• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

2
ଶୃଙ୍ଖଳିତ ଦର୍ଶନ ମାନେ କ'ଣ ଧାଡ଼ି ଦର୍ଶନ ?

ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନର ମାନେ ଧାଡ଼ି ଦର୍ଶନ କି ? ତା’ ସହ ପ୍ରଶ୍ନ ଉଠିଛି ଅକ୍ଟୋବର ୧ରୁ ଲାଗୁ ହୋଇଥିବା ଏ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିଥିଲେ ନା ତରବରିଅା କାର୍ଯ୍ୟକାରୀ କରିଥିଲେ ଯାହାର ଫଳ ଅାଜି ଭୋଗିବାକୁ ପଡ଼ିଲା। ଜିଲ୍ଲାପାଳ କହିଛନ୍ତି ପୁରୀ ଲୋକଙ୍କୁ ଅନ୍ୟ ୩ ଦ୍ୱାରରେ କେମିତି ପ୍ରବେଶ କରାଇ ହେବ ସେ ଦିଗରେ ଗୁରୁତ୍ୱର ସହ ବିଚାର ଚାଲିଛି। ସେପଟେ ବହୁ […]

  • Tuesday, 20 July 2021
3
ନୂଅା ଦଳ ନେଇ କାର୍ଡ ଖୋଲିଲେ ଦାମ, ପୁଣି ପାଣ୍ଡିଆନ୍‌ଙ୍କୁ ମାରିଲେ ପିନ୍‌

ଦାମ ଆହୁରି କହିଛନ୍ତି, ପ୍ରଫୁଲ୍ଲ ଘଡ଼େଇଙ୍କୁ କିଛି ଲୋକ ଯୋଗାଯୋଗ କରିବା ପରେ ପ୍ରଥମେ ସେ ନୂଅା ଦଳ ପାଇଁ ରାଜି ହୋଇଥିଲେ ବି ପରେ ପାଣ୍ଡିଅାନଙ୍କ ଟେଲିଫୋନ ପାଇ ଭୟଭୀତ ହୋଇ ମନା କରିଥିଲେ। ତେବେ ଏ ନେଇ ଘଡ଼େଇଙ୍କ ପ୍ରତିକ୍ରିୟା ମିଳିପାରିନି।

  • Tuesday, 20 July 2021
modi--0
ମୋଦିଙ୍କୁ ଜାତିସଂଘର 'ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ' ସମ୍ମାନ

ନୂଆଦିଲ୍ଲୀ : ଜାତିସଂଘର ସମ୍ମାନଜନକ ପୁରସ୍କାର ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ଅାଜି ଜାତିସଂଘ ପକ୍ଷରୁ ‘ଚାମ୍ପିଅନ୍‌ସ ଅଫ୍ ଦ୍ ଅାର୍ଥ ‘ ସମ୍ମାନରେ ମୋଦିଙ୍କୁ ସମ୍ମାନିତ କରାଯାଇଛି । ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ଦିଗରେ ମୋଦିଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତିସଂଘ ପକ୍ଷରୁ ଏହି ସମ୍ମାନ ମିଳିଛି । ଜାତିସଂଘର ପରିବେଶ ବିଭାଗ ମୁଖ୍ୟ ଇରିକ୍ ସୋଲିହିମ୍ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଏହି ଅବସରରେ ପରିବେଶ ସୁରକ୍ଷା ଦିଗରେ ମୋଦିଙ୍କ ପ୍ରଚେଷ୍ଟାକୁ […]

  • Tuesday, 20 July 2021
oath-up
ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେଇଛନ୍ତି ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ପ୍ରଧାନ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ଜଷ୍ଟିସ ଗୋଗୋଇଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି। ଗତକାଲି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ ଜଷ୍ଟିସ ମିଶ୍ର ତାଙ୍କର ଉତ୍ତରାଧିକାରୀ […]

  • Tuesday, 20 July 2021
bogi
ବୋଗିବିଲ୍ ଡବଲ୍ ଡେକର୍ ବ୍ରିଜ୍ ଉଦ୍‌ଘାଟିତ

ଦିସପୁର: ଆସାମରେ ଉଦ୍‌ଘାଟିତ ହେଲା ବହୁ ପ୍ରତିକ୍ଷୀତ ବୋଗିବିଲ୍‌ ବ୍ରିଜ୍‌। ଆଜି ଏହି ବ୍ରିଜର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିବ୍ରୁଗଡ଼ ନିକଟ ବୋଗିବିଲରେ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ଏହି ଡବଲ ଡେକର୍ ବ୍ରିଜର ଲମ୍ବ ହେଉଛି ୪ କିଲୋମିଟର ୯୪୦ ମିଟର। ୫ ହଜାର ୯୦୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବ୍ରିଜ୍ ଭାରତର ସବୁଠାରୁ ଲମ୍ବା ରେଳ ରୋଡ୍ ବ୍ରିଜରେ ପରିଣତ ହୋଇଛି। ଏହି ବ୍ରିଜ୍‌ ଦ୍ୱାରା ବ୍ରହ୍ମପୁତ୍ର ନଦୀର […]

  • Tuesday, 20 July 2021
kisan
ଶେଷ ହେଲା କିଷାନ କ୍ରାନ୍ତି ଯାତ୍ରା

ନୂଆଦିଲ୍ଲୀ : ଦିଲ୍ଲୀରେ ପହଞ୍ଚିବା ପରେ ଶେଷ ହୋଇଛି କିଷାନ କ୍ରାନ୍ତି ଯାତ୍ରା। ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀର କିଷାନ ଘାଟରେ ପହଞ୍ଚିବା ପରେ ଏହି ଯାତ୍ରା ଶେଷ ହୋଇଥିବା ଘୋଷଣା କରାଯାଇଛି। ଗତକାଲି ଉତ୍ତର ପ୍ରଦେଶର ଗାଜିପୁରରେ ଅାନ୍ଦୋଳନକାରୀ ଚାଷୀଙ୍କୁ ଅଟକାଇଥିଲେ ।  ଫଳରେ ଅାନ୍ଦୋଳନ ପାଇଁ ଅାସୁଥିବା ଚାଷୀ ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ କରିବା ସମୟରେ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭାରତୀୟ କିଷାନ ୟୁନିୟନ ନେତୃତ୍ୱରେ ଗତକାଲି ହଜାର […]

  • Tuesday, 20 July 2021
indo
ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୩୭୩ରେ ପହଞ୍ଚିଲା

ଜାକର୍ତା: ଇଣ୍ଡୋନେସିଆରେ ଆସିଥିବା ପ୍ରଳୟଙ୍କାରୀ ସୁନାମି କାରଣରୁ ଏବେ ଯାଏ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି। ଏବଂ ୧୪୦୦ ଲୋକ ଗୁରତର ଆହତ ହୋଇଥିବା ବେଳେ ୧୨୮ଜଣ ଏବେବି ନିଖୋଜ୍‌ ଅଛନ୍ତି। ଏହି ସୂଚନା ଦେଇଛନ୍ତି ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ। ଏହି ସଂଖ୍ୟା ଆଗକୁ ବଢ଼ିବ ବୋଲି ଆଶଙ୍କା କରାଯାଉଛି। ସୁନାମି ମାଡ଼ରେ ଶହ ଶହ ଘର ଓ ହୋଟେଲ୍ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ଚାଇଲ୍ଡ ଅଫ୍ ଦ ଲିଜେଣ୍ଡ୍ରି କ୍ରାକାଟୋଆ ନାଁରେ ଜଣାଶୁଣା ଆଗ୍ନେୟଗିରିରୁ […]

  • Tuesday, 20 July 2021
accidnet
ଘନ କୁହୁଡ଼ି ଯୋଗୁ ସିରିଜ୍‌ ଦୁର୍ଘଟଣା: ୮ ମୃତ୍ୟୁ, ୫୦ରୁ ଅଧିକ ଗାଡ଼ି ନଷ୍ଟ

ଚଣ୍ଡିଗଡ଼: ହରିୟାଣାର ରୋହତକରେ ଘନ କୁହୁଡ଼ି ଯୋଗୁ ସିରିଜ୍ ଦୁର୍ଘଟଣା ହୋଇ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଛନ୍ତି। ଏହି ଦୁର୍ଘଟଣାରେ ୫୦ରୁ ଅଧିକ ଗାଡ଼ି ନଷ୍ଟ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ମହିଳା ଅଛନ୍ତି। ସକାଳେ ଘନ କୁହୁଡ଼ି ଯୋଗୁ ରୋହତକ-ରେବାରୀ ଜାତୀୟ ରାଜପଥରେ ଝାଝରଠାରେ ଦୁର୍ଘଟଣା ଘଟିଛି। କୁହୁଡ଼ି ଯୋଗୁ ହଠାତ ଦୃଶ୍ୟମାନ ଦୂରତା କମିଯିବାରୁ ରାଜପଥ ଉପରେ ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ୨ […]

  • Tuesday, 20 July 2021
sc
ରଥଯାତ୍ରା ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେପି

କୋଲକାତା: ପଶ୍ଚିମବଙ୍ଗରେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ର ବଞ୍ଚାଅ ରଥଯାତ୍ରା କରିବା ନେଇ ବିଜେପି ନଛୋଡ଼ବନ୍ଧା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ରଥଯାତ୍ରା ଉପରେ କୋଲକାତା ହାଇକୋର୍ଟର ଡିଭିଜନାଲ୍‌ ବେଞ୍ଚ୍ ରହିତାଦେଶ ଜାରି କରିବା ପରେ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ଦଳ। ଆଜି ବିଜେପି ପକ୍ଷରୁ କୋଲକାତା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଛି। ତେବେ ଆବେଦନକୁ ତୁରନ୍ତ ଶୁଣାଣି କରିବାକୁ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ମନା କରିଦେଇଛନ୍ତି। ରେଜିଷ୍ଟ୍ରାର ମନା କରିବା ପରେ ପଶ୍ଚିମବଙ୍ଗର ବସିରହାଟରେ ବିଜେପି କର୍ମୀମାନେ […]

  • Tuesday, 20 July 2021
gogoi
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଅାଜି ଶପଥ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ  : ଅାଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟୀତ୍ୱ ନେବେ ଜଷ୍ଟିସ ରଞ୍ଜନ ଗୋଗୋଇ।  ସୁପ୍ରିମକୋର୍ଟର ୪୬ ତମ ମୁଖ୍ୟ ବିଚାରପତି ଭାବେ ସେ ଅାଜି ଶପଥ ନେବେ। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅାସନ୍ତା ବର୍ଷ ନଭେମ୍ବର ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ମୁଖ୍ୟ ବିତାରପତି ଭାବେ ତାଙ୍କର କାର୍ଯ୍ୟକାଳ ରହିଛି।  ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପୂର୍ବରୁ […]

  • Tuesday, 20 July 2021
Untitled-1
ସବରିମାଳାରେ ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି

ଥିରୁଭନନ୍ତପୁରମ୍: ସବରିମାଳାରେ ନିର୍ଦ୍ଦିଷ୍ଟ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ବିରୋଧ ଜାରି ରହିଛି। ଆଜି ୧୦ରୁ ୫୦ ବର୍ଷ ବୟସ ଭିତରର ୨ ଜଣ ମହିଳା ମନ୍ଦିରରେ ପ୍ରବେଶ ପାଇଁ ଚେଷ୍ଟା କରି ବିଫଳ ହୋଇଛନ୍ତି। ମାଲାପୁରମର ବିନ୍ଦୁ ଏବଂ କୋଜେକୋଡେର ଦୁର୍ଗା ମନ୍ଦିରକୁ ଯିବା ଲାଗି ମହିଳା ଦ୍ୱୟ ପାମ୍ବାରେ ପହଞ୍ଚିଥିଲେ। ସେଠାରୁ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ୨ ଜଣଙ୍କୁ ପୁଲିସ୍ କଡ଼ା ସୁରକ୍ଷା ବଳୟରେ ନେଇଥିଲା। ଘଣ୍ଟା ଘଣ୍ଟା ପରିଶ୍ରମ କରି ପାହାଡ଼ ଚଢ଼ି […]

  • Tuesday, 20 July 2021
gehelot
ଶପଥ ନେଲେ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରୀମଣ୍ଡଳ

ଜୟପୁର: ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍‌ଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛି। ସହଯୋଗୀ ଦଳରୁ ଜଣେ ଏବଂ ଜଣେ ପୂର୍ବତନ ରାଜା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ମୋଟ୍ ୨୩ ଜଣ ମନ୍ତ୍ରୀଙ୍କୁ ରାଜ୍ୟପାଳ କଲ୍ୟାଣ ସିଂହ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଉପସ୍ଥିତ ଥିଲେ। ରାଷ୍ଟ୍ରୀୟ ଲୋକଦଳରୁ ନିର୍ବାଚିତ ସୁବାସ ଗର୍ଗ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ୧୮ […]

  • Tuesday, 20 July 2021
kcr
ମମତାଙ୍କୁ ସାକ୍ଷାତ କଲେ କେସିଆର୍

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି। ୨୦୧୯ ନିର୍ବାଚନ ପୂର୍ବରୁ କେସିଆର୍‌ଙ୍କ ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ରାଜ୍ୟ ସଚିବାଳୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ମମତାଙ୍କ ପୂର୍ବରୁ ଓଡ଼ିଶା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେସିଆର୍‌ଙ୍କ ଭେଟ୍‌ଘାଟ୍‌ ହୋଇଥିଲା। ଏହାକୁ କେବଳ ଏକ ସୌଜନ୍ୟମୂଳକ […]

  • Tuesday, 20 July 2021
rushiv nanda
ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କଲେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ

ଖୋର୍ଦ୍ଧା  : ବେଗୁନିଅାରେ ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କ ଗାଡିକୁ ବୋମାମାଡ ଘଟଣାରେ ଅାଜି ଖୋର୍ଦ୍ଧା ଏସ୍‌ପିଙ୍କୁ ସାକ୍ଷାତ କରିଛନ୍ତି ସାଂସଦଙ୍କ ପୁଅ ଋଷଭ ନନ୍ଦ। ବେଗୁନିଅା-ବୋଲଗଡ଼ ନିର୍ବାଚନମଣ୍ଡଳୀରେ ତାଙ୍କ ଲୋକପ୍ରିୟତା ବଢୁଥିବାରୁ ସେଥିରେ ଅସହିଷ୍ଣୁ ହୋଇ କିଛି ଲୋକ ଏଭଳି କାଣ୍ଡ ଭିଅାଇଥିବା ଅଭିଯୋଗ କରିଛନ୍ତି ଋଷଭ। ତାଙ୍କ ଗାଡି ଉପରେ ୧୦ରୁ ୧୨ ଜଣ ଲୋକ ସଂଘବଦ୍ଧ ଅାକ୍ରମଣ କରିବା ସହିତ ଗୁଳି ଫୁଟାଇଥିଲେ। ଏଥିରେ ତାଙ୍କ ଗାଡି ଚାଳକ ଅାହତ ମଧ୍ୟ ହୋଇଥିବା […]

  • Tuesday, 20 July 2021