ଭୋପାଳ: ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଚକିତ କଲା ଭଳି ଭିଡିଓ ଦେଖିବାକୁ ମିଳିଛି। ଏମ୍ପିର ନରସିଂହପୁର ଜିଲ୍ଲାର ଏକ ପୋଖରୀରୁ ବିରଳ ପ୍ରଜାତିର ଶହ ଶହ ବେଙ୍ଗ ବାହାରୁଛନ୍ତି। ବେଙ୍ଗଗୁଡ଼ିକ ଦେଖିବାକୁ ହଳଦିଆ ରଙ୍ଗର। ଏଭଳି ବେଙ୍ଗକୁ ସମସ୍ତେ ଦେଖି ଅବାକ୍ ହେଉଛନ୍ତି। ଖବର ଅନୁଯାୟୀ, ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାର ଆମଗାଓଁ ବଡ଼ା ଠାରେ ବିରଳ ପ୍ରଜାତିର ହଳଦିଆ ବେଙ୍ଗ ଦେଖିବାକୁ ମିଳିଥିଲା। ଏତେ ସଂଖ୍ୟକ ହଳଦିଆ ବେଙ୍ଗକୁ ଦେଖି ଲୋକେ ଭୟଭୀତ ହୋଇ ସେଠାରୁ ଦୌଡ଼ିବାକୁ ଲାଗିଥିଲେ। […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସିଂହ ଓ ବାଘର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଲୋକମାନେ ମଧ୍ୟ ବନ୍ୟଜନ୍ତୁଙ୍କର ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରୁଛନ୍ତି। ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ପେଞ୍ଚ ନ୍ୟାସନାଲ ପାର୍କ(Pench National Park) ରୁ ହଠାତ୍ ଏକ ବାଘ ଆସି ରାସ୍ତାର ମଝିରେ ବସିପଡ଼ୁଛି। ଫଳରେ ସେହି ବାଟ ଦେଇ ଯାଉଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ଏହି ଭିଡିଓଟି ପେଞ୍ଚ […]
ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଆବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ। ମୁଖ୍ୟ ଶାସନ ସଚିବ ଆର୍.କେ ତିୱାରୀ ସମସ୍ତ କମିଶନର, ଆଇଜି , ଡିଏମ୍ ଓ ଏସଏସପିଙ୍କୁ ନିର୍ଦ୍ଦେଶ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋଗାନ୍ ଜ୍ୟାକ୍ସନ୍ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ମାରିଆ ଗୁଗଲିଓଟାଙ୍କୁ ପ୍ରପୋଜ୍ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ମାରିଆ ସେଠାରେ ତାଙ୍କ କୁକୁର […]