥିବା ଅକୁହା କଥା। ୧୯୯୦ ମସିହାରେ କିଭଳି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଇସ୍‌ଲାମିକ୍‌ ଉଗ୍ରପନ୍ଥୀମାନେ କିଭଳି ଭୟଙ୍କର କାଣ୍ଡ ଭିଆଇଥିଲେ ସେ […]

  • Monday, 19 July 2021
gun
ବିବାହ ଦିନରେ ବିଦ୍ରୋହୀ ନେତାଙ୍କ ପୁଅ ଧରିଲେ ଗନ୍

ଦିମାପୁର : ଫୁଲ ନୁହେଁ ବର-କନ୍ୟା ହାତରେ ବନ୍ଧୁକ। ତାହା ପୁଣି ଅତ୍ୟାଧୁନିକ AK -56  ଏବଂ M16 ଭଳି ଅଟୋମେଟେଡ ବନ୍ଧୁକ । ନାଗାଲାଣ୍ଡର ବିଦ୍ରୋହୀ ନେତା କିଲୋ କିଲୋନସେରଙ୍କ ପୁଅ ବୋହୋତୋ କିବାଙ୍କ ବିବାହ ଉତ୍ସବ ପରେ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ସହ ସମାଲୋଚନା ହେଉଛି। ଗତ ଶନିବାର ଦିମାପୁରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଉ ଏହା ପରେ ମାରଣାସ୍ତ୍ର […]

  • Monday, 19 July 2021
maharasthra
ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼

ମୁମ୍ବାଇ: ସୋମବାର ମହାରାଷ୍ଟ୍ର ରାଜନୀତିରେ ଏକାସାଥୀରେ ଅନେକ ମୋଡ଼ ଆସିଛି। ସଂଖ୍ୟା ଅଭାବରୁ ବିଜେପି ସରକାର ଗଠନ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଜ୍ୟପାଳ ଭଗତ ସିଂହ କୋଶିଆରୀ ଶିବସେନାକୁ ନିମନ୍ତ୍ରଣ କରିଥିଲେ। ତେବେ ଦ୍ୱିତୀୟ ବୃହତ ଦଳ ଶିବସେନା ଏଥିପାଇଁ ୩ ଦିନ ମାଗିବାରୁ ରାଜ୍ୟପାଳ ଏଥିରେ ଅମଙ୍ଗ ହେବା ସହ ସରକାର ଗଠନର ବଲ୍ ଏନ୍‌ସିପି କୋର୍ଟକୁ ଠେଲି ଦେଇଛନ୍ତି। ଏନ୍‌ସିପିର ଅଜିତ ପାୱାର ରାଜ୍ୟପାଳଙ୍କୁ ଭେଟିବା ପରେ ରାଜ୍ୟପାଳ ସରକାର ଗଠନ ପାଇଁ […]

  • Monday, 19 July 2021
siv sena
ଶିବସେନାକୁ କଂଗ୍ରେସର ବାହ୍ୟ ସମର୍ଥନ

ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ ବୋଲି ସ୍ଥିର ହୋଇଛି। ଏନସିପି ସହ ଶିବସେନା ମେଣ୍ଟ କରି ଏଠାରେ ସରକାର ଗଢ଼ିବ ଏବଂ ବାହାରୁ କଂଗ୍ରେସ ସମର୍ଥନ କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ପଦବୀ […]

  • Monday, 19 July 2021
ram
ଅଯୋଧ୍ୟା ରାମ ମନ୍ଦିର ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୯ ତାରିଖରେ ସୁପ୍ରିମ୍‌କୋର୍ଟ ଦେଇଥିବା ଅଯୋଧ୍ୟା ରାୟରେ ରହିଥିବା ଆଇନ ଗତ ବ୍ୟବସ୍ଥାକୁ ବର୍ତ୍ତମାନ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପଢ଼ୁଛନ୍ତି। ଏପରିକି ଏହି ସୂତ୍ରରୁ ଜଣାଯାଇଛି, ମନ୍ତ୍ରଣାଳୟ ପକ୍ଷରୁ ଟ୍ରଷ୍ଟ ଗଠନ ପାଇଁ ବିଧିବଦ୍ଧ ଭାବେ ଉଦ୍ୟମ ଆରମ୍ଭ ହୋଇସାରିଛି। ସୁପ୍ରିମ୍‌କୋର୍ଟ ଶନିବାର ୭୦ ବର୍ଷର ଆଇନଗତ ଯୁଦ୍ଧ […]

  • Monday, 19 July 2021
ncp
ଏନ୍‌ଡିଏରୁ ଓହରିଲେ ଶିବସେନାକୁ ସମର୍ଥନ ଦେବ ଏନ୍‌ସିପି

ମୁମ୍ବାଇ: ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍‌ସିପି  ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍‌ସିପି ସର୍ତ୍ତ ରଖିଛି, ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରୁ ଓହରିଲେ ଯାଇ ଉଦ୍ଧବ ଠାକ୍‌ରେଙ୍କ ଦଳକୁ ସମର୍ଥନ ଦିଆଯିବ। ମହାରାଷ୍ଟ୍ର ବିଧାନସଭାରେ ମୋଟ ୨୮୮ ସଦସ୍ୟ ଥିବାବେଳେ ବିଜେପି ପାଖରେ ୧୦୫ […]

  • Monday, 19 July 2021
bulbul--land
ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ପଶ୍ଚିମବଙ୍ଗ : ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗର ଦ୍ୱୀପ-ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି ସୂଚନା ରହିଛି। ପବନର ବେଗ ବଢ଼ି ୧୪୦ କି.ମି ହେବାର ଆକଳନ କରାଯାଉଛି। ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ୩ଘଣ୍ଟା ଧରି ଜାରି ରହିବ ଓ ତାର ତାଣ୍ଡବ ରଚିବ । ବାତ୍ୟା ବୁଲବୁଲ ଆଜି ରାତି ୧୧ଟା ମଧ୍ୟରେ ସୁନ୍ଦରବନ ନିକଟରେ ଲ୍ୟାଣ୍ଡଫଲ୍ କରିବ […]

  • Monday, 19 July 2021
modi
'ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ୍‌'

ନୂଆଦିଲ୍ଲୀ :  ଆଜି ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ। କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କଲେ। ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କିହଛନ୍ତି, କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କରିଥିବାରୁ ବିବିଧତା ମଧ୍ୟରେ ଏକତାକୁ ଆଜି ପୁଣି ପ୍ରମାଣିତ କରିଛି ସାରା ଦେଶବାସୀ ଆଜି […]

  • Monday, 19 July 2021
sc
ଅଯୋଧ୍ୟା ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର। ଦେଶର ସବୁଠୁ ବଡ଼ ଓ ଚର୍ଚ୍ଚିତ ବିବାଦର ଅନ୍ତ ଘଟାଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ଐତିହାସିକ ଅଯୋଧ୍ୟା ରାୟ। କହିଛନ୍ତି ବିବାଦୀୟ ଜମିରେ ହିଁ ନିର୍ମାଣ ହେବ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଚୂଡ଼ାନ୍ତ ରାୟ ଶୁଣାଇ- ବିବାଦୀୟ ୨.୭୭ ଏକର ଜାଗାକୁ ରାମ ଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। […]

  • Monday, 19 July 2021
parasharan
ସେ କିଏ ଜାଣନ୍ତି ? ୯୨ ବର୍ଷ ବୟସରେ ବି ଲଢ଼ୁଥିଲେ ଅଯୋଧ୍ୟା କେସ୍‌

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍‌। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ ନେଇଥିବା ପରାଶରନ୍‌ଙ୍କ ବାପା ମଧ୍ୟ ଓକିଲ ଥିଲେ। ୧୯୫୮ରେ ଓକିଲ ବୃତ୍ତି ଆରମ୍ଭ କରି ୧୯୭୬ ମସିହାରେ ତାମିଲନାଡ଼ୁ ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ଦାୟିତ୍ୱ ନେଇଥିଲେ। ୨୦୦୩ […]

  • Monday, 19 July 2021
jj
ବହୁଚର୍ଚ୍ଚିତ ଅଯୋଧ୍ୟା ରାୟ ; ଏହାକୁ ନେଇ ବିଭିନ୍ନ ଦଳର ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ପରେ ଏହାକୁ ଅନେକ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଦଳର ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ରାୟ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତ ରଖିଛନ୍ତି। ନବୀନ ଏନେଇ ଟ୍ୱିଟ୍‌ କରି, ସୁପ୍ରିମକୋର୍ଟଙ୍କ ରାୟକୁ ସମସ୍ତେ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଏଥିରେ ସେ ଶାନ୍ତି, ସଦଭାବନା ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। Ahead of #AyodhyaVerdict, appeal to […]

  • Monday, 19 July 2021
ayodhya
ଆସନ୍ତାକାଲି ଅଯୋଧ୍ୟା ରାୟ

ନୂଆଦିଲ୍ଲୀ:  ଆସନ୍ତାକାଲି  ଶନିବାର ଆସିବ ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ରାୟ। ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ମାମଲାର ରାୟ ପ୍ରାକଶ ପାଇବ । ରାଜନୀତିକ ଏବଂ ସାଂସ୍କୃତିକ କାରଣରୁ ଅତି ସମ୍ବେଦନଶୀଳ ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ। ଆସନ୍ତା ନଭେମ୍ବର ୧୭ ତାରିଖରେ ଅବସର ନେବାକୁ ଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ।

  • Monday, 19 July 2021