• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

odisha
ଶୁଣିଲେନି ମେଡିକାଲ୍‌ କର୍ମଚାରୀ, ପତ୍ନୀଙ୍କ ମୃତଦେହକୁ ଟେକି ଟେକି ୨ ମହଲା ତଳକୁ ଆଣିଲେ ସ୍ୱାମୀ

ଫୁଲବାଣୀ: ସଂକ୍ରମଣର ଭୟ ସୃଷ୍ଟି କରିଛି ମହାମାରୀ କରୋନା। କରୋନା ଯୋଗୁ ଦିନକୁ ଦିନ ମାନବିକତା ମରି ଯାଉଛି। କରୋନା ଭୟରେ ମୃତଦେହ ପାଖ ମାଡ଼ୁ ନାହାନ୍ତି ଲୋକେ। ରୋଗରେ ପଡ଼ିଲେ ଯେଉଁ ମେଡ଼ିକାଲ୍‌କୁ ଭରସା କରି ରୋଗୀ ଏବଂ ସେମାନଙ୍କର…

  • Friday, 02 July 2021
itbp
ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ITBP ଯବାନ

କିନୌର: ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କଲେ ଇଣ୍ଡୋ-ତିବ୍ବତିଆନ୍‌ ବର୍ଡର ପୋଲିସ୍‌(ITBP)। ଶୁକ୍ରବାର ଦିନ ହିମାଚଳ ପ୍ରଦେଶ କିନୌର ଜିଲ୍ଲା ପୂର୍ବାଣି ଗାଁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ହଠାତ୍‌ ନିଆଁ ଲାଗିଯିବା ଯୋଗୁ ଅଗ୍ନିକାଣ୍ଡରେ ଲୋକମାନେ ଫସି ଯାଇଥିଲେ। ତେବେ ଆଇଟିବିପି ଯବାନ ସୁରକ୍ଷିତ ଭାବେ ନିଆଁ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପ୍ରଶାସନ, ପୋଲିସ୍‌, ସେନା, ଆଇଟିବିପି ଯବାନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡ […]

  • Friday, 02 July 2021
neha
ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର। ବିବାହ ଓ ରିଲେଶନ୍‌ଶିପ୍‌କୁ ନେଇ ବେଶ୍‌ କିଛିଦିନ ହେବ ଚର୍ଚ୍ଚାରେ ଥିବା ନେହା ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଶୁଣିବାକୁ ମିଳିଛି। ଏଥିପାଇଁ ନେହାଙ୍କ ଘରେ ୱେଡିଂ ବେଲ୍‌ ମଧ୍ୟ ବାଜି ସାରିଲାଣି। ଅର୍ଥାତ୍‌ ବିବାହର ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯାହାର କିଛି ଝଲକ୍‌ ଦେଖିବାକୁ ମିଳିଛି ନେହାଙ୍କ ମେହେନ୍ଦୀ ଓ ହଳଦୀ ସେରେମୋନିର କିଛି […]

  • Friday, 02 July 2021