• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dinabndhu
୧୫ ବର୍ଷ ପରେ ମା’ କୋଳକୁ ଫେରିଲା ହଜିଲା ପୁଅ; ଖୁସିରେ ବୋଲ ମାନୁନି ମା’ ଆଖିର ଲୁହ

ଦୀର୍ଘ ୧୫ ବର୍ଷ ପରେ ମାଆ ପାଖକୁ ଫେରିଲା ପୁଅ   ହଜିଲା ପୁଅକୁ ପାଇ ଗାଁରେ ଭାବବିହ୍ୱଳ ପରିବେଶ କେନ୍ଦ୍ରାପଡା ଜିଲ୍ଲା ଆଳି ରାଏସପୁର ଗାଁରେ ଆନନ୍ଦର ଲହରୀ ଯାତ୍ରା ଦେଖିବାକୁ ଯାଇ ହଜିଯାଇଥିଲେ ଦୀନବନ୍ଧୁ  ଆଳି,କୋଣାର୍କଅ(ବନମାଳୀ ସାହୁ,ସଂଜୟ ପତି)…

  • Friday, 02 July 2021
Textile Company
ପଟ୍ଟାମୁଣ୍ଡାଇର ରଞ୍ଜନ ସାହୁଙ୍କ ସ୍ୱାବଲମ୍ବୀ ହେବାର କାହାଣୀ

ପଟ୍ଟାମୁଣ୍ଡା( ପ୍ରବୀର ନାୟକ): ସ୍ୱାବଲମ୍ବୀ କଲା କରୋନା । କରୋନା ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ଚାକିରି ହରାଇ ବସିଥିଲେ ଯୁବକ । ବେଙ୍ଗାଲୁରୁରେ କାମ କରୁଥିବା ବେଳେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଅନ୍ୟ କିଛି ଉପାୟ ନପାଇ ଗାଁକୁ…

  • Friday, 02 July 2021
111
ମାଟି ତଳୁ ୧୫ଶହ ବର୍ଷ ପୁରୁଣା ଶିବ ଲିଙ୍ଗ ଉଦ୍ଧାର

କରଞ୍ଜିଆ (ଦୀପକ କୁମାର ମହାନ୍ତ) : ମାଟି ତଳୁ ଉଦ୍ଧାର ହେଲା ୧୫ ଶହ ବର୍ଷର ପୁରୁଣା ଶିବଲିଙ୍ଗ । ଶାଳ ଜଙ୍ଗଲ ସଫା କରୁ କରୁ ମାଟି ତଳୁ କିଛି ଦିନ ତଳେ ଉଦ୍ଧାର ହୋଇଛି ଏହି ପୁରୁଣା ମନ୍ଦିରର …

  • Friday, 02 July 2021
favipiravir
ନକଲି ଫାଭିଫିରାଭିର ଔଷଧ କାରବାର ମାମଲା, ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ଅଭିଯୁକ୍ତ ସୁଦୀପ ମୁଖାର୍ଜୀକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ । ନକଲି ଔଷଧ ଯୋଗାଣକାରୀ ମାକ୍ସ ହେଲ୍ଥକେୟାର ସଂସ୍ଥାର ମୁଖ୍ୟ ହେଉଛି ସୁଦୀପ ମୁଖାର୍ଜୀ । ଅଧିକ ଖୋଳତାଡ଼ ପାଇଁ…

134074987_402208524414334_3721718802551667975_n
ଓଡ଼ିଶା ଚାଷୀଙ୍କ ପାଇଁ ନୂତନ ସମ୍ଭାବନା, ନିଜ ବାଡ଼ିରେ ଷ୍ଟ୍ରେବେରି ଫଳାଇଲେ କେନ୍ଦୁଝର ଚାଷୀ

କେନ୍ଦୁଝର(ପ୍ରଣୟ କୁମାର ପାଣି): ଓଡ଼ିଶାରେ ଷ୍ଟ୍ରବେରି ଚାଷ। ଜିଲ୍ଲାର ଥଣ୍ଡା ଜଳବାୟୁରେ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛି ଏହି ଚାଷ। ବଜାରରେ ନାଲି ଟୁକୁଟୁକୁ ଷ୍ଟ୍ରବେରିର ଭାଉ ଅଧିକ ଥିବାବେଳେ ରାଜ୍ୟବାସୀଙ୍କୁ ଆଉ ମନ ମାରିବାକୁ ବସିବ ନାହିଁ…

  • Friday, 02 July 2021
kidney  disease
ଢେଙ୍କାନାଳର ଭୈରବସାହି ଗାଁରେ କିଡନୀ ରୋଗ ଆତଙ୍କ : ୩ ମାସରେ ଗଲାଣି ୧୬ ଜଣଙ୍କ ଜୀବନ

ଗାଁରେ ଘାରିଛି କିଡନୀ ରୋଗର ଭୟ ଗାଁର ବହୁ ଲୋକେ ଏବେ କିଡନୀ ରୋଗରେ ପୀଡ଼ିତ ୩ ମାସରେ ୧୬ ଜଣଙ୍କ କିଡନୀ ରୋଗରେ ମୃତ୍ୟୁ ପ୍ରଦୂଷିତ ପାଣି ଯୋଗୁଁ ସ୍ଥିତି ବିଗିଡ଼ିଛି କାମାକ୍ଷାନଗର(ବିଦ୍ୟାଧର ବରାଳ): ଗାଁରେ କିଡନୀ ରୋଗର ଆତଙ୍କ।…

  • Friday, 02 July 2021
mathematics
ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଲାଗି ପ୍ରୟାସ : ଆନନ୍ଦପୁର ଉପଖଣ୍ଡ ମୁଗୁପୁର ଅଞ୍ଚଳରେ ଗଣିତ ହାଟ

ଆନନ୍ଦପୁର(ଲୋକନାଥ ସିଂହ) : ମହାମାରୀ କରୋନା ଯୋଗୁଁ ସମ୍ପୂର୍ଣ୍ଣ ବିଶ୍ୱ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଅଧିକ ପ୍ରଭାବିତ ହୋଇଛନ୍ତି ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ । ତେବେ ଏପରି ସମୟରେ ସେମାନଙ୍କର ଗୁଣାତ୍ମକ ବିକାଶ ନିମନ୍ତେ…

  • Friday, 02 July 2021
SUN FLOWER
ସୂର୍ଯ୍ୟମୁଖୀ ଚାଷ ପାଇଁ ଚାଷୀଙ୍କ ମଧ୍ୟରେ ଆଗ୍ରହ : ଆନନ୍ଦପୁରରେ କୃଷି ବିଭାଗ ପକ୍ଷରୁ ମିିଳୁଛି ପ୍ରୋତ୍ସାହନ

ଆନନ୍ଦପୁରର,ଆସିକା(ଲୋକନାଥ ସିଂ, ମନୋଜ ମୁନି): ଧାନ ଓ ପନିପରିବା ବାଦ ତୈଳ ଜାତୀୟ ଫସଲ କରି କେଉଁଠି ଚାଷୀ ଲାଭବାନ ହେଉଛି ତ ଆଉ କେଉଁଠି ଉପଯୁକ୍ତ ତାଲିମ ଓ ସହଯୋଗ ଅଭାବରୁ କ୍ଷତି ସହୁଛି ଚାଷୀ । କେନ୍ଦୁଝର ଆନନ୍ଦପୁରର…

  • Friday, 02 July 2021
cr
ସରପଞ୍ଚଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଦାଶ ବିଦ୍ୟାଧରପୁର ପଞ୍ଚାୟତର ସରପଞ୍ଚ ହରିହର ନନ୍ଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ପଞ୍ଚାୟତ ଅଫିସ ଆଗରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ହରିହରଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଆହୁରି ବିଗିଡ଼ି ଯିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ହରିହର ନନ୍ଦ ସରପଞ୍ଚ ନିର୍ବାଚନରେ […]

  • Friday, 02 July 2021
67
ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ଚାଷୀ

ଭବାନୀପାଟଣା: ବୀମା ଟଙ୍କା ନ ମିଳିବାରୁ ରାଜରାସ୍ତାରେ ବସିଛନ୍ତି ଚାଷୀ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ସମସ୍ତ ଚାଷୀ। ରାସ୍ତାରୋକ ଯୋଗୁଁ ଧର୍ମଗଡ଼-ଖରିଆର ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।…

floddy
ପୁଅର ଜୀବନ ବଞ୍ଚାଇବାକୁ ଯାଇ ପୂରା ପରିବାର କଲେ ସଂଘର୍ଷ

ବ୍ରହ୍ମପୁର: ଛୋଟ ପୁଅର ଜୀବନ ବଞ୍ଚାଇବା ପାଇଁ ନଦୀର ପ୍ରଖର ସ୍ରୋତ ମଧ୍ୟରେ ସଂଘର୍ଷ। ପିଲାର ଦେହ ଅସୁସ୍ଥ ହେବାରୁ ଔଷଧ ଆଣିବା ପାଇଁ ପ୍ରଖର ସ୍ରୋତ ମଧ୍ୟରେ ପୁରା ପରିବାର ଏବଂ ସମ୍ପର୍କୀୟ ଉଛୁଳା ନଦୀ ପାର ହୋଇ ଯାଉଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅଞ୍ଚଳରେ। ଲଘୁଚାପ ଜନିତ ବର୍ଷା ଯୋଗୁ ପାତ୍ରପୁର ବ୍ଲକର ପ୍ରାୟ ୫୦ଟି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ନଦୀ […]

  • Friday, 02 July 2021
anubhav
ଅନୁଭବଙ୍କ ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ଦେଲେ ଏମିତି ରାୟ

କଟକ: ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପଟିଆଲା ହାଉସ୍‌ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି।ସହମତି ଭିତ୍ତିକ ଆଲୋଚନାର ନିଷ୍କର୍ସ ଆସିବା ପରେ ଏହି ମାମଲାର ପରବର୍ତ୍ତୀ […]

  • Friday, 02 July 2021
pradipta naik
ସମାଲୋଚନା ଶୁଣିବାର ଧୈର୍ଯ୍ୟ ରଖନ୍ତୁ ରାଜ୍ୟ ସରକାର: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ବିଭିନ୍ନ ଉପାୟରେ ଓଟିଭିକୁ ରାଜ୍ୟ ସରକାର ହଇରାଣ କରୁଥିବା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ଗଣମାଧ୍ୟମର କଣ୍ଠରୋଧ ପ୍ରୟାସକୁ ସେ କଠୋର ଶବ୍ଦରେ ନିନ୍ଦା କରିଛନ୍ତି। ‘ସୁସ୍ଥ ଗଣତନ୍ତ୍ରରେ ଗଣମାଧ୍ୟମର ଏକ ବଡ ଭୁମିକା ଅଛି। ହେଲେ ଯେଉଁଭଳି ଭାବରେ ଆମ ରାଜ୍ୟରେ ସରକାର ଗଣମାଧ୍ୟମ ପ୍ରତି ଅସହିଷ୍ଣୁ ହୋଇପଡୁଛନ୍ତି ତାହା ଆଗରୁ କେବେ ଦେଖାଯାଇନଥିଲା। ସରକାର ଏପରି କାହିଁକି କରୁଛନ୍ତି ? କ’ଣ ସରକାର ଭାବୁଛନ୍ତି କି ସରକାର […]

  • Friday, 02 July 2021
bbsr
ରାଜଧାନୀରେ ବୁଲିଲା ଖଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱର ଶାସ୍ତ୍ରୀନଗର ଅଞ୍ଚଳରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଜଣେ ବ୍ୟକ୍ତିଙ୍କ ଘର ବାହାରେ ଖଣ୍ଡା ବୁଲାଇ ଦୁର୍ବୃତ୍ତ ଜଣକ ଧମକ ଚମକ ଦେଇଥିବା ନେଇ ଅଭିଯୋଗ ହୋଇଛ। ଘରୁ ପଦାକୁ ବାହାରିଲେ ପରିବାର ଲୋକଙ୍କୁ ହତ୍ୟା କରିଦେବାକୁ ଧମକ ଦେଇଛି ଦୁର୍ବୃତ୍ତ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଖାରବେଳ ନଗର ଥାନା ପୋଲିସ। ଆତଙ୍କରାଜ ପରେ ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆତଙ୍କରାଜର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାରୁ ସେହି ଆଧାରରେ ପୋଲିସ ତାର ତଦନ୍ତ ଆଗକୁ […]

  • Friday, 02 July 2021
SCB
SCBରେ ଫ୍ୟାନ ଖସିବା ଘଟଣା; ମହିଳା ମୃତ

କଟକ: ଏସସିବି ମେଡିକାଲ ସର୍ଜରୀ ବିଭାଗ ଛାତରୁ ଫ୍ୟାନ ଖସିବା ଘଟଣାରେ ଫ୍ୟାନ ପଡ଼ି ଗୁରୁତର ହୋଇଥିବା ମହିଳା ରୋଗୀଙ୍କ ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। #SCBରେ_ଫ୍ୟାନ୍_ଖସିବା_ଘଟଣା #ମହିଳା_ମୃତ ଏସସିବି ମେଡିକାଲ…

  • Friday, 02 July 2021
mahatma gandhi
ଆସନ୍ତା ୨୩ରେ ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ

ମହାତ୍ମା ଗାନ୍ଧିଙ୍କ କଟକ ଗସ୍ତକୁ ପୂରିବ ଶହେ ବର୍ଷେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ବେଲ ଭିୟୁ ଛକରେ ବ୍ରୋଞ୍ଜରେ ନିର୍ମିତ ଗାନ୍ଧି ପ୍ରତିମୂର୍ତ୍ତି ହେବ ଉଦଘାଟନ କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ଆସନ୍ତା ୨୩ତାରିଖରେ ଜାତୀର ପିତା ମହାତ୍ମା ଗାନ୍ଧିଙ୍କ କଟକ…

  • Friday, 02 July 2021
Cuttack-suchi
ସିନେମାଟୋଗ୍ରାଫରରୁ ମୋମୋ ବିକ୍ରେତା : କରୋନା ବଦଳାଇ ଦେଲା ଜୀବନଶୈଳୀ

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) : ବି-ଟାଉନ୍ ସିନେମାଟୋଗ୍ରାଫରରୁ ରାସ୍ତା କଡ଼ର ମୋମୋ ବିକ୍ରେତା । କରୋନା ବଦଳାଇ ଦେଲା ସମ୍ପୂର୍ଣ୍ଣ ଜୀବନଶୈଳୀ। ମୁମ୍ବାଇ ମାୟା ନଗରୀରୁ କଟକ ସହର ଲେଉଟାଣି । ବଲିଉଡ କଳାକାରଙ୍କ ଅଭିନୟକୁ କ୍ୟାମେରାରେ କଏଦ କରୁଥିବା ସିନେମାଟୋଗ୍ରାଫର ଆଜି…

  • Friday, 02 July 2021
sketing
କଟକ ସହରରେ ବଢୁଛି ସ୍କେଟିଂର ଚାହିଦା : ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ମଧ୍ୟରେ ଆଗ୍ରହ

କଟକ : କଟକ ସହରରେ ଦିନକୁ ଦିନ ବଢୁଛି ସ୍କେଟିଂର ଚାହିଦା । ପିଲାଙ୍କଠୁ ଆରମ୍ଭ କରି ଯୁବବର୍ଗ ସ୍କେଟିଂରେ ବେଶ ଆଗ୍ରହ ଦେଖାଉଛନ୍ତି । ସରକାରୀ ପ୍ରୋତ୍ସାହନ ମିଳିଲେ ସ୍କେଟିଂରେ ବି ଆମ ରାଜ୍ୟର ପିଲା ଗୌରବ ଆଣିବେ ବୋଲି…

  • Friday, 02 July 2021
Hyder
କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? ୩୬ ଘଣ୍ଟା ପରେ ବି ପୋଲିସର ହାତ ଖାଲି

କଟକ : ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିପାରିନି ପୋଲିସ । କେଉଁଠି ଲୁଚିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ? SCBରୁ ଫେରାର ପରେ ଓଡ଼ିଶାରେ ଅଛି ନା ରାଜ୍ୟ ବାହାରକୁ ପଳାଇଛି । ଏନେଇ ତନାଘନା ଚଳାଇଛି…

dharmendra-pradhan
'କୋଭିଡ୍ ୧୯' ପାଇଁ ଓଡ଼ିଶାକୁ ମିଳିଛି ୨୨,୨୬୭ କୋଟି ଟଙ୍କା

ଭୁବନେଶ୍ୱର: କୋଭିଡ-୧୯ ସମୟରେ ଓଡ଼ିଶା ପାଇଁ ୨୨ ହଜାର ୨୬୭ କୋଟିର କେନ୍ଦ୍ରୀୟ ପ୍ୟାକେଜ୍। ମୋଦି ସରକାରଙ୍କ ଏହି ସହାୟତା ରାଶି ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପାଇଁ ମୋଟ ୧୮ ହଜାର ୮୫୮ କୋଟିର ଆର୍ଥିକ ସହାୟତା ସାଙ୍ଗକୁ ଚାଉଳ, ଡାଲି, ଓ ଏଲପିଜି ସିଲିଣ୍ଡର ବାବଦକୁ ସହାୟତା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଗରିବ ଯୋଜନାରେ ରାଜ୍ୟର ୩.୧୭ […]

  • Friday, 02 July 2021
Capture 9
ପୁଣି ମନେପଡ଼ିଲା ବିଜୁ ବାବୁଙ୍କ ଡାକୋଟା କଥା, ଖୁବ୍‌ଶୀଘ୍ର ଆସିବ ଓଡ଼ିଶା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ବିଜୁ ବାବୁଙ୍କ ଡାକୋଟା । ଖୁବ୍‌ଶୀଘ୍ର ଓଡ଼ିଶା ଆସିବ ବିଜୁବାବୁଙ୍କ ଡାକୋଟା ବିମାନ । ଡାକୋଟା ଫେରାଇ ଆଣିବାକୁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।…

angul
ପୁଣି ଶବରୁ ଆଖି ଗାଏବ!

ଅନୁଗୁଳ: ପୁଣି ଥରେ ଶବରୁ ଗାଏବ ହୋଇ ଯାଇଛି ଆଖି । ଘଟଣା ଘଟିଛି ସେଇ ଅନୁଗୁଳ ମେଡିକାଲରେ । ଗୋଟିଏ ସପ୍ତାହରେ ଦୁଇ ଥର ଏପରି କାଣ୍ଡ ଘଟୁଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା…

  • Friday, 02 July 2021
angul
କୋଇଲା ଖଣିରେ ମାଟି ଧସିବା ଘଟଣା: ହାତ ଉଦ୍ଧାର, ଏବେବି ଜଣେ ନିଖୋଜ

ଅନୁଗୁଳ(ବିରଜା ପ୍ରସାଦ ଦାଶ): ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଜଣ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଏବେବି ଜଣେ ନିଖୋଜ ଅଛନ୍ତି। ଏଯାଏ ତାଙ୍କର କୌଣସି ପତ୍ତା ମିଳୁନାହିଁ। ଆଜି କୋଇଲା ଖଣିରୁ ଏକ…

  • Friday, 02 July 2021
se
ରାଜଧାନୀରେ ପୁଣି ଆରମ୍ଭ ହେଲା ସେରୋ ସର୍ଭେ

ଭୁବନେଶ୍ୱର: ରାଜଧାନୀରେ ବେକାବୁ ହୋଇଛି କରୋନା ସଂକ୍ରମଣ। ଏହାକୁ ରୋକିବା ପାଇଁ ପ୍ରଶାସନ ତତ୍ପର ହେଇଛି। ତେଣୁ ଆଜିଠୁ ପୁଣି ଭୁବନେଶ୍ୱରରେ ସେରୋ ସର୍ଭେ ଆରମ୍ଭ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆରଏମଆରସି ଓ ବିଏମସି ମିଳିତ ଭାବେ ଏହି ସର୍ଭେ କରୁଛନ୍ତି। ଆଜିଠୁ ଆସନ୍ତା ୧୮ ତାରିଖ ଯାଏ ଏହି ସର୍ଭେ ଚାଲିବ। ରାଜଧାନୀ ଭୁବନେଶ୍ୱରର ୨୫ଟି ୱାର୍ଡରୁ ୧୫ଶହ ଲୋକଙ୍କର ସାମ୍ପଲ କଲେକସନ କରାଯିବ ବୋଲି ସୂଚନା […]

  • Friday, 02 July 2021
angul
କୋଇଲା ଖଣିରେ ଅଘଟଣ: ମାଟି ଧସି ଜଣେ ଶ୍ରମିକ ମୃତ, ୯ ଗୁରୁତର

ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ଏକ ଅଘଟଣ ଘଟିଛି। କୋଇଲା ବ୍ଲାଷ୍ଟିଂ ବେଳେ ମାଟି ଧସି ଯିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ସାଢ଼େ ୧୦ଟାରୁ…

  • Friday, 02 July 2021