• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Untitled-1
ଆତଙ୍କବାଦକୁ ନେଇ ପୁଣି ମୁହାଁମୁହିଁ ଆମେରିକା ଓ ଇରାନ୍‌

ତେହେରାନ୍‌: ଆତଙ୍କବାଦ ପ୍ରସଙ୍ଗରେ ଆମେରିକା ଓ ଇରାନ୍‌ ମଧ୍ୟରେ ପୁଣିଥରେ ଟକରାଟକରି ଆରମ୍ଭ ହୋଇଯାଇଛି। ଗତକାଲି ଆମେରିକା ଇରାନ୍‌ର ରିଭଲ୍ୟୁସନାରୀ ଗାର୍ଡଙ୍କୁ କଳାତାଲିକା ଭୁକ୍ତ କରିବା ସହ ସେମାନଙ୍କୁ ଆତଙ୍କବାଦୀ ଆଖ୍ୟା ଦେଇଥିଲା। ଆମେରିକାର ଏଭଳି ଘୋଷଣାରେ ଇରାନ୍‌ ଚିହିଁକି ଉଠିଛି। ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଆମେରିକାକୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି, “ଆମେରିକା ହେଉଛି ପ୍ରକୃତରେ ଆତଙ୍କବାଦର ବିଶ୍ୱସ୍ତରୀୟ ନେତା। ଆମେରିକା ହିଁ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଛି। ରିଭଲ୍ୟୁଶନାରୀ ଗାର୍ଡଙ୍କୁ ଆତଙ୍କବାଦୀର ଆଖ୍ୟା […]

  • Tuesday, 20 July 2021
India-Today
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପୁଅ ନକୁଲନାଥଙ୍କ ନାମାଙ୍କନ

ଭୋପାଲ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଛିଣ୍ଡୱାରା ବିଧାନସଭା ଆସନ ଓ ତାଙ୍କ ପୁଅ ନକୁଲ ନାଥ ଛିଣ୍ଡୱାରା ଲୋକସଭା ସିଟ୍‌ରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଛିଣ୍ଡୱାରାରୁ ସାଂସଦ ଥିବା କମଲନାଥ ଡିସେମ୍ବର ମାସରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଶପଥ ଗ୍ରହଣ କରିବାର ୬ ମାସ ଭିତରେ ବଧାନସଭାକୁ ନିର୍ବାଚିତ ହେବା ନିୟମ ରହିଛି। ଏଣୁ ଛିଣ୍ଡୱାରା ବିଧାୟକ ନିଜ ପଦରୁ ଇସ୍ତଫା ଦେବା ସହ କମଲନାଥଙ୍କ ପାଇଁ ରାସ୍ତା ଛାଡ଼ିଥିଲେ। ଫଳରେ […]

  • Tuesday, 20 July 2021
f
ଲାଲୁଙ୍କ ଜାମିନକୁ ସିବିଆଇର ବିରୋଧ

ନୂଆଦିଲ୍ଲୀ: ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ସିବିଆଇ ସୁପ୍ରିମକୋର୍ଟରେ ବିରୋଧ କରିଛି। ନିର୍ବାଚନ ସମୟ ହୋଇଥିବାରୁ ଲାଲୁ ଜାମିନର ଦୁରୁପଯୋଗ କରିବା ସହ ନିର୍ବାଚନ ପ୍ରଚାରରେ ସାମିଲ୍ ହେବେ ବୋଲି ଆଶଙ୍କା କରି ସିବିଆଇ ଏହାକୁ ବିରୋଧ କରିଛି। ଯାଦବ ଦୀର୍ଘଦିନ ଧରି ହସ୍ପିଟାଲରେ ରହିବା ସହ ସେହିଠାରୁ ରାଜନୀତି ଗୋଟି ଚଳାଉଛନ୍ତି। ତାଙ୍କୁ ଯଦି ଜାମିନ ପ୍ରଦାନ କରାଯାଏ, ସେ ଏହାର ଦୁରୁପଯୋଗ କରିବା ଆଶଙ୍କା ରହିଛି। ଏଣୁ ତାଙ୍କୁ ଜାମିନ […]

  • Tuesday, 20 July 2021
tg
‘ପିଏମ୍‌ ନରେନ୍ଦ୍ର ମୋଦି’ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ନିର୍ମିତ ବିବେକ ଓବରୟ ଅଭିନୀତ ଫିଲ୍ମ ‘ପିଏମ୍ ନରେନ୍ଦ୍ର ମୋଦି’ ରିଲିଜ୍‌ ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଫଳରେ ଆସନ୍ତା ୧୧ ତାରିଖରେ ଏହି ଫିଲ୍ମ ରିଲିଜ ହେବା ସୁନିଶ୍ଚିତ ହୋଇଛି। ନିର୍ବାଚନ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବା ଉଦ୍ଦେସ୍ୟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ଅଭିଯୋଗ କରି ଫିଲ୍ମ ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କଂଗ୍ରେସ ନେତା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି […]

  • Tuesday, 20 July 2021
Screenshot_20190405-165056_3-701x360
ଏକାଠି ନାଚି ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍ ରେକର୍ଡ କଲେ ୫ ହଜାର ନୃତ୍ୟ ଶିଳ୍ପୀ

କୋହିମା: ଏକା ସାଙ୍ଗରେ ୫ ହଜାର ନୃତ୍ୟ ଶିଳ୍ପୀ ଏକାଠି ହୋଇ ଖୋଲା ମଇଦାନରେ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ବିଶ୍ୱରେ ଏକ ରେକର୍ଡ ସୃଷ୍ଟି କରିଛି। ଏପରି କିଛି ନିଆରା ଏବଂ ଅଦ୍‌ଭୂତ ଦୃର୍ଶ ଦେଖିବାକୁ ମିଳିଛି ନାଗାଲାଣ୍ଡରେ। ରାଜ୍ୟର ରାଜଧାନୀ କୋହିମାର ମୋନ୍ ଟାଉନ୍‌ରେ ଏକାସଙ୍ଗେ ନୃତ୍ୟ ପରିବେଷଣ କରିଛନ୍ତି ୫ ହଜାର ମହିଳା। ହର୍ଣ୍ଣବିଲ୍ ଯାତ୍ରାରେ ୫ ହଜାର ମହିଳା କୋନିଆକ୍ ନୃତ୍ୟ ପରିବେଷଣ କରିଛନ୍ତି। ଯାହା ଏବେ ଗିନିଜ୍‌ ବୁକ୍‌ ଅଫ୍‌ […]

  • Tuesday, 20 July 2021
h1
ଧର୍ମେନ୍ଦ୍ରଙ୍କ ଗିରଫ ଦାବି କଲେ ହାଁସଦା

ଭୁବନେଶ୍ୱର: କିଛି ଦିନ ପୂର୍ବେ ବାରିପଦାରେ ଆୟୋଜିତ ସାଧାରଣ ସଭାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟ ନେଇ ରାଜନୀତି ଜୋର ଧରିଛି। ଉକ୍ତ ସଭାରେ ଧର୍ମେନ୍ଦ୍ର ଅପମାନସୂଚକ ମନ୍ତବ୍ୟ ରଖିଥିବା ଅଭିଯୋଗ ଆଣିଛନ୍ତି ହାଁସଦା। ଧର୍ମେନ୍ଦ୍ର ଅପମାନଜନକ ମନ୍ତବ୍ୟ ଦେଇଥିବା ନେଇ ହାଁସଦା କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଏନେଇ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଛି। ଧର୍ମେନ୍ଦ୍ର ଜଣେ ପ୍ରଭାବଶାଳୀ ଲୋକ। ଏଥିଯୋଗୁ ମାମଲା ପ୍ରଭାବିତ ହେବାର ସମ୍ଭାବନା ଥିବାରୁ  […]

  • Tuesday, 20 July 2021
fire
ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ଭୟାବହ ଅଗ୍ନିକାଣ୍ଡ; ୧୭ ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଏକ ହୋଟେଲ୍‌ରେ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ୍‌ ଦିଲ୍ଲୀ କରୋଲ ବାଗ୍‌ ସ୍ଥିତ ହୋଟେଲ୍‌ ଅର୍ପିତ ପ୍ୟାଲେସ୍‌ରେ ନିଆଁ ଲାଗି ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆଜି ଭୋର ପ୍ରାୟ ୪ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୬ଟି ଦମକଳ ବାହିନୀ ସାମିଲ ହୋଇଥିଲେ। ପ୍ରାୟ ସକାଳ ୭ଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ୨୫ ଜଣଙ୍କୁ ସୁରକ୍ଷିତ ଭାବରେ ହୋଟେଲ୍‌ ଭିତରୁ […]

  • Tuesday, 20 July 2021
kumarswami
ଜେଡିଏସ୍ ବିଧାୟକଙ୍କୁ କିଣିବା ପ୍ରୟାସର ତଦନ୍ତ ନିର୍ଦ୍ଦେଶ

ବେଙ୍ଗାଲୁର : କର୍ଣ୍ଣାଟକରେ ଶାସକ ଧର୍ମନିରପେକ୍ଷ ଜନତା ଦଳ ବିଧାୟକଙ୍କୁ କିଣିବା ଲାଗି ବିଜେପି ନେତା ବି. ଏସ୍. ୟେଦିୟୁରପ୍ପା ପ୍ରୟାସ କରୁଥିବା ଘଟଣାର ତଦନ୍ତ ହେବ। ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଏସଆଇଟି ଗଠନ କରିଛନ୍ତି । ୟେଦିୟୁରପ୍ପା ଓ ଜେଡିଏସ୍ ବିଧାୟକଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡ଼ିଓ କ୍ଲିପ୍‌ର ତଦନ୍ତ କରାଯିବ। ଶୁକ୍ରବାର କୁମାରସ୍ୱାମୀ ଅଭିଯୋଗ କରିଥିଲେ ଯେ, ୟେଦିୟୁରପ୍ପା ତାଙ୍କ ବିଧାୟକ କେ. ନାଗନାଗୌଡ଼ାଙ୍କୁ କିଣିବା […]

  • Tuesday, 20 July 2021
naidu
 ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅନଶନ

ଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି ଜୋର ଧରିଛି। ଏହି ଦାବି ପୂରଣ ନିମନ୍ତେ ଦିଲ୍ଲୀରେ ଦିନିକିଆ ଅନଶନରେ ବସିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ୍ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୮ଟା ଯାଏଁ ଚାଲିବ। ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନାଇଡୁ ଏକ ଦାବିପତ୍ର ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅନଶନରେ ବସିବା ପୂର୍ବରୁ ରାଜଘାଟ ଯାଇ ମହାତ୍ମା […]

  • Tuesday, 20 July 2021
supreme court
ଲୋକାୟୁକ୍ତ ନିଯୁକ୍ତି ନେଇ ସୁପ୍ରିମ୍‌କୋର୍ଟରେ ସତ୍ୟପାଠ ଦାଖଲ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ/ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଲୋକାୟୁକ୍ତ ଚୟନ କରିବେ। ଏଥିସହ ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ କାର୍ଯ୍ୟ ଆରମ୍ଭ କରିବେ। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମ୍‌କୋର୍ଟରେ ଏଭଳି ଏକ ସତ୍ୟପାଠ ଦାଖଲ କରିଛନ୍ତି। ୨୦୧୪ ମସିହା ଫେବୃଆରୀ ୧୪ ତାରିଖରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ଲୋକାୟୁକ୍ତ ବିଲ୍ ପାସ୍ କରିଥିଲେ। ହେଲେ ଆଇନ୍‌ ପ୍ରଣୟନର ୫ […]

  • Tuesday, 20 July 2021
rajeev kumar
କୋଲକାତା ପୁଲିସ୍‌ କମିଶନରଙ୍କୁ ଆଜି ବି ସିବିଆଇର ଜେରା

କୋଲକାତା : ଚିଟ୍‌ଫଣ୍ଡ ଦୁର୍ନୀତିକୁ ନେଇ କୋଲକାତା ପୁଲିସ୍‌ କମିଶନର୍ ରାଜୀବ କୁମାରଙ୍କୁ ଆଜି ମଧ୍ୟ ସିବିଆଇ ଜେରା କରୁଛି।ଗତକାଲି ମେଘାଳୟର ଶିଲଂରେ ରାଜୀବଙ୍କୁ ସିବିଆଇ ଜେରା କରିଥିଲା । ଶାରଦା ଚିଟ୍‌ଫଣ୍ଡର ତଦନ୍ତ କରୁଥିବା SIT ମୁଖ୍ୟ ଥିଲେ ରାଜୀବ କୁମାର। କିନ୍ତୁ ସେ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ କରିଥିଲା ସିବିଆଇ। ତାଙ୍କ ଘରକୁ ସିବିଆଇ ଟିମ୍ ଯାଇଥିବାବେଳେ କୋଲକାତା ପୁଲିସ୍‌ ସହିତ ଗତ ରବିବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିଲା। ଏହାର […]

  • Tuesday, 20 July 2021
_76dc57fe-577d-11e9-8f69-76e382037a5f
ଆଜି ହିନ୍ଦୁ ନବବର୍ଷ

ନୂଆଦିଲ୍ଲୀ:  ଆଜି ହିନ୍ଦୁ ନବବର୍ଷ। ଏହା ସାରା ବିଶ୍ୱବାରେ ହିନ୍ଦୁ ନବବର୍ଷର ସ୍ୱତନ୍ତ୍ରତା ରହିଛି। ଚୈତ୍ର ମାସର ପ୍ରଥମ ଦିନରେ ମହାରାଷ୍ଟ୍ର, ଗୋଆ ଓ ଦକ୍ଷିଣ ଭାରତରେ ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପାଳନ ହୋଇଛି ହିନ୍ଦୁ ନବ ବର୍ଷ। ଆନନ୍ଦ ଓ ଉତ୍ସାହର ସହ ଏହାକୁ ପାଳନ କରିବା ସହ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଲୋକେ। ମହାରାଷ୍ଟ୍ରର ମରାଠାମାନେ ଏହାକୁ ଗୁଡ଼ି ପଡଓ୍ୱା ପର୍ବ ଭାବେ ପାଳନ କରିଛନ୍ତି। ସବୁଥର ଭଳି ଚଳିତ ବର୍ଷ ମଧ୍ୟ […]

  • Tuesday, 20 July 2021