ନୂଆଦିଲ୍ଲୀ: ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭ ଜଣ ମହିଳାଙ୍କୁ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ପାଇଥିବା ମହିଳାମାନେ ହେଲେ ପଦଳା ଭୂଦେବୀ, ମୋହନ ଜିତରୱାଲ, ଅବନି ଚତୁର୍ବେଦୀ, ଭାୱନା କଣ୍ଠ, ପଦଳା ଭୂଦେବୀ, ମନ କୌର ଓ ଭାଗିରଥୀ ଆମ୍ମା, ଜାମ୍ମୁ ଓ କାଶ୍ମୀରର ଆରିଫା ଜାନଙ୍କୁ ଏହି ପୁରସ୍କାର ମିଳିଛି। ଜାମ୍ମୁକାଶ୍ମୀରରେ ବୁଡି ଯାଉଥିବା ହସ୍ତଶିଳ୍ପକୁ ପୁନଃ ଉଦ୍ଧାର କରିବାରେ ଆରିଫାଙ୍କ ଭୂମିକା ଅତୁଳନୀୟ। ସେହିପରି […]
ଥିରୁବନନ୍ତପୁରମ୍: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଏବେ ଭାରତକୁ ଗ୍ରାସିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। କେରଳରେ ଆଉ ୫ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ୩ ସଂଦିଗ୍ଧଙ୍କ ନମୁନା ପଜିଟିଭ ଆସିଥିଲା। ଲଦାଖରେ ୨ ଓ ତାମିଲନାଡୁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଲଦାଖର ଏହି ୨ ଜଣ ଇରାନରୁ ଓ ତାମିଲନାଡୁର ଆକ୍ରାନ୍ତ ଓମାନରୁ ଫେରିଥିବା ସୂଚନା ମିଳିଛି। ପଞ୍ଜାବରେ ବି ଆଉ ୨ଜଣ କୋଭିଡ-୧୯ […]
ନୂଆଦିଲ୍ଲୀ: ଅନ୍ତର୍ଜାତିୟ ମହିଳା ଦିବସରେ ସାତ ସଫଳ ମହିଳାଙ୍କୁ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସାତ ଜଣ ମହିଳା ମୋଦିଙ୍କ ଟ୍ୱିଟର୍ ଆକାଉଣ୍ଟରୁ ନିଜ ଜୀବନର ସଫଳ ଯାତ୍ରା ବିଷୟରେ ଲୋକଙ୍କୁ ଶେୟାର କରିପାରିବେ। ଏହି ଅବସରେ ମୋଦି ଟ୍ୱିଟ୍ରରେ ମହିଳା ଦିବସରେ ବଧାଇ ଜଣାଇବା ସହିତ ନାରୀଶକ୍ତିକୁ ସାଲ୍ୟୁଟ୍ କରିଥିଲେ। ସେ ତାଙ୍କ ଟ୍ୱିଟର୍ରେ ଲେଖିଥିଲେ, “ଅନ୍ତର୍ଜାତିୟ ମହିଳା ଦିବସରେ ବଧାଇ। ଆମେ ଆମ ନାରୀଶକ୍ତିର ଉତ୍ସାହ […]
ନୂଆଦିଲ୍ଲୀ: ଏଣିକି YES ବ୍ୟାଙ୍କ ଏଟିଏମ୍ରୁ ଟଙ୍କା ଉଠାଇ ହେବ। କେବଳ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ବ୍ୟବସ୍ଥା ଥିବା ବେଳେ ଏବେ ଏଟିଏମ୍ରେ ଟଙ୍କା ଉଠାଇ ହେବା ନେଇ ବ୍ୟାଙ୍କ ପକ୍ଷରୁ ଟ୍ୱିଟ୍ କରି ଜଣାଯାଇଛି। ଏଟିଏମ୍ ଠପ୍ ହେବା ପରେ ବହୁ ସଂଖ୍ୟାରେ ଲୋକଙ୍କ ଲମ୍ବା ଲାଇନ୍ ବ୍ୟାଙ୍କ ସମ୍ମୁଖରେ ଲାଗିଥିଲା। YES ବ୍ୟାଙ୍କରେ ଦେଖାଦେଇଥିବା ସଙ୍କଟ ପରେ ଠପ୍ ହୋଇପଡ଼ିଥିବା ଫୋନ୍ ପେ ସ୍ୱାଭାବିକ ହୋଇଛି। ଗତକାଲି ପୂର୍ବ ଭଳି କାମ ଆରମ୍ଭ […]
ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗିରଫ କରାଯାଇଛି। ଗତକାଲି ଠାରୁ ତାଙ୍କୁ ଘନଘନ ଜେରା କରାଯାଇଥିଲା। ରାଣା କପୁରଙ୍କୁ ମୁମ୍ବାଇ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଡକାଯାଇଥିଲା। ସେ ପହଞ୍ଚିବା ପରେ ଇଡିର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ। କେଉଁ ପରିସ୍ଥିତିରେ ବ୍ୟାଙ୍କର ଏପରି ସ୍ଥିତି ଉପୁଜିଲା, ଏଥିପାଇଁ ଦାୟୀ କିଏ? କେଉଁ ବ୍ୟାଙ୍କ ଅଧିକାରୀମାନଙ୍କ ଏଥିରେ ସଂପୃକ୍ତି ରହିଛି ? କେଉଁ ପରିସ୍ଥିତିରେ ବିପୁଳ ପରିମାଣରେ ଲୋନ […]
ମୁମ୍ବାଇ: କରୋନା ଆଁରେ ଏବେ ସମଗ୍ର ବିଶ୍ୱ। ଥରେ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ମୁସ୍କିଲ। ଏପରିକି ରୋଗୀର ଚିକିତ୍ସା ପାଇଁ ମାସେରୁ ଅଧିକ ସମୟ ଲାଗୁଛି। କେରଳରେ ୩ କରୋନା ରୋଗୀ ସୁସ୍ଥ ହୋଇଥିଲେବି ସାରା ଭାରତରେ ଏବେ କରୋନା ସତର୍କ କରାଯାଇଛି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ […]
ନୂଆଦିଲ୍ଲୀ: କରୋନା ସତର୍କତା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ ସ୍କୁଲ ମାନଙ୍କ ପାଇଁ ଆଡଭାଇଜାରୀ ଜାରି କରାଯାଇଛି । ସ୍କୁଲ ଭିତରେ ଛାତ୍ରଛାତ୍ରୀଙ୍କୁ ନେଇ କୌଣସି ବଡ଼ଧରଣର ସମାବେଶ ନକରିବାକୁ ମନ୍ତ୍ରାଳୟ ପକ୍ଷରୁ ବାରଣ କରାଯାଇଛି। କୌଣସି ଛାତ୍ର କିମ୍ବା ସ୍କୁଲ କର୍ମଚାରୀ ଗତ ୨୮ ଦିନ ଭିତରେ କରୋନା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିବେ କିମ୍ବା କରୋନା ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବେ, ତେବେ ତାଙ୍କୁ ୧୪ […]
ନୂଆଦିଲ୍ଲୀ: ଚାଇନା ପରେ ଭାରତ ପ୍ରତି ଘାତକ ହେବାକୁ ବସିଲାଣି ପ୍ରାଣଘାତୀ କରୋନା ଭାଇରସ। ସୋମବାର ଦୁଇ ଜଣ, ମଙ୍ଗଳବାର ୮ ଜଣ ଏବଂ ବୁଧବାର ଆକ୍ରାନ୍ତ ସଂଖ୍ୟା ୨୯ରେ ପହଞ୍ଚିବାରୁ ସାରା ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଭାରତରେ ଆକ୍ରାନ୍ତ ହୋଇଥିବା ୨୯ ଜଣଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଇଟାଲୀ ପର୍ଯ୍ୟଟକ ବୋଲି ଜଣାପଡ଼ିଛି। ସେହିପରି ଗୁରୁଗ୍ରାମରେ ଜଣେ ପେଟିଏମ କର୍ମଚାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିନ୍ତୁ ସେ ଭାରତୀୟ କି […]
‘କାରିଗିଲ ଯୁଦ୍ଧବେଳେ ଆମକୁ ୩୦ ପ୍ରତିଶତ କମ୍ ବଜେଟ୍ରେ କାମ କରିବାକୁ ପଡ଼ିଥିଲା। କାରଗିଲ ଯୁଦ୍ଧ ସମୟରେ ଅଧିକ ଉଚ୍ଚରେ ଶତ୍ରୁପକ୍ଷର ମୁକାବିଲା ପାଁ ଆମ ପାଖରେ ଏପରି ଯୋତା ବା ପୋଷାକ ନ ଥିଲା ।’
ସେ ଥିଲେ ଘରର ବଡ ଆଉ ରୋଜଗାରିଆ ପୁଅ। ମାତ୍ର ୨୩ ବର୍ଷ ବୟସରେ ଯେଉଁ ବୀରତ୍ୱ ଦେଖାଇଛନ୍ତ ତାହା ବିରଳ। ଗୋଟିଏ ପରେ ଗୋଟିଏ ଗୁଳି ଭେଦି ଚାଲିଛି ଶରୀରରେ। ହେଲେ ଲକ୍ଷ୍ୟ ହାସଲ ପୂର୍ବରୁ ହାର ମାନି ନାହାନ୍ତି ଏଇ ବୀର ଓଡ଼ିଆ ଯବାନ।
କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବାର କଳ୍ପନାଜଳ୍ପନା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି)ର ସଭାପତି ଜେ. ପି. ନଡା ଭିନ୍ନ ମତ ଦେଇଛନ୍ତି। ଦକ୍ଷିଣ ରାଜ୍ୟରେ କୌଣସି ରାଜନୈତିକ ସଙ୍କଟକୁ ଏଡ଼ାଇବା ସହିତ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦ୍ୟୁରପ୍ପା ଭଲ କାମ କରିଛନ୍ତି ବୋଲି ସେ କହିଛନ୍ତି।