• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

swargadwara
ଆଜିଠୁ ପୁରୀ ସ୍ୱର୍ଗଦ୍ୱାରରେ କଟକଣା : ବାହାର ଜିଲ୍ଲାର ଲୋକେ କରିପାରିବେନି ଶବଦାହ

ଆଜିଠୁ ବାହାର ଜିଲ୍ଲାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ କୋଭିଡରେ ମୃତ ବ୍ୟକ୍ତିଙ୍କ ଶବଦାହ ଉପରେ କଟକଣା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅସ୍ଥି ବିସର୍ଜନ ଓ ଶ୍ରାଦ୍ଧ ଆଦିକାର୍ଯ୍ୟରେ ମଧ୍ୟ ବାହାର ଜିଲ୍ଲା ଲୋକଙ୍କ ଲାଗି…

  • Friday, 02 July 2021
ବିଷାକ୍ତ ଖାଦ୍ୟ ଖାଇ ଆଖି ବୁଜିଲେ ୩ ଭାଇଭଉଣୀ

ମାଲକାନଗିରି: ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା କଚେଲି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଭଉଣୀ ଓ ଜଣେ ଭାଇ ଅଛନ୍ତି। ମୃତ୍ୟୁବରଣ କରିଥିବା ୩ ପିଲାଙ୍କ ବୟସ- ୧୨,୭ ଓ ୩ ବର୍ଷ। ସେମାନଙ୍କ ନାଁ ସୁକାନ୍ତି ମାଡ଼ି, ସୀତାରାମ ମାଡ଼ି, ଅଞ୍ଜଳି ମାଡ଼ି। ତେବେ ମା’ ଓ ଆଉ ଜଣେ ଭଉଣୀ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ […]

  • Friday, 02 July 2021
collage (11)
ଗାଁ ମୁଣ୍ଡରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ନୂଆପଡା(ମାୟାଧର ସରାଫ୍) : ଗାଁ ପାଖରେ ବୁଲୁଛି ବାଘ । ନୂଆପଡା ଜିଲ୍ଲା ଖରିଆରରୋଡ ରେଞ୍ଜ ଅନ୍ତର୍ଗତ ହଲଦୀ ଗାଁ ନିକଟ ଜଙ୍ଗଳରେ ଏକ କଲରାପତରିଆ ବାଘ ବୁଲୁଥିବା ଜଣାପଡିଛି । କିଛି ଦିନ ହେବ ଏ ସଂରକ୍ଷିତ ଜଙ୍ଗଳରେ ବାଘ…

  • Friday, 02 July 2021
PKG
ଶସ୍ୟ ଶ୍ୟାମଳା ହୋଇ ପୁଣି ହସି ଉଠିବ ମୋ ଗାଁ : ପୁରୁଣା ଅଙ୍କାବଙ୍କା ରାସ୍ତା କଡ଼େ କଡ଼େ ଗଛ ଲଗାଉଛନ୍ତି ଯୁବଗୋଷ୍ଠୀ

ନୂଆପଡା(ମାୟାଧର ସରାଫ): ଶସ୍ୟ ଶ୍ୟାମଳା ହେବ ଗାଁ। ଜଙ୍ଗଲ ବୃଦ୍ଧି ପାଇଲେ ଫେରିଆସିବ ପଶୁପକ୍ଷୀ। କିଚିରିମିଚିରି ଶବ୍ଦରେ ଫାଟି ପଡ଼ିବ ଗାଁ।ସହର ଜୀବନଶୈଳୀକୁ ଆଦରି ନେଇଥିବା ଲୋକେ ଗାଁକୁ ଫେରିବେ। ସବୁଜିମାମୟ ହେବ ନୂଆପଡା ଜିଲ୍ଲ। ଗାଁର ନୀରିହପଣ ଓ ସରଳତାରେ…

  • Friday, 02 July 2021
7
କର୍ଫ୍ୟୁ କଟକଣା ମାନୁନି ଦାନବ ଭୋକ : ଶୂନଶାନ ରାତିରେ ଅଇଁଠା ଖଲି ଚାଟୁଛନ୍ତି ଅସହାୟ ବୃଦ୍ଧ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ମୁହଁ ନୁହେଁ ଆଖି କଥା କହୁଛି । କର୍ଫ୍ୟୁରେ ଦାଉ ଦାଉ ଜାଳୁଛି ପେଟର ଭୋକ । ସଂକ୍ରମଣ ଭୟ ଭିତରେ ନିତିଦିନିଆ ଅତିଥି ପାଲଟିଛି ଭୋକ । ପେଟର ଭୋକ ଅହରହ ଜାଳୁଛି ମଣିଷକୁ, ଶାନ୍ତିରେ ରଖେଇ ଦେଉନି…

  • Friday, 02 July 2021
nayagarh
ସାଢେ ତିନି ବର୍ଷର ସ୍ପ୍ରିଙ୍ଗ ଗର୍ଲ ପ୍ରିୟଦର୍ଶିନୀ 

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ର କୁନି ରାମଦେବ । ମାତ୍ର ସାଢେ ତିନି ବର୍ଷର କୁନି ଝିଅ ଟିଏ, ନିଖୁଣ ଏବଂ ନିର୍ଭୁଲ ଭାବେ ପ୍ରଦର୍ଶନ କରୁଛି ଯୋଗର ସମସ୍ତ ମୁଦ୍ରା । ଚକ୍ରାସନ, ମତ୍ସ୍ୟାସନ,  ବୃଶ୍ଚିକାସନ, ଭୂନମାସନ, ପଦାହସ୍ତାସନ, ପଶ୍ଚିମତାନାସନ…

  • Friday, 02 July 2021
water problem
ଖରା ଆରମ୍ଭରୁ ଜଳକଷ୍ଟ : ଲୁଣି ଓ ଆଇରନ ମିଶା ପାଣି ଯୋଗୁଁ ଚିନ୍ତାରେ ଲୋକେ

ପାରାଦୀପ,ନବରଙ୍ଗପୁର(ରମାକାନ୍ତ ନାୟକ, ନବଘନ ବିଷୋୟୀ) : ଖରା ତାତି ବଢିବା ସାଙ୍ଗକୁ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳରେ ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା । ନଳକୂପ ଜଳ ଅନେକ ସ୍ଥାନରେ ଲୁଣି ଓ ଆଇରନ ଯୁକ୍ତ ହୋଇଥିବାରୁ ସମସ୍ୟା…

  • Friday, 02 July 2021
nabarangpur
ରାସ୍ତା କଡ଼େ କଡ଼େ ବୁଲୁଛନ୍ତି ଭାଲୁ : ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ନବରଙ୍ଗପୁର(ନବଘନ ବିଷୋୟୀ) : ରାସ୍ତା କଡ଼ରେ ନିର୍ଭୟରେ ବୁଲୁଛନ୍ତି ଭାଲୁ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମ ନିକଟରେ ପୁଣି ଭାଲୁ ବୁଲୁଥିବାର ସୂଚନା ମିଳିଛି l ରାସ୍ତା କଡ଼େ କଡ଼େ ୪ ଟି ଭାଲୁ ବୁଲୁ ଥିବାର…

  • Friday, 02 July 2021
naveen
ଜନ୍ମଦିନରେ ଗରିବଙ୍କୁ ସାହାଯ୍ୟ କରିବାକୁ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ଏଥର ଜନ୍ମଦିନ କିପରି ପାଳନ କରବେ ସେ ନେଇ ଦିନକ ପୂର୍ବରୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି। ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ନୀବନ ନିବାସ ନ ଆସିବାକୁ ସେ ଅନୁରୋଧ କରିଛନ୍ତି। ସେହିପରି  ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ  ଆହ୍ୱାନ ଦେଇଛନ୍ତି। ଏଥିସହିତ ରକ୍ତଦାନ ଓ ପ୍ଲାଜମା ଦାନ […]

  • Friday, 02 July 2021
131878029_426601338674608_8495744340696941711_n
ଚାକିରି ପାଇଲେ ପୂଜା କିନ୍ନର: ରେଢାଖୋଲ ଉପଖଣ୍ଡରେ ପ୍ରଥମ

ରେଢାଖୋଲ(ରମାକାନ୍ତ ମହାନନ୍ଦ): ସମ୍ମାନ ସହ ମିଳିଲା ବଂଚିବାର ଅଧିକାର। ଜୀବନର ଅଙ୍କାବଙ୍କା ରାସ୍ତାରେ ନିର୍ଯାତନା ଓ ପ୍ରତାରଣା ତାଙ୍କୁ ସଂଗ୍ରାମରେ ହରାଇ ପାରିଲାନି। ସମାଜର ଟାହି ଟାପରାକୁ ଭ୍ରୁକ୍ଷେପ ନକରି ଦୃଢ଼ ଆତ୍ମବିଶ୍ୱାସ ବଳରେ ନିଜକୁ ସ୍ୱାବଲମ୍ବୀ କରିପାରିଛନ୍ତି ପୂଜା କିନ୍ନର।…

  • Friday, 02 July 2021
odisha
ବ୍ରିଜ୍‌ ଉପରେ ଚପଲ, ସ୍କୁଟି ରଖି ନଦୀକୁ ଡେଇଁ ପଡ଼ିଲେ ୨ ଭଉଣୀ

ବଲାଙ୍ଗିର: ନଦୀକୁ ଡେଇଁ ପଡ଼ି ୨ ଭଉଣୀ ନିଖୋଜ। ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଆଜି ଏହି ଅଘଟଣ ଘଟିଛି। ବ୍ରିଜ୍‌ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, […]

  • Friday, 02 July 2021
otv
ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଓଟିଭିର ବରିଷ୍ଠ ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ। ଓଟିଭିର ଭୁବନେଶ୍ୱର ପ୍ରତିନିଧି ରମେଶ ରଥଙ୍କୁ ପୋଲିସ୍ ଉଠାଇ ନେଲା। ରମେଶଙ୍କୁ ତାଙ୍କ ଘର ପାଖରୁ ପୋଲିସ ଉଠାଇ ନେଇଛି। ୪ରୁ ୫ ଜଣ ପୋଲିସ ଜୋର ଜବରଦସ୍ତ ଉଠାଇ ନେଇଥିବା ଜଣାପଡ଼ିଛି। ରମେଶଙ୍କୁ ଗାଡ଼ିରେ ବସାଇ ଅଜ୍ଞାତ ସ୍ଥାନକୁ ପୋଲିସ ନେଇଯାଇଛନ୍ତି। ଏମିତିକି ଫୋନ୍‌ଟିଏ କରିବାକୁ ବି ରମେଶଙ୍କୁ ସୁଯୋଗ ଦେଇନଥିଲେ। ଫୋନ୍ କରିବାକୁ ଚାହିଁବାରୁ, ମୋବାଇଲ ଛଡ଼ାଇ ନେଇଥିଲା ପୋଲିସ। ଏ ସମସ୍ତ ଘଟଣା […]

  • Friday, 02 July 2021
arrest
କଟକ ଗଣଦୁଷ୍କର୍ମ ମାମଲା: ପ୍ରମାଣ ଖୋଜିବ ସାଇଣ୍ଟିଫିକ ଟିମ

କଟକ: ତିର୍ତ୍ତୋଲ ଅଞ୍ଚଳର ଛାତ୍ରୀକୁ କଟକରେ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। କଟକ ଡିସିପି ପ୍ରତୀକ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଗତକାଲି ରାକେଶ ରାଉତ ନାମକ ଯଣେ ଯୁବକକୁ ଗିରଫ କରାଯାଇଥିବାବେଳେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍ତୋଷ ବେହେରାକୁ ଗିରଫ କରିଛି କମିଶନରେଟ ପୋଲିସ। ଚାଉଳିଆଗଞ୍ଜ ଥାନାରେ POCSO ଓ ଅନ୍ୟ ଦଫାରେ ମାମଲା ହୋଇଛି। ସେମାନଙ୍କଠାରୁ ୩ଟି ମୋବାଇଲ ଜବତ […]

  • Friday, 02 July 2021
rathayatra
ପାଖେଇ ଆସୁଛି ରଥଯାତ୍ରା; ଶେଷ ହେବାକୁ ଯାଉଛି ରଥକାମ

ପୁରୀ: ବିନା ଭକ୍ତରେ ହେବ ପୁରୀ ରଥଯାତ୍ରା। ଭକ୍ତ ନ ଆସିଲେ ବି ଉତ୍ସାହ କମିନି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଖେଇ ଆସୁଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପଟେ ରଥଯାତ୍ରା ପାଇଁ ରଥ ନିର୍ମାଣ କାମ ଚୂଡାନ୍ତ ପର୍ଯ୍ୟାୟରେ…

heavyrain
୧୯ରେ ଆଉ ଏକ ଲଘୁଚାପ !

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ ଆଉ ଏକ ଲଘୁଚାପ। କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ଏନେଇ ବିସ୍ତୃତ ସୂଚନା ବା ପୂର୍ବାନୁମାନ ଆସିନାହିଁ। ପୂର୍ବରୁ ଲଘୁଚାପ ବର୍ଷାରେ ଦକ୍ଷିଣ ଓଡ଼ିଶାର ସ୍ଥିତି ବେହାଲ ହୋଇଥିବା ବେଳେ ଆଉଏକ ଲଘୁଚାପ ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପୁଣି ଚିନ୍ତା ବଢାଇଛି। ପ୍ରକାଶଥାଉକି, ଗତ ତାରିଖରେ […]

  • Friday, 02 July 2021
s
ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ରାଜଭବନ ପାଖ ପେଟ୍ରୋଲ ପମ୍ପ୍ ବିସ୍ଫୋରଣ ଘଟଣାରେ DNA ଟେଷ୍ଟ ପାଇଁ ଭୁବନେଶ୍ୱରରେ ସୀମାଞ୍ଚଳଙ୍କ ପରିବାର ପହଞ୍ଚିଛନ୍ତି। ନିଖୋଜ ସୀମାଞ୍ଚଳଙ୍କ ବାପା, ମାଆ ଓ ଭାଇ କ୍ୟାପିଟାଲ ହସ୍ପିଟାଲକୁ ଏହି ଟେଷ୍ଟ ପାଇଁ ଯାଇଛନ୍ତି। ସୀମାଞ୍ଚଳଙ୍କ ବାପା ବିସ୍ଫୋରଣ ପାଇଁ ଦାୟୀ କିଏ ସେ ନେଇ ପ୍ରଶ୍ନ କରିଛନ୍ତି। ବିସ୍ଫୋରଣ କାହାର ଭୁଲ ପାଇଁ ହେଲା ଏବଂ ଏଥିପାଇଁ କିଏ ଦାୟୀ ସ୍ପଷ୍ଟ ହେଉ ବୋଲି ସେ କହିଛନ୍ତି। ଏହା ସହ ପୁଅ ନିଖୋଜ ନେଇ […]

  • Friday, 02 July 2021
pratap-jena
'ପିସିସି ସଭାପତି ଛୋଟପିଲା ଭଳି ମନ୍ତବ୍ୟ ଦେଇଛନ୍ତି'

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା କଥାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା, କିନ୍ତୁ ସଂଧ୍ୟା ଯୋଗୁଁ ଦିଆଯାଇପାରିଲା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଭିଯୋଗ ଆଣିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ପରିବାରର ଇଚ୍ଛା ଏବଂ କୋଭିଡ଼ କଟକଣା ମାନି ସବୁକିଛି […]

  • Friday, 02 July 2021
light
ପ୍ରବଳ ବର୍ଷିବ, ୧୪ ଜିଲ୍ଲାକୁ ବଜ୍ରପାତ ଆଲର୍ଟ

ଭୁବନେଶ୍ୱର: ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷିବ। ସେହିପରି କାଲି ୧୪ ଜିଲ୍ଲାକୁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ସତର୍କ ସୂଚନା ଦିଆଯାଇଛି। ସେହି ଜିଲ୍ଲାଗୁଡିକ ହେଲା:- ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଜଗତସିଂହପୁର ଓ କେନ୍ଦ୍ରାପଡ଼ା। ବଙ୍ଗୋପସାଗରରେ ଆସନ୍ତା ୧୯ ତାରିଖ ବେଳକୁ ଦାନାବାନ୍ଧି ପାରେ […]

  • Friday, 02 July 2021
bagala22
ଉତ୍ତରା ଛକରେ ପୋଲିସ୍-ବିଜେପି କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଘଟଣାକୁ ନେଇ ତେଜୁଛି ବିବାଦ। ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ୨୭ ଦିନ ଧରି ପୁରୀରେ ଧାରଣା ପରେ ଜିଲ୍ଲା ପ୍ରଶାସନ ନଶୁଣିବାରୁ ଦଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛି। ଏନେଇ ନବୀନଙ୍କୁ ସ୍ମାରକପତ୍ର ଦେବା ପାଇଁ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଗତକାଲି ପୁରୀରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରିଥିଲେ। ତେବେ ପୋଲିସ ସେମାନଙ୍କୁ ଆଜି ଉତ୍ତରା ଛକରେ ଅଟକାଇଥିଲା। […]

  • Friday, 02 July 2021
naveen
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗ: ସ୍ପଷ୍ଟୀକରଣ ରଖିଲା AAI

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ହେଲିକପ୍ଟର ଉଡ଼ାଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛି ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ(AAI)। AAIର ସୂଚନାନୁସାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ୧୯ ମିନିଟ୍ ଉଡ଼ାଣ କରିଥିଲା। ଅପରାହ୍ନ ୩ଟା ୪୨ରେ ଉଡ଼ାଣ ଆରମ୍ଭ କରି ୪ଟା ୦୧ରେ ଉଡ଼ାଣ ଶେଷ କରିଥିଲା। ୱାର୍ମ ଅପ୍ ଟାଇମ୍ ଛାଡ଼ି ୧୯ ମିନିଟ୍ ହେଲିକପ୍ଟର ଉଡ଼ାଣ କରିଥିଲା AAI ସ୍ପଷ୍ଟ କରିଛି। ସେହିପରି ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ SOP ଅନୁଯାୟୀ, କେବଳ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ […]

  • Friday, 02 July 2021
mask
ଦିନକରେ ସୁସ୍ଥ ହେଲେ ୨୭୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏଯାବତ୍ ୨ ଲକ୍ଷ ୩୮ ହଜାର ୫୩୫ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୪୫୭, କଟକରୁ ୨୦୨, ପୁରୀରୁ ୧୮୫, ଅନୁଗୁଳ- ୧୮୨, କେନ୍ଦ୍ରାପଡ଼ା- ୧୫୦, ନୂଆପଡ଼ାରୁ ୧୪୨, ସୁନ୍ଦରଗଡ଼- ୧୦୬, ବାଲେଶ୍ୱର- ୯୪, ଯାଜପୁର- ୯୧, ଷ୍ଟେଟ୍ ପୁଲ୍- ୮୪ […]

  • Friday, 02 July 2021
creamirtion
'କରୋନା ରୋଗୀଙ୍କ ଶବଦାହର ବିକଳ୍ପ ବ୍ୟବସ୍ଥା କର'

କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ। ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କାଳିଆବୁଦା ଶ୍ମଶାନକୁ ମଧ୍ୟ ଆଲୋକୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ଲୋକଙ୍କ ଦୃଷ୍ଟି ଏଡ଼ାଇବାକୁ ଏଭଳି ପଦକ୍ଷେପ ନେବା ଲାଗି କୁହାଯାଇଛି। ଅନ୍ୟ କୌଣସି ଠାରେ ଶବଦାହ ନେଇ ବିକଳ୍ପ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଭୁବନେଶ୍ୱରରେ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ […]

  • Friday, 02 July 2021
accident
ଘାଟିରୁ ଖସିଲା ବସ୍, ୨୫ ଛାତ୍ରଛାତ୍ରୀ ଆହତ

ମୋହନା: ସାନଖେମୁଣ୍ଡିର ତପ୍ତପାଣି ଘାଟିରୁ ଓଲଟିଲା ବସ୍। ପାଳୁଖୋଳା ନିକଟରେ ୟୁ ଟର୍ଣ୍ଣ ନେବା ବେଳେ ଓଲଟି ପଡିଲା। ବସ୍‌ରେ OJEE ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ଖୋର୍ଦ୍ଧା ଆସୁଥିଲେ। ଗଜପତି ଜିଲ୍ଲାର ରାମଗିରି, ଉଦୟଗିରି, ଜିରାଙ୍ଗ ଅଞ୍ଚଳରୁ ଆସୁଥିଲେ। ୨୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି। ଅକ୍ଟୋବର ୧୨ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଆରମ୍ଭ ହୋଇଛି Odisha Joint Entrance Examination (OJEE) ପରୀକ୍ଷା ଚାଲୁଛି JEE(Main) […]

  • Friday, 02 July 2021
boat
ଚିଲିକାରେ ବୁଡ଼ିଗଲା ଦ୍ୱିତୀୟ ଭସାପୋଲ

କୃଷ୍ଣପ୍ରସାଦ: ଚିଲିକାରେ ଯାତ୍ରୀମାନଙ୍କ ଯାଆସ ପାଇଁ ଥିବା ଦ୍ୱିତୀୟ ଭସାପୋଲ ଏବେ ପାଣିରେ ବୁଡ଼ିଗଲା। ଚିଲିକା ଉନ୍ନୟନ ବିଭାଗ ପକ୍ଷରୁ ଚିଲିକାରେ ଦ୍ୱିତୀୟ ଭସାପୋଲ ସେପ୍ଟେମ୍ବର ୧୫ ତାରିଖରେ ପ୍ରଚଳନ କରାଯାଇଥିଲା। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୨ମାସ ନପୁରୁଣୁ ଚିଲିକାର ଜହ୍ନିକୁଦା ଘାଟରେ ଏହି ଭସାପୋଲ ସେବା ବନ୍ଦ ହୋଇଯାଇଥିଲା। ଅଧା ବୁଡିଯାଇଥିବା ଅବସ୍ଥାରେ ସେହିଦିନଠାରୁ ରହିଥିଲା। ଆଉ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଭସାପୋଲର ଇଞ୍ଜିନ ତଳ ଭାଗରେ ପାଣି ଭର୍ତ୍ତି ହୋଇ ରହିଥିବା ଦେଖିବାକୁ […]

  • Friday, 02 July 2021
burn22
ଜିଅନ୍ତା ଜଳିଗଲେ ଦମ୍ପତି

ବ୍ରଜରାଜନଗର: ଜିଅନ୍ତା ଜଳିଗଲେ ଦମ୍ପତି। ରାମପୁରରେ କୋଇଲା ଚୁଲାରୁ ନିଆଁ ଲାଗି ପୋଡ଼ିଗଲେ। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ଜୀବନ୍ତ ଦଗ୍ଧ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲାରେ। ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ରାମପୁର ଠାରେ ଥିବା ଗିରିବର ଦାଶ(47)ଙ୍କ ପତ୍ନୀ ଗୀତା ଦାଶ ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ ପିନ୍ଧିଥିବା ଶାଢୀରେ ନିଆଁ ଲାଗିଯାଇଥିଲା। ମହିଳା ତଳେ ପଡିବାରୁ ମହିଳାଙ୍କ ଦେହରେ ଜୋରରେ ନିଆଁ […]

  • Friday, 02 July 2021