ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି-୨ ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଆସନ୍ତା ୫ ବର୍ଷରେ ଭିତ୍ତିଭୂମିର ବିକାଶ ପାଇଁ ୧୦୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷଜ୍ଞ ଟିମ୍ ବସି କେଉଁ ଭଳି ଭାବେ ଏହି ଅର୍ଥକୁ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯିବ, ତା’ର ନିଷ୍ପତ୍ତି ନେବେ। ବିଶେଷ କରି ରେଳ କ୍ଷେତ୍ରର ବିକାଶ ପାଇଁ ଆମ ସରକାର ୨୦୧୮ରୁ ୨୦୩୦ ମଧ୍ୟରେ ୫୦ ଲକ୍ଷ […]
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ସ୍ୱଚ୍ଛ ଭାରତ ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୯ ଅକ୍ଟୋବର ୨ ସୁଦ୍ଧା ଭାରତ ଖୋଲା ଶୌଚ ମୁକ୍ତ ହେବ। ଅର୍ଥାତ୍ ଚଳିତ ଗାନ୍ଧି ଜୟନ୍ତୀ ପରେ ଆଉ କେହି ବି ବାହାରେ ମଳତ୍ୟାଗ କରିବେ ନାହିଁ। ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଥିବାରୁ କେନ୍ଦ୍ର ସରକାର ଏହାକୁ ଗୁରୁତ୍ୱ ଦେଇଛନ୍ତି। ୨୦୧୪ରେ ଭାରତ ସରକାର ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ସେବେଠାରୁ କେନ୍ଦ୍ର ସରକାର ୯.୬ କୋଟି […]
ନୂଆଦିଲ୍ଲୀ: ଚଳିତ ବଜେଟ୍ରେ ଶିକ୍ଷାକ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଦେଶରେ ଗବେଷଣା ତଥା ଅନୁସନ୍ଧାନ ଶିକ୍ଷାକୁ ଆହୁରି ବଳିଷ୍ଠ କରିବା ପାଇଁ ଜାତୀୟ ଗବେଷଣା ସଂସ୍ଥା (ନ୍ୟାସ୍ନାଲ୍ ରିସର୍ଚ୍ଚ ପାଉଣ୍ଡେସନ୍) ସ୍ଥାପନ କରିବାକୁ ଲକ୍ଷ ରଖିଛନ୍ତି ସରକାର। ଏହାଦ୍ୱାରା ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ ଗବେଷଣାକୁ ପ୍ରୋତ୍ସାହନ ମିଳିପାରିବ। ଏଥିପାଇଁ ଏନ୍ଆର୍ଏଫ୍ ସହିତ ସମସ୍ତ ମନ୍ତ୍ରାଳୟ ଅଧୀନରେ ଅର୍ଥ ଯୋଗାଇ ଦିଆଯିବ। ଏଥିସହିତ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ନୂଆ ଶିକ୍ଷାନୀତି ମଧ୍ୟ ଅଣାଯିବ। ବିଶେଷ କରି […]
ନୂଆଦିଲ୍ଲୀ: ନିର୍ବାଚନୀ ବର୍ଷରେ କେନ୍ଦ୍ର ସରକାରଙ୍କ ଭେଟି। ଗତକାଲି କେନ୍ଦ୍ର କ୍ୟାବିନେଟ୍ ସରକାରୀ କର୍ମଚାରୀ ଓ ପେନସନ୍ ଉପଭୋକ୍ତାଙ୍କ ପାଇଁ ୩% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ୨୦୧୯ ମସିହା ଜାନୁଆରୀ ୧ ତାରିଖରୁ ଏହା ପିଛିଲା ଭାବେ ଲାଗୁ ହେବ। ଏଥିରେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଉପକୃତ ହେବେ। ତେବେ ଏଥିପାଇଁ ସରକାରଙ୍କୁ ରାଜକୋଷ ଉପରେ ଅତିରିକ୍ତ ୯୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ।
ନୂଆଦିଲ୍ଲୀ: ସଂସଦରେ ଆଜି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିରେ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛନ୍ତି ସରକାର। ବଜେଟ୍ରେ ଦେଶବାସୀ ଓ ଦେଶକୁ ପ୍ରାଥମିକତା ଦେଇଛନ୍ତି ଅର୍ଥ ମନ୍ତ୍ରୀ। ଚଳିତ ଥର ବଜେଟ୍ରେ ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ସୁରକ୍ଷା ପାଇଁ ଗତ ସରକାର ଅପେକ୍ଷା ଡବଲ୍ ବ୍ୟୟ କରାଯାଇଛି। ମଜବୁତ ଦେଶ ପାଇଁ, ଏଥିର ମଜବୁତ ନାଗରିକତାକୁ ପ୍ରାଥମିକତା ଦିଆଯାଇଛି ବୋଲି […]
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଭେଟିବେ। ଲୋକସଭା ନିର୍ବାଚନରେ ଦଳର ବିପର୍ଯ୍ୟୟ ଯୋଗୁ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ପ୍ରଥମଥର ପାଇଁ କଂଗ୍ରେସ ନେତୃବୃନ୍ଦମାନଙ୍କ ସହ ଆଲୋଚନା କରିବେ ରାହୁଲ୍। ଏହି ବୈଠକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ, ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ୍. ନାରାୟଣ ସ୍ୱାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକର କାର୍ଯ୍ୟସୂଚୀ ସମ୍ପର୍କରେ […]
ଲିମ୍କା ବୁକ୍ ଅଫ୍ ଓ୍ୱାର୍ଲଡରେ ସାମିଲ ବମ୍ୱେ : ମହାରାଷ୍ଟ୍ରରେ ଖୁବ୍ ଧୁମଧାମରେ ପାଳିତ ହୋଇଛି ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଉତ୍ସବ । ମହାରାଷ୍ଟ୍ରବାସୀଙ୍କ ପାଇଁ ଶିବାଜୀ କୌଣସି ଦେବତାଙ୍କଠାରୁ କମ୍ ନୁହନ୍ତି ବୋଲି ମନେ କରିନ୍ତି ସେଠାକାର ବାସିନ୍ଦା । ଯାହାର ଝଲକ ଆଜି ଦେଖିବାକୁ ମିଳିଛି ଶିବାଜୀଙ୍କ ଜୟନ୍ତୀ ଉତ୍ସବରେ । ସାଙ୍ଗଲୀ ଜିଲ୍ଲାରେ ଶହେ ଜଣ କଳା ଶିକ୍ଷକ ଶହେ ଘଣ୍ଟାରେ ବିନା କୌଣସି ବିରତିରେ ଦେଢ଼ ଲକ୍ଷ ବର୍ଗଫୁଟର […]
ନୂଆଦିଲ୍ଲୀ: କୁଳଭୂଷଣ ଯାଦବ ଫାଶୀ ଦଣ୍ଡାଦେଶ ମାମଲାର ଶେଷ ପର୍ଯ୍ୟାୟ ଶୁଣାଣି ଗତକାଲିଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ହରୀଶ ସାଲଭେ କୁଳଭୂଷଣଙ୍କ ଗିରଫଦାରୀ ଏବଂ ପାକିସ୍ତାନର ଦଣ୍ଡବିଧାନ ସହ ଜଡ଼ିତ ଅନେତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି । ଯାଦବଙ୍କ ବିରୋଧରେ ପାକିସ୍ତାନ ଯେଉଁ ସବୁ ଦାବି ରଖିଛି ତାହା ଅମୂଳକ ଏବଂ ଯୋଜନାବଦ୍ଧ ଭାବେ ତାକୁ ରୂପ ଦିଆଯାଇଛି ବୋଲି ସାଲଭେ କହିଥିଲେ । […]
ନୂଆଦିଲ୍ଲୀ: ଆଜି ରାତିରେ ମହାକାଶରେ ଦେଖିବାକୁ ମିଳିବ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଆଜି ଚନ୍ଦ୍ର, ପୃଥିବୀର ଏତେ ନିକଟତର ହେବ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିବ ଏବଂ ଅଧିକ ଉଜ୍ୱଳ ଦେଖାଯିବ । ଭାରତୀୟ ସମୟ ରାତି ସାଢ଼େ ୯ଟାରେ ଏହି ସ୍ନୋ ମୁନ୍ ଦେଖିବାକୁ ମିଳିବ । ଆମେରିକୀୟ ମହାକାଶ ଗବେଷଣା ଅନୁଷ୍ଠାନ ନାସା […]
ଚେନ୍ନାଇ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦକ୍ଷିଣ ଭାରତରେ ମେଣ୍ଟ ରାଜନୀତି ଜୋର ଧରିଛି । ଏନଡିଏରେ ଆନୁଷ୍ଠାନିକ ଭାବେ ଏଆଇଏଡିଏମକେ ସାମିଲ ହୋଇଛି। ଏନେଇ ଆଜି ବିଜେପି ସହ ଦଳ ବୁଝାମଣା କରିଛି। ଆସନ୍ତା ସାଧାରଣ ନିର୍ବାଚନରେ ଏଆଇଏଡିଏମକେ ୨୭ଟି ଆସନରେ ଲଢିବ। ଅନ୍ୟପକ୍ଷରେ ବିଜେପି ୫ଟି ଆସନରେ ଲଢିବ ବୋଲି ବୁଝାମଣା ହୋଇଛି । ଏହି ମେଣ୍ଟରେ ଅମ୍ବୁମଣି ରାମଦୋସଙ୍କ ପିଏମକେ ମଧ୍ୟ ରହିବ। ପିଏମକେ ୭ଟି ଲୋକସଭା ଆସନରେ ଲଢିବ । […]
ଶ୍ରୀନଗର: ବନ୍ଧୁକ ଛାଡ଼ ନ ହେଲେ ମୃତ୍ୟୁ ସୁନିଶ୍ଚିତ । କାଶ୍ମୀର ଉପତ୍ୟକାର ଯୁବ ପୀଢ଼ିଙ୍କ ପାଇଁ ଏମିତି ଚରମବାଣୀ ଶୁଣାଇଛି ଭାରତୀୟ ସେନା। ଆତଙ୍କବାଦର ରାସ୍ତା ଆପଣାଇଥିବା ଯୁବ ଗୋଷ୍ଠୀଙ୍କୁ ଆତ୍ମସମର୍ପଣ କରାଇବାକୁ କାଶ୍ମୀରର ମା’ ମାନଙ୍କୁ ମଧ୍ୟ ସେନାଅପିଲ୍ କରିଛି। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସିଧାସଳଖ ପାକିସ୍ତାନ ସେନା ଓ ସେଠାକାର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଦାୟୀ କରିଛନ୍ତି ସ୍ଥଳସେନାର ଲେଫ୍ଟନାଣ୍ଟ ଜେନେରାଲ କେ.ଜେ.ଏସ୍ ଧୀଲୋନ୍। ଆଜି ଶ୍ରୀନଗରରେ ସେନା, ସିଆରପିଏଫ୍ ଏବଂ […]
ନୂଆଦିଲ୍ଲୀ: ପୁଲଓ୍ୱାମା ଆତ୍ମଘାତୀ ଆକ୍ରମଣ ଘଟଣାକୁ ସମଗ୍ର ବଲିଉଡ୍ ତୀବ୍ର ନିନ୍ଦା କରିଛି । ଏହାର ଫଳ ସ୍ୱରୂପ ପାକିସ୍ତାନୀ କଳାକାରଙ୍କ ବିରୋଧରେ ଟିଭି ଓ ସିନେମା ଇଣ୍ଡଷ୍ଟ୍ରୀ ଅଧିକ କଠୋର ହୋଇଛି। ଭାରତରେ ଏଣିକି କୌଣସି ପାକିସ୍ତାନ କଳାକାର ଓ ଟେକନିସିଆନଙ୍କୁ କାମ ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏନ ପକ୍ଷରୁ ଏନେଇ ନିଷ୍ପତ୍ତି ନିଆଯାଇଛି । ଆସୋସିଏସନର ନିର୍ଦ୍ଦେଶକୁ ଖିଲାପ କରି କୌଣସି ପ୍ରଡକ୍ସନ ହାଉସ […]
ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ସମ୍ପର୍କରେ ସୁଧାର ଲାଗି କଥାବାର୍ତ୍ତା କରିବାର ସମୟ ସରିଯାଇଛି। ଏବେ କାର୍ଯ୍ୟାନୁଷ୍ଠାନର ବେଳ ବୋଲି ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଆତଙ୍କବାଦ ବିରୋଧୀ ଲଢେଇ ପାଇଁ ସମସ୍ତ ଦେଶ ଏକଜୁଟ୍ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନ ନେବା ଆତଙ୍କବାଦୀଙ୍କୁ ଏକପ୍ରକାର ପ୍ରୋତ୍ସାହନ ଦେବା ସହ ସମାନ […]
ଜଳେଶ୍ୱର (ଅଜିତ ଦାସ): ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଆସୁଥିବା ଏକ ଆମ୍ବୁଲାନ୍ସ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ବାଲେଶ୍ୱର ଜିଲ୍ଲା ସୀମାନ୍ତବର୍ତ୍ତୀ ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଟ୍ରକ୍ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଆମ୍ବୁଲାନ୍ସରେ ଥିବା ୨ ଜଣଙ୍କ ମୃତ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ମୃତାହତମାନେ ପଶ୍ଚିମବଙ୍ଗର ବାଙ୍କୁଡ଼ାର ବିଷ୍ଣୁପୁର ଅଞ୍ଚଳ ବୋଲି ଜଣାପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା […]
ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତୱାଡ଼ ଜିଲ୍ଲାରେ ଏକ ଯାତ୍ରୀବାହି ମିନି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଘାଟି ତଳକୁ ଖସି ପଡ଼ିବାରୁ ୩୩ ଜଣଙ୍କର ମୃତ୍ୟୁ ହୋଇଛି, ଓ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ମିନି ବସ୍ଟି ସକାଳେ କେଶଓ୍ୱନରୁ କିସ୍ତୱାଡ଼ ଯାଉଥିବା ସମୟରେ ଶ୍ରୀଗିରି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଥିଲା। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଏହି ମର୍ମନ୍ତୁଦ […]
ଶ୍ରୀନଗର: ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା। ଏନେଇ ଗତକାଲି ଶ୍ରୀନଗରରୁ ବାହାରିଥିବା ପ୍ରଥମ ପର୍ଯ୍ୟଟକ ଦଳ ଆଜି ସୋନମାର୍ଗ ଏବଂ ବାଲଟାଲ୍ରେ ପହଞ୍ଚିଛନ୍ତି। ଉଭୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି। ବେସ୍ କ୍ୟାମ୍ପ୍ ସହ ସମସ୍ତ ଅନୁସଙ୍ଗିକ ସୁବିଧା ସୁଯୋଗ ମହଜୁଦ୍ ରହିଛି। ଆଜିଠୁ ବାଲଟାଲ୍ ବେସ୍ କ୍ୟାମ୍ପରୁ ପ୍ରଥମ ପର୍ଯ୍ୟଟକଙ୍କ ଦଳ ୧୪ କିଲୋମିଟର୍ ରାସ୍ତା ଅତିକ୍ରମ ପରେ ବାବା ଅମରନାଥଙ୍କ ଦର୍ଶନ କରିବେ। ସମୁଦ୍ର […]