• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

indianlooknews
ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ହେବ ଟକ୍କର୍

ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ସଂସଦୀୟ ସିଟ୍‌ରେ ଏବେ ଦୁଇ ଅଲିମ୍ପିଆନଙ୍କ ମଧ୍ୟରେ ନିର୍ବାଚନୀ ଟକ୍କର୍‌ ଦେଖିବାକୁ ମିଳିବା। ବିଜେପିର ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ଲଢ଼ିବେ ପୂର୍ବତନ ଡିସ୍‌କସ୍‌ ଥ୍ରୋ ଚାମ୍ପିୟାନ କ୍ରିଷ୍ଣା ପୁନିଆ। କଂଗ୍ରେସ ଟିକେଟ୍‌ରେ ରାଜ୍‌ଙ୍କୁ ଟକ୍କର ଦେବେ ପୁନିଆ। କଂଗ୍ରେସ ପକ୍ଷରୁ ସୋମବାର ଜାରି ହୋଇଥିବା ୯ ଜଣିଆ ଲିଷ୍ଟରେ ପୁନିଆଙ୍କ ନାମ ଘୋଷଣା କରାଯାଇଛି। କେନ୍ଦ୍ରମନ୍ତ୍ରୀ ତଥା ଅଲିମ୍ପିକ ମେଡାଲିଷ୍ଟ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। […]

  • Tuesday, 20 July 2021
bjp1
ନିର୍ବାଚନୀ ଇସ୍ତାହାରରେ ସୁନେଲୀ ସ୍ୱପ୍ନ ଦେଖାଇଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଲାଗି ଇସ୍ତାହାର ଘୋଷଣା କରିଛି କଂଗ୍ରେସ। ନିର୍ବାଚନୀ ଇସ୍ତାହାରରେ ଜନତାଙ୍କୁ ସୁନେଲୀ ସ୍ୱପ୍ନ ଦେଖାଇଛି ଦଳ। ଏଥିରେ ନିଯୁକ୍ତି, ଚାଷୀ ଓ ଚାଷ ସମସ୍ୟା ଏବଂ ନାରୀ ସୁରକ୍ଷା ଭଳି ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି। କଂଗ୍ରେସର ଇସ୍ତାହାରରେ କ’ଣ କ’ଣ  ରହିଛି ପଏଣ୍ଟରେ ଜାଣନ୍ତୁ- ୧. ଦେଶରୁ ଦାରିଦ୍ର୍ୟ ଦୂରୀକରଣ ଲାଗି ‘ନ୍ୟାୟ ଯୋଜନା’ ଲାଗୁ କରିବାକୁ ଇସ୍ତାହାରରେ କହିଛି ଦଳ। ଏହା ଅନ୍ତର୍ଗତ ୨୦ ପ୍ରତିଶତ ଗରିବ […]

  • Tuesday, 20 July 2021
republic day
ଆଜି ୭୦ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହେଉଛି ୭୦ତମ ସାଧାରଣତନ୍ତ୍ର ଦିବସ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। Happy Republic Day to all fellow Indians. सभी देशवासियों को #गणतंत्रदिवस की शुभकामनाएं। जय हिन्द! — Narendra Modi (@narendramodi) 26 January 2019 ସକାଳ ୯ଟାରେ ଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତାକା ଉତ୍ତୋଳନ କରିବେ। ଏହି ଅବସରରେ ଦିଲ୍ଲୀ ରାଜପଥରେ ହେବାକୁ ଥିବା ୯୦ ମିନିଟ୍‌ର ଆକର୍ଷଣୀୟ ପରେଡ୍ […]

  • Tuesday, 20 July 2021
f2
ଆନ୍ଧ୍ରରେ ଓଡ଼ିଆ ପିଠାମିଠାର ସ୍ୱାଦ

ବିଶାଖାପାଟଣା (ଯଶୋବନ୍ତ ନାରାୟଣ ପାଢ଼ୀ): ବିଶାଖାପାଟଣାରେ ଓଡ଼ିଆ ପିଠାମିଠାର ସ୍ୱାଦ ଚାଖିଛନ୍ତି ଅନ୍ଧ୍ରବାସୀ। ୮୪ତମ ଉତ୍କଳ ଦିବସ ଅବସରରେ ଦଶପଲ୍ଲା ହିଲ୍ସ ନିକଟ ଜଗନ୍ନାଥ ମନ୍ଦିରରେ ଆୟୋଜନ ହୋଇଥିଲା ଉତ୍କଳ ଦିବସ। ଏହି ଅବସରରେ ଆୟୋଜିତ ଗୋଇଥିବା ଓଡ଼ିଆ ଫୁଡ୍ ଫେଷ୍ଟିଭାଲ୍  ଉତ୍ସବରେ ଓଡ଼ିଶାର ଅନେକ ପାରମ୍ପରିକ ପିଠା ଓ ମିଠାର ଝଲକ ଦେଖିବାକୁ ମିଳିଥିଲା। ମଣ୍ଡା, କାକରା, ପୋଡ଼ପିଠା ସହ ଘୁଗୁନି, ଦହିବରା ଓ ମୁଢ଼ି ଘୁଗୁନିର ମଜା ନେଇଥିଲେ ଦର୍ଶକ।  ଏହାସହ ରସଗୋଲା, ଛେନାପୋଡ଼ […]

  • Tuesday, 20 July 2021
indian railways
୨ ବର୍ଷ ମଧ୍ୟରେ ୨.୩ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବ ରେଲୱେ

ନୂଆଦିଲ୍ଲୀ: ରେଲୱେ ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। କାହିଁକି ନା ଭାରତୀୟ ରେଳବାଇ ପୁଣି ଥରେ ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି। ଏହି ମେଗା ନିଯୁକ୍ତି ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ ହେବ। ଯେଉଁଥିରେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ପାଖାପାଖି୨.୩ ଲକ୍ଷ ଲୋକଙ୍କୁ ରେଲୱେ ନିଯୁକ୍ତି ଦେବ। ଏଥିସହ ଏଥିରେ ଆର୍ଥିକ ଅନଗ୍ରସର ବର୍ଗ (EWS) ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ବୁଧବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ […]

  • Tuesday, 20 July 2021
ec1
ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା କରିପାରନ୍ତି ଇସି

ନୂଆଦିଲ୍ଲୀ: ନିର୍ବାଚନ କମିଶନଙ୍କ ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇପାରେ। ଦିଲ୍ଲୀ ବିଜ୍ଞାନ ଭବନରେ ଆଜି କମିଶନଙ୍କ ପକ୍ଷରୁ ସନ୍ଧ୍ୟା ୫ଟାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିବାରୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଆସନ୍ତା ସାଧାରଣ ନିର୍ବାଚନରେ ୫୪୩ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିରେ ପ୍ରାୟ ୯୦ କୋଟି ଭୋଟର ଅଂଶଗ୍ରହଣ କରିବେ। ଲୋକସଭା ନିର୍ବାଚନ ସହ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ […]

  • Tuesday, 20 July 2021
dfd
ନିର୍ବାଚନ କାଉଣ୍ଟ ଡାଉନ୍: ୩୯ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏହି ଦଳଗୁଡ଼ିକ ମଧ୍ୟରେ ତାମିଲ୍‌ ଷ୍ଟାର୍‌ କମଲ ହାସନ୍‌ଙ୍କ ଦଳ ଏମ୍‌ଏନ୍‌ଏମ୍‌ର ଚିହ୍ନ ଟର୍ଚ୍ଚ ବ୍ୟାଟେରୀକୁ […]

  • Tuesday, 20 July 2021
ନିର୍ବାଚନ କାଉଣ୍ଟ ଡାଉନ୍: ୩୯ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଗଲାଣି। ନିର୍ବାଚନ କମିଶନ୍ ପକ୍ଷରୁ ଘନ ଘନ ବୈଠକ ଆଉ ସଚେତନତା ଅଭିଯାନ ମଧ୍ୟ କରାଯାଉଛି। ଏହାରି ମଧ୍ୟରେ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ୩୯ଟି ଦଳର ଚିହ୍ନକୁ ସ୍ୱୀକୃତି ମିଳିଛି। ଭାରତୀୟ ନିର୍ବାଚନ କମିଶନ୍ ପକ୍ଷରୁ ପଞ୍ଜୀକୃତ ଓ ଅଣ ସ୍ୱୀକୃତ ରାଜନୈତିକ ଦଳର ଚିହ୍ନକୁ ସ୍ୱୀକୃତି ଦିଆଯାଇଛି। ଏଥିରେ ସାଉଥ୍ ଷ୍ଟାର୍‌ କମଲ୍‌ ହାସନଙ୍କ ପାର୍ଟିର ବ୍ୟାଟେରୀ ଟର୍ଚ ଚିହ୍ନ ମଧ୍ୟ ସାମିଲ୍ ଅଛି। […]

  • Tuesday, 20 July 2021
NewsClick
ଇସିର ନୋଟିସ୍: ନିର୍ବାଚନ ପ୍ରଚାରରେ ବ୍ୟବହାର କରିପାରିବେନି ଯବାନଙ୍କ ଫଟୋ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଯବାନଙ୍କ ଫଟୋକୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରି ପାରିବେନି। ଏନେଇ ସମସ୍ତ ଜାତୀୟ, ଆଞ୍ଚଳିକ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକଙ୍କୁ ନୋଟିସ୍ କରିଛନ୍ତି ଇସି(ଇଲେକ୍ସନ କମିଶନ୍)। ଆସନ୍ତା ନିର୍ବାଚନ ପୂର୍ବରୁ କିଛି ରାଜନୈତିକ ଦଳ ନିଜ ପ୍ରଚାର ପାଇଁ ସେନାର ଯବାନଙ୍କ ଫଟୋକୁ ବ୍ୟବହାର କରିଛନ୍ତି। ତେବେ ଏଥିରୁ ନିବୃତ ରହିବା ସହ ଆଗାମୀ ଦିନରେ ଏପରି ନ କରିବାକୁ ତାଗିଦ୍ କରିଛନ୍ତି କମିଶନ୍। ଏପରିକି ସ୍ୱାଧୀନ ପ୍ରାର୍ଥୀଙ୍କୁ ବି ଏନେଇ […]

  • Tuesday, 20 July 2021
priyanka gandhi
ପ୍ରିୟଙ୍କା ଗାନ୍ଧିଙ୍କୁ ମିଳିଲା କଂଗ୍ରେସର ଗୁରୁ ଦାୟିତ୍ୱ

ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ କଂଗ୍ରେସର ଗୁରୁ ଦାୟିତ୍ୱ ମିଳିଛି। ତାଙ୍କୁ କଂଗ୍ରେସର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ପ୍ରିୟଙ୍କାଙ୍କୁ ଦଳର ସାଧାରଣ ସମ୍ପାଦିକା ଭାବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି। ଏହାସହ ଉତ୍ତର ପ୍ରଦେଶ ପୂର୍ବାଞ୍ଚଳ ଦାୟିତ୍ୱ ଦିଆଯାଇଛି। ସେ ଫେବ୍ରୁଆରୀ ମାସ ପ୍ରଥମ ସପ୍ତାହରୁ ତାଙ୍କ କାର୍ଯ୍ୟ ଆରମ୍ଭ କରିବେ। Many congratulations to Shri K C Venugopal, Smt. Priyanka Gandhi Vadra and […]

  • Tuesday, 20 July 2021
naveen niwas
ଓଟିଭିକୁ ନବୀନ ନିବାସ ଭିତରକୁ ବାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ NBAର ଚିଠି

ଭୁବନେଶ୍ୱର : ଓଟିଭିକୁ ନବୀନ ନିବାସ ବାରଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛି ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ(NBA)। ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲୁ ରଖିବା ଓ ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ମିଡିଆର ଭୂମିକା ଅପରିହାର୍ଯ୍ୟ ବୋଲି ଏଥିରେ କୁହାଯାଇଛି। ସେ ଦୃଷ୍ଟିରୁ ଗଣମାଧ୍ୟମର ଅଧିକାର ସୁରକ୍ଷିତ ରଖାଯିବା ଜରୁରୀ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଗଣମାଧ୍ୟମକୁ ଖବର ସଂଗ୍ରହରୁ ବଞ୍ଚିତ କରିବା ଅର୍ଥ ସ୍ୱାଧୀନ ମତବ୍ୟକ୍ତ ନେଇ ସମ୍ବିଧାନରେ ଥିବା ବ୍ୟବସ୍ଥାକୁ କୁଠାରଘାତ […]

  • Tuesday, 20 July 2021
ad2
ଚା’ ବିଜ୍ଞାପନରେ କୁମ୍ଭ ମେଳାକୁ ଯୋଡ଼ିବାରୁ ବିବାଦ

ଭୁବନେଶ୍ୱର: ହିନ୍ଦୁ ପରମ୍ପରା ଓ ସଂସ୍କୃତିର ମହାପର୍ବ କୁମ୍ଭ ମେଳା। ୧୨ ବର୍ଷରେ ଥରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଆୟୋଜିତ ହୁଏ ଏହି ମେଳା ଏଥିରେ ଲକ୍ଷ ଲକ୍ଷ ସାଧୁ ସନ୍ଥ ଓ ହିନ୍ଦୁ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ମକର ସଂକ୍ରାନ୍ତିରୁ ଏହା ଆରମ୍ଭ ହୋଇ ମହା ଶିବରାତ୍ରୀରେ ଶେଷ ହୁଏ। ଚଳିତ ବର୍ଷ ଉତ୍ତରପ୍ରଦେଶର ପ୍ରୟାଗରାଜରେ ହୋଇଥିବା କୁମ୍ଭମେଳାରେ ବହୁ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ। ହେଲେ ଜଣେ ବିଜ୍ଞାପନଦାତା […]

  • Tuesday, 20 July 2021
kumbh mela
ସାହି ସ୍ନାନ ଅବସରରେ କୁମ୍ଭ ମେଳାରେ ବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ସାଧୁସନ୍ଥ

ପ୍ରୟାଗରାଜ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଶ୍ରଦ୍ଧାଳୁ ଓ ସାଧୁସନ୍ଥଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଆଜି ପୌଷ ପୂର୍ଣ୍ଣିମା ହୋଇଥିବାରୁ ସଙ୍ଗମ ସ୍ଥଳରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିଛି। କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଥର ପାଇଁ ସାହି ସ୍ନାନ ହୋଇଛି। ୮ଟି ସାହି ସ୍ନାନରୁ ଦ୍ୱିତୀୟ ସାହି ସ୍ନାନରେ ବିଭିନ୍ନ ମଠର ମହନ୍ତ ଓ ଆଖାଡ଼ାରୁ ସାଧୁ, ସନ୍ୟାସୀଙ୍କ ସମାଗମ ଦେଖିବାକୁ ମିଳିଛି। ଆଜି ଭୋରରୁ ଲମ୍ବା ଧାଡ଼ିରେ ସାଧୁ ମାନେ ବୁଡ଼ ପକାଇଛନ୍ତି। ଆଜିର […]

  • Tuesday, 20 July 2021
amit shah
ଏମ୍‌ସ୍‌ରୁ ଡିସ୍‌ଚାର୍ଜ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଆଜି ଏମ୍‌ସ୍‌ରୁ ଡିସ୍‌ଚାର୍ଜ କରାଯାଇଛି। ସ୍ୱାଇନ୍‌ ଫ୍ଲୁ ପରି ଘାତକ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଶାହଙ୍କୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ଦିଲ୍ଲୀ ସ୍ଥିତ ଏମ୍‌ସ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେବା ପରେ ତାଙ୍କୁ ଆଜି ସକାଳ ୧୦ଟା ୨୦ମିନିଟ୍‌ ରେ ସେ ଏମ୍‌ସ୍‌ରୁ ଡିସ୍‌ଚାର୍ଜ କରାଯାଇଛି ବୋଲି ଜଣାପଡ଼ିଛି। ବର୍ତ୍ତମାନ ସେ ପୂରାପୂରି ସୁସ୍ଥ ଅଛନ୍ତି ଓ ଘରକୁ ଫେରିଛନ୍ତି ବୋଲି […]

  • Tuesday, 20 July 2021
ndtv
ଜମ୍ମୁରେ ଗ୍ରେନେଡ୍‌ ବିସ୍ଫୋରଣ: ୨୬ ଆହତ, ୧ ମୃତ

ଶ୍ରୀନଗର: ପୁଲୱାମା ପରେ ଏବେ ଗ୍ରେନେଡ୍‌ର ଭୟଙ୍କର ବିସ୍ଫୋରଣରେ ଥରିଲା ଜମ୍ମୁ। ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ଜମ୍ମୁ ସହରର ମଧ୍ୟସ୍ଥଳରେ ଥିବା ମୁଖ୍ୟ ବସ୍‌ଷ୍ଟାଣ୍ଡରେ ଗ୍ରେନେଡ୍‌ ବିସ୍ଫୋରଣ ହୋଇଛି। ଏକ ବସ୍‌ ଭିତରେ ଏହି ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ର ସୂଚନା ଅନୁସାରେ,ଏହି ବିସ୍ଫୋରଣରେ ଅଧିକାଂଶ […]

  • Tuesday, 20 July 2021
sdde
ବିଜେପିରେ ମିଶିଲେ କଂଗ୍ରେସ ନେତା

ବେଙ୍ଗାଲୁରୁ: କର୍ଣ୍ଣାଟକା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଉମେଶ ଯାଦବ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ କିଛି ଦିନ ତଳେ ଉଭୟ କଂଗ୍ରେସ ଓ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲବର୍ଗିରେ ଏକ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଛନ୍ତି। ଏହାପୂର୍ବରୁ ଉମେଶ ଯାଦବ କର୍ଣ୍ଣାଟକା ବିଜେପି ମୁଖ୍ୟ ବିଏସ୍‌ ୟେଦ୍ଦୁରାପ୍ପାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ସେ ବିଜେପିରେ ଯୋଗଦେଇ ଖୁସି ବୋଲି କହିଛନ୍ତି। ଶ୍ରୀ ଯାଦବ ଆସନ୍ତା ସାଧାରଣ […]

  • Tuesday, 20 July 2021