• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sikh
ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ୍‌ : ପାକିସ୍ତାନରେ ଶିଖ୍ ଯୁବକଙ୍କୁ ହତ୍ୟା । ପାକିସ୍ତାନର ପେଶାଓ୍ୱରରେ ଶିଖ୍ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ପାକ୍‌ରେ ଗୁରୁଦ୍ୱାର ଉପରେ ଆକ୍ରମଣର ୨ ଦିନ ପରେ ଏଭଳି ବର୍ବରତା ଦେଖିବାକୁ ମିଳିଛି । ଗୁଳି କରି ହତ୍ୟା ପରେ ଅଜ୍ଞାତ ବ୍ୟକ୍ତି ଫେରାର ହୋଇଯାଇଛି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତ ଯୁବକଙ୍କ ଭାଇ ପାକିସ୍ତାନର ଜଣେ ଜଣାଶୁଣା ସାମ୍ବାଦିକ ବୋଲି ଜଣାପଡିଛି । ସେପଟେ ଘଟଣାକୁ […]

  • Monday, 19 July 2021
plus two cut off mark
ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ କଟ୍ଅଫ୍ ମାର୍କ ତାଲିକା।  ବିଜ୍ଞାନରେ ରେଭେନ୍ସା ଜୁନିଅର କଲେଜ ସର୍ବାଧିକ ୮୭.୮୩ ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ସେହିପରି କଳାରେ ଶୈଳବାଳା ମହିଳା ଜୁନିଅର କଲେଜ ସର୍ବାଧିକ ୭୮.୬୭ ପ୍ରତିଶତ ଏବଂ ବାଣିଜ୍ୟରେ ଭୁବନ ମହିଳା ଜୁନିଅର କଲେଜ ସର୍ବାଧିକ ୮୦ପ୍ରତିଶତ କଟ୍ଅଫ୍ ମାର୍କ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆସନ୍ତା ୧୧ ଏବଂ ୧୨ ତାରିଖରେ ଆଡ୍‌ମିଶନ୍‌ କରିପାରିବେ।  ତେବେ ଜୁଲାଇ ୧୬ରେ ସ୍ପଟ୍ ମେରିଟ୍ ଲିଷ୍ଟ ବାହାରିବ।  […]

  • Monday, 19 July 2021
papu pom pom
ଫେରିଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର: ଶେଷରେ ସୁସ୍ଥ ହୋଇ ଘରକୁ ଫେରିଲେ ଅଭିନେତା ପପୁ ପମ୍‌ପମ୍‌। ଅସୁସ୍ଥତା ପାଇଁ ଦିଲ୍ଲୀ ଏମ୍ସରେ ସେ ଚିକିତ୍ସାଧୀନ ଥିଲେ। ଗତ କିଛିଦିନ ତଳେ ପପୁ ICUରୁ ଜେନେରାଲ ୱାର୍ଡ଼କୁ ସ୍ଥାନାନ୍ତର ହୋଇଥିଲେ। ୧୫ ଦିନ ଭିତରେ ପପୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ ଡାକ୍ତର କହିଥିବା ପପୁଙ୍କ ସଂପର୍କୀୟ ପୂର୍ବରୁ ସୂଚନା ଦେଇଥିଲେ। ସୂଚନାଥାଉ କି, ପପୁ ଅସୁସ୍ଥ ହେବାପରେ ତାଙ୍କ ମୃତ୍ୟୁ ଖବରକୁ ନେଇ ସୋସିଆଲ ମିଡ଼ିଆରେ ଗୁଜବ ପ୍ରଚାର ହୋଇଥିଲା। ତେବେ […]

  • Monday, 19 July 2021
representational image
ଘର କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ

ସୋର: ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ  ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ଜେଜେମାଆଙ୍କ ପାଖରେ ଶୋଇଥିଲେ। ରାତିରେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି […]

  • Monday, 19 July 2021
train
ପୁଣି ବଗି ଛାଡ଼ି ଇଞ୍ଜିନ୍‌ ଛୁ...

ପୁରୀ: ପୁଣି ଷ୍ଟେସନରେ ବଗିକୁ ଛାଡ଼ି ଚାଲିଗଲା ଇଞ୍ଜିନ୍‌। ଆଉ ୫ କିଲୋମିଟର ଗଡ଼ିଗଲା ଇଞ୍ଜିନ୍। ପୁରୀ ଷ୍ଟେସନ୍‌ରେ ପୁରୀ-କଟକ ପାସେଞ୍ଜର ଟ୍ରେନ ୩ଟି ବଗିକୁ ଛାଡ଼ି ପ୍ରାୟ ୫ କିଲୋମିଟର ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ପୁଣି ପଛକୁ ଫେରିଥିଲା ଟ୍ରେନ୍। ଫଳରେ ଏକ ବଡ଼ଧରଣ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନାଥାଉ କି, ଗତ ଏପ୍ରିଲ ୭ ତାରିଖରେ ରାତି ପ୍ରାୟ ୧୦ଟା ୫ ମିନିଟ୍‌ରେ ଟିଟିଲାଗଡ଼ ଷ୍ଟେସନ୍‌ରେ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ୍‌ର ଇଞ୍ଜିନ […]

  • Monday, 19 July 2021
bus accident
ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବସ୍‌; ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦୁଝର: କେନ୍ଦୁଝର ଘଟଗାଁ ଥାନା ବାଟହରିଚନ୍ଦନପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ ପଛପଟୁ ବସ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି।  ଆହତଙ୍କ ମଧ୍ୟରୁ ୪ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ବଡ଼ବିଲ୍‌ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ୍  ବାଟହରିଚନ୍ଦନପୁର ନିକଟରେ ରାସ୍ତା ଉପରେ ଠିଆ ହୋଇଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା।  ଫଳରେ […]

  • Monday, 19 July 2021
thailand
ଏବେବି ଗୁମ୍ଫା ଭିତରେ ଫସି ରହିଛନ୍ତି ଆଉ ୪ଜଣ

ବ୍ୟାଙ୍କକ୍: ଥାଇଲାଣ୍ଡ ଗୁମ୍ଫା ଭିତରେ ଫସି ରହିଥିବା ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଉଦ୍ଧାରକାର୍ଯ୍ୟ ଆଜି ଶେଷ ହେବାର ସମ୍ଭାବନା ଅଛି। ରବିବାର ୪ ଜଣଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯିବା ପରେ ଗତକାଲି ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଏହି ଗୁମ୍ଫାରେ କୋଚ୍‌ଙ୍କ ସମେତ ଆହୁରି ୪ ଜଣ ଅଛନ୍ତି। ଉଦ୍ଧାର ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ଜଣାପଡ଼ିଛି। […]

  • Monday, 19 July 2021
ACCIDENT
ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା, ଦୁର୍ଘଟଣାରେ ଓଡ଼ିଶାର ୫ଜଣଙ୍କ ମୃତ୍ୟୁ

ବିଶାଖାପାଟଣା /ଗଜପତି / ବ୍ରହ୍ମପୁର : ତୀର୍ଥଯାତ୍ରା ପାଲଟିଲା ମହାଯାତ୍ରା । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଛାରଖାର ହୋଇଗଲା ଦୁଇ ଦୁଇଟି ପରିବାର। ଆଜି ସକାଳେ ଆନ୍ଧ୍ରପ୍ରଦେଶର ମଞ୍ଜୁସାରେ ଘଟିଥିବା ଭୟଙ୍କର କାର ଦୁର୍ଘଟଣାରେ ଭୁବନେଶ୍ୱରରେ ରହୁଥିବା ଦୁଇଟି ପରିବାରର ୫ ଜଣଙ୍କ ଜୀବନ ଯାଇଛି। ପୁଅର ମୁଣ୍ଡନ ସାରି ସୀମାଞ୍ଚଳମ୍‌ରୁ ଫେରୁଥିବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାରେ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚି ଯାଇଛନ୍ତି ଜଣେ […]

  • Monday, 19 July 2021
cp
ପୁଲିସ କମିଶନର-ବିଜେଡି ମଧ୍ୟରେ ବଢୁଛି ବିବାଦ

ଭୁବନେଶ୍ୱର : ପୁଲିସ କମିଶନର-ବିଜେଡି ମଧ୍ୟରେ ବଢୁଛି ବିବାଦ। ସିପି ସୁଧାଂଶୁ ଷଡ଼ଙ୍ଗୀଙ୍କ ମନ୍ତବ୍ୟକୁ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସମାଲୋଚନା ପରେ ତେଜିଛି ରାଜନୀତି। ତେବେ କାହିଁକି ପୁଲିସ କମିଶନରଙ୍କ ମନ୍ତବ୍ୟକୁ ବିରୋଧ କଲା ବିଜେଡି? CPଙ୍କ ଉପରେ ବିପଦ ରହିଛି କି? ଏଣେ ବିବାଦ ବଢ଼ିବା ପରେ ଆଉ ମୁହଁ ଖୋଲୁ ନାହଁନ୍ତି ଲେନିନ୍। ସେପଟେ ପୁଅ ରୋଷେଇ ଶିଖନିଥିଲେ ଝିଅମାନେ ବାହା ନହେବା ଉଚିତ୍ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ଭିନ୍ନଭିନ୍ନ ମତ […]

  • Monday, 19 July 2021
airstrike
ଇରାନ ସମର୍ଥକଙ୍କ ଉପରେ ଆମେରିକାର ଦ୍ୱିତୀୟ ଥର ପାଇଁ ଏୟାର ଷ୍ଟ୍ରାଇକ୍

ବାଗଦାଦ: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ଏଥିରେ ୫ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ରହିଛନ୍ତି। ମୃତକ ଓ ଆହତମାନେ ପପୁଲାର ମୋବିଲାଇଜେଶନ ଫୋର୍ସର ସଦସ୍ୟ। ଏମାନଙ୍କୁ ମିଲିଶିଆ ବୋଲି କୁହାଯାଏ। ଇରାକର ରାଜଧାନୀ ବାଗଦାଦର ତାଜି ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସୂଚନାଯୋଗ୍ୟ, ଶନିବାର ବିଳମ୍ୱିତ ରାତି ପାଖାପାଖି ୧.୧୨ ମିନିଟରେ ମିଲିଶିଆ ସଦସ୍ୟ ମାନେ […]

  • Monday, 19 July 2021
worker
ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା ବେଙ୍ଗାଲୁରୁ …

ବେଙ୍ଗଲୁରୁ  : ପୁରା ବେଙ୍ଗଲୁରୁ ଗୋଲାପୀ ରଙ୍ଗରେ ରଙ୍ଗେଇ ହେଲା । ଏହାର କାରଣ ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଥିବା ଆଶାକର୍ମୀଙ୍କ ବିରାଟ ବିକ୍ଷୋଭ । ଏହି ଦୁଇ ଦିନିଆ ବିକ୍ଷୋଭରେ ୩୦ ହଜାରରୁ ଅଧିକ ଆଶାକର୍ମୀ ଭାଗ ନେଇଛନ୍ତି । ନିୟମିତ ଭାବେ ଦରମା ଦାବି କରି ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆଶାକର୍ମୀଙ୍କ ଅଭିଯୋଗ ହେଲା, କିଛି ମାସ ହେଲା ସେମାନେ ଆଦୌ ଦରମା ନ ପାଇବାରୁ ସରକାରଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। କିନ୍ତୁ […]

  • Monday, 19 July 2021
mallya
ବିକ୍ରି ହେବ ମାଲ୍ୟାଙ୍କ ସମ୍ପତ୍ତି

ନୂଆଦିଲ୍ଲୀ: ଏସବିଆଇ ସହିତ ୧୫ଟି ବ୍ୟାଙ୍କରୁ ଋଣ କରି ବିଦେଶ ପଳାଇଥିବା ପଳତାକ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି ହେବ। ଏହା ପରେ ସମ୍ପତ୍ତି ବିକ୍ରି କରି ବ୍ୟାଙ୍କ ଗୁଡ଼ିକ ନିଜର ଋଣ ଭରିବେ। ଏଥିପାଇଁ ପିଏମଏଲଏର ସ୍ୱତନ୍ତ୍ର କୋର୍ଟ ଅନୁମତି ଦେଇଛନ୍ତି। ଏହାପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଭଳି ଋଣ ପରିଶୋଧ ପାଇଁ ଗ୍ରୀନ ସିଗନାଲ ଦେଇସାରିଛି। ତେବେ ମାଲ୍ୟାଙ୍କ ଓକିଲ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ସେ କହିଥିଲେ ଏହି ନିଷ୍ପତ୍ତି କେବଳ ଡେଟ […]

  • Monday, 19 July 2021
IMAGE
ଛିଣ୍ଡି ଗଲା ଲିଫ୍ଟ, ୬ ଜୀବନ ଚାଲିଗଲା

ଇନ୍ଦୋର: ଲିଫ୍ଟରେ ଯାଉଥିବା ବେଳେ ଏହାର ବେଲ୍ଟ ଛିଣ୍ଡି ଯିବାରୁ ମଧ୍ୟପ୍ରଦେଶ ଅନ୍ତର୍ଗତ ମହୱା ନିକଟରେ ଥିବା ପତଳପାନି ଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ବ୍ୟବସାୟୀ ପୁନୀତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ଲାଗିଥିବା ଲିଫ୍ଟରେ ହିଁ ଏହି ଅଘଟଣ ଘଟିଛି। ନୂଆ ବର୍ଷ ପାଇଁ ମଧ୍ୟପ୍ରଦେଶର ବ୍ୟବସାୟୀ ପୁନୀତଙ୍କ ଫାର୍ମ ହାଉସରେ ପାର୍ଟିର ଆୟୋଜନ କରାଯାଇଥିଲା। ଏଥିରେ ପୁନୀତ ଓ ତାଙ୍କ ପରିବାର ଲୋକେ ମଧ୍ୟ ଯୋଗଦେଇଥିଲେ। ତେବେ […]

  • Monday, 19 July 2021