• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sketing
କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…

  • Friday, 02 July 2021
Hyder
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…

dharmendra-pradhan
'କୋଭିଡ୍ ୧୯' ପାଇଁ ଓଡ଼ିଶାକୁ ମିଳିଛି ୨୨,୨୬୭ କୋଟି ଟଙ୍କା

ଭୁବନେଶ୍ୱର: କୋଭିଡ-୧୯ ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍। ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ […]

  • Friday, 02 July 2021
Capture 9
ପୁଣି ମନେପଡ଼ିଲା ବିଜୁ ବାବୁଙ୍କ ଡାକୋଟା କଥା, ଖୁବ୍‌ଶୀଘ୍ର ଆସିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…

angul
ପୁଣି ଶବରୁ ଆଖି ଗାଏବ!

ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…

  • Friday, 02 July 2021
angul
କୋଇଲା ଖଣିରେ ମାଟି ଧସିବା ଘଟଣା: ହାତ ଉଦ୍ଧାର, ଏବେବି ଜଣେ ନିଖୋଜ

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଆଜି କୋଇଲା ଖଣିରୁ ଏକ…

  • Friday, 02 July 2021
se
ରାଜଧାନୀରେ ପୁଣି ଆରମ୍ଭ ହେଲା ସେରୋ ସର୍ଭେ

ଭୁବନେଶ୍ୱର: ରାଜଧାନୀରେ ବେକାବୁ ହୋଇଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ତତ୍ପର ହେଇଛି। ତେଣୁ ଆଜିଠୁ ପୁଣି ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆରଏମଆରସି ଓ ବିଏମସି ମିଳିତ ଭାବେ ଏହି ସର୍ଭେ କରୁଛନ୍ତି। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଏହି ସର୍ଭେ ଚାଲିବ। ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା […]

  • Friday, 02 July 2021
angul
କୋଇଲା ଖଣିରେ ଅଘଟଣ: ମାଟି ଧସି ଜଣେ ଶ୍ରମିକ ମୃତ, ୯ ଗୁରୁତର

ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ…

  • Friday, 02 July 2021
ghost
ଭୂତ ଖୋଲୁଛି ମୃତ୍ୟୁର ରହସ୍ୟ !

ଅନୁଗୁଳ( ବିରଜା ଦାସ) : ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ । ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା…

stand-with-otv
'ରାଜ୍ୟ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ରାଜ୍ୟବାସୀ ଜାଣିସାରିଛନ୍ତି'

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ଉଠାଇନେବା ଘଟଣାକୁ ତୀବ୍ର ନିନ୍ଦା କରିଛି ବାଣୀବିହାର ଛାତ୍ର ସଂଗଠନ। ବାଣୀବିହାର ଛାତ୍ର ସଂଗଠନ ପକ୍ଷରୁ ପ୍ଲାକାର୍ଡ ଦେଖାଇ ଘଟଣାର ପ୍ରତିବାଦ କରାଯାଇଛି। We stand with OTV ଅର୍ଥାତ ଆମେ ଓଟିଭି ସହ ଅଛୁ, ସାମ୍ବାଦିକଙ୍କ ଉପରେ ଆକ୍ରମଣ ବନ୍ଦ କର, ଗଣତନ୍ତ୍ରର ହତ୍ୟା ବନ୍ଦ କର ଆଦି ଲେଖାଥିବା ପ୍ଲାକାର୍ଡ ଧରି ଛାତ୍ରମାନେ ପ୍ରତିବାଦ ଜଣାଇଥିଲେ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ରାଜ୍ୟ ସରକାରଙ୍କ […]

  • Friday, 02 July 2021
otv-campus
ଓଟିଭି ଅଫିସ କ୍ୟାମ୍ପସ୍‌ରେ କାହିଁକି ଡେରା ପକାଇଛି ପୋଲିସ ?

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ କ୍ୟାମ୍ପସ ଓ ଫାଟକ ବାହାରେ ଡେରା ପକାଇଛି ପୋଲିସ ଗତକାଲି ଅପରାହ୍ନରୁ ଆଜି ସୁଦ୍ଧା ପ୍ରାୟ ୨୪ ଘଣ୍ଟା ବିତିବାକୁ ବସିଲାଣି। ହେଲେ ପୋଲିସ ଓଟିଭି କ୍ୟାମ୍ପସ୍ ଛାଡ଼ି ଯାଉନି ବିନା ଓ୍ୱାରେଣ୍ଟ କି ନୋଟିସ୍ କିଛି ବି ନଥାଇ ପୋଲିସ ଦୁଇ ଦିନ ହେଲା ଡେରା ପକାଇଥିବାରୁ ଉଭୟ ଓଟିଭି କର୍ମଚାରୀ ଓ ଖବର ସଂପର୍କିତ କାର୍ଯ୍ୟ ନେଇ ଆସୁଥିବା ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହେଉଛି। ସୂଚନାଯୋଗ୍ୟ, ଗତତାଲି […]

  • Friday, 02 July 2021
bjd-bjp
ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି ଓ ବିଜେପି

ଭୁବନେଶ୍ୱର: ଉପନିର୍ବାଚନ ନେଇ ଷ୍ଟାର ପ୍ରଚାରକ ତାଲିକା ଦେଲେ ବିଜେଡି, ବିଜେପି। ବିଜେଡି ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ମନ୍ତ୍ରୀ, ବିଧାୟକ ସାମିଲ ହୋଇଛନ୍ତି। ବିଜେଡିର ନବୀନ ପଟ୍ଟନାୟକ, ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟ ପଟ୍ଟନାୟକ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ରହିଛନ୍ତି। ସେହିପରି ବିଜେପି ତାଲିକାରେ ସଭାପତି ସମୀର ମହାନ୍ତିଙ୍କ ସହ ୨ କେନ୍ଦ୍ରମନ୍ତ୍ରୀ ସାମିଲ ହୋଇଛନ୍ତି। ବିଜେପିର ସମୀର ମହାନ୍ତି, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, […]

  • Friday, 02 July 2021
durga-puaja
ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା ସୋମବାରକୁ ଘୁଞ୍ଚିଲା

କଟକ: ମାଆ ଦୁର୍ଗାଙ୍କ ମୂର୍ତ୍ତି ତଥ୍ୟ ଦେବେ ଆଡଭୋକେଟ୍ ଜେନେରାଲ। ହାଇକୋର୍ଟରେ କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ବେଳେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ୯ଟି ମୂର୍ତ୍ତିର ଉଚ୍ଚତା ଅଧିକ ଥିବା ପୋଲିସ କମିଶନର ରିପୋର୍ଟରେ ଦର୍ଶାଇଥିଲେ। ଏହି ମାମଲାର ଶୁଣାଣି ଆସନ୍ତା ସୋମବାର କରିବାକୁ ଦିନ ଧାର୍ଯ୍ୟ କରାଯାଇଛି। […]

  • Friday, 02 July 2021
biraja
ମା' ବିରଜାଙ୍କ ରଥଯାତ୍ରା; କୋଭିଡ୍ ଟେଷ୍ଟ କରାଇଲେ ସେବାୟତ

ଯାଜପୁର: ଆସନ୍ତା କାଲି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା। ପୂର୍ବରୁ ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ମାନଙ୍କର କୋଭିଡ ଟେଷ୍ଟ ହୋଇଛି। କେବଳ ସେବାୟତ ଓ ପୋଲିସମାନଙ୍କ ଦ୍ୱାରା ରଥଯାତ୍ରା କରାଯିବା ନେଇ ନିଷ୍ପତି ହୋଇଛି। ୨୫୦ରୁ ଅଧିକ ଆଣ୍ଟିଜେନ କିଟ୍‌ ମାଧ୍ୟମରେ ପରୀକ୍ଷା କରାଯାଇଛି। ସେବାୟତମାନଙ୍କ ରିପୋର୍ଟ ପଜିଟିଭ ଆସିବ ସେମାନଙ୍କୁ ରଥଯାତ୍ରା ପ୍ରକ୍ରିୟାରୁ ବାଦ ଦିଆଯିବ। ପୁର୍ବରୁ ୩ଟି ପର୍ଯ୍ୟାୟରେ ସେବାୟତମାନଙ୍କ କୋଭିଡ ଟେଷ୍ଟ କରାଯାଇଛି। ରଥଯାତ୍ରା ସମ୍ପନ୍ନ କରିବାକୁ […]

  • Friday, 02 July 2021
blast
ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ; ୬ ଗୁରୁତର

ରାୟଗଡ଼ା: ପଥର ଖାଦାନରେ ବିସ୍ଫୋରଣ ଘଟି ୩ ମୃତ। ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲଗୁଡାରେ ଥିବା ପଥର ଖାଦାନରେ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ। ହୋଇଛି। ଏଥିରେ ଆଉ ୬ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଣପୁର: ଓକିଲଗୁଡ଼ାରେ ଥିବା ପଥର ଖାଦାନରେ ବିସ୍ଫୋରଣ. ୩ ମୃତ, ୬ ଗୁରୁତର, ୩ ମୃତକଙ୍କ ମଧ୍ୟରେ ୨ ମହିଳା ଶ୍ରମିକ ଥିବା ସୂଚନା, ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବା ଅନୁମାନ, ବିସ୍ଫୋରଣ […]

  • Friday, 02 July 2021
gun
ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ଗରିଫ

ଭୁବନେଶ୍ୱର: STF କବ୍‌ଜାରେ ୨ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚ STF । ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଧରାପଡ଼ିଥିବା ଦୁଇ ଜଣ ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି। ଜବତ ବନ୍ଧୁକ ମଧ୍ୟରେ ଦୁଇଟି  ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ୍, ଗୋଟିଏ ରିଭଲଭର, […]

  • Friday, 02 July 2021
shoeb-aftab
NEET ପ୍ରବେଶିକା ପରୀକ୍ଷାରେ ରେକର୍ଡ କଲେ ଓଡ଼ିଆ ଛାତ୍ର

ଭୁବନେଶ୍ୱର: ପ୍ରକାଶ ପାଇଲା NEET ପ୍ରବେଶିକା ପରୀକ୍ଷା ରେଜଲ୍ଟ। NEET ପରୀକ୍ଷାରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଛାତ୍ର ସୋଏବ୍‌ ଅଫତାବ। ସେ ଏଥରର NEET ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଖାଲି ଟପ୍ପର ନୁହେଁ, ଶତପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି ସୋଏବ। ଯାହା ରାଜ୍ୟ ପାଇଁ ଗୌରବର କଥା ନିଶ୍ଚୟ। ମୋଟ ୭୨୦ରୁ ୭୨୦ ନମ୍ବର ରଖିଛନ୍ତି ସୋଏବ। ୧୮ ବର୍ଷୀୟ ସୋଏବଙ୍କ ଘର ରାଉରକେଲା ଆଜାଦବସ୍ତିରେ। ସେ ଓଡ଼ିଶାର ପ୍ରଥମ ଛାତ୍ର ଭାବେ […]

  • Friday, 02 July 2021
rain
୧୯ରୁ ୨୧ ଯାଏଁ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୧୯ରୁ ୨୧ ଯାଏଁ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ନେଇ ୨୦ରେ ଦୁଇଟି ଓ ୨୧ରେ ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ୨୦ ତାରିଖ ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୨୧ରେ କୋରାପୁଟ, […]

  • Friday, 02 July 2021
111
ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ନିରବ କାହିଁକି ସିଏମ୍ଓ

ଭୁବନେଶ୍ୱର: ଅଗଷ୍ଟ ୩୧ ତାରିଖରେ ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନର ସତ କଣ ? ଆରଟିଆଇ  କର୍ମୀ ଉଠାଇଥିବା ଏଇ ପ୍ରଶ୍ନର ୪୮ ଘଣ୍ଟା ପରେ ବି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ । ଏପରିକି ଇମେଲ୍ ଯୋଗେ ଓଟିଭି ପକ୍ଷରୁ ସିଏମ୍ଓର ପ୍ରତିକ୍ରିୟା ଲୋଡ଼ା ଯାଇଥିଲେ ହେଁ ଏଯାଏଁ ତାର ଉତ୍ତର ମିଳିନାହିଁ । ସାରା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଏ ଗସ୍ତର ସତ ଜାଣିବାକୁ ଚାହୁଁଥିଲା ବେଳେ ଏନେଇ ସିଏମ୍ଓର ଅସମ୍ଭବ […]

  • Friday, 02 July 2021
lokayukta
ଏଭଳି ନିୟମ ଆଣି କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ସରକାର ?

ଭୁବନେଶ୍ୱର; ଦୁର୍ନୀତି ମାମଲାରେ ସରକାରୀ ବାବୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ନୂଆ ଫନ୍ଦି।  ଲୋକାୟୁକ୍ତ ବ୍ୟବସ୍ଥାରେ ଯୋଡ଼ିଲେ ନୂଆ ନିୟମ। ଲୋକାୟୁକ୍ତରେ ଅଭିଯୋଗ କରିବାକୁ ହେଲେ ବ୍ୟକ୍ତି ଓ ସଂଗଠନକୁ ଦେବାକୁ ହେବ ପରିଚୟପତ୍ର ଓ ପଞ୍ଜିକରଣ ସାର୍ଟିଫିକେଟ। ସେହିପରି ତଦନ୍ତ ନସରିବା ଯାଏଁ ଗୋପନ ରହିବ ଅଧିକାରୀଙ୍କ ନାଁ। ତେବେ ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ନୁହେଁ, ସୁରକ୍ଷା ଦେବା ଲାଗି ଏହା ସରକାରଙ୍କ ଏକ ଚାଲ ବୋଲି କହି ବର୍ଷିଛନ୍ତି ବିରୋଧୀ। ବିଜେଡି ଏହି ଅଭିଯୋଗକୁ […]

  • Friday, 02 July 2021
llp
ଗରିବଙ୍କୁ ଋଣ ନାଁରେ ମହା ଘୋଟାଲା; ମିଳୁନି ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ହିସାବ

ରାଉରକେଲା: ଚିଟ୍‌ଫଣ୍ଡ ଚଞ୍ଚକତାର କଳଙ୍କିତ ଅଧ୍ୟାୟ ଭିତରେ ଆଉ ଏକ ମହାଠକେଇର ଫର୍ଦ୍ଦ। ଲକ୍ଷେ କି ଦୁଇ ଲକ୍ଷ ନୁହଁ, କୋଟିଏ କି ଦୁଇ କୋଟି ବି ନୁହଁ, ଅଢ଼େଇ ଶହ କୋଟିରୁ ଅଧିକ ଟଙ୍କାର ମହାଘୋଟାଲାର ଅଭିଯୋଗ ହୋଇଛି। ରାଉରକେଲାର ସମ୍ବନ୍ଧ ଫିନ୍‌ସର୍ଭ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ ମାଇକ୍ରୋ ଫାଇନାନ୍ସ ସଂସ୍ଥା ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି। ଜାଲ୍ ଖାତା ଖୋଲି ଏହି ଘୋଟାଲା କରିଥିବା ଅଭିଯୋଗ ହୋଇଛି। ରାଜଗାଙ୍ଗପୁର ଜ୍ଞାନପାଲି ପଞ୍ଚାୟତର […]

  • Friday, 02 July 2021
cogress
୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ବି ସାମିଲ ଅଛନ୍ତି। ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍‌ […]

  • Friday, 02 July 2021
sarua-mahila-sametee
ପାଚେରୀ ଭଙ୍ଗା ଘଟଣାରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସାରୁଅ ମହିଳା ସମିତି

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ମହିଳା ସମିତିର ଗୃହ ପାଚେରୀ ଭଙ୍ଗା ଘଟଣାର ପ୍ରତିବାଦ ସ୍ୱର। ପ୍ରଶାସନ ବିନା ନୋଟିସରେ ପାଚେରୀ ଭାଙ୍ଗି ଥିବାରୁ ଏହାର ତୀବ୍ର ବିରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ମହିଳା ସମିତି। ଆଜି ସମିତି ସଭାପତି ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ […]

  • Friday, 02 July 2021
missai;
ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ ସଫଳ ହୋଇଛି। ବାଲେଶ୍ୱର ଚାନ୍ଦିପୁର ୩ ନମ୍ବର ଲଞ୍ଚ୍‌ପ୍ୟାଡରୁ ଏହାର ପରୀକ୍ଷଣ କରାଯାଇଛି। ଆଜି ସଂଧ୍ୟା ସାଢ଼େ ୭ଟା ସମୟରେ ଏହାର ପରୀକ୍ଷଣ କରାଯାଇଥିଲା। ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆର୍‌ଡିଓ ପକ୍ଷରୁ ସୂଚନା ଦିଆଯାଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ହେଉଛି ପୃଥ୍ୱୀ-୨। ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର। ୧ ହଜାର କେଜିର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା […]

  • Friday, 02 July 2021
କେନାଲକୁ ପଶିଗଲା କାର୍‌, ୩ ମୃତ

କଟକ: NH-୧୬ ତେଲେଙ୍ଗାପେଣ୍ଠ ନିକଟରେ ଗତକାଲି ବିଳମ୍ବିତ ରାତି ୩ଟା ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା କେନାଲକୁ କାର୍‌ ପଶି ଯିବାରୁ ୩ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଏକ କାର୍‌ରେ ୩ଜଣ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ତେଲେଙ୍ଗାପେଣ୍ଠ ନିକଟରେ ଥିବା ରାସ୍ତାକଡ଼ କେନାଲକୁ ପଶି ଯାଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହସ୍ପିଟାଲ୍‌ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ […]

  • Friday, 02 July 2021