ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି। ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ […]
ନୂଆଦିଲ୍ଲୀ: ଦେଶରେ କିଲର କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ମାଗଣାରେ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ମାସ ପର୍ଯ୍ୟନ୍ତ ଅର୍ଥାତ୍ ଜୁଲାଇରୁ ନଭେମ୍ୱର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(NFS) ହିତାଧିକାରୀଙ୍କୁ ମାଗଣା ରାସନ ପ୍ରଦାନ କରାଯିବ। ଦିଲ୍ଲୀରେ ୧୭.୫୪ ଲକ୍ଷରୁ ଅଧିକ ପରିବାରରେ ରହୁଥିବା ୭୧୪୦୯୩୮ ଲୋକଙ୍କୁ ସରକାର PDS ଦ୍ୱାରା ରିହାତି ମୂଲ୍ୟରେ ରାସନ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୬୮୪୬୫ ପରିବାର […]
ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଦିଲ୍ଲୀର ଜଣେ ଶହେ ବର୍ଷରୁ ଅଧିକ ବ୍ୟକ୍ତି କୋଭିଡ-୧୯କୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ସମୟରେ ମଧ୍ୟ ସେ ଚାରି ବର୍ଷର ଥିଲେ। ସେତେବେଳେ ମଧ୍ୟ ସେ ଏହି ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ। ବ୍ୟକ୍ତିଙ୍କ ବୟସ ୧୦୬ ବର୍ଷ। ସେ କରୋନାରେ ଆକ୍ରାନ୍ତ ହେବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି […]
ରୋମାନିଆ: ମହିଳା ଜଣଙ୍କ ଏକ ଜଙ୍ଗଲୀ ଭାଲୁ ନିକଟକୁ ଯାଇ ଫଟୋ କ୍ଲିକ୍ କରିବାକୁ ଚେଷ୍ଟା କରୁଥିଲେ। ତା’ପରେ ଭାଲୁଟି ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲା। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି। ରିପୋର୍ଟ ଅନୁଯାୟୀ, ରୋମାନିଆରେ ଏହି ଭିଡିଓର ସୁଟିଂ କରାଯାଇଛି। https://youtu.be/tcErrKTPmp8 ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଗାଡ଼ିରୁ ଓହ୍ଲାଇ ହାତରେ କିଛି ଧରି ରାସ୍ତା କଡ଼ରେ […]
ଦାନାପୁର: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହା ସତ୍ତ୍ୱେ ବି କିଛି ଅମାନିଆ ଏହି କିଲର ଭାଇରସକୁ ମାନୁନାହାନ୍ତି। ନିଜେ ଅସୁବିଧାରେ ପଡ଼ିବେ, ତା’ସହିତ ଅନ୍ୟମାନଙ୍କୁ ମଧ୍ୟ ବିପଦରେ ପକାଇବେ। ଏନେଇ ସରକାର ଓ ପ୍ରଶାସନ ଜନସାଧାରଣଙ୍କୁ ମାସ୍କ ଓ ସମାଜିକ ଦୂରତା ନିୟମକୁ ପାଳନ କରିବାର ପାଇଁ ବାରମ୍ୱାର ବାରମ୍ୱାର ଅପିଲ ମଧ୍ୟ କରୁଛନ୍ତି। ବିହାରର ଦାନାପୁରରେ ମାସ୍କ ନପିନ୍ଧି ଘରୁ ବାହାରକୁ ଆସୁଥିବା ଲୋକଙ୍କ ବିରୋଧରେ ପ୍ରଶାସନ […]
ୱାଶିଂଟନ୍: ଆମେରିକାରେ କରୋନା ଭାଇରସ ହୁ ହୁ ହେଇ ବଢ଼ିଚାଲିଛି। ଗତକାଲି ୫୩୦୦୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ରୋଗୀ ଚିହ୍ନଟ ହୋଇଛି। ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଆଜି ସକାଳ ୮.୩୦ ସୁଦ୍ଧା ୫୩,୦୬୯ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୬୪୯ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ। ବିଶେଷ କରି ଦକ୍ଷିଣ ଓ […]
ଶ୍ରୀନଗର: ଜାମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ପୁଣି ଏକ ସଫଳତା। ଗତ ସପ୍ତାହରେ ଜମ୍ମୁ-କଶ୍ମୀରର ଅନନ୍ତନାଗ ଠାରେ ହୋଇଥିବା ଏନ୍କାଉଣ୍ଟରରେ ଜଣେ ସିଆରପିଏଫ୍ ଯବାନ ଓ ୬ବର୍ଷ ଶିଶୁକୁ ହତ୍ୟା କରିଥିବା ଆତଙ୍କବାଦୀ(ଜାହିଦ ଡାସ) ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ପୋଲିସ ଏହି ସୂଚନା ଦେଇଛି। #Killer of JKP & CRPF personnel at #Bijbehara #Anantnag and one 6 years old boy, #terrorist Zahid Daas killed in yesterday’s […]
ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ତେବେ ଭାଇରସକୁ ରୋକିବା ପାଇଁ ସମସ୍ତ ସତର୍କତା ଅବଲମ୍ୱନ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ସେହିପରି ଲକ୍ଷ୍ନୌରେ କରୋନା ଭାଇରସ ଲୋକଙ୍କ ଚିନ୍ତା ବଢ଼ାଉଥିବାବେଳେ ଏବେ ଡେଙ୍ଗୁ ରୋଗ ମଧ୍ୟ ଚିନ୍ତା ବଢ଼ାଇବା ଆରମ୍ଭ କଲାଣି। ଏସବୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ଏକ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ଜାଗାରୁ ଡେଙ୍ଗୁ ରୋଗୀ ଚିହ୍ନଟ ହେବେ, ତେବେ ସେହି ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା […]