ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତ ପରଠାରୁ ନୂଆ ନୂଆ କଥା ଖୁଲାସା ହେବାରେ ଲାଗିଛି। ପୋଲିସ ମଧ୍ୟ ଘଟଣାକୁ ଗୁରୁତର ଭାବେ ନେଇ ଅନୁସନ୍ଧାନ ଜାରି ରଖିଛି। ସୁଶାନ୍ତଙ୍କର ପାଖ ଲୋକମାନଙ୍କର ବୟାନ ମଧ୍ୟ ରେକର୍ଡ଼ କରୁଛି ପୋଲିସ। ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀଙ୍କ ବୟାନ ରେକର୍ଡ କରିବା ସହ ପୋଲିସ ସୁଶାନ୍ତଙ୍କ ମନସ୍ତତ୍ତ୍ୱବିତ୍ ଡାକ୍ତର କିର୍ସି ଚାୱାଲଙ୍କର ମଧ୍ୟ ବୟାନ ରେକର୍ଡ କରିଛି। ସୁଶାନ୍ତଙ୍କ ଡାକ୍ତର ପୋଲିସକୁ ଏକ ଚାଞ୍ଚଲ୍ୟକର ତଥ୍ୟ […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିୟୋଗରେ ଫ୍ୟାନ୍ଙ୍କ ମଧ୍ୟରେ ନିରାଶ ଛାୟି ଯାଇଛି। ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ବଲିଉଡ୍ ଜଗତ ବି ଦୁଇଭାଗରେ ବିଭକ୍ତ ହୋଇଯାଇଛି। ସୁଶାନ୍ତଙ୍କର କିଛି ବନ୍ଧୁ ତାଙ୍କୁ ମନେ ପକାଇ ସୋସିଆଲ୍ ମିଡିଆରେ ଭଳି ଭଳି ପୋଷ୍ଟ କରୁଛନ୍ତି। ସୁଶାନ୍ତଙ୍କ ସାଙ୍ଗ ମହେଶ ସେଟ୍ଟୀ ଇନ୍ଷ୍ଟାଗ୍ରାମରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ମହେଶ କହିଛନ୍ତି, ମୁଁ ବହୁତ ଅନୁତାପ କରୁଛି ସୁଶାନ୍ତ, ତୁମର ଶେଷକୁ କଲ୍କୁ ମୁଁ ରିସିଭି […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ଦେହାନ୍ତ ପରଠାରୁ ତାଙ୍କ ସହ ଜଡ଼ିତ ଅନେକ କଥା ଅନେକ ଖବର ଶୁଣିବାକୁ ମିଳୁଛି। ସୋସିଆଲ ମିଡିଆରେ ବି ଭଳି ଭଳି ନୂଆ ଘଟଣା ଶେୟାର କରାଯାଉଛି। ଏହାରି ଭିତରେ ସମସ୍ତଙ୍କର ମୁହଁରେ ବଲିଉଡର ପ୍ରିୟାପ୍ରୀତି ତୋଷଣ କଥା ଉଠୁଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ବଲିଉଡର ବଡ଼ ବଡ଼ ନିର୍ଦ୍ଦେଶଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଏହାରି ଭିତରେ ସୁଶାନ୍ତ ସିଂହଙ୍କୁ ନେଇ ଏକ ନୂଆ ଘଟଣା […]
ଥିରୁଅନନ୍ତପୁରମ୍: କେରଳରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪ଜଣ ନିଖୋଜ ଅଛନ୍ତି। ୱେନାଦ୍ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନାର ୪ଟି ଟିମ୍ ଓ ଏକ ସି କିଙ୍ଗ୍ ହେଲିକପ୍ଟର ପଠାଯାଇଛି। ଏନ୍ଡିଆର୍ଏଫ୍ର ୩ଟି ଟିମ୍ କୋଝିକୋଡ୍, ଇର୍ନାକୁଲମ୍ ଓ ଆଲ୍ପୁଝା ଜିଲ୍ଲାରେ ମୁତୟନ କରାଯାଇଛି। ସେନା, ନୌସେନା, ପୁଲିସ୍ ଓ ଦମକଳ ବାହିନୀ ଉଦ୍ଧାର […]
ଭୁବନେଶ୍ୱର: ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ପରିସରରେ ଭୟାବହ ଅଗ୍ନିକାଣ୍ଡ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ରୋଷଘରର ୨୨ଟି ବଖରା ପୋଡି ପାଉଁଶ ହୋଇଯାଇଛି। ମନ୍ଦିରର ରୋଷଘରେ ହଠାତ୍ ନିଆଁ ଲାଗି ଯାଇଥିଲା। ପରେ ଚାହୁଁ ଚାହୁଁ ଚାରିଆଡେ ବ୍ୟାପି ଯାଇଥିଲା। ରୋଷଘର ଛଣରେ ତିଆରି ହୋଇଥିବାରୁ ଏହା ପୋଡି ପୂରା ପାଉଁଶ ହୋଇଯାଇଛି। ଅଗ୍ନିଶମ ବିଭାଗର ୩ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅନ୍ୟପକ୍ଷରେ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁମାନଙ୍କର ଭିଡିଓ ଦେଖିବାକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି। ଜଙ୍ଗଲର ରାଜା ସିଂହ ସହିତ ଭୁଲ୍ରେ ବି କେହି ଥଟ୍ଟା ମଜାକ୍ କରନ୍ତି ନାହିଁ। କାରଣ ସମସ୍ତେ ଜାଣିଛନ୍ତି ଯେ ସିଂହ ସହ ମଜାକ୍ କରିବା ଅର୍ଥ ନିଜେ ଶିକାର ହେବା। କିନ୍ତୁ ଏଥର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଙ୍ଗଲରେ ଶୋଇଥିବା ସିଂହଟିର ଲାଞ୍ଜକୁ ଏକ […]
ରିୱା: ଲଦାଖ୍ର ଗଲଓ୍ୱାନ୍ ଉପତ୍ୟାକାରେ ଭାରତ- ଚୀନ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏହି ସହିଦମାନଙ୍କ ଭିତରେ ଥିଲେ ମଧ୍ୟପ୍ରଦେଶର ଦୀପକ କୁମାର ସିଂହ। ଏଭଳି ସଂରର୍ଷର କିଛି ଦିନ ପୂର୍ବରୁ ଦୀପକ ଘର ଲୋକଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଘରକୁ ଫେରିବା ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ। କିନ୍ତୁ ବିଧି ଯେ ଏମିତି ବାମ ହେବ ସେକଥା କିଏ ଜାଣିଥିଲା। ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ […]
କଟକ : କଟକରେ OSAP ଶାରୀରିକ ପରୀକ୍ଷା ବେଳେ ଅଘଟଣ। ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଛି। ପରୀକ୍ଷାର୍ଥୀ ଅସୁସ୍ଥ ଅନୁଭବ କରିବାରୁ ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ତେବେ ପରୀକ୍ଷାର୍ଥୀ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ପରୀକ୍ଷାର୍ଥୀ ନରସିଂହପୁରର ରମେଶ ପ୍ରଧାନ ବୋଲି ସୂଚନା ମିଳିଛି।
କେନ୍ଦୁଝର : କେନ୍ଦୁଝର ଡିଗ୍ରୀ ଇଂଜିନିୟରିଂ କଲେଜ ଛାତ୍ରୀ ନିବାସର ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ। ରାଗିଂରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ହଷ୍ଟେଲରେ ଲାଇନ୍ କଟିବାକୁ ନେଇ ରାଗିଂ ହୋଇଥିବା ସୂଚନା ମିଳିଛି। ଅଭିଯୋଗ ମୁତାବକ, ଚତୁର୍ଥ ବର୍ଷର କିଛି ଛାତ୍ରୀ ୩ୟ ବର୍ଷର କିଛି ଛାତ୍ରୀଙ୍କୁ ଗାଳି ଦେଇଥିଲେ। ଏପରିକି ଗାଳିଦେବା ସହ ରାତିରେ ଖାଇବାକୁ ଦେବା ବନ୍ଦ କରିଥିବା ଅଭିଯୋଗ ହୋଇଛି। ତେବେ ଦୀର୍ଘ ସମୟ ଧରି […]
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଙ୍କ ମୃତ୍ୟୁ ପରେ ସମଗ୍ର ଦେଶ ଦୁଃଖରେ ଭାଙ୍ଗି ପଡ଼ିଛି। ସୁଶାନ୍ତଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡିତ ବିଭିନ୍ନ ପ୍ରକାରର ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି। ଏନେଇ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଫେସବୁକ୍ରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। ସୁଶାନ୍ତଙ୍କ ସମସ୍ତ ଯନ୍ତ୍ରଣା ପାଇଁ ତାଙ୍କ ଭଉଣୀ ଶ୍ୱେତା ଏହି ପୋଷ୍ଟ ମାଧ୍ୟମରେ କ୍ଷମା […]
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କାଉଡ଼ିଆଙ୍କ ଉପରେ ଆକାଶମାର୍ଗରୁ ପୁଷ୍ପବର୍ଷା କରି ଅଡ଼ୁଆରେ ବରିଷ୍ଠ ପୋଲିସ ଅଧିକାରୀ। ମିରଟର ଏଡିଜି ପ୍ରଶାନ୍ତ କୁମାର ଏକ ହେଲିକପ୍ଟରରେ ଏରିଏଲ ସର୍ଭେ କରିବାବେଳେ ରାସ୍ତାରେ ଯାଉଥିବା କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ। ତାଙ୍କ ସହ ପୁଲିସ କମିଶନର ଚନ୍ଦ୍ର ପ୍ରକାଶ ତ୍ରିପାଠୀ ମଧ୍ୟ ଥିଲେ। #WATCH Additional Director General of Uttar Pradesh Police (Meerut Zone) Prashant Kumar showered rose petals on Kanwariyas from […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅଲ୍ଲି ଫଜଲ ମା’ଙ୍କର ଗତକାଲି ପରଲୋକ ହୋଇଯାଇଛି। ଅଲ୍ଲି ଫଜଲଙ୍କ ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ରଙ୍କ କହିବା ଅନୁଯାୟୀ, ହଠାତ୍ ଅଲ୍ଲିଙ୍କ ମା’ ଅସୁସ୍ଥ ଅନୁଭବ କରିଥିଲେ । ଲକ୍ଷ୍ନୌଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ‘ଫୁକ୍ରେ’ ଓ ‘ଭିକ୍ଟୋରିଆ ଆଣ୍ଡ ଅବଦୁଲ୍’ ଭଳି ଚଳଚ୍ଚିତ୍ର ପାଇଁ ପ୍ରସିଦ୍ଧ ହେଉଛନ୍ତି ଅଲି ଫଜଲ । ଅଲ୍ଲି ତାଙ୍କ ଟ୍ୱିଟ୍ରେ ତାଙ୍କ ମା’ଙ୍କୁ […]
ପୁରୀ : ଶ୍ରୀମନ୍ଦିର ସାମ୍ନାରେ ସେବାୟତଙ୍କ କ୍ରାନ୍ତି ଦିବସ ପାଳନ। ଏହି ଅବସରରେ ଅାଜି ସେବାୟତମାନେ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେବାୟତଙ୍କୁ ମିଳୁଥିବା ଦାନଦକ୍ଷିଣା ବିରୋଧରେ ଯେଉଁଭଳି ଭାବେ ଷଡଯନ୍ତ୍ର କରାଯାଉଛି, ତାହା ନିନ୍ଦନୀୟ । ଏହାଦ୍ୱାରା ସେମାନଙ୍କ ପରିବାର କେମିତି ଚଳିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସେବାୟତ। ଶ୍ରୀମନ୍ଦିରରୁ ବଂଶଗତ ପରମ୍ପରା ଉଛେଦ ଏବଂ ଅଣହିନ୍ଦୁ ପ୍ରବେଶ ପାଇଁ ମଧ୍ୟ ଉଦ୍ୟମ କରାଯାଉଥବା ଅଭିଯୋଗ କରିବା ସହ ସେବାୟତ କ୍ଷୋଭ […]
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁକୁ ନେଇ ପୂରା ବଲିଉଡ ସ୍ଥାଣୁ ପାଲଟିଯାଇଛି। ତାଙ୍କ ମୃତ୍ୟୁ ଖବର ଆସିବା ପରଠାରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ସହ ଜଡ଼ିତ ଅନେକ ପୋଷ୍ଟ ସେୟାର ହେବାରେ ଲାଗିଛି। ଏବେ ସୁଶାନ୍ତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଅଙ୍କିତା କାନ୍ଦି କାନ୍ଦି ସୁଶାନ୍ତଙ୍କ ଘରକୁ ଯାଉଥିବାର ଦେଖାଉଛି। View this post on Instagram #Ankitalokhande #sushantsinghrajput ex girlfriend reached […]