• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Assembly
ଆସନ୍ତାକାଲିଠୁ ପୁଣି ବସିବ ବିଧାନସଭା: ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ବିରୋଧୀ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ସତ୍ର। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ରହିଛନ୍ତି ବିରୋଧୀ

  • Wednesday, 14 July 2021
ctc-basti
SCB ସମ୍ପ୍ରସାରଣ ଲାଗି ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି

କଟକ(ବିଶ୍ୱଜିତ୍ ଆଚାର୍ଯ୍ୟ) ମାଟିରେ ମିଶିବ ଶହେ ବର୍ଷର ପୁରୁଣା ବସ୍ତି। ବେଘର ହେବେ ଶହ ଶହ ବସ୍ତି ବାସିନ୍ଦା। ମାଲଗୋଦାମ ସଂଲଗ୍ନ ବେହେରା ସାହି ବସ୍ତି ଏସସିବି ମେଡିକାଲ ସଂଯୋଗ ରାସ୍ତାର ସମ୍ପ୍ରସାରଣ ଲାଗି ମାଟିରେ ମିଶିବାକୁ ଯାଉଛି। ପୁରୁଷ ପୁରୁଷ ଧରି ଏଠାରେ ରହି କାମ ଧନ୍ଦା କରି ପରିବାର ଚଳାଉଥିବା ବସ୍ତିବାସିନ୍ଦା, ରାଜ୍ୟ ସରକାରଙ୍କ ଉନ୍ନତି ମୂଳକ ପ୍ରକଳ୍ପକୁ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଥଇଥାନ ପାଇଁ ସଠିକ ଭାବେ ସ୍ଥାନ ଚିହ୍ନଟ କରାଯାଉନଥିବାରୁ […]

  • Wednesday, 14 July 2021
drugs IN jaleswar
ଧଳା ଜହର କବଳରେ ଯୁବପିଢି, ଖୁଲମଖୁଲା ବିକ୍ରି ହେଉଛି ବ୍ରାଉନସୁଗାର

ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଞ୍ଚଳ ଏବେ ଡ୍ରଗ୍ସ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ମିଳୁଛି। ଏହା ଅନାୟସରେ ମିଳୁଥିବାରୁ ଯୁବପିଢ଼ି ଓ ଛାତ୍ରମାନେ ନିଶାଗ୍ରସ୍ତ ହେଉଛନ୍ତି। ଗତବର୍ଷ ଜଳେଶ୍ୱର ପୋଲିସ ୧ କିଲୋଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ଟି ମାମଲା ରୁଜୁ କରିଥିଲା

  • Wednesday, 14 July 2021
bbsr-central-team
ଶିମିଳିପାଳରେ ନିଆଁ ଲାଗିବା ଘଟଣା; ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ ସଦସ୍ୟ

ଶିମିଳିପାଳରେ ନିଆଁ ଘଟଣାର ଯାଞ୍ଚ କରିବା ଲାଗି ଆଜି ରାଜଧାନୀ ଭୁବନେଶ୍ୱରରେ କେନ୍ଦ୍ରୀୟ ଟିମ୍ ସଦସ୍ୟ ପହଞ୍ଚିଛନ୍ତି। କେନ୍ଦ୍ରୀୟ ଟିମ୍ ସଦସ୍ୟ ତଥା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ନୂଆଦିଲ୍ଲୀର ଆଇଜିଏଫ୍ ଡକ୍ଟର ଅମିତ୍ ମଲିକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ବନ ବିଭାଗ ପକ୍ଷରୁ ସ୍ୱାଗତ କରାଯାଇଛି।

  • Wednesday, 14 July 2021
jagara
କୋଭିଡ୍ କଟକଣା ଭିତରେ ଏଥର ଭକ୍ତ ପାଳିବେ ଜାଗର

ଆସନ୍ତାକାଲି ଜାଗର ଅର୍ଥାତ୍ ମହାଶିବ ରାତ୍ରୀ। ଦେବ ଦେବ ମହାଦେବଙ୍କୁ ଉଜାଗର ରହି ଆରାଧନା କରିବେ ଭକ୍ତ। ଏଥିପାଇଁ ବିଭିନ୍ନ ଶୈବପୀଠରେ ହୋଇଛି ବ୍ୟାପକ ବ୍ୟବସ୍ଥା। ତେବେ କୋଭିଡ୍ ଯୋଗୁଁ ପ୍ରଭୁ ଲିଙ୍ଗରାଜ ଓ ଲୋକନାଥଙ୍କ ପୀଠରେ କଟକଣା ଭିତରେ ଦର୍ଶନ ଓ ଦୀପ ଜାଳିବାକୁ ଅନୁମତି ମିଳିଛି।

  • Wednesday, 14 July 2021
oil
ରୋଷେଇ ଘରେ ମହଙ୍ଗା ମାଡ଼ : ୬ ମାସରେ ଦୁଇ ଗୁଣା ବଢିଲାଣି ଖାଇବା ତେଲ ଦର

ପୁଣି ରୋଷେଇ ଘରେ ମହଙ୍ଗା ମାଡ଼। ପୂର୍ବରୁ ରନ୍ଧନ ଗ୍ୟାସ୍ ଦରବୃଦ୍ଧି ଗୃହିଣୀଙ୍କ ଚିନ୍ତା ବଢ଼ାଇଥିବା ବେଳେ, ଏଥର ନିଜ ଭାଉ ବଢ଼ାଇଛି ଖାଇବା ତେଲ। ସୋରିଷ, ସୂର୍ଯ୍ୟମୁଖୀଠୁ ଆରମ୍ଭ କରି ପାମୋଲିନ୍ ଯାଏଁ, ସବୁ ପ୍ରକାର ଖାଇବା ତେଲ ଦାମ୍ ଗତ କିଛି ମାସ ଧରି ଅସ୍ୱାଭାବିକ ଭାବେ ବଢ଼ିଥିବା ଦେଖିବାକୁ ମିଳିଛି

  • Wednesday, 14 July 2021
karanjia-rain
ଶିମିଳିପାଳ ଅଭୟାରଣ୍ୟରେ ବର୍ଷା

ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍‌ଣରେ କୁଆପଥର ସହ ଝିପିଝିପି ବର୍ଷା ହୋଇଥିବା ନେଇ ସୂଚନା ମିଳିଛି। ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାଯାଇଛି। ତେବେ ଆଜି ସେଠାରେ ହୋଇଥିବା ବର୍ଷା ପାହାଡରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରେ ବୋଲି କୁହାଯାଉଛି।

corona
ପୁଣି କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୬୯ ଜଣ ଆକ୍ରାନ୍ତ ହେଲେ ଚିହ୍ନଟ

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କମିଛି ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଂଟାରେ ରାଜ୍ୟରେ ୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି।

CENTRAL TEAM
ଜଙ୍ଗଲ ନିଆଁର ସ୍ଥିତି ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ

ଜଙ୍ଗଲ ନିଆଁ ସ୍ଥିତି ଅନୁଧ୍ୟାନ ପାଇଁ ଖୁବଶୀଘ୍ର ଓଡ଼ିଶା ଆସିବ କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ଓଡ଼ିଶା ବିଜେପି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ଜାଭଡେକର ଟ୍ୱିଟ୍‌ କରିଛନ୍ତି

lingaraja
ପ୍ରଶାସନ ସହ ଆଲୋଚନା ପରେ ଲିଙ୍ଗରାଜ ମନ୍ଦିରରେ ଆରମ୍ଭ ହେଲା ନୀତି

ଆରମ୍ଭ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି। ପ୍ରଶାସନ ସହ ବୈଠକ ପରେ ଲିଙ୍ଗରାଜ ମନ୍ଦିରରେ ନୀତି ଆରମ୍ଭ ହୋଇଥିବା ନେଇ ମିଳିଛି ସୂଚନା। ସେବାୟତ, ଜିଲ୍ଲାପାଳ ଓ ଦେବୋତ୍ତର କମିଶନଙ୍କ ମିଟିଂ ପରେ ନୀତି ଆରମ୍ଭ ହୋଇଛି। ନୀତି ଆରମ୍ଭ ହୋଇଥିବା ନେଇ କହିଛନ୍ତି ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ପତି।

  • Wednesday, 14 July 2021
akamra
"ଐତିହ୍ୟ ଓ ପରମ୍ପରାକୁ ନଷ୍ଟ କରାନଯାଉ"

ଭୁବନେଶ୍ୱର: ରାଜ୍ୟରେ ଐତିହ୍ୟସ୍ଥଳ ସହ ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ ହେଲେ ଏଥିପାଇଁ ବୁଲଡୋଜର ଲଗାନଯାଉ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନକରି ବିକାଶ କରାଯିବା ସମସ୍ତେ ଚାହାନ୍ତି। ହେଲେ ଏହାକୁ ନେଇ ରାଜନୀତି ନହେଉ ବୋଲି କହିଛନ୍ତି ଅପରାଜିତା। ଏକ ଅଣରାଜନୈତିକ ସଂଗଠନ ସମର୍ଥ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗ ଦେଇ ଅପରାଜିତା ଆହୁରି ମଧ୍ୟ କହିଛନ୍ତି, ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟ […]

  • Wednesday, 14 July 2021
puri-rakta-chhita
ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା: ଶ୍ରୀଜିଉଙ୍କର ହେଲା ମହାସ୍ନାନ

ରକ୍ତଛିଟା ଦେଖିବାରୁ ମହାସ୍ନାନ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କର ହେଲା ମହାସ୍ନାନ ଭିତରକାଠ ନିକଟରେ ରକ୍ତଛିଟା ଦେଖିବାରୁ ଠାକୁରଙ୍କ ମହାସ୍ନାନ ମହାସ୍ନାନ ଯୋଗୁଁ ଠାକୁରଙ୍କ ସକାଳ ନୀତିରେ ସାମାନ୍ୟ ବିଳମ୍ବ ମହାସ୍ନାନ ସରିବା ପରେ ଭକ୍ତଙ୍କୁ ପୁଣି ମିଳିଲା ଦର୍ଶନ ଅନୁମତି ଭିତରକାଠ ନିକଟରେ କେଉଁଠୁ ଆସିଲା ରକ୍ତଛିଟା ତାହା ଅସ୍ପଷ୍ଟ ପୁରୀ(ମଧୁସୂଦନ ମିଶ୍ର) ଶ୍ରୀମନ୍ଦିରରେ ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ ହୋଇଛି। ଫଳରେ ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ମହାସ୍ନାନ ନୀତି ସମ୍ପର୍ଣ୍ଣ […]

  • Wednesday, 14 July 2021
tara
"କଂଗ୍ରେସ ଭବନ ନୁହେଁ ତାହା କୁସ୍ତି ଭବନ ହେବା ଦରକାର"

ଆପଣ ୪ ଥର ହେଲେଣି ବିଧାୟକ ହେଉଛନ୍ତି। କିନ୍ତୁ ପ୍ରତି ଥର ବିଧାୟକ ହେବା ପରେ କଂଗ୍ରେସ ପତଳା ହେବାରେ ଲାଗିଛି। ପ୍ରଥମେ ୩୬ ପରେ ୨୮ ଆଉ ତାହା ପରେ ୧୮ ଆଉ ଏବେ ସଂଖ୍ୟା ୯ରେ ପହଞ୍ଚିଲାଣି। ଆର ଥରକୁ କେତେ ରହିବ ବିଧାୟକଙ୍କ ସଂଖ୍ୟା?

  • Wednesday, 14 July 2021
padini-sarkari-up
୧୩ ବର୍ଷର ଲମ୍ବା ସମୟ ବିତିଛି ହେଲେ ଏବେ ବି ବିକାଶ ପହଞ୍ଚିନାହିଁ ଗସମାହାରେ

ନକ୍ସଲଙ୍କ ନାଲି ଆଖି ହଟିଛି, ୧୩ ବର୍ଷର ଲମ୍ବା ସମୟ ବି ବିତି ଯାଇଛି। ହେଲେ ଏବେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଁ ଗସମାହା। ୨୦୦୮ରେ ନୟାଗଡ଼ ଅସ୍ତ୍ରାଗାରରୁ ଲୁଟ୍ ହେବା ପରେ ପୋଲିସ୍ ସହ ମାଓବାଦୀଙ୍କ ଏଠି ହୋଇଥିଲା ଗୁଳି ବିନିମୟ। ୩ ପୋଲିସ୍ ସହିଦ ବି ହୋଇଥିଲେ

  • Wednesday, 14 July 2021
Biju-Jayanti
ବିଜୁ ଜୟନ୍ତୀରେ ନବୀନ ଖେଳିଲେ ବିକାଶ କାର୍ଡ

ଭୁବନେଶ୍ୱର: ବିଜୁ ଜୟନ୍ତୀ ପାଳନ ଅବସରରେ ବିଜେଡିର ବ୍ୟାପକ ଆୟୋଜନ। ନିର୍ବାଚନ ମଣ୍ଡଳୀରୁ ରାଜଧାନୀ ପର୍ଯ୍ୟନ୍ତ ସବୁଠି ଧୁମଧାମରେ ପାଳିତ ହୋଇଛି ବିଜୁବାବୁଙ୍କ ୧୦୫ ତମ ଜନ୍ମ ଦିନ। ଏହି ଅବସରରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ସାଇକେଲ୍ ଶୋଭାଯାତ୍ରା। କଟକ ଆନନ୍ଦ ଭବନଠାରୁ-ବିଜୁ ପଟ୍ଟନାୟକ ଏୟାରପୋର୍ଟ ଯାଏଁ ସାଇକଲରେ ଆସିଥିଲେ ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତା। ଏଣେ ଫରେଷ୍ଟ ପାର୍କରେ ବିଜୁ ପ୍ରତିମୂର୍ତ୍ତିରେ ମାଲ୍ୟାପର୍ଣ କରିିଥିଲେ ବିଜେଡି […]

  • Wednesday, 14 July 2021
msme-covid
କରୋନା ଖାଇଦେଲା କ୍ଷୁଦ୍ରଶିଳ୍ପ?

ଏବେ ସବୁଥିରେ ଲାଗିଗଲାଣି କଳଙ୍କି। ଏହାସହ ଶିଳ୍ପୋଦ୍ୟୋଗୀର ସ୍ୱପ୍ନରେ ବି ଲାଗିଛି କଳଙ୍କି। ନିଜ ଯୋଜନା ସବୁରେ ଲାଗିଥିବା ଏ କଳଙ୍କି ଯେ ଆଉ ଛାଡ଼ିବ, ସେ ଆଶା ଆଉ ନାହିଁ ଭୁବନେଶ୍ୱରର ଯୁବ ଉଦ୍ୟୋଗୀ ପରେଶ ସାହୁଙ୍କର

  • Wednesday, 14 July 2021
5pm-water-problem
ପାଇପ୍‌ ଲାଇନ ଅଛି କିନ୍ତୁ ପାଣି ଆସୁନାହିଁ, ହେଲେ କାହିଁକି?

ପାଇପ୍ ଲାଇନ୍ ଅଛି, ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି, ମାତ୍ର ପାଣି ବାହାରିବାରେ ନା ଧରୁନାହିଁ। ବାଧ୍ୟ ହୋଇ ନଳକୂଅ ଓ କୂଅରୁ ପାଣି ନେବାକୁ ଭିଡ଼ ଲଗାଇଛନ୍ତି ଲୋକେ। ଏମିକି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁରଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଥିବା ଲୋଚାପଡ଼ା ଗାଁରେ

  • Wednesday, 14 July 2021
tara-naveen
ନବୀନ ବାବୁଙ୍କ ସମୟରେ ଏମିତି ବିକାଶ ହୋଇଛି ଯେ, କହିଲେ ସରିବ ନାହିଁ: ତାରା

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ୨୧ ବର୍ଷ ହେଲାଣି ଶାସନ ଦାୟିତ୍ୱରେ ଅଛନ୍ତି ବିଜେଡି ସରକାର। ଆଉ ଲଗାତାର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ନିଜ ସ୍ୱଚ୍ଛ ଭାବମୂର୍ତ୍ତୀ ଲାଗି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ନବୀନ। କେବଳ ସ୍ୱଚ୍ଛ ଭାବମୂର୍ତ୍ତୀ ନୁହେଁ ନିଜର ମାଳ ମାଳ ଯୋଜନା ଲାଗି ସୁବୁବେଳେ ଚର୍ଚ୍ଚାରେ ରୁହନ୍ତି। ତେବେ ତାଙ୍କ ଶାସନ କାଳରେ ରାଜ୍ୟର କେତେ ବିକାଶ ହୋଇଛି ତାହାକୁ ନେଇ ଏବେ ଚାଲିଛି ଜୋରସୋରରେ ଚର୍ଚ୍ଚା। ତେବେ ଏହାକୁ ନେଇ କଂଗ୍ରେସ […]

  • Wednesday, 14 July 2021
OTV-portal-corona
ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ୨୪ ଘଣ୍ଟାରେ ୯୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୮

municipality-election
ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ: ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍

ଅଢ଼େଇବର୍ଷ ହେଲା କାହିଁକି ଲଟକିଛି ପୌର ଭୋଟ୍? ଘୁଞ୍ଚି ଘୁଞ୍ଚି ଚାଲିଛି ପୌର ନିର୍ବାଚନ ପଦ୍ମ ବିଳମ୍ବ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ୍ ପୌରସଂସ୍ଥାରେ ଅମଲାତନ୍ତ୍ରୀଙ୍କ ଶାସନ ଆଉ କେତେଦିନ ? କେବେ ହେବ ନିର୍ବାଚନ? କେବେ ଫେରିବ ଲୋକ ପ୍ରତିନିଧିଙ୍କ ଶାସନ? ଭୁବନେଶ୍ୱର(ହରିହର ଚାନ୍ଦ): ଆଇନ ଦ୍ୱନ୍ଦ୍ୱ ଦୂର ହେବା ସତ୍ତ୍ୱେ ପୌର ନିର୍ବାଚନ ପାଇଁ କାହିଁକି ପଛଘୁଞ୍ଚା ଦିଆଯାଉଛି? ପାଖାପାଖି ଅଢ଼େଇବର୍ଷ ହେଲା ରାଜ୍ୟରେ ପୌରସଂସ୍ଥା ନିର୍ବାଚନ ଲଟକି ଥିବା ବେଳେ ଆଜି ନଗର […]

  • Wednesday, 14 July 2021
kendrapada
ଗାଁ ଉନ୍ନୟନ ପାଇଁ ଟଙ୍କା ଆସୁଛି ହେଲେ କାମ ହେଉ ନାହିଁ

କେନ୍ଦ୍ରାପଡ଼ା: କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାମ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ସତ ହେଲେ ବାସ୍ତବ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କୋଇଲିପୁର ପଞ୍ଚାୟତରେ ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହେଉଛି। ଏଠି ପୁରୁଣା ଘରକୁ ଦେଖାଇ ଅର୍ଥ ବାଟମାରଣା କରାଯିବା ସହ କାମ ଆଦୌ ନକରି ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଦୁର୍ନୀତି ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି […]

  • Wednesday, 14 July 2021
petrol
"କି ତେଲ ପକାଇଲି ଯେ ଖଣ୍ଡଗିରି ଛକରୁ ଗାଡିକୁ ଠେଲିଲି"

ଭୁବନେଶ୍ୱର ବରମୁଣ୍ଡା HP ପେଟ୍ରୋଲ ପମ୍ପ ସିଲ ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ପରେ ପେଟ୍ରୋଲ ପମ୍ପଙ୍କୁ ସିଲ୍ କରିଛି ଖଣ୍ଡଗିରି ପୋଲିସ। ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା ହୋଇଥିଲା। ଖବର ପ୍ରସାରଣ ପରେ ଫୋରେନ୍ସିକ ଲାବୋରୋଟୋରିର ସାଇଣ୍ଟିଫିକ ଟିମ୍ ଓ HP କମ୍ପାନି ସାଇଣ୍ଟିଫିକ୍ ଟିମ୍ ଆସି ନମୁନା ସଂଗ୍ରହ କରିଛି।

  • Wednesday, 14 July 2021
corona-khabar
ରାଜ୍ୟରେ ୨୪ ଘଣ୍ଟାରେ ୮୧ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟର ଅର୍ଥାତ୍‌ ସଂଗରୋଧ କେନ୍ଦ୍ରରୁ ୪୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ କେସର ସଂଖ୍ୟା ରହିଛି ୩୨

  • Wednesday, 14 July 2021
odisha-hight-court
ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନୟାଗଡ଼ ନାବାଳିକା ଘଟଣାର ମୁଖ୍ୟ ଅଭିଯୁକ୍ତ

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ତା ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟ ଏବଂ ଏହି ଚାର୍ଜସିଟ ଆଧାରରେ ଚାଇଲ୍ଡ କୋର୍ଟଙ୍କ COGNIZANCE ORDERକୁ ଚ୍ୟାଲେଞ୍ଜ କରି ଏକ ମାମଲା ଦାୟର ହୋଇଛି। ସେ ଜଣେ ନାବାଳକ ହୋଇଥିବାରୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଚାର୍ଜସିଟ ଦାଖଲ ହେବାର ନିୟମ ରହିଛି। ଏହି ଚାର୍ଜସିଟ ଆଧାରରେ ଜୁଭେନାଲ ଜଷ୍ଟିସ ବୋର୍ଡ ହିଁ କେବଳ COGNIZANCE ନେଇପାରିବେ ବୋଲି […]

  • Wednesday, 14 July 2021
Anjana
୨୨ ବର୍ଷ ପରେ ବି ବିବନକୁ ଚିହ୍ନିଲେ ଅଞ୍ଜନା

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା ମିଶ୍ର। ଆଜି ଝାରପଡ଼ା ଜେଲରେ ଅନୁଷ୍ଠିତ T.I. ପରେଡ଼ରେ ୧୯୯୯ ମସିହାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିିଛନ୍ତି ପୀଡ଼ିତା ଅଞ୍ଜନା