• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

cp on anjana
କେମିତି ଧରାପଡ଼ିଥିଲା ଅଞ୍ଜନା ଘଟଣାର ମୁଖ୍ୟ ଅପରାଧୀ?

୨୨ ବର୍ଷ ତଳର ବହୁଚର୍ଚ୍ଚିତ  ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଗିରଫ ମୁଖ୍ୟ ଅଭିଯୁକ୍ତର ନାମ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳ। ୨୨ ବର୍ଷ ପରେ ଧରାପଡ଼ିଛି ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ।

Corona School
"ସ୍କୁଲରେ ସଠିକ୍ ଭାବରେ ପାଳନ କର କରୋନା ନିୟମ"

କୋଭିଡ୍ ଗାଇଡ୍ଲାଇନ୍ ପାଳନ ନେଇ ସ୍ୱତନ୍ତ୍ର ପଦକ୍ଷେପ ନେଇଛି ଗଣ ଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁସାରେ,  ସମସ୍ତ DEOଙ୍କୁ ଚିଠି ଲେଖିଛନ୍ତି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ। SRC ଜାରି କରିଥିବା ଗାଇଡ୍ଲାଇନ୍ ପାଳନ ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଗଶଣିକ୍ଷା ସଚିବ

  • Wednesday, 14 July 2021
corona
କରୋନା ଆକ୍ରାନ୍ତଙ୍କ ଉପରେ ନଜର, ୨୪ ଘଣ୍ଟାରେ ୬୯ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପୁଣି ୧୦୦ ତଳେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୪୧ ଜଣ କ୍ୱାରେଣ୍ଟିନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି।

mada-dokana
ସରକାରୀ ଜମିରେ ଖୋଲିଛି ବିଦେଶୀ ମଦ ଦୋକାନ

ଶ୍ୱ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକାର ପର୍ଯ୍ୟଟନ କ୍ଷେତ୍ରରେ ସାରା ବିଶ୍ୱରେ ସ୍ୱତ୍ୱନ୍ତ୍ର ସ୍ଥାନ ରହିଛି। ତେବେ ଜାତୀୟ ଉଦ୍ୟାନ ଲାଗି ଭିତ୍ତିଭୂମି ଗଠନରେ ଦେଖାଦେଇଛି ବ୍ୟାପକ ଅବ୍ୟବସ୍ଥା। ଜାତୀୟ ଉଦ୍ୟାନ ନିକଟରେ ରହିଛି ସରକାରୀ ବିଦେଶୀ ମଦ ଦୋକାନ

  • Wednesday, 14 July 2021
Karanjia
ଦିନ ପରେ ଦିନ ବିତୁଛି କିନ୍ତୁ କାମ ସରୁନି

୨୮ ବର୍ଷ ବିତିଲାଣି ହେଲେ ଏ ପର୍ଯ୍ୟନ୍ତ ସରିପାରୁନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନର ଦେଓ ନଦୀବନ୍ଧ ପ୍ରୋଜେକ୍ଟ। ୫୨ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି ନଦୀବନ୍ଧ ଯୋଜନାର ବ୍ୟୟ ଅଟକଳ ଏବେ ୯୦୦କୋଟିରେ ପହଞ୍ଚିଲାଣି।

  • Wednesday, 14 July 2021
corona
ବଢୁଛି ସଂକ୍ରମଣଙ୍କ ସଂଖ୍ୟା, ପୁଣି ଥରେ ଆରମ୍ଭ ହୋଇପାରେ ଲକଡାଉନ୍‌

ଭୁବନେଶ୍ୱର: ପୁଣି ଧୀରେ ଧୀରେ ବଢିବାରେ ଲାଗିଛି କରୋନା। କ୍ରମାଗତ ଭାବରେ ଦେଶରେ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। କେବଳ ଯେ ବଢୁଛି ତାହା ନୁହେଁ ବରଂ ଚିନ୍ତା ବି ବଢାଉଛି। ସରକାରଙ୍କ ପକ୍ଷରୁ କରୋନା କୁ ନେଇ ଏବେ ବି କଟକଣା ଜାରି ହୋଇଥିବା ବେଳେ ତାହାର ସଠିକ ଭାବରେ ଅନୁପାଳନ କରୁନାହାନ୍ତି ଲୋକେ। ଯାହାଦ୍ୱାରା ପୁଣି ଥରେ ଲକଡାଉନ ଓ ସଟଡାଉନ ହେବା ନେଇ ଆରମ୍ଭ ହେଉଛି ଚର୍ଚ୍ଚା। ରାଜ୍ୟରୁ କରୋନା କୋପ କମିଥିଲେ […]

  • Wednesday, 14 July 2021
0165_NAGA-BABA-BYTE-2
ଖଣ୍ଡଗିରି ମାଘମେଳାରେ ସିଦ୍ଧି ପାଇଁ ସାଧୁଙ୍କ ଭିଡ଼

ମାଘମେଳା ପାଇଁ ଖଣ୍ଡଗିରି ପାଲଟିଛି ତପୋଭୂମି। ସାଧନାର ସିଦ୍ଧି ପାଇଁ ଏକାଠି ହୋଇଛନ୍ତି ଶତାଧିକ ତପସ୍ୱୀ। ଯଜ୍ଞ, ଆହୁତି ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଆଖପାଖ ପରିବେଶ। ରାଜ୍ୟ ତଥା ରାଜ୍ୟ ବାହାରୁ ଆସି ଏକତ୍ରିତ ହୋଇଛନ୍ତି ଶତାଧିକ ସାଧୁସନ୍ଥ

  • Wednesday, 14 July 2021
andhra
ଗାଁର ନା ବଦଳାଇ ଦେଇ ଓଡ଼ିଶା ଜମିକୁ ହାତେଇଛି ଆନ୍ଧ୍ର

କଥାରେ ଅଛି କଅଁଳ ଲୁହାକୁ ଉଈ ଖାଏ ବୋଲି। ସେଇଆ ହିଁ ହେଉଛି ।ଆମ ସରଳତା କୁହନ୍ତୁ କି ବ୍ୟବସ୍ଥାର ନିକମାପଣ ପାଇଁ ସୀମାରେ ବର୍ଷ ବର୍ଷ ଧରି ଦାଦାଗିରି ଦେଖାଇ ଚାଲିଛି ଆନ୍ଧ୍ର।

  • Wednesday, 14 July 2021
paddy
ବିଧାନସଭାରେ ଥମୁନି ଚାଷୀ ସମସ୍ୟାର ଝଡ଼

ଉଦବେଗ ସ୍ଥିତିରେ ପହଞ୍ଚିଲାଣି ଧାନ ସଂଗ୍ରହ ସମସ୍ୟା। ଟୋକନ୍ ଅବଧି ସରିଯାଇଥିବାରୁ ପଶ୍ଚିମରୁ ଉପକୂଳ ଯାଏଁ ଖୋଲାମେଲାରେ ପଡ଼ିରହିଛି ହଜାର ହଜାର କ୍ୱିଣ୍ଟାଲ୍ ଧାନ। କେଉଁଠି ଅଦିନିଆ ବର୍ଷା ମାଡ଼ରେ ଧାନ ତିନ୍ତୁଛି, ତ ଆଉ କେଉଁଠି ରାଜରାସ୍ତାରେ ଧାନ ପକାଇ ଆନ୍ଦୋଳନରେ ବସିଛି ଚାଷୀ

  • Wednesday, 14 July 2021
corona-lockdown
ଚିନ୍ତା ବଢାଉଛି କରୋନା: ପୁଣି ଫେରିପାରେ ଲକଡାଉନ

ସତର୍କତାରେ ଢିଲା ପଣ ପାଇଁ ରାଜ୍ୟକୁ ପୁଣି ଫେରିପାରେ ଲକଡାଉନ। ରାଜ୍ୟରୁ କରୋନା କୋପ କମିଥିଲେ ବି ଏବେ କୋଭିଡର ପରିବର୍ତ୍ତିତ ରୂପ ପୁଣି ଡରାଇବା ଆରମ୍ଭ କରିଥିବା ଦେଖିବାକୁ ମିଳିଲାଇଣି। ବିଦେଶ ପରେ ଦେଶର ୫ ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ଏ ଭୟ ପୁଣି ଚିନ୍ତା ବଢାଇଲାଣି।

  • Wednesday, 14 July 2021
per-head-income
ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୦-୨୧: ରାଜ୍ୟରେ କମିଲା ମୁଣ୍ଡପିଛା ଆୟ

ରାଜ୍ୟରେ କମିଲା ମୁଣ୍ଡପିଛା ଆୟ। ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ରାଜ୍ୟରେ ମୁଣ୍ଡପିଛା ଆୟ କମିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୯-୨୦ରେ ରାଜ୍ୟରେ ମୁଣ୍ଡପିଛା ଆୟ ଥିଲା ୧ଲକ୍ଷ ୪ ହଜାର ୫୬୬ ଟଙ୍କା।

  • Wednesday, 14 July 2021
assembly
ଚାଲି ପାରୁନାହିଁ ଗୃହ, ଆଜି ବି ହୋହାଲ୍ଲା କଲେ ବିରୋଧୀ

ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ନେଇ ଆଜି ପୁଣି ଗୃହରେ ହଙ୍ଗାମା କରିଛନ୍ତି ବିଜେପି ଓ କଂଗ୍ରେସ। ମଣ୍ଡି ସମ୍ପର୍କରେ ଆଲୋଚନା ଦାବି କରି ଗୃହରେ ହୋହଲ୍ଲା କରିଥିଲେ ବିରୋଧୀ। ତେବେ ବିରୋଧୀଙ୍କ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ରୁଲିଂ ଅନୁଯାୟୀ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟରେ ୧୯ ତାରିଖ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଛି। ଗତବର୍ଷ ଏହି ଦିନ ସୁଦ୍ଧା […]

  • Wednesday, 14 July 2021
koraput
ବୁଣାକାରଙ୍କୁ ଘାରିଛି କୌଳିକ ବୃତ୍ତି ହରାଇବା ଚିନ୍ତା : ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ଯନ୍ତ୍ରାଂଶ

ଦିନେ କାରିଗରଙ୍କୁ କାମରୁ ଫୁରସତ୍ ମିଳୁନଥିଲା । ଭଳିକି ଭଳି ଶାଢୀ, ଲୁଙ୍ଗି, ଗାମୁଛା ତିଆରି ହୋଇ ବିକ୍ରି ପାଇଁ ଯାଉଥିଲା॥ କିନ୍ତୁ ଏବେ ଧୂଳି ଧୁସରିତ ହୋଇ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ଲୁଗା ବୁଣା ସାମଗ୍ରୀ ଗୁଡିକ ।

utkal university
ଡ୍ରଗ୍ ଫ୍ରୀ ହେବ ରାଜ୍ୟର ସବୁ କ୍ୟାମ୍ପସ

ଭୁବନେଶ୍ୱର: କ୍ୟାମ୍ପସ ଗୁଡ଼ିକୁ ଡ୍ରଗ୍ ଫ୍ରୀ କରିବାକୁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ଜଣାପଡିଛି। ଆସନ୍ତା ଶିକ୍ଷାବର୍ଷରୁ ସବୁ  ଶିକ୍ଷାନୁଷ୍ଠାନ ନିଶାମୁକ୍ତ ହେବା ନେଇ ଯୋଜନା ବି କରାଯାଉଛି। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା, NSSର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ତେବେ ଖୁବଶୀଘ୍ର ଏନେଇ ଗାଇଡ ଲାଇନ୍ ଜାରି କରିବ ଉଚ୍ଚ ଶିକ୍ଷା ବିଭାଗ। କିଛି ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ […]

  • Wednesday, 14 July 2021
zero-sarpanch
ଏବେ କେମିତି ଅଛନ୍ତି କରୋନା କାଳର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ?

ବଲାଙ୍ଗିର(ମନରଞ୍ଜନ ଯୋଶୀ) ତୃଣମୂଳ ସ୍ତରରେ କରୋନା ଲଢ଼େଇକୁ ବଳ ଦେବାକୁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଥିଲେ ରାଜ୍ୟ ସରକାର। ପ୍ରତି ପଞ୍ଚାୟତରେ ଟିଏମସି ସେଣ୍ଟର ଖୋଲିବାଠୁ ନେଇ ପ୍ରବାସୀ ଶ୍ରମିକଙ୍କ ଖାଇବା-ପିଇବା, ପଞ୍ଚାୟତରେ କରୋନା ପରିଚାଳନା ଆଦି ସବୁ କ୍ଷେତ୍ରରେ ସେମାନଙ୍କୁ ଅଖଣ୍ଡ କ୍ଷମତା ଦିଆଯିବା ସହ ୫ ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବି ଘୋଷଣା କରିଥିଲେ ରାଜ୍ୟ ସରକାର। ହେଲେ ଏବେ କେମିତି ଅଛନ୍ତି କରୋନା କାଳର ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ? ଟିଏମସି ବାବଦକୁ […]

  • Wednesday, 14 July 2021
bylaw
ସ୍ଥଗିତ ରହିଲା NMAର ଚିଠା ବାଇ-ଲ

ଭୁବନେଶ୍ୱର: ଶେଷରେ ସ୍ଥଗିତ ହେଲା NMAର ଚିଠା ବାଇ-ଲ। ଶ୍ରୀକ୍ଷେତ୍ର ଲାଗି ଉଦ୍ଦିଷ୍ଟ ବାଇ-ଲ ପ୍ରତ୍ୟାହାର ପରେ ଓଡ଼ିଶାର ବିଭିନ୍ନ ଐତିହ୍ୟସ୍ଥଳୀ ଲାଗି ପ୍ରସ୍ତୁତ ବାଇ-ଲ କୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ଏ ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ଚିଠି ଗତ ୯ ତାରିଖରେ ଅବଗତ କରିଥିବା ବେଳେ ଏହା ଏବେ ସାମ୍ମାକୁ ଆସିଛି। ତେବେ ବାଇ-ଲ ସ୍ଥଗିତ ନୁହେଁ, ପୂର୍ଣ୍ଣ ପ୍ରତ୍ୟାହାର ପାଇଁ ଦାବି ରଖିଛି ବିଜେଡି। ସେପଟେ ଆଜି […]

  • Wednesday, 14 July 2021
kongna
ପୁରୀ ଆସି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି କଙ୍ଗନା ରାଣାୱତ୍

ଜଗାଦର୍ଶନ କରି ବିଭୋର ହେଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଶ୍ରୀକ୍ଷେତ୍ର ଆସି ଆଜି ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ୱତ। ମନରେ ବହୁ ଦିନରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ଇଛା ଥିଲା, ତାହା ଆଜି ପୂରଣ ହୋଇଛି ବୋଲି ସେ କାଳିଆ ଦର୍ଶନ ପରେ କହିଛନ୍ତି।

  • Wednesday, 14 July 2021
kotia
କୋଟିଆ ପ୍ରସଙ୍ଗ: ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର

କୋଟିଆକୁ ଓଡ଼ିଶାର ସାବ୍ୟସ୍ତ ଲାଗି ରହିଛି ପର୍ଯ୍ୟାପ୍ତ ପ୍ରମାଣ ସୁପ୍ରିମକୋର୍ଟରେ ପକ୍ଷ ରଖିଲେ ରାଜ୍ୟ ସରକାର ଆନ୍ଧ୍ର ଭୁଲ ତଥ୍ୟ ଦେବା ସହ ନିର୍ଦ୍ଦେଶର ଅବମାନନା କରିଥିବା ଜଣାଇଲେ ଆନ୍ଧ୍ରର ସତ୍ୟପାଠ ଉପରେ ୪ ସପ୍ତାହରେ ଉତ୍ତର ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ […]

Farmer
ଟୋକନ୍ ପାଇଁ ବିଷ ପିଇଲେ ଚାଷୀ

ନୂଆପଡ଼ା(ମାୟାଧର ସରଫ): ଅମଳ ଧାନକୁ ବିକ୍ରି କରିନପାରି ଶେଷରେ ବିଷ ପିଇଲେ ଚାଷୀ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏଭଳି ଅଭିଯୋଗ। ସିନାପାଲି ଭିଙ୍ଗିଆମୁଣ୍ଡା ଗାଁର ଚାଷୀ ରୋମାଚନ ଦଣ୍ଡସେନା ଆଜି ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରୋମାଚନ ନିଜ ଜମିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଟୋକନ ଅବଧି ସରିଯିବାରୁ ଧାନ ବିକି ନପାରି ହତୋତ୍ସାହିତ ହେବା […]

  • Wednesday, 14 July 2021
water tank
ଖବର ସଂକ୍ଷେପରେ: ଦେଖନ୍ତୁ ରାଜ୍ୟର କିଛି ଖବର

ଜଳ ହିଁ ଜୀବନ ! ଜଳର ସୁରକ୍ଷା ପାଇଁ ସବୁଠି ଚାଲିଛି ସଚେତନତ। ଏମିତି କି ୱାଟର ଟ୍ୟାଙ୍କରେ ମଧ୍ୟ ବଡ଼ ବଡ଼ ଇଂରାଜୀ ଅକ୍ଷରରେ ବି ଲେଖାଯାଉଛି ସେଭ ୱାଟର। କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା ରହୁଛି। ଲେଖାଯାଉଛି ଗୋଟିଏ କଥା, ଆଉ କାର୍ଯ୍ୟ ହେଉଛି ଅନ୍ୟ କଥା।

  • Wednesday, 14 July 2021
assembly
ସୁରୁଖୁରୁରେ ଚାଲି ପାରୁନାହିଁ ବିଧାନସଭା: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ କଲେ ହଟ୍ଟଗୋଳ

ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ବି ବିଧାନସଭା ଅଚଳ ହୋଇଛି। ଆଜି ପ୍ରଶ୍ନକାଳ ଆରମ୍ଭରୁ ଚାଷୀ ପ୍ରସଙ୍ଗରେ ବିରୋଧୀ ହଟ୍ଟଗୋଳ କରିଥିଲେ, ଫଳରେ ଗୋଟିଏ ମିନିଟ୍ ବି ପ୍ରଶ୍ନକାଳ ଚାଲି ପାରିନଥିଲା।

assembly
ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ଦିଆଯାଉଛି ଗୁରୁତ୍ୱ: ରାଜ୍ୟପାଳ

କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ୍। ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନର ଆରମ୍ଭରେ ଆଜି ରାଜ୍ୟପାଳ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଯେ, କରୋନା ତାଲା ବନ୍ଦ ବେଳେ ଲୋକଙ୍କ ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଥିଲା

  • Wednesday, 14 July 2021
139607733_537570540484390_3075500427231863331_n
ମଣ୍ଡିରେ ଚାଷୀଙ୍କୁ ଶୋଷଣ ଓ ଧାନ କିଣାକୁ ନେଇ ମିଲର୍ସଙ୍କ ମନମାନୀ

ଏବେ ମଣ୍ଡି ଓ ମିଲର୍ସକୁ ନେଇ ଖୁବ ଚର୍ଚ୍ଚା। କାରଣ ମଣ୍ଡିରେ ମିଲର୍ସଙ୍କ ମନମାନୀ ଯୋଗୁଁ, ହଇରାଣ ହରକତ ହେଉଛନ୍ତି ବିଚରା ଚାଷୀ । ଚାଷୀର ଧାନ ବିକ୍ରୀ ହେଉନାହିଁ । କିନ୍ତୁ ମିଲର୍ସଙ୍କ ଟାର୍ଗେଟ ପୂରି ଯାଉଛି । କେମିତି ହେଉଛି ଟାର୍ଗେଟ ?

  • Wednesday, 14 July 2021
assembly
ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ, ବିରୋଧୀ କଲେ କକ୍ଷତ୍ୟାଗ

ବିଧାନସଭା ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। କୋଟିଆ ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଛନ୍ତି।

arambha-hela-budget
ବଜେଟ୍ ଅଧିବେଶନ ଆରମ୍ଭ, ଅଭିଭାଷଣ ରଖିଲେ ରାଜ୍ୟପାଳ

ଆଜିଠୁ ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ବିଧାନସଭା। ଚଳିତଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ବିଧାନସଭାରେ ରାଜ୍ୟପାଳ ପହଞ୍ଚିବା ପରେ ପ୍ରଥମେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

  • Wednesday, 14 July 2021