• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ARMY
ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା

ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଅାତଙ୍କବାଦୀମାନେ ଲସ୍କର –ଇ-ତୋଇବା ସଂଗଠନର ବୋଲି ଜଣାପଡିଛି। ସେମାନେ ପାକିସ୍ତାନର ବାସିନ୍ଦା ବୋଲି ପ୍ରମାଣ ମିଳିଛି। ସେପଟେ […]

  • Tuesday, 20 July 2021
india
ଇଲେକ୍ଟୋରାଲ ବଣ୍ଡ୍ ପ୍ରସଙ୍ଗରେ ତଥ୍ୟ ରଖନ୍ତୁ ଦଳ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନିର୍ବାଚନୀ ଅନୁଦାନ ମାମଲାରେ ସୁପ୍ରିମକୋର୍ଟଙ୍କ ଝଟ୍‌କା। ଇଲେକ୍ଟୋରାଲ ବଣ୍ଡ୍‌ ସଂପର୍କିତ ମାମଲା ଉପରେ ସ୍ଥଗିତାଦେଶ ଜାରି କରିବା ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଇଲେକ୍ଟୋରାଲ ବଣ୍ଡ୍‌ ମାଧ୍ୟମରେ ଗ୍ରହଣ କରିଥିବା ଅନୁଦାନ ସଂପର୍କରେ ତଥ୍ୟ ରଖିବାକୁ ମେ’ ୩୦ ତାରିଖ ଯାଏ କୋର୍ଟ ସମୟ ଦେଇଛନ୍ତି। ବଣ୍ଡ୍‌ ମାଧ୍ୟମରେ ଅନୁଦାନ ଦେଉଥିବା ସଂସ୍ଥା ବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ଏହିସବୁ ତଥ୍ୟ ଏକ ବନ୍ଦ […]

  • Tuesday, 20 July 2021
jailor
ଜେଲର୍‌ଙ୍କ କାରନାମା: ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ, ଏବେ ବ୍ଲାକ୍‌ମେଲ୍‌

ଭଦ୍ରକ: ଲୁଚେଇ ଲୁଚେଇ ବାହାହୋଇ କଣ୍ଢେଇ ଭଳି ଖେଳିଲେ। ପରେ ଶାରୀରିକ ଓ ମାନସିକ ନିର୍ଯାତନା ଏବଂ ବ୍ଲାକ୍‌ମେଲିଂ। ଭଦ୍ରକ ଜେଲର୍‌ ଚିନ୍ମୟ ପାତ୍ରଙ୍କ ବିରୋଧରେ ଏମିତି ଗୁରୁତର ଅଭିଯୋଗ ଅାଣିଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ। ଏ ନେଇ ଭଦ୍ରକ ଟାଉନଥାନାରେ ଏତଲା ଦାଏର କରିଛନ୍ତି ସମ୍ପୃକ୍ତ ଇଂଜିନିୟରିଂ ଛାତ୍ରୀ। ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଚିନ୍ମୟ ତାଙ୍କ ସହ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ହୋଇ ପ୍ରେମ ଜାଲରେ […]

  • Tuesday, 20 July 2021
flood
ଆନନ୍ଦପୁରରେ ବନ୍ୟା ପରିସ୍ଥିତି ; ଅନେକ ଚାଷ ଜମି ଜଳମଗ୍ନ

ଆନନ୍ଦପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରେମ୍ଭାଳ, କୁଶେଇ ଓ ଘାଗରା ନଦୀରେ ବନ୍ୟା ଆସିଛି। ଫଳରେ ଆନନ୍ଦପୁର ଓ ଘଷିପୁରା ବ୍ଳକ୍‌ର ମୋଗିନ୍ଦା, ଗାଳବଣୀ, କଣ୍ଟିପାଳ, ତରତରା, ଦଉଡ଼ିପାଳ, ପଞ୍ଚୁପୁଲି, ଦଳସୁଆଁ, ତରିମୂଳ, ବଳରାମପୁର,ବେଳବାହାଳି ଓ ଖଲଗା ଆଦି ଅନେକ ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଶାଳ ବଣି ଓ କଣ୍ଟିପାଳ ପଞ୍ଚାୟତର ଅନେକ ବନ୍ଧରେ ଘାଇ ସୃଷ୍ଟି ହୋଇଛି। […]

  • Tuesday, 20 July 2021
kendrapara
ପୁଲିସ୍‌କୁ ଚକ୍‌ମା ଦେଖାଇ ଅଭିଯୁକ୍ତ ଚମ୍ପଟ୍‌

ଭୁବନେଶ୍ୱର: ପୁଲିସ୍‌କୁ ଚକ୍‌ମା ଦେଖାଇ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ୍‌। କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଅଭିଯୁକ୍ତ ଖସି ପଳାଇଛି। ତା’ ନାଁ ରାଜୁ ଜେନା। ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଭେକ୍ଟା ଗାଁରେ ତାର ଘର। ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗତ ୨୭ ତାରିଖରେ ପୁଲିସ୍ ତାକୁ ଗିରଫ କରିଥିଲା। ତାକୁ ଲୋକେ ଖୁବ୍ ମାଡ଼ ମାରିଥିବା ଯୋଗୁ ପୁଲିସ୍ ହେପାଜତରେ ଡାକ୍ତରଖାନାରେ ତାର ଚିକିତ୍ସା ଚାଲିଥିଲା। ତେବେ ଗତକାଲି ରାତିରେ ସେ ଡାକ୍ତରଖାନାରୁ […]

  • Tuesday, 20 July 2021
chitrakonda
ପୁଣି ଖଟିଆରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ବିଡ଼ାରପାକନା ଗାଁର ଅର୍ଜୁନ ଖରାଙ୍କ ସ୍ତ୍ରୀ ଗତକାଲି ସନ୍ଧ୍ୟାରେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ  ୧୦୮ ଆମ୍ୱୁଲାନ୍ସକୁ  ଫୋନ୍ କରିଥିଲେ। ହେଲେ ଫୋନ୍ ଲାଗି ନଥିଲା। ଏଥିପାଇଁ ପରିବାର ଲୋକେ ତାଙ୍କୁ ଏକ ଖଟିଆରେ ବୋହି ପ୍ରାୟ ୬ କିଲୋମିଟର ଆଣିଥିଲେ। ତା’ପରେ ବଡ଼ପୋଡ଼ା ପଞ୍ଚାୟତରୁ ବିଏସ୍‌ଏଫ୍‌ ଆମ୍ୱୁଲାନ୍ସରେ ତାଙ୍କୁ ଚିତ୍ରକୋଣ୍ଡା ଡାକ୍ତରଖାନା ଅଣାଯାଉଥିବା ବେଳେ ସେ ଅଧା ପ୍ରସବ କରିଥିଲେ। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ଶିଶୁଟିକୁ ମୃତ […]

  • Tuesday, 20 July 2021