• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

jammu
ଜମ୍ମୁରୁ ଉଠିଲା ୧୪୪ ଧାରା; ସ୍କୁଲ୍‌,କଲେଜ୍‌ ଖୋଲିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜମ୍ମୁରେ ଅଗଷ୍ଟ ୫ରୁ ଜାରି ହୋଇଥିବା ୧୪୪ ଧାରା ଆଜି ପ୍ରତ୍ୟାହାର କରାଯାଇଛି। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହ ଆସନ୍ତାକାଲି ଠାରୁ ଜମ୍ମୁରେ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ କୁହାଯାଇଛି। ହେଲେ ଇଣ୍ଟରନେଟ୍‌ ସେବା ପୂର୍ବ ଭଳି ବନ୍ଦ ରହିଛି। କେନ୍ଦ୍ର ସରକାର ଅଗଷ୍ଟ ୫ରେ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ଘୋଷଣା କରିଥିଲେ। ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଜମ୍ମୁ ଓ […]

  • Thursday, 22 July 2021
ramnath
ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ସଂସଦରେ ପାରିତ ହେବାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଏହାକୁ ଅନୁମୋଦନ କରିଛନ୍ତି। ଏଥିସହ ଏହି ବିଲ୍‌ ଏବେ ଆଇନରେ ପରିଣତ ହୋଇଛି। ଏହି ବିଲ୍‌ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରିଛି। ତେବେ ନୂତନ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ବିଧାନସଭା ରହିବ ନାହିଁ। ଜମ୍ମୁ-କାଶ୍ମୀରରେ ପୂର୍ବବତ୍‌ ବିଧାୟକ, ବିଧାନସଭା ଏବଂ ମୁଖ୍ୟମନ୍ତ୍ରୀ ରହିବେ। ରାଷ୍ଟ୍ରପତି ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯କୁ ଅନୁମୋଦନ ଦେଇଥିବା ଗୃହ […]

  • Thursday, 22 July 2021
bjp
ବିଜେପିରେ ମିଶିଲେ କଂଗ୍ରେସର ଏହି ଟାଣୁଆ ନେତା

ନୂଆଦିଲ୍ଲୀ: କଂଗ୍ରେସର ରାଜ୍ୟସଭା ଚିଫ୍‌ ହ୍ୱିପ୍‌ ତଥା ସାଂସଦ ଥିବା ଭୁବନେଶ୍ୱର କଲିତା ଆଜି ବିଜେପିରେ ମିଶିଛନ୍ତି। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ବିରୋଧ କରି ଭୁବନେଶ୍ୱର ରାଜ୍ୟସଭା ଓ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଆଜି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ଆସାମରୁ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ତାଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ୯ରେ ଶେଷ ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ, ଅଗଷ୍ଟ ୫ ତାରିଖରେ […]

  • Thursday, 22 July 2021
bjd
ମନ୍ତ୍ରୀପଦରୁ ବଞ୍ଚିତ ଥିବା ୧୨ ଦଳୀୟ ବିଧାୟକଙ୍କୁ ଥଇଥାନ କଲା ବିଜେଡି

ଭୁବନେଶ୍ୱର: ପଞ୍ଚମପାଳି ସରକାର ଗଠନ ପରେ ମନ୍ତ୍ରୀ ପଦ ଆଶାୟୀ ଥିବା ପ୍ରାୟ ୧୨ଜଣ ଦଳୀୟ ବିଧାୟକଙ୍କୁ ଆଜି ବିଜେଡି ନେତୃତ୍ୱ ବିଭିନ୍ନ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରେ ଥଇଥାନ କରିଛନ୍ତି। ନୂଆ ସରକାରରେ ମନ୍ତ୍ରୀ ପଦ ପାଇବାରୁ ବଞ୍ଚିତ ଥିବା ଏହି ବିଧାୟକମାନଙ୍କୁ ଯୋଜନା କମିଟିରେ ଥଇଥାନ କରି ୧୨ଟି ଜିଲ୍ଲାରେ ଦଳୀୟ ସଂଗଠନରେ ଭାରସାମ୍ୟ ରକ୍ଷା କରିବାକୁ ବିଜେଡି ଯୋଜନା କରିଛି। ତେବେ ଗତଥର ୧୬ଜଣ ଦଳୀୟ ବିଧାୟକ ଜିଲ୍ଲା ଯୋଜନା କମିଟି […]

  • Thursday, 22 July 2021
arun-jaitley-52
ଅରୁଣ ଜେଟ୍‌ଲୀ ଅସୁସ୍ଥ; ହସ୍‌ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଆଜି ମଧ୍ୟାହ୍ଣରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ଏଥିପାଇଁ ତାଙ୍କ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେ କାର୍ଡିୟୋଲଜି ବିଭାଗରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍‌ ଚିକିତ୍ସା ଯୋଗାଇ ଦେଉଛନ୍ତି।  ଦିଲ୍ଲୀ ଏମ୍ସରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ପହଞ୍ଚି ଶ୍ରୀ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଗତବର୍ଷ ଅର୍ଥମନ୍ତ୍ରୀ ଥିବା ବେଳରୁ ହିଁ ଶ୍ରୀ […]

  • Thursday, 22 July 2021
ia
ପାକିସ୍ତାନକୁ ବଲିଉଡ୍‌ର ଜବାବ୍; ପିଏମ୍‌ଙ୍କୁ ଚିଠିଲେଖିଲା ଏଆଇସିଡବ୍ଲ୍ୟୁଏ

ମୁମ୍ବାଇ: ପାକିସ୍ତାନକୁ ତା’ ନିଜ ଭାଷାରେ ହିଁ ଜବାବ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ହିନ୍ଦୀ ସିନେମା ଜଗତ ବା ବଲିଉଡ୍। ପାକିସ୍ତାନୀ କଳାକାରଙ୍କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ୍‌ ସହ ସମସ୍ତ ପ୍ରକାର କୂଟନୈତିକ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଛିନ୍ନ କରିବାକୁ ଅନୁରୋଧ କରିଛି ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ। ଧାରା ୩୭୦ ଏବଂ ୩୫ ଏ ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନ ସବୁ ସମ୍ପର୍କ ଛିନ୍ନ କରିବା ନେଇ ଘୋଷଣା କରିବା, ପାକିସ୍ତାନରେ […]

  • Thursday, 22 July 2021
s-1
କାର୍ଗିଲ୍‌ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଥିବା ପୁଞ୍ଜିଭୂତ ଅସନ୍ତୋଷ ଏବେ ସାମ୍ନକୁ ଆସିଛି। ଆଜି ଲଦାଖର କାର୍ଗିଲରେ ବ୍ୟାପକ ହିଂସାକାଣ୍ଡ ଘଟିବା ପରେ ପ୍ରଶାସନ ପକ୍ଷରୁ ଏଠାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି। ଅର୍ଥାତ ଏଠାରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଲଦାଖର କାର୍ଗିଲ, ଡ୍ରାସ ଓ ସାନକୋଠାରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ପରବର୍ତ୍ତୀ ନୋଟିସ୍‌ ଯାଏ […]

  • Thursday, 22 July 2021
jpeg
କାଶ୍ମୀରବାସୀଙ୍କ ପାଇଁ ମଲାଲାଙ୍କ ଚିନ୍ତା

ଇସ୍‌ଲାମାବାଦ: ନୋବେଲ ପୁରସ୍କାର୍ ବିଜେତା ତଥା ପାକିସ୍ତାନର ସାମାଜିକ କର୍ମୀ ମଲାଲା ୟସୁଫଜାଇ ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରବାସୀଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଛନ୍ତି। ଏହି ଧାରା କାଶ୍ମୀରବାସୀଙ୍କୁ ସୁରକ୍ଷା ଯୋଗାଉଥିଲା। ଏବେ ସେଠାରେ ଥିବା ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥିବା କହିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, “କାଶ୍ମୀରବାସୀ ଆତଙ୍କର ପରିବେଶ ମଧ୍ୟରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି। ମୁଁ ପିଲାବେଳେ ଏବଂ ମୋ ବାପା ମା’ […]

  • Thursday, 22 July 2021
page3-2-2
୩୭୦ ଉଚ୍ଛେଦକୁ କାର୍ଗିଲ୍‌ରେ ବିରୋଧ; ପୁଲିସ୍‌ର ଲାଠି ଚାର୍ଜ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବିଭାଜନ କରି ଭାରତ ସରକାର ଲଦାଖକୁ ଏହାଠାରୁ ଅଲଗା କରିଛନ୍ତି। ତେଣୁ ଲଦାଖ ଏବେ ଏକ ସ୍ୱତନ୍ତ୍ର କେନ୍ଦ୍ରଶାସିତ ଅଞ୍ଚଳ। ଲଦାଖରେ ଲେହ ଓ କାର୍ଗିଲ ଭଳି ସହର ରହିଛି। ହେଲେ କେନ୍ଦ୍ର ସରକାରଙ୍କ ଏଭଳି ବିଭାଜନ ନିଷ୍ପତ୍ତିକୁ କାର୍ଗିଲରେ ଜୋରଦାର ବିରୋଧ କରାଯାଇଛି। କାର୍ଗିଲବାସୀ ଏଭଳି ବିଭାଜନରେ ଖୁସି ଥିବା କେନ୍ଦ୍ର ସରକାର କହୁଥିଲେ ହେଁ ଏଠାରେ ଏକ ଭିନ୍ନ ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରେ ସରକାର ୧୪୪ ଧାରା ଜାରି […]

  • Thursday, 22 July 2021
ମଦଲୁଈଆଏଏ
କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ଖୋରାକ୍‌ ଯୋଗାଉଛି ଏହି କଂଗ୍ରେସ୍‌ ନେତାଙ୍କ ବୟାନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦ର ଉଚ୍ଛେଦକୁ ନେଇ ଏବେ କଂଗ୍ରେସକୁ ପୁଣିଥରେ ଅଡ଼ୁଆରେ ପକାଇଛନ୍ତି ଲୋକସଭାରେ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ। ଜମ୍ମୁ-କାଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ନୁହେଁ ବୋଲି କହିଥିବା ଅଧୀର ଏବେ ଜମ୍ମୁ-କାଶ୍ମୀରକୁ ନାଜି ଜର୍ମାନୀରେ ଥିବା ‘କନସେଣ୍ଟ୍ରେସନ୍‌ କ୍ୟାମ୍ପ’ ସହ ତୁଳନା କରିଛନ୍ତି। ଏହି ବୟାନକୁ ନେଇ ପାକିସ୍ତାନ ଉତ୍ସାହିତ ହୋଇ ଉଠିଛି। ସୋଶାଲ୍‌ ମିଡିଆରେ ଭାରତ ବିରୋଧରେ ଚାଲିଥିବା ଅପପ୍ରଚାରରେ କଂଗ୍ରେସ ନେତାଙ୍କ ବାକ୍ୟବାଣକୁ ବ୍ୟବହାର […]

  • Thursday, 22 July 2021
supreme-court
ଧାରା ୩୭୦ର ଜରୁରୀ ଶୁଣାଣିକୁ ସୁପ୍ରିମ୍‌କୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ଧାରା ୩୭୦ର ଜରୁରୀ ଶୁଣାଣିକୁ ଅଗ୍ରାହ୍ୟ କଲେ ସୁପ୍ରିମ୍‌କୋର୍ଟ। ଭାରତ ସରକାର ଅସାମ୍ବିଧାନିକ ଢଙ୍ଗରେ ଜମ୍ମୁ-କଶ୍ମୀରରେ ବଳବତ୍ତର ଥିବା ଧାରା ୩୭୦କୁ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ରଦ୍ଦ କରିଥିବାରୁ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ତେବେ ସୁପ୍ରିମକୋର୍ଟ ଏହାର ଜରୁରୀ ଶୁଣାଣିକୁ ଆଜି ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିସହ କଂଗ୍ରେସ ସମର୍ଥିତ ସ୍ୱେଚ୍ଛାସେବୀ ତେହସିନ ପୁନାୱାଲା ମଧ୍ୟ ଜମ୍ମୁ-କଶ୍ମୀରରେ ଗତ ୪ ଦିନ ହେଲା ଲାଗୁ ହୋଇଥିବା କର୍ଫ୍ୟୁକୁ ହଟାଇବା ପାଇଁ ନିବେଦନ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ […]

  • Thursday, 22 July 2021
ଧାରା ୩୭୦କୁ ଉଚ୍ଛେଦକୁ ସମର୍ଥନ କଲେ ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ

ନୂଆଦିଲ୍ଲୀ: ମୋଦି ସରକାର ଧାରା ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ଏହି ନିଷ୍ପତ୍ତିକୁ କଂଗ୍ରେସର କିଛି ନେତା ବିରୋଧ କରୁଥିବା ବେଳେ କଂଗ୍ରେସ ନେତା ତଥା ଜମ୍ମୁ-କାଶ୍ମୀରର ଶେଷ ହିନ୍ଦୁ ରାଜା ହରି ସିଂହଙ୍କ ପୁଅ କରଣ ସିଂହ କିନ୍ତୁ ଏହାକୁ ଦୃଢ଼ ସମର୍ଥନ କରିଛନ୍ତି। ଶ୍ରୀ ସିଂହ କହିଛନ୍ତି, “ମୋଦି ସରକାରଙ୍କ ଜମ୍ମୁ-କାଶ୍ମୀର ନୀତିକୁ ଅନ୍ଧ ଭାବେ ସଂପୂର୍ଣ୍ଣ ବିରୋଧ କରିବା ଠିକ୍‌ ନୁହେଁ। ଲଦାଖକୁ କେନ୍ଦ୍ର ସରକାର ଏକ କେନ୍ଦ୍ର […]

  • Thursday, 22 July 2021
news
ନକିଲ ଗୁଟ୍‌ଖାକୁ ଅସଲି କରି ବିକୁଥିଲେ, ମାଡ଼ିବସିଲା ପୁଲିସ୍

ଗଞ୍ଜାମ: ନକଲି ଗୁଟ୍‌ଖା କାରଖାନା ଜବତ କରିଛି ବ୍ରହ୍ମପୁର ପୁଲିସ୍। ଆଜି ବଡ଼ବଜାର ଥାନାପୁଲିସ ପକ୍ଷରୁ ଚଢାଉ କରାଯାଇ ଏହି କାରଖାନା ଠାବ କରାଯାଇଛି। ପୁଲିସ ସେଠାରୁ ୧୧୦ବସ୍ତା ନକଲି ଗୁଟ୍‌ଖା ସହ ୫ବସ୍ତା ଗୁଟ୍‌ଖା ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି। ପୁଲିସର ସୂଚନା ଅନୁସାରେ ଦୀର୍ଘଦିନ ଧରି ପାଣିଗ୍ରାହୀ ପେଣ୍ଠସାହିରେ ଦୁଇ ଭାଇ ଏହି କାରଖାନା ଚଳାଇ ଆସୁଥିଲେ। ଏମାନେ ନକଲି ଗୁଟ୍‌ଖାକୁ ଆଣି ପୁଣିଥରେ ଭେଜାଲ […]

  • Thursday, 22 July 2021
Maryam-Nawaz
ଗିରଫ୍‌ ହେଲେ ପାକିସ୍ତାନର ନୱାଜ୍‌ ସରିଫ୍‌ଙ୍କ ଝିଅ ମରିୟମ୍‌

ଇସ୍‌ଲାମାବାଦ: ଭ୍ରଷ୍ଟାଚାର ମାମଲାରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପାକିସ୍ତାନ ମୁସଲିମ ଲିଗ୍‌ ନେତ୍ରୀ ମାରିୟମ ଶରିଫ। ତାଙ୍କୁ ପାକିସ୍ତାନ ଏନ୍‌ଏବି ପକ୍ଷରୁ ଲାହୋର କୋଟ ଲାଖପଟ ଜେଲ୍‌ ରୋଡ୍‌ ଉପକଣ୍ଠରୁ ଗିରଫ କରାଯାଇଛି। ସେ ତାଙ୍କ ବାପା ନୱାଜ ଶରିଫଙ୍କୁ କୋଟ ଲାଖପଟ ଜେଲ୍‌ରେ ଦେଖା କରିବାକୁ ଯାଇଥିବା ବେଳେ ଗିରଫ ହୋଇଛନ୍ତି। ଚୌଧୁରୀ ସୁଗାର ମିଲ୍‌ ଦୁର୍ନୀତି ମାମଲାରେ ତାଙ୍କୁ ଏନଏବି ବ୍ୟକ୍ତିଗତ ଭାବେ ହାଜର ହେବାକୁ […]

  • Thursday, 22 July 2021
ଭାରତ ପାଇଁ ରେଳପଥ, ଆକାଶପଥ ବନ୍ଦ କରିବା ପରେ ଫିଲ୍ମ ବ୍ୟାନ୍ କଲା ପାକିସ୍ତାନ୍

ଇସ୍‌ଲାମାବାଦ: ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇ ଉଠିଛି ପାକିସ୍ତାନ। ଯେନତେନ ପ୍ରକାର ଭାରତକୁ ହଇରାଣ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛି। ଆଜି ଗୋଟିଏ ଦିନରେ ୩ଟି ସେବା ବନ୍ଦ କରିଛି ପାକିସ୍ତାନ। ପ୍ରଥମେ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିବା ପରେ ୩ଟି ଆକାଶ ପଥ ବନ୍ଦ କରିଥିଲା। ଆଉ ଏବେ ଭାରତୀୟ ସିନେମା ରିଲିଜ୍‌ ଉପରେ ବ୍ୟାନ୍‌ ଲଗାଇଛି ପାକ୍। ଫଳରେ ଭରତର କୌଣସି ଫିଲ୍ମ ଆଉ ପାକିସ୍ତାନରେ ରିଲିଜ୍‌ ହୋଇପାରିବନି। ଏ ନେଇ ପାକିସ୍ତାନର […]

  • Thursday, 22 July 2021
e-5
ମହାରାଷ୍ଟ୍ର ବନ୍ୟା; ଉଦ୍ଧାର କରୁଥିବା ଡଙ୍ଗା ବୁଡ଼ି ୯ ମୃତ

ମୁମ୍ବାଇ: ମହାରାଷ୍ଟ୍ରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି। ବିଶେଷ କରି ସାଙ୍ଗଲି ଜିଲ୍ଲାରେ ବନ୍ୟା ଯୋଗୁ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଜି ନିୟୋଜିତ ହୋଇଥିବା ଏକ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି। ବନ୍ୟା ପାଣିରେ ୩୦ରୁ ୩୨ ଜଣ ଲୋକଙ୍କ ନେଇ ସୁରକ୍ଷିତ ସ୍ଥାନକୁ ଆସୁଥିବା ଡଙ୍ଗାଟି ଅଧ ବାଟରେ ଓଲଟି ପଡ଼ିଥିଲା। ଏଥିଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ […]

  • Thursday, 22 July 2021
ra
ସମ୍‌ଝୌତା ଏକ୍ସପ୍ରେସ୍‌ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ ସରକାର ଏବେ ଭୀଷଣ ବିଚଳିତ ହୋଇପଡ଼ିଛନ୍ତି। ଗତକାଲି ଭାରତ ସହ କୂଟନୀତିକ ଓ ବାଣିଜ୍ୟକ ସମ୍ପର୍କ ଛିନ୍ନ କରିଥିବା ପାକିସ୍ତାନ ଏବେ ରେଳ ପଥ ମଧ୍ୟ ବନ୍ଦ କରିଦେଇ ଥିବା ସୂଚନା ମିଳିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସକୁ ଇସ୍‌ଲାମାବାଦ ପକ୍ଷରୁ ବନ୍ଦ କରିଦିଆଯାଇଛି। ପୂର୍ବ ସୂଚନା ନ ଦେଇ ପାକିସ୍ତାନ ସରକାର ସମଝୌତା ଏକ୍ସପ୍ରେସର ଚଳାଚଳକୁ […]

  • Thursday, 22 July 2021
Capture
ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ୭ ରାଜ୍ୟ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଗୁଇନ୍ଦା ରିପୋର୍ଟ ଅନୁସାରେ ଦେଶର ୭ଟି ରାଜ୍ୟକୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିବ ବୋଲି ଆଶଙ୍କା କରାଯାଉଛି। ଏଥିପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଜଣାପଡ଼ିଛି। ନିକଟରେ ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ କହିଥିଲେ ଭାରତରେ ପୁଲଓ୍ୱାମା ଶୈଳୀରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ […]

  • Thursday, 22 July 2021
abhinadan
ଅଭିନନ୍ଦନଙ୍କୁ ମିଳିପାରେ 'ବୀର ଚକ୍ର'

ନୂଆଦିଲ୍ଲୀ: ୱିଂ କମାଣ୍ଡର୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀର ଚକ୍ର ଉପାଧି ମିଳିପାରେ ବୋଲି ଶୁଣିବାକୁ ମିଳୁଛି। ତେବେ ଅଭିନନ୍ଦନଙ୍କ ସମେତ ଆଉ ୫ଜଣ ଯବାନଙ୍କୁ ମଧ୍ୟ ‘ବାୟୁ ସେନା ମେଡାଲ୍’ ମିଳିବ ବୋଲି କୁହାଯାଉଛି। ଅଭିନନ୍ଦନଙ୍କ ଅଦମ୍ୟ ସାହସ ଓ ବୀରତ୍ୱ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ସେହିଭଳି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ରେ ପାକିସ୍ତାନର ଅନୁପ୍ରବେଶକାରୀ ବିମାନ F-16କୁ ଗୁଳି କରି ଖସାଇ ଦେଇଥିବା ଏହି ୫ ଜଣ ଯବାନ ପାଇଲ୍‌ଟଙ୍କୁ ବାୟୁ ସେନା ମେଡାଲ୍‌ […]

  • Thursday, 22 July 2021
Mehbooba-Mufti
ଦଳର ଦୁଇ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ କହିଲେ ମେହବୁବା ମୁଫ୍‌ତି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏବେ ଦଳୀୟ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବା ପାଇଁ କହିଛନ୍ତି। ନଚେତ୍ ଦଳରୁ ନିଲମ୍ୱିତ ହେବେ। ଜାତୀୟ ଗଣମାଧ୍ୟମରେ ଆଜି ଏହି ଖବର ପ୍ରକାଶ ପାଇଛି। ମେହବୁବା ମୁଫତି ଯେତେବେଳ ଗେଷ୍ଟ ହାଉସକୁ ସ୍ଥାନାନ୍ତର ହେଉଥିଲେ ସେହି ସମୟରେ ତାଙ୍କ ସହଯୋଗୀଙ୍କୁ ଦଳୀୟ ସାଂସଦଙ୍କ ଉଦ୍ଦେଶ୍ୟରେ ଏହା କହିଥିଲେ ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସୋମବାର ରାଜ୍ୟସଭାରେ ଯେତେବଳେ ଗୃହ ମନ୍ତ୍ରୀ ଅମିତ ଶାହ […]

  • Thursday, 22 July 2021
modi-
ନେହରୁଙ୍କ ଅନ୍ଦାଜ୍‌ରେ ମୋଦି ! ଆଜି ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୮ଟା ବେଳେ ରେଡିଓରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ସେ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଓ ଧାରା-୩୭୦କୁ ଉଚ୍ଛେଦ କରିବା ବିଷୟରେ ଅଭିଭାଷଣ ରଖିପାରନ୍ତି। ତେବେ ଗତକାଲି, ମାନେ ଅଗଷ୍ଟ ୭ ତାରିଖରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ହଠାତ୍‌ ରେଡିଓରେ ମୋଦିଙ୍କ ଅଭିଭାଷଣ ଦେବାକୁ ନେଇ ଏକ […]

  • Thursday, 22 July 2021
unnao_case
ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଓକିଲଙ୍କ ଅବସ୍ଥା ସଂକଟାପନ୍ନ; ଉଭୟଙ୍କୁ ଭେଣ୍ଟିଲେଟର୍‌ରେ ରଖାଗଲା

ନୂଆଦିଲ୍ଲୀ: ଟ୍ରକ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲରେ ଥିବା ଉନ୍ନାଓ ପୀଡ଼ିତା ଏବଂ ତାଙ୍କ ଆଇନଜୀବୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏବେ ଉଭୟ ଦିଲ୍ଲୀ ଏମ୍ସରେ ଭେଣ୍ଟିଲେଟରରେ ରହିଥିବା ଡାକ୍ତର କହିଛନ୍ତି। ଜୁଲାଇ ୨୯ ତାରିଖରେ ଉତ୍ତର ପ୍ରଦେଶ ରାଏବରେଲି ଜିଲ୍ଲାରେ ପୀଡ଼ିତାଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କାର ଭିତରେ ଥିବା ତାଙ୍କ ମାଉସୀ ଏବଂ ଖୁଡ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏହାପରେ ସେ ଓ ତାଙ୍କ ଓକିଲ ଗୁରୁତର ହୋଇ […]

  • Thursday, 22 July 2021
1851898-imrankhantrumpxx-1542870439-390-640x480
ପାକିସ୍ତାନକୁ ତାଗିଦ୍‌ କଲା ଆମେରିକା

ଓ୍ୱାଶିଂଟନ: ଭାରତରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍‌ରାନ ଖାନ୍ ୬ ତାରିଖରେ କହିବା ପରେ ଆମେରିକାର ସାସଂଦ ତଥା ବୈଦେଶିକ କମିଟିର ଦୁଇ ଅଧିକାରୀ ପାକିସ୍ତାନକୁ ଶାନ୍ତି କାଏମ ରଖିବା ପାଇଁ ଅପିଲ୍ କରିଛନ୍ତି। ଆମେରିକାର ବୈଦେଶିକ ବ୍ୟାପାର କମିଟିର ଦୁଇ ସଦସ୍ୟ ସିନେଟର ରବର୍ଟ ମେନେନଡେଜ ଏବଂ ଏଲିଅଟ୍ ଏନଜେଲ୍ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ଉପରେ ପାକିସ୍ତାନକୁ ନଜର ରଖିବାକୁ କହିବା ସହ ନିଜ ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ […]

  • Thursday, 22 July 2021
India, Jammu and Kashmir, Ladakh Region, Nubra Valley, Diskit Buddhist Monastery
ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ସରକାର

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ମହାରାଷ୍ଟ୍ର ସରକାର ଏଠାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ଉଭୟ ଜମ୍ମୁ-କଶ୍ମୀର ଓ ଲଦାଖରେ ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମହାରାଷ୍ଟ୍ର ସରକାର ଆକର୍ଷଣୀୟ ରିଜର୍ଟ ଖୋଲିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଧାରା ୩୭୦ ଯୋଗୁ ବାହାର ରାଜ୍ୟର ସରକାର କିମ୍ବା ବ୍ୟକ୍ତି ବିଶେଷ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ ଜମ୍ମୁ-କଶ୍ମୀରରେ ଖୋଲି ପାରୁ ନଥିଲା। କିନ୍ତୁ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ […]

  • Thursday, 22 July 2021