• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

fdsf
କର୍ଣ୍ଣାଟକରେ ଟଳମଳ ମେଣ୍ଟ ସରକାର; କିଏ ଗୋଳିଆ କରୁଛି କର୍ଣ୍ଣାଟକ ରାଜନୀତି ?

ବେଙ୍ଗାଲୁରୁ: କର୍ଣ୍ଣାଟକରେ ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି କଂଗ୍ରେସ-ଜେଡିଏସ୍ ମେଣ୍ଟ।  ଉଭୟ ଦଳର ବରିଷ୍ଠ ନେତାଙ୍କ ଘନ ଘନ ବୈଠକ ବସୁଛି। ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ଲାଗି ବରିଷ୍ଠ ନେତା ଡି. ଶିବ କୁମାରଙ୍କୁ ଦାୟିତ୍ୱ ଦେଇଛି କଂଗ୍ରେସ। ଆରପଟେ ଦଳ ପୁରୁଖା ଏଚ୍.ଡି. ଦେବେଗୌଡ଼ ଖୋଦ୍ ଜେଡିଏସ୍ ଲାଗି ସଂକଟମୋଚନ ଅବତାରରେ ଅବତୀର୍ଣ୍ଣ ହୋଇଛନ୍ତି। ଶିବ କୁମାର ଦଳୀୟ ନେତା ଓ ବିଧାୟକଙ୍କ ସହିତ ଆଲୋଚନା ପରେ ଦେବେଗୌଡ଼ାଙ୍କୁ ମଧ୍ୟ ଭେଟିଛନ୍ତି। ଅସନ୍ତୁଷ୍ଟ ବିଧାୟକମାନେ […]

  • Tuesday, 20 July 2021
fdf
ପିଏନ୍‌ବିରୁ ପୁଣି ବଡ଼ ଋଣ ଜାଲିଆତି

ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କରେ ପୁଣି ଏକ ବଡ଼ ଧରଣର ଋଣ ଜାଲିଆତି। ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ୩ ହଜାର ୮ ଶହ କୋଟି ଟଙ୍କାର ଋଣ ଜାଲିଆତି କରିଥିବା ଅଭିଯୋଗ ହୋଇଛି। ଫୋରେନ୍ସିକ ଅଡିଟ୍ ପରେ ପୁଲିସ ପକ୍ଷରୁ ଏତଲା ଦିଆଯାଇଛି। ୩ ହଜାର ୮ ଶହ କୋଟି ଟଙ୍କାର ଋଣ ନେଇ ଆକାଉଣ୍ଟରେ ଜାଲିଆତି କରି ଭୂଷଣ ପାଓ୍ୱାର ଆଣ୍ଡ ଷ୍ଟିଲ୍ ତାକୁ ଅନ୍ୟ କାମରେ ଲଗାଇଥିବା ଷ୍ଟକ୍ ଏକ୍ସଚେଞ୍ଜକୁ ଏକ ରିପୋର୍ଟରେ […]

  • Tuesday, 20 July 2021
bengaluru
ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ଶୋ’ରେ ଜଳିଗଲା ୩୦୦ ଗାଡ଼ି। ଆଜି ଅପରାହ୍ନରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି। ପାର୍କିଂ ଲଟ୍‌ରେ ରଖାଯାଇଥିବା ଗାଡ଼ି ଗୁଡ଼ିକ ହଠାତ୍‌ ଜଳି ଯାଇଛି। ଫଳରେ ଉତ୍ତର ବେଙ୍ଗାଲୁରୁର ୟେଲାହଙ୍କା ଏୟାର ବେସ୍‌ର ଆକାଶ ପୂରା ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏରୋ ଇଣ୍ଡିଆ ୨୦୧୯ ଇଭେଣ୍ଟରେ ଭାଗ ନେଇଥିବା ବିମାନ ଗୁଡ଼ିକ ଆଜି ଅପରାହ୍ନରେ ସମରକଳା ପ୍ରଦର୍ଶନ କରୁଥିବା ବେଳେ ମଧ୍ୟାହ୍ନ ପ୍ରାୟ ୧୨.୧୭ ମିନିଟ୍‌ ସମୟରେ ଏଭଳି ଅଗ୍ନିକାଣ୍ଡ […]

  • Tuesday, 20 July 2021
Car-parking
ନୋ ପାର୍କିଂରେ ପାର୍କିଂ କଲେ ୨୩ ହଜାର ଜୋରିମାନା

ମୁମ୍ବାଇ: ବଡ଼ ବଡ଼ ସହରର ଭୁଲ ସ୍ଥାନରେ କିମ୍ବା ନିଷିଦ୍ଧାଞ୍ଚଳରେ ଗାଡ଼ି ପାର୍କିଂ କଲେ ଅନ୍ୟମାନଙ୍କ ପାଇଁ କେତେ ଯେ ସମସ୍ୟା ହୁଏ, ତାହା ସମସ୍ତେ ଜାଣନ୍ତି। କିନ୍ତୁ ଏଥିପାଇଁ ୨୩ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ ବୋଲି ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବ। ଆଜ୍ଞା ହଁ, ଏଭଳି ନିୟମ ବୃହନ୍‌ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ୍‌ ଅଞ୍ଚଳରେ ଲାଗୁ ହେବାକୁ ଯାଉଛି। ଉଭୟ ବିଏମ୍‌ସି ଏବଂ ମୁମ୍ବାଇ ଟ୍ରାଫିକ୍‌ ପୁଲିସ୍‌ର ନୂଆ ନିୟମ […]

  • Tuesday, 20 July 2021
ବୋମା କରଖାନାରେ ପୁଲିସ୍ ଚଢ଼ଉ, ୧୦୦ଟି ବୋମା ଜବତ

କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାରେ ବେଆଇନ ଭାବରେ ଚାଲିଥିବା ଦେଶୀ ବୋମା ତିଆରି କାରଖାନାକୁ ଜବତ୍ କରିଛି ପୁଲିସ। ରାତି ଅଧରେ ପୁଲିସ ରେଡ୍ କରି ୧୦୦ଟି ହାତ ତିଆରି ବୋମା ସହିତ ବୋମା କାରଖାନାକୁ ଜବତ୍ କରିଛି ପୁଲିସ୍। ସୂଚନାଯୋଗ୍ୟ, ବୀରଭୂମ ଜିଲ୍ଲାରେ ରାଜନୀତିକ ହିଂସା ଜାରି ରହିଛି। ବିଗତ ୧୦ ଦିନରେ ଦୁଇଟି ବିସ୍ଫୋରଣ ହୋଇଛି। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି। କିନ୍ତୁ ବିସ୍ଫୋରଣ ଘଟିଥିବା ସ୍ଥାନରେ ଘରର ଛାତ, ଆଜବେଷ୍ଟସ ଆଦି […]

  • Tuesday, 20 July 2021
jammu
ଜମ୍ମୁ-କଶ୍ମୀର ଗଲେ ଅତିରିକ୍ତ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଢ଼ିଲା ସୁରକ୍ଷା ବ୍ୟ‍ବସ୍ଥା। ଗତକାଲି ରାତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ତତ୍କାଳ ୧୦୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ଜମ୍ମୁ-କଶ୍ମୀର ପଠାଇଛି। ଏହି ସୁରକ୍ଷାକର୍ମୀମାନେ ପୁଲିସ୍‌ ଓ ସେଠାରେ ଥିବା ଯବାନମାନଙ୍କ ସହ ମିଶି କାର୍ଯ୍ୟ କରିବେ। ବିଚ୍ଛିନ୍ନତାବାଦୀ ନେତା ଓ ଜମାତ-ଇ-ଇସ୍‌ଲାମି ସଂଗଠନର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଗୃହ ମନ୍ତ୍ରଣାଳୟର ଏଭଳି ନିଷ୍ପତ୍ତି ସାମ୍‌ନାକୁ ଆସିଥିଲା। ଗତକାଲି ବିଳମ୍ବିତ ରାତିରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମାଲିକଙ୍କୁ ପୁଲିସ୍‌ ଗିରଫ କରିଥିଲା। ତେବେ […]

  • Tuesday, 20 July 2021
cv
ବନ୍ୟାପାଣିରେ ଭାସିଗଲା କାର୍‌: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍

ଚଣ୍ଡିଗଡ଼: ହରିୟାଣାରେ ବନ୍ୟା ପାଣିରେ ଭାସିଗଲା କାର୍। ହେଲେ ଅଳ୍ପକେ ବର୍ତ୍ତିଗଲେ କାର୍ ଚାଳକ। ପ୍ରବଳ ବର୍ଷା ଯୋଗୁ ପଞ୍ଚକୁଲାର ଘାଘର ନଦୀର ବନ୍ୟା ପରିସ୍ଥିତି ଦେଖା ଦେଇଛି। ନଦୀର ପାଣି ପୋଲ ଉପରେ ଦେଇ ପ୍ରବାହିତ ହେଉଛି। ଏହି ସମୟରେ ପୋଲ ଉପରେ ଥିବା ଏକ କାର୍‌ ନଦୀ ସୁଅରେ ଭାସି ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ତେବେ ସୌଭାଗ୍ୟବଶତଃ କାର୍ ଡ୍ରାଇଭର ବର୍ତ୍ତି ଯାଇଛନ୍ତି। କାର୍ ଡ୍ରାଇଭରଙ୍କ ସମେତ ସ୍ଥାନୀୟ ଲୋକେ ମିଶି ବହୁ […]

  • Tuesday, 20 July 2021
Capture 4 2
ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କଲା ‘ସରାଙ୍ଗ’     

ବେଙ୍ଗାଲୁରୁ:  ବେଙ୍ଗାଲୁରୁରେ ଆୟୋଜିତ ଏରୋ ଇଣ୍ଡିଆ-୨୦୧୯ର ତୃତୀୟ ଦିନ ଥିଲା ବେଶ ଚିତ୍ତାକର୍ଷକ । ବିଶ୍ୱର ସବୁଠୁ ବଡ଼ ଏୟାର ଶୋରେ  ସରାଙ୍ଗ ସମେତ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଏବଂ ଆନ୍ତର୍ଜାତିକ ଡ୍ରୋନ୍ ଅଲିମ୍ପିକ୍ସ ପ୍ରଦର୍ଶିତ ହୋଇଛି । ତୃତୀୟ ଦିନରେ ବାୟୁସେନା ମୁଖ୍ୟ ବିଏସ୍ ଧନୱା ପହଞ୍ଚି ବିଭିନ୍ନ ଅନ୍ତର୍ଜାତୀୟ ବିମାନ ବୁଲି ଦେଖିଥିଲେ । ବେଙ୍ଗାଲୁରୁ  ଆକାଶରେ ସରାଙ୍ଗ ହେଲିକପ୍ଟର ଡେଡଲି ଷ୍ଟଣ୍ଟ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା । […]

  • Tuesday, 20 July 2021
karnataka
ବିଦେଶ ଯାଇଛନ୍ତି ମୁଖ୍ୟମନ୍ତ୍ରୀ: ଏପଟେ ଥରହର ହେଲାଣି ଶାସନ ଗାଦି

ବେଙ୍ଗାଲୁରୁ: କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ରାଜ୍ୟରେ ପୁଣି ଫେରିଛି ରିଜର୍ଟ ପଲିଟିକ୍ସ। କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରର ଆଉ ୧୩ ଜଣ ବିଧାୟକ ଇସ୍ତଫା ଦେବା ସହିତ ନାଟକୀୟ ମୋଡ଼କୁ ଚାଲିଆସିଛି କ୍ଷମତା ରାଜନୀତି। ମେଣ୍ଟ ସରକାରର ବିଧାୟକ ସଂଖ୍ୟା ୧୧୮ରୁ ହ୍ରାସ ପାଇ ୧୦୫କୁ ଖସିଆସିବା ସହିତ ଏହା ବିଜେପିର ୧୦୫ ସହିତ ସମାନ ହୋଇଯାଇଛି। କର୍ଣ୍ଣାଟକା ବିଧାନସଭା ପକ୍ଷରୁ ଇସ୍ତଫା ସଂଖ୍ୟା ୧୩ କୁହାଯାଉଥିବାବେଳେ ଜେଡିଏସ୍‌ ବିଧାୟକ ଏଏଚ୍‌ ବିଶ୍ୱନାଥ […]

  • Tuesday, 20 July 2021
Baitarani_EPS
 ଆରମ୍ଭ ହୋଇଛି ମୌସୁମୀ ବର୍ଷା: ଆତଙ୍କିତ ହେଲେଣି ନଈକୂଳିଆ ଲୋକେ

ଯାଜପୁର/ଜଳେଶ୍ୱର: ବର୍ତ୍ତମାନ ଶାନ୍ତ ଅଛି ବୁଢ଼ା ବୈତରଣୀ। ତାର ଏଇ ଶାନ୍ତ ରୂପ ଦେଖିଲେ କିଏ ବା ଭାବିବ ଯେ, ଏ ନଦୀ ବି ପ୍ରଳୟଙ୍କରୀ ରୂପ ନେଇପାରେ। ହେଲେ ମୌସୁମୀ ବର୍ଷା ଆରମ୍ଭ ହେବାମାତ୍ରେ କିନ୍ତୁ ପୂର୍ବ ବିଭୀଷିକାର ଚିତ୍ରକୁ ମନେ ପକାଇ ଛାନିଆ ହୋଇଯାନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକର ଅଧିକାଂଶ ଗାଁ ଲୋକେ। କାରଣ ନଦୀରେ ସାମାନ୍ୟ ବନ୍ୟା ଜଳ ଆସିଲେ ଜଳବନ୍ଦୀ ହୋଇପଡ଼ନ୍ତି ମଥୁରାପୁର, ମୁକୁନ୍ଦପୁର ସହ ପାଖ ଆଖ ୧୩ଟି […]

  • Tuesday, 20 July 2021
download-.......
‘ପାକିସ୍ତାନକୁ ମିଳିବନି ଟୋପେ ପାଣି’

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଭାରତୀୟ ଯବାନ ସହିଦ ହେବା ପରେ ପାକିସ୍ତାନ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ। ସିନ୍ଧୁ ନଦୀର ଟୋପେ ବି ପାଣି ପାକିସ୍ତାନକୁ ନ ଦେବାକୁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଟ୍ୱିଟ୍ କରି କଡ଼ା ଚେତାବନୀ ଦେଇଛନ୍ତି। ପରବର୍ତ୍ତୀ ନିଷ୍ପତ୍ତି ଭାରତ ସରକାର, ପ୍ରଧାନମନ୍ତ୍ରୀ ଏବଂ ଉଚ୍ଚସ୍ତରୀୟ ଅଧିକାରୀ ନେବେ ବୋଲି   ସେ କହିଛନ୍ତି। ଏନେଇ ଟେକ୍ନିକାଲ ଡିଜାଇନ ପ୍ରସ୍ତୁତ କରିବା ପାଇଁ ନିଜ ବିଭାଗକୁ ସେ […]

  • Tuesday, 20 July 2021
Capture-7-.......
‘କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କର’

ନୂଆ ଦିଲ୍ଲୀ: ପୁଲୱାମାରେ ସିଆରପିଏଫ ଯବାନମାନଙ୍କୁ ଆକ୍ରମଣ ପରେ ଦେଶର ବିଭିନ୍ନ ସ୍ଥାନରେ କଶ୍ମୀର ବାସିନ୍ଦାଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ଆସିଛି । ଏହାକୁ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ୧୧ଟି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଏଥିସହ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୁଲିସ ଡିଜିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଶ୍ମୀର ବାସିନ୍ଦାଙ୍କ ସୁରକ୍ଷା ପାଇଁ ଆଡଭାଇଜରି ଜାରି କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ […]

  • Tuesday, 20 July 2021
Ashadam Gift
ନିଆରା ଉପହାର : ହଜାରେ କେଜି ମାଛ, ହଜାରେ କେଜି ପନିପରିବା ସହ ଆହୁରି ଅନେକ କିଛି

ତେଲୁଗୁ ପରମ୍ପରାରେ ଆଷାଢ ମାସକୁ ପବିତ୍ର ମାସ ଭାବେ ଗ୍ରହଣ କରାଯାଏ। ପରମ୍ପରା ଅନୁସାରେ ଏହି ମାସକୁ ‘ଆଷାଢମ ମାସମ’ ବୋଲି କୁହାଯାଏ। ଆନ୍ଧ୍ରପ୍ରଦେଶର ଜଣେ ପିତା ଏହି ପବିତ୍ର ମାସରେ ତାଙ୍କ ନବବିବାହିତା ଝିଅଙ୍କୁ ଯାହା ଉପହାର ଦେଇଛନ୍ତି ତାହା ଶୁଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ।

84718-modi-2........
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଓଲ୍ ଶାନ୍ତି ପୁରସ୍କାର 

ନୂଆଦିଲ୍ଲୀ: ବିଶ୍ୱ ଅର୍ଥନୀତିର ଉନ୍ନତି ନିମନ୍ତେ ସକ୍ରିୟ ଯୋଗଦାନ ସହ ବିଶ୍ୱ ଦରବାରରେ  ଅନ୍ୟ ଦେଶ ସହ ସୁ ସମ୍ପର୍କ ପ୍ରତିଷ୍ଠା ନିମନ୍ତେ ସମ୍ମାନିତ ହୋଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୪ତମ ସିଓଲ୍ ଶାନ୍ତି ପୁରସ୍କାର ଉତ୍ସବରେ ୨୦୧୮ ମସିହା ପାଇଁ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ସିଓଲ୍ ଶାନ୍ତି କମିଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିବା ପାଇଁ ବାଛିଥିଲା । ଦକ୍ଷିଣ କୋରିଆ ଗସ୍ତରେ ଥିବା ମୋଦି ଏହି […]

  • Tuesday, 20 July 2021
boy rescued
ରଖେ ହରି ତ ମାରେ କିଏ: ୨୦୦ ଫୁଟ୍‌ ଗାତରୁ ଉଦ୍ଧାର ହେଲା ୬ ବର୍ଷର ବାଳକ

ମୁମ୍ବାଇ: କଥାରେ ଅଛି ରଖେ ହରି ତ ମାରେ କିଏ। ମହାରାଷ୍ଟ୍ରର ଏକ ଗାଁରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ୨୦୦ ଫୁଟ୍‌ ଗଭୀର ଗାତରୁ ସୁରକ୍ଷିତ ଅବସ୍ଥାରେ ଏକ ୬ ବର୍ଷର ବାଳକକୁ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଟିମ୍ ଓ ପୁଲିସ୍‌ର ଦୀର୍ଘ ୧୬ ଘଣ୍ଟାର ଅପରେସନ୍ ପରେ ବାଳକଟିକୁ ଉଦ୍ଧାର କରାଯାଇଥିଲା। ଗତକାଲି ସନ୍ଧ୍ୟା ୫ଟାରେ ଖେଳୁଥିବା ବେଳେ ନଳକୂପ ପାଇଁ ଖୋଳାଯାଇଥିବା ଗାତରେ ଶିଶୁଟି ଖସି ପଡ଼ିଥିଲା। ସଙ୍ଗେ ସଙ୍ଗେ ଏନ୍‌ଡିଆର୍‌ଏଫ୍‌ […]

  • Tuesday, 20 July 2021
Capture-9......
ସରକାରଙ୍କୁ ଦାୟୀ କଲା କଂଗ୍ରେସ

 ନୂଆଦିଲ୍ଲୀ: ପୁଲଓ୍ୱାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୪୦ ଭାରତୀୟ ଯବାନ ସହିଦ ହୋଇଗଲେ। ଏହି ଘଟଣାରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ହେଲେ ଏତେ ବଡ଼ ଆତଙ୍କବାଦୀ ଆକ୍ରମଣ ପଛରେ ସରକାରଙ୍କ ଅବେହଳାକୁ ଦାୟୀ କରିଛି କଂଗ୍ରେସ। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେବାଲା ଅଭିଯୋଗ କରିଛନ୍ତି, ଏତେ ପରିମାଣର ବିସ୍ଫୋରକ ସଂଗ୍ରହ କରି କିପରି ଆତଙ୍କବାଦୀମାନ ଠୁଳ କଲେ। ପୋଲିସ ଓ ଇଣ୍ଟେଲେଜନ୍ସି ଏଜେନ୍ସି କିପରି କିଛି ସୁରାକ ପାଇ ପାରିଲେ ନାହିଁ । […]

  • Tuesday, 20 July 2021
Capture-8...........
ଢାକାରେ ଭୟଙ୍କର ଅଗ୍ନିକାଣ୍ଡ: ଗଲାଣି ୭୦ ଜୀବନ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ପ୍ରାୟ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ସକାଳ ପ୍ରାୟ ସାଢେ ୯ଟାରେ ପୁରୁଣା ଢାକାର ଛୁରିହାଟ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମେ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗିଥିଲା। ତେବେ ସେଠାରେ ପାଖରେ କିଛି କେମିକାଲ ଓ ପ୍ଲାଷ୍ଟିକ୍ ସାମଗ୍ରୀ ଥିବାରୁ ଚାହୁଁ ଚାହୁଁ ନିଆଁ ଅତି ଜୋରରେ ବ୍ୟାପି ଯାଇଥିଲା । ଫଳରେ ନିମିଷକ ମଧ୍ୟରେ ସ୍ଥାନୀୟ ଲାଲବାଗ ମାର୍କେଟରେ ଥିବା ଅନେକ ବିଲଡିଂ […]

  • Tuesday, 20 July 2021
jaish planning again attack
ପୁଲ୍‌ୱାମା ପରେ ପୁଣି ଏକ ବଡ଼ ଆକ୍ରମଣ ପାଇଁ ଯୋଜନା କରୁଛି ଜୈଶ!

ନୂଆଦିଲ୍ଲୀ: ପୁଲ୍‌ୱାମାରେ ଆତ୍ମଘାତୀ ବିସ୍ଫୋରଣରେ ସଫଳ ହେବାପରେ ପୁଣିଥରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦ ଯୋଜନା କରୁଛି। ଗତ ୧୪ ତାରିଖରେ ପୁଲ୍‌ଓ୍ୱାମାରେ ସିଆରପିଏଫ୍ ଯବାନଙ୍କ ଗାଡ଼ି ଉପରେ ହୋଇଥିବା ଆକ୍ରମଣଠୁ  ଆହୁରି ବଡ଼ ଧରଣର ଆକ୍ରମଣ ପାଇଁ ଏହି ଆତଙ୍କବାଦୀ ସଂଗଠନ ଯୋଜନା କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ସେନା ଓ ପୁଲିସ୍‌ ସତର୍କ ହୋଇଛି। ଏଥର ପ୍ରାୟ ୫ ଶହ କିଲୋଗ୍ରାମ ବିସ୍ଫୋରକ ସହ ଆକ୍ରମଣ କରିବା […]

  • Tuesday, 20 July 2021
ddd
ସୃଷ୍ଟି ହେଲାକି କେନ୍ଦ୍ର-ରାଜ୍ୟ ସମ୍ପର୍କର ନୂଆ ଅଧ୍ୟାୟ ?

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍‌କୁ ନବୀନଙ୍କ ପ୍ରଂଶସା ପରେ ଏବେ କେନ୍ଦ୍ର-ରାଜ୍ୟ ଭିତରେ ଗଠନମୂଳକ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବଜେଟ୍‌ରେ ତୈଳ ଦର ବଢ଼ିବା ସତ୍ତ୍ୱେ ବି ନବୀନ ଏହା ବିରୋଧରେ ପଦୁଟିଏ ବି କହିନାହାଁନ୍ତି। କେବଳ ଏ ଗୋଟିଏ ପ୍ରସଙ୍ଗ ନୁହେଁ , ରାଜ୍ୟର ସ୍ୱାର୍ଥ ପାଇଁ ଅତୀତରେ ଯେଉଁ ସବୁ ପ୍ରସଙ୍ଗକୁ ନେଇ ଶାସକ ଦଳ ରାସ୍ତାକୁ ଓହ୍ଳାଇଥିଲା ଏବେ ସେସବୁରେ ଅସମ୍ଭବ ନିରବତା ଅବଲମ୍ବନ କରୁଛି। ବିଜେଡିର ଏ ନିରବତାକୁ ନେଇ […]

  • Tuesday, 20 July 2021