• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

sarat-kar
ବିୟୋଗ ପରେ ବି ରାଜନେତାଙ୍କୁ ମିଳିଲାନି ଉଚିତ୍ ସମ୍ମାନ

ଭୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଗଲେ ସିନା, ବିଶିଷ୍ଟ ରାଜନେତା ଶରତ କରଙ୍କୁ ଦିଆଯାଇପାରିଲାନି ରାଷ୍ଟ୍ରୀୟ ମର୍ଯ୍ୟାଦା। ବିୟୋଗ ପରେ ବି ମିଳିଲାନି ଉଚିତ୍ ସମ୍ମାନ। ଏଭଳି ଅଭିଯୋଗ ଆଣି ସରକାରଙ୍କୁ ନିନ୍ଦା କରିଛନ୍ତି କଟକ ଜିଳ୍ଲା ମାହାଙ୍ଗାବାସୀ ଏବଂ କଂଗ୍ରେସ ନେତା। ଏପରିକି ସ୍ୱର୍ଗତ ଶରତ କରଙ୍କ ପତ୍ନୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି। ଏତେବଡ଼ ରାଜନେତା ତଥା ବିଶିଷ୍ଟ ସାହିତ୍ୟିକଙ୍କ ପରଲୋକ ପରେ ବି ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। […]

  • Friday, 02 July 2021
toilet-scam
ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଦୁର୍ନୀତି ଅଭିଯୋଗ : ଅନେକ ହିତାଧିକାରୀଙ୍କ ଅଗୋଚରରେ ଉଠାଯାଇଛି ଟଙ୍କା

ବେତନଟୀ(ରଶ୍ମି ରଞ୍ଜନ ଦାସ): ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ଘରେ ଘରେ ପାଇଖାନା ନିର୍ମାଣ କରିବାକୁ ସରକାର ଯୋଜନା କରିଛନ୍ତି। ହେଲେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି। ଅନେକ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଯାଇଛି,…

  • Friday, 02 July 2021
collage (14)
ଦୀର୍ଘ ୧୦ ମାସ ପରେ ଖୋଲିଲା ଅଙ୍ଗନୱାଡ଼ି : କୁନି ପିଲାଙ୍କ ପାଟିତୁଣ୍ଡ ଶୁଣି ଭାବବିହ୍ୱଳ ହେଲେ ଦିଦି

ବାରିପଦା(ମାନିକ ଲାଲ୍ ପାଣି): ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର। ପ୍ରାୟ ୧୦ ମାସ ବନ୍ଦ ରହିବା ପରେ ଆଜିଠୁ ରାଜ୍ୟରେ ଥିବା ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ର ଖୋଲିଲା। ଅନେକ ଦିନର ବ୍ୟବଧାନ ପରେ ଶିଶୁଙ୍କୁ ପାଇ ଉଠୁଛି ପଡ଼ୁଛି ଅଙ୍ଗନୱାଡ଼ିର ଚାରି କାନ୍ଥ।…

  • Friday, 02 July 2021
similipal
ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ : ଦୁଇ ଦିନର ବର୍ଷା, ବନ ବିଭାଗର ଉଦ୍ୟମ ସତ୍ତ୍ୱେ ଲିଭୁନି ନିଆଁ

ଜଳୁଛି ଶିମିଳିପାଳ ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ ବିଶୋଇ ପାହାଡରେ ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ବାଙ୍ଗିରିପୋଷି ଘାଟି ନିକଟ ପାହାଡରେ ମଧ୍ୟ ଜଙ୍ଗଲରେ ନିଆଁ ବାରିପଦା : ଆଜିବି ଜଳୁଛି ଶିମିଳିପାଳର ଜଙ୍ଗଲ । ଦୁଇ ଦିନର ବର୍ଷା,…

  • Friday, 02 July 2021
sirka
ବଲିଉଡ଼ରେ ରାଜ କରୁଛନ୍ତି ବିଜାତଳାର ରାମ ସିର୍କା

ରାଇରଙ୍ଗପୁର(ରାଜେଶ ଶର୍ମା): ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ବାମନଘାଟିର ଛୋଟ ଗାଁରୁ ବଲିଉଡ ପର୍ଯ୍ୟନ୍ତ ଯାତ୍ରା । ବିଜାତଳା ବ୍ଲକର ଖନ୍ତ ପଞ୍ଚାୟତ ସୁରତନଗରର ରାମ ସିର୍କା ଏବେ ବଲିଉଡରେ ରାଜ କରୁଛନ୍ତି । ମର୍ଦ କୋ ଦର୍ଦ ନେହିଁ ହୋତା,…

  • Friday, 02 July 2021
lightning
୬ ଜିଲ୍ଲାକୁ ବର୍ଷା, ବଜ୍ରପାତ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଆଜି କିଛି ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଗଞ୍ଜାମ, ପୁରୀ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି।  ଏହିସବୁ ଜିଲ୍ଲାବାସୀଙ୍କୁ ସକାଳ ୮ଟା ୩୦ ଯାଏ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।  

  • Friday, 02 July 2021
ସପିଂ ମଲ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଏକ ସପିଂ ମଲ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ମଲ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ଆଜି ସକାଳୁ କିଛି ଲୋକ ଦେଖି ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ମଲ୍‌ରେ ଥିବା ବିଭିନ୍ନ ଦୋକାନ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି। ଅଗ୍ନିକାଣ୍ଡର କାରଣ […]

  • Friday, 02 July 2021
bhadrak
ଦାଦନଙ୍କ ନୂଆ ଉଦ୍ଭାବନ : ବୁଲା ଗାଈଗୋରୁ ଓ ଜଙ୍ଗଲୀ ଜନ୍ତୁ ଦାଉରୁ ଫସଲ ରକ୍ଷା କରୁଛି ସୌର ତାରବାଡ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଚାଷୀଙ୍କ ଟେନସନ୍ ଶେଷ, ଫସଲ ଜଗୁଛି ସୌର ତାରବାଡ଼।  କୁହାଯାଏ ଆବଶ୍ୟକତା ହିଁ ନୂଆ କିଛି କରିବାର ରାସ୍ତା ଦେଖାଇ ଥାଏ । ଆଉ ଏପରି କିଛି କରି ଦେଖାଇଛନ୍ତି ମାଟ୍ରିକ ପଢ଼ୁଆ ଯୁବକ । ପରିବାର…

  • Friday, 02 July 2021
gunduni
କରୋନା ପାଇଁ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରାର ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା

ଭଦ୍ରକ( ପାର୍ଥ ସାରଥୀ ନାୟକ): ମହାମାରୀର ପ୍ରାଦୁର୍ଭାବ ବିଶ୍ୱରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ଯାଇନଥିବା ବେଳେ ଫିକା ପଡ଼ିଲା ଐତିହ୍ୟ ଓ ପରମ୍ପରା ଗାଥା ବହନ କରୁଥିବା ଗୁଣ୍ଡୁଣୀ ମେଳା।  ଭଦ୍ରକ ଜିଲ୍ଲା  ତିହିଡି ବ୍ଲକ ପାଳିଆବିନ୍ଧା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚି…

  • Friday, 02 July 2021
nayagarh
ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ : ଉଡା ଚଢେଇ ଦେଖି ଉଡେଇଲେ ଫାଇଟର ଜେଟ୍

ନିଶା ନୂଆ ନୂଆ ଉଦ୍ଭାବନ, ଆଶା ବୈଜ୍ଞାନିକ ହେବା ସୁନାଖଳାର ଅଂଶୁମାନ ନିର୍ମାଣ କରିଛନ୍ତି ରିମୋଟ୍ ଡ୍ରୋନ୍ ଆଗକୁ ଇସ୍ରୋ କିମ୍ବା DRDOରେ କାମ କରିବାକୁ ଲକ୍ଷ୍ୟ ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବି ଟେକ ଛାତ୍ରଙ୍କ ଚମତ୍କାର ଉଦ୍ଭାବନ। ରିମୋଟ  କଣ୍ଟ୍ରୋଲ ଦ୍ୱାରା…

  • Friday, 02 July 2021
santosh
ଯୁବକଙ୍କ ମହାନତା : ଗାଁକୁ ରାସ୍ତା ନଥିବାରୁ ନିଜେ ଜମି କିଣି ରାସ୍ତା ତିଆରି କରାଇଲେ 

ବାସୁଦେବପୁର(କିରୀଟି ଦାସ): ଗାଁ ପାଇଁ ରାସ୍ତା ତିଆରି କଲା ଗାଁର ପୁଅ। ପ୍ରଶାସନ ଯାହା କରିପାରିଲାନି, ଗାଁର ପୁଅ ତାହା କରି ଦେଖେଇଲା। ପାଣି କାଦୁଅରେ ସଢ଼ୁଥିବା ସାହିଭାଇଙ୍କ ଦୁଃଖ ଦେଖିହେଲାନି । ନିଜ ଗାଁକୁ ଦୀର୍ଘବର୍ଷ ଧରି ଭଲ ରାସ୍ତା…

  • Friday, 02 July 2021
water scarcity
ଖରା ବଢିବା ସହ ବଢୁଛି ଜଳକଷ୍ଟ

ବାସୁଦେବପୁର,ମୋହନା(କିରିଟି ଦାସ ଓ ମିହିର ଜତି): ଖରା ବଢିବା ସହ ବଢୁଛି ଜଳକଷ୍ଟ । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଛି ଉତ୍କଟ ପାଣି ସମସ୍ୟାର ବିକଳ ଚିତ୍ର । କେଉଁଠି ନଳକୂଅ ସମସ୍ୟା ତ ପୁଣି କେଉଁଠି ଚୁଆ, ପୋଖରୀ ଉପରେ…

  • Friday, 02 July 2021
vigilance raid
କୋଟିପତି ହିନ୍ଦୀ ଶିକ୍ଷକ; ୧୦ଟି ପ୍ଲଟ୍‌, ୫ଟି ଘର

ବ୍ରହ୍ମପୁର: ପ୍ରାୟ ୫ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଝାଡ଼ାଙ୍କୁଲି ଗାଁ ଯଶୋଧା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନନ୍ଦ ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବ୍ରହ୍ମପୁର, ଭୁବନେଶ୍ୱର ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା। ଏହି ରେଡ୍‌ ସମୟରେ  ଭୁବନାନନ୍ଦଙ୍କର ମୋଟ ୪ କୋଟି ୯୩ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଏହାସହ ସୁନା, ନଗଦ ଟଙ୍କା, ବ୍ୟାଙ୍କ ପାସ୍‌ବୁକ୍‌ ଓ କିଛି […]

  • Friday, 02 July 2021
Minor-raped 1
କଟକରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ୨୪ ଘଣ୍ଟାରେ ଧରାପଡ଼ିଲେ ଅଭିଯୁକ୍ତ

କଟକ: ତିର୍ତ୍ତୋଲ ଅଞ୍ଚଳର ଜଣେ ନାବାଳିକାଙ୍କୁ  କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଅନ୍ୟ ଜଣେ ଫେରାର ଅଭିଯୁକ୍ତକୁ କମିଶନରେଟ ପୋଲିସ୍‌ ଗିରଫ କରିଛି। ପୂର୍ବରୁ ଜଣଙ୍କୁ ଗିରଫ କରି ପଚରାଉଚରା ଚଳାଇଥିଲା ପୋଲିସ୍।‌ ଏବେ ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍‌। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଏହି ମାମଲାରେ ଶୀଘ୍ର ତଦନ୍ତ ଶେଷ କରି ଅଭିଯୋଗପତ୍ର ଦାଖଲ କରାଯିବା ସହ ପୀଡ଼ିତାଙ୍କୁ ନ୍ୟାୟ ପାଇଁ […]

  • Friday, 02 July 2021
shark
ନାଳରୁ ବିରାଟକାୟ ସାର୍କର ମୃତଦେହ ଉଦ୍ଧାର : ଘଟଣାସ୍ଥଳରେ ପ୍ରବଳ ଜନସମାଗମ

ସୋର (ଶଶୀକାନ୍ତ ବେହେରା): ବାଲେଶ୍ୱର ସୋରରେ ବିଶାଳକାୟ ସାର୍କର ମୃତଦେହ ଉଦ୍ଧାର । ଶ୍ରୀଜଙ୍ଗ ପଞ୍ଚାୟତ କଣ୍ଟିଆଚେରା ନାଳରେ ଆଜି ସକାଳୁ ସାର୍କର ମୃତଦେହ ଦେଖିବାକୁ ମିଳିଛି। ସୁଟିଂପାହି ନିକଟରେ ଥିବା ଏକ ସଂକୀର୍ଣ୍ଣ ନାଳରେ ସାର୍କର ମୃତଦେହ ଲାଗିଛି ।…

  • Friday, 02 July 2021
Balsore
ବାଲେଶ୍ୱରରେ ଶିଳ୍ପାୟନର ଅଧୋଗତି : ଜିଲ୍ଲାରେ ବନ୍ଦ ପଡିଛି ଏକାଧିକ ବୃହତ ଶିଳ୍ପ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ବାଲେଶ୍ୱରରେ ଶିଳ୍ପର ହାଲ ବେହାଲ । ଏଭଳି ସ୍ଥିତିରେ ଦୀର୍ଘ ୨୨ ବର୍ଷ ପରେ ରାଜ୍ୟ ସରକାରଙ୍କର ଉତ୍ତର ଓଡିଶାରେ ଶିଳ୍ପ ଅଭିବୃଦ୍ଧି କଥା ମନେ ପଡିଛି  । ବାଲେଶ୍ୱର ଗସ୍ତରେ ଆସି ଶିଳ୍ପଦ୍ୟୋଗୀମାନଙ୍କ ସହ ଆଲୋଚନା…

  • Friday, 02 July 2021
balasore
କାହା ପାଇଁ କର୍ମ ନିଯୁକ୍ତି ଯୋଜନା? ପ୍ରାଚୀର ସୌନ୍ଦର୍ଯ୍ୟକରଣରେ ଦୁର୍ନୀତି

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : କରୋନା ସଙ୍କଟକୁ ଦେଖି ସହରାଞ୍ଚଳରେ ଶ୍ରମଭିତ୍ତିକ କର୍ମ ନିଯୁକ୍ତି ଯୋଜନା ଆରମ୍ଭ କରିଥିଲେ ରାଜ୍ୟ ସରକାର । ଲକ୍ଷ୍ୟ ଥିଲା ସହରାଞ୍ଚଳ ଓ ବାହାର ରାଜ୍ୟରୁ ଫେରୁଥିବା ଶ୍ରମିକଙ୍କୁ ମିଳିବ କର୍ମ ସଂସ୍ଥାନ । ଏହି ଯୋଜନା…

  • Friday, 02 July 2021
bengal
ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା

ସୀମା ମୁକୁଳା, ଅବାଧରେ ପ୍ରବେଶ କରୁଛନ୍ତି ପ୍ରବାସୀ କଟକଣା ନଥିବାରୁ ବଢୁଛି କରୋନା ସଂକ୍ରମଣ ଭୟ ସ୍ଥିତି ଅନୁଧ୍ୟାନ କରାଯାଉଥିବା କହିଲେ ଏସପି ବାଲେଶ୍ୱର : ପ୍ରହସନ ପାଲଟିଛି ନିୟମ, ମୁକୁଳା ପଡ଼ିଛି ସୀମା । କୋଭିଡ୍ ସଂକ୍ରମଣ ରୋକିବା ପାଇଁ…

  • Friday, 02 July 2021
rain
ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ, ଭୁବନେଶ୍ୱରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ଟ୍ୱିନ୍‌ ସିଟିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ଯୋଗୁ ରାସ୍ତାଘାଟ ଭଲ ଦିଶିବନି, ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି। ତେଣୁ ଯଥାସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯିବା ସହ […]

  • Friday, 02 July 2021
bolangir
ନିଷ୍ଠୁର କରିଦେଲା ସଂକ୍ରମଣ ଭୟ : ଅସୁସ୍ଥ ବୁଢ଼ୀ ମା’କୁ ମେଡିକାଲରେ ଛାଡ଼ି ପଳାଇଲେ ଦୁଇ ଝିଅ

ମହାମାରୀ ଡରରେ ନିଷ୍ଠୁର ହେଲେ ଆତ୍ମୀୟସ୍ୱଜନ ରିପୋର୍ଟ ନେଗେଟିଭ୍ ଆସିବା ପରେ ବି ହସ୍ପିଟାଲରେ ଛାଡ଼ି ପଳାଇଲେ  ସହାୟତା ଦେବାକୁ ଆଗେଇ ଆସିଲେ ସ୍ଥାନୀୟ ସ୍ୱେଚ୍ଛାସେବୀ ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : ଦୁଇ ଝିଅ ଅଛନ୍ତି, ହେଲେ ସଂକ୍ରମଣ ସମୟରେ କିଏ…

  • Friday, 02 July 2021
beaten
ସଇତାନ ପାଲଟିଲା ସର୍ଦ୍ଦାର : କାମ କରିବାକୁ ଯାଇ ପାରିଲେନି ବୋଲି ଦୁଇ ନାବାଳକଙ୍କୁ ନିର୍ଦ୍ଧୁମ ପିଟିଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ଦେହ ଖରାପ ହେବାରୁ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଲା ସୈତାନ୍ । କାମ କରି ପାରିବାକୁ ଯାଇପାରିଲେନି ବୋଲି ରାକ୍ଷସ ପାଲଟିଲା ମାଲିକ । ଦାନା ପାଇଁ ଦାଦନ ଯିବା, ଆଉ ଇଟାଭାଟିରେ ନିର୍ଯାତନା ପାଇବା ବଲାଙ୍ଗିର ଶ୍ରମିକ…

  • Friday, 02 July 2021
new baby
ଡାକ୍ତରଙ୍କ କ୍ଲାସ୍ ନେଲେ ଜିଲ୍ଲାପାଳ : ଆକ୍ରାନ୍ତ ଶିଶୁଙ୍କ ପାଇଁ ବ୍ୟବସ୍ଥା ନାହିଁ କହି ରେଫର କରୁଥିଲେ

ପାଞ୍ଚ ମାସର ଶିଶୁ କନ୍ୟାକୁ କରୋନା ଚିକିତ୍ସା ପାଇଁ ୱାଡରୁ ୱାଡ ବୁଲୁଥିଲେ ପରିବାର ଲୋକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଚିକିତ୍ସା ଆରମ୍ଭ ବଲାଙ୍ଗିର( ମନୋରଞ୍ଜନ ଯୋଶୀ): ଶିଶୁ କନ୍ୟାକୁ କରୋନା ସଂକ୍ରମଣ । ବଲାଙ୍ଗିରର ଜଣେ ପାଂଚ ମାସର ଶିଶୁକନ୍ୟା…

  • Friday, 02 July 2021
paddy
ମଣ୍ଡିରେ ପଡ଼ି ରହିଛି ଶହ ଶହ ଧାନ ବସ୍ତା, ଚିନ୍ତାରେ ଚାଷୀ

ବରଗଡ଼ (ଦୀପକ ଶର୍ମା): ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଯାଉଛି। ଆଉ କିଛି ଦିନ ପରେ ଧାନ କିଣା ସରିବ। ହେଲେ ଏବେ ବି ମଣ୍ଡିରେ ଶହ ଶହ ଧାନ ବସ୍ତା ପଡ଼ି ରହିଛି। ଆଉ ବର୍ଷାରେ ଭିଜି ନଷ୍ଟ ହେଉଛି…

  • Friday, 02 July 2021
olive
ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢିଛି ଅଲିଭ ରିଡଲେଙ୍କ ଅଣ୍ଡାଦାନ

ଅସ୍ତରଙ୍ଗ ଓ କୋଣାର୍କ ଉପକୂଳରେ ବଢ଼ିଛି କଇଁଛଙ୍କ ଅଣ୍ଡାଦାନ ଚଳିତ ବର୍ଷ ୧ ଲକ୍ଷ ଅଣ୍ଡା ସଂଗୃହୀତ, ୯ ହଜାର ଛୁଆ ଛଡ଼ାଗଲା  ଅସ୍ତରଙ୍ଗ  ସାମୁଦ୍ରିକ ବାତ୍ୟା ଫୋନି ଲାଗି ପୁରୀ ସମୁଦ୍ର ଉପକୂଳରେ ସାମୁଦ୍ରିକ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ବାଧାପ୍ରାପ୍ତ…

  • Friday, 02 July 2021
crab
ଚିଲିକାର ନୀଳ ଜଳରାଶିରେ ନିଆରା ପ୍ରୟାସ: ପ୍ରାକୃତିକ ପ୍ରଣାଳୀରେ ହେଉଛି କଙ୍କଡ଼ା ଚାଷ

କଳା କଳା ଛୋଟ ପ୍ଲାଷ୍ଟିକ ବକ୍ସରେ କଙ୍ଗଡ଼ା ଚାଷ ଆଧୁନିକ ଜ୍ଞାନ କୌଶଳ ଆପଣାଇ ହେଉଛି ଭଳି ଭଳିକା କଙ୍କଡ଼ା ବର୍ଷକୁ ରୋଜଗାର ହେଉଛି ୫ ଲକ୍ଷ ଟଙ୍କା ବେକାର ଯୁବକ ଯୁବତୀଙ୍କୁ କାମ ବି ଯୋଗାଉଛନ୍ତି କୃଷ୍ଣପ୍ରସାଦ : ପ୍ଲାଷ୍ଟିକର…

  • Friday, 02 July 2021