• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jagjit
ଜାତିସଂଘରେ ଭାରତର ବିଜୟ: ନାର୍କୋଟିକ୍ସ ବୋର୍ଡକୁ ନିର୍ବାଚିତ ହେଲେ ଭାରତର ଜଗଜିତ୍‌ ପଭଡିଆ

ଜାତିସଂଘ: ଚାଇନାର ପ୍ରାର୍ଥୀଙ୍କୁ ବହୁ ବ୍ୟବଧାନରେ ହରାଇ ପୁଣି ଥର ପାଞ୍ଚ ବର୍ଷ ପାଇଁ ଅନ୍ତର୍ଜାତୀୟ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡକୁ ନିର୍ବାଚିତ ହୋଇଛନ୍ତି ଭାରତର ଜଗଜିତ ପଭଡିଆ। ଜାତିସଂଘର ଅର୍ଥନୀତି ଏବଂ ସାମାଜିକ ପରିଷଦ ଦ୍ୱାରା ଏହି ନିର୍ବାଚନ ହୋଇଥିଲା। ମୋଟ ୫୪ ସଦସ୍ୟଙ୍କ ମଧ୍ୟରୁ ୧୫ ଜଣ ନାରକୋଟିକ୍ସ କଣ୍ଟ୍ରୋଲ ବୋର୍ଡର ସଦସ୍ୟ ପାଇଁ ପ୍ରାର୍ଥୀ ହୋଇଥିଲେ। ତେବେ ପ୍ରଥମ ପର୍ଯ୍ୟାୟରେ ଜଗଜିତଙ୍କ ସପକ୍ଷରେ ସର୍ବଧିକ ୪୪ଟି ଭୋଟ ପଡ଼ିଥିଲା। ସେହିପରି ଚାଇନାର ହାଓ ଓ୍ୱେଇଙ୍କ […]

rahul gandhi
‘ଚୌକିଦାର ଚୋର ହେ’ ବୟାନ ପାଇଁ ନିଃସର୍ତ୍ତ କ୍ଷମା ମାଗିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲକ୍ଷ୍ୟ କରି ‘ଚୌକିଦାର ଚୌର ହେ’ ମନ୍ତବ୍ୟ ଦେଇଥିବାରୁ ସୁପ୍ରିମକୋର୍ଟରେ ଆଜି  କ୍ଷମା ପ୍ରାର୍ଥନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ସର୍ବୋଚ୍ଚ କୋର୍ଟରେ ୩ ପୃଷ୍ଠାର ଶପଥପତ୍ରରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ରାହୁଲ ଗାନ୍ଧି। କୋର୍ଟଙ୍କୁ ଅବମାନନା କରିବା  କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ସେ ଅପମାନିତ କରି ନାହାନ୍ତି।  ଅଜାଣତରେ ସେ ଏବଂ ତାଙ୍କ ଦଳ ଏହି ନାରା ଦେଇଛି। ନ୍ୟାୟିକ ପ୍ରକ୍ରିୟା ଉପରେ କୌଣସି ପ୍ରକାର ବାଧା […]

  • Wednesday, 21 July 2021
-Modi.. 2
ମୋଦିଙ୍କୁ ହତ୍ୟା ଲାଗି ୫୦ କୋଟି : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରାଣସୀରୁ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ନାମାଙ୍କନପତ୍ର ଦାଖଲ କରିଥିବା ପୂର୍ବତନ ବିଏସ୍‌ଏଫ୍ ଯବାନ ତେଜ୍‌ ବାହାଦୁର ଯାଦବଙ୍କ ଏକ ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓ ଦେଖିବା ପରେ ବିଜେପି କହିଛି ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ୫୦ କୋଟି ଦେଲେ ମୋଦିଙ୍କ ହତ୍ୟା କରାଇ ଦେବି ବୋଲି ଭିଡିଓଟିରେ କୁହାଯାଉଥିବା ଶୁଣିବାକୁ ମିଳୁଛି। ଶହଜାଦ୍‌ ପୁନାୱାଲା ଏହି ଭିଡିଓକୁ […]

  • Wednesday, 21 July 2021
tt
'ଫୋନି' ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର: ବାତ୍ୟା ପରେ ଧୀରେ ଧୀରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବାରେ ଲାଗିଛି। ଭଦ୍ରକ- ବିଜୟନଗରମ୍‌ରୁ ଟ୍ରେନ୍‌ ସେବା ଆଶିଂକ ଭାବେ ଆରମ୍ଭ ହୋଇଛି। ଗତ ସଂଧ୍ୟାରୁ ଅନେକ ସ୍ପେଶାଲ ଟ୍ରେନ  ଭୁବନେଶ୍ୱରରୁ ବେଙ୍ଗଳୁରୁ, ଜଗଦଲପୁର, ଜୁନାଗଡ଼ ରୋଡ୍, ସମ୍ବଲପୁର, ହାତିଆ ଓ ଦୁର୍ଗକୁ ଚାଲିଛି। ଏହା ସହିତ ସମ୍ବଲପୁରରୁ ଭୁବନେଶ୍ୱର, ଜଗଦଲପୁରରୁ ଭୁବନେଶ୍ୱର, ଜୁନାଗଡ଼ ରୋଡ୍‌ରୁ ଭୁବନେଶ୍ୱର ମଧ୍ୟ ଟ୍ରେନ ଚାଲିଛି। ଯାତ୍ରୀଙ୍କ ସୁବିଧା ପାଇଁ କେତେକ ସ୍ପେଶାଲ ଟ୍ରେନ ବି ଚାଲିଛି। ଏହି ଟ୍ରେନଗୁଡ଼ିକ […]

  • Wednesday, 21 July 2021
bagdadi
ମରିନାହିଁ ବାଗଦାଦି, ଏବେ ବି ଖେଳାଉଛି ଆତଙ୍କ

ମରିନାହିଁ ବରଂ ବଞ୍ଚି ରହି ଏବେ ବି ଆତଙ୍କ ଖେଳାଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ ଗ୍ରୁପର ମୁଖ୍ୟ ବାଗଦାଦି। ଆମେରିକାର ଏକ ଗୁଇନ୍ଦା ସଂସ୍ଥା ଏହି ଦାବି କରିଛି। ଏହା ସହ ଆଇଏସ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓର ପ୍ରମାଣ ଆଧାରରେ ବାଗଦାଦି ବଞ୍ଚିଥିବା ସପୃକ୍ତ ଗୁଇନ୍ଦା ସଂସ୍ଥା ଦାବି କରିଛି। ସବୁଠାରୁ ବଡ଼ କଥା ହେଲା ଦୀର୍ଘ ୫ବର୍ଷ ପରେ ପ୍ରଥମ ଥର ପାଇଁ ଅବୁ ବକର୍ ଅଲ୍ ବାଗଦାଦିର ଭିଡିଓ ସାମ୍ନାକୁ ‌ଆସିଛି। […]

  • Wednesday, 21 July 2021
modi
ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ ବାରଣାସୀ ଲୋକସଭା ଆସନରୁ ଆଜି ମୋଦି ପ୍ରାର୍ଥିପତ୍ର ଦାଖଲ କରିବେ। ମୋଦିଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଏନ୍‌ଡିଏରେ ଥିବା ପ୍ରାୟ ସବୁ ଦଳର ମୁଖ୍ୟ ଯୋଗ ଦେବେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ, ଜେଡିୟୁ ମୁଖ୍ୟ ଶରଦ ଯାଦବଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ମୋଦି ଏକ ବିରାଟ ରୋଡ୍ ଶୋ କରି […]

  • Wednesday, 21 July 2021
5
ଏପ୍ରିଲ ୩୦ରେ ସ୍ଥଳଭାଗ ଛୁଇଁ ପାରେ ‘ଫନି’

ନୂଆଦିଲ୍ଲୀ: ଚଳିତ ମାସର ଶେଷ ଭାଗ ଆଡ଼କୁ ଆସୁଥିବା ବାତ୍ୟା ପାଇଁ ତାମିଲନାଡ଼ୁରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏପ୍ରିଲ ୩୦ ବା ମେ ୧ ତାରିଖରେ ଏହା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି। ତାମିଲନାଡ଼ୁର ଉତ୍ତର ଉପକୂଳରେ ଲଗାତାର ୨ ଦିନ ଧରି ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତା ସପ୍ତାହରେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଗୁରୁବାର […]

  • Wednesday, 21 July 2021
4
ପ୍ରଧାନ ବିଚାରପତିଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ହେବ ତଦନ୍ତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ବିରୋଧରେ ଷଡଯନ୍ତ୍ର ଅଭିଯୋଗର ତଦନ୍ତ ହେବ। ଏନେଇ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏହି କମିଟିକୁ ସିବିଆଇ ମୁଖ୍ୟ, ଦିଲ୍ଲୀ ପୋଲିସ ମୁଖ୍ୟ ଓ ଗୁଇନ୍ଦା ମୁଖ୍ୟ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିବା ମହିଳାଙ୍କ ପକ୍ଷରୁ ମାମଲା ଲଢିବା ପାଇଁ  ଆଇନଜୀବୀ ଉତ୍ସବ ବେନଙ୍କୁ ଦେଢ […]

  • Wednesday, 21 July 2021