ଲକ୍ଷ୍ନୌ: କରୋନା ଭାଇରସ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭାଇରସକୁ ରୋକିବା ପାଇଁ ଉତ୍ତରପ୍ରଦେଶରେ ଆଜି ରାତି ୧୦ଟାରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଲକ୍ଡାଉନ୍ ଜାରି କରାଯାଇଛି। ଏହି ସମୟରେ ରାଜ୍ୟ ଭିତରେ ଥିବା ସମସ୍ତ କାର୍ଯ୍ୟାଳୟ, ମାର୍କେଟ ଓ ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିବ। କିନ୍ତୁ ଆବଶ୍ୟକ ସେବାଗୁଡ଼ିକ ପୂର୍ବଭଳି ଜାରି ରହିବ। ମୁଖ୍ୟ ଶାସନ ସଚିବ ଆର୍.କେ ତିୱାରୀ ସମସ୍ତ କମିଶନର, ଆଇଜି , ଡିଏମ୍ ଓ ଏସଏସପିଙ୍କୁ ନିର୍ଦ୍ଦେଶ […]
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ପୁଅ ଝିଅକୁ ପ୍ରପୋଜ୍ କରିବା ପାଇଁ ସମୁଦ୍ର କୂଳକୁ ଯାଉଥିଲା। ତା’ପରେ ପୁଅଟି ସହିତ ଏମିତି କିଛି ଘଟିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଭିଡିଓକୁ ଦେଖି ଆପଣ ହସି ହସି ଗଡ଼ିଯିବେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଲୋଗାନ୍ ଜ୍ୟାକ୍ସନ୍ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ମାରିଆ ଗୁଗଲିଓଟାଙ୍କୁ ପ୍ରପୋଜ୍ କରିବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ। ମାରିଆ ସେଠାରେ ତାଙ୍କ କୁକୁର […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଚଳନ୍ତା ବସ୍ରେ ଦିଲ୍ଲୀର ଜଣେ ୧୯ ବର୍ଷର ଯୁବତୀକୁ କରୋନା ସନ୍ଦେହ କରି ବସ୍ କଣ୍ଡକ୍ଟର ତଳକୁ ଠେଲି ଦେଇଛନ୍ତି। ଫଳରେ ଘଟଣା ସ୍ଥଳରେ ହିଁ ଯୁବତୀଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଦିଲ୍ଲୀ ମହିଳା ଆୟୋଗ ଉତ୍ତରପ୍ରଦେଶ ପୋଲିସକୁ ନୋଟିସ ଜାରି କରିଛନ୍ତି। ଜୁଲାଇ ୧୫ ସୁଦ୍ଧା ପୋଲିସକୁ ଉତ୍ତର ଦେବା ପାଇଁ ମହିଳା ଆୟୋଗ କହିଛନ୍ତି। ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ […]
ନୂଆଦିଲ୍ଲୀ: ଦେଶରେ କିଲର କରୋନା ଭାଇରସ ହୁ ହୁ ହୋଇ ବଢ଼ିଚାଲିଛି। ଏନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜନସାଧାରଣଙ୍କୁ ମାଗଣାରେ ରାସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୫ମାସ ପର୍ଯ୍ୟନ୍ତ ଅର୍ଥାତ୍ ଜୁଲାଇରୁ ନଭେମ୍ୱର ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ(NFS) ହିତାଧିକାରୀଙ୍କୁ ମାଗଣା ରାସନ ପ୍ରଦାନ କରାଯିବ। ଦିଲ୍ଲୀରେ ୧୭.୫୪ ଲକ୍ଷରୁ ଅଧିକ ପରିବାରରେ ରହୁଥିବା ୭୧୪୦୯୩୮ ଲୋକଙ୍କୁ ସରକାର PDS ଦ୍ୱାରା ରିହାତି ମୂଲ୍ୟରେ ରାସନ ଯୋଗାଇ ଦିଆଯାଉଛି। ସେଥିମଧ୍ୟରୁ ୬୮୪୬୫ ପରିବାର […]
ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ବିଭିନ୍ନ ପଶୁପକ୍ଷୀଙ୍କ କୌତୁହଳ ଭିଡିଓ ଦେଖିଥିବେ । କିନ୍ତୁ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ପ୍ରାୟ ଦୁଇ ମିନିଟ୍ର ଏହି ଭିଡିଓଟିରେ ଦୁଇଟି କୁକୁର ଏବଂ ଗୋଟିଏ ବଡ଼ ଗୋଧି ମଧ୍ୟରେ ଘମାଘୋଟ ଲଢ଼େଇ ଚିଲିଛି । ଏହି ଭିଡିଓଟି ଏବେ ଇଣ୍ଟରନେଟ୍ରେ ଟ୍ରେଣ୍ଡ ହେଉଛି ଏବଂ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଭିଡିଓଟିକୁ ଫେସବୁକର ଜଣେ ୟୁଜର ଶେୟାର କରିଛନ୍ତି। ତାଙ୍କ ନାଁ ହିମାନସୁ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ତା’ର କାୟାକୁ ବିସ୍ତାର କରିବାରେ ଲାଗିଛି। ଏନେଇ ଦିଲ୍ଲୀର ଜଣେ ଶହେ ବର୍ଷରୁ ଅଧିକ ବ୍ୟକ୍ତି କୋଭିଡ-୧୯କୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି। ୧୯୧୮ ମସିହାରେ ସ୍ପାନିସ୍ ଫ୍ଲୁ ସମୟରେ ମଧ୍ୟ ସେ ଚାରି ବର୍ଷର ଥିଲେ। ସେତେବେଳେ ମଧ୍ୟ ସେ ଏହି ରୋଗକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ। ବ୍ୟକ୍ତିଙ୍କ ବୟସ ୧୦୬ ବର୍ଷ। ସେ କରୋନାରେ ଆକ୍ରାନ୍ତ ହେବା ପରେ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି […]