• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

elephant
ହାତୀ ଉପଦ୍ରବ ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ

ବାଲେଶ୍ୱର/କେନ୍ଦୁଝର: ହାତୀକୁ ନେଇ ସାରା ରାଜ୍ୟରେ ଏବେ ଚିନ୍ତା ଲାଗି ରହିଛି। ହାତୀ ଉପଦ୍ରବ ଯୋଗୁ ଚାଷୀ ହନ୍ତସନ୍ତ ହେଉଛନ୍ତି। ବର୍ଷସାରା ଜମିରେ ଖଟି ଚାଷୀ ଫସଲ ଫଳେଇବ। କିନ୍ତୁ ଠିକ୍‌ ଅମଳ ବେଳକୁ ହାତୀ ଖେତ ଉଜାଡ଼ି ଦେବ, ଫସଲ ନଷ୍ଟ କରିଦେବ। ଏମିତି ଘଟଣା ଓଡ଼ିଶା ପାଇଁ ନୂଆ ନୁହେଁ। ବହୁବାର ଏଭଳି ଘଟିଛି। କିନ୍ତୁ ସବୁଥର ପରି ପ୍ରଶାସନ ସ୍ଥାଣୁତା ନେଇ ପ୍ରଶ୍ନ ଉଠିଛି। ବନ ବିଭାଗ ହାତୀକୁ ଘଉଡ଼ାଇବା ପାଇଁ ପଦକ୍ଷେପ […]

  • Tuesday, 20 July 2021
balasore
କୋର୍ଟ ପରିସରରୁ ଫେରିଗଲେ ବିଚାରପତି

ବାଲେଶ୍ୱର: ସାରା ରାଜ୍ୟରେ ଓକିଲ ଆନ୍ଦୋଳନ ଓଡ଼ିଶାର ନ୍ୟାୟ ବ୍ୟବସ୍ଥାର ଚକା ଜାମ୍ କରୁଥିବା ବେଳେ ବାଲେଶ୍ୱରରେ ମଧ୍ୟ ଓକିଲ ଆନ୍ଦୋଳନ ତୀବ୍ର ହୋଇଛି। ବାର ଆସୋସସିଏସନ୍ ପକ୍ଷରୁ କୋର୍ଟ ମୁଖ୍ୟ ଫାଟକ ଆଗରେ ତାଲା ପକାଯାଇଛି। ଆନ୍ଦୋଳନରତ ଓକିଲ ମୁଖ୍ୟ ରାସ୍ତା ଉପରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଛନ୍ତି। ଖାଲି ସେତିକି ନୁହେଁ ଓକିଲମାନେ କୋର୍ଟ ପରିସରକୁ ବିଚାରପତିଙ୍କୁ ଛାଡୁନାହାନ୍ତି। ଓକିଲଙ୍କ ବିରୋଧ ଯୋଗୁ କୋର୍ଟ ଦ୍ୱାର ମୁହଁରୁ ଜିଲ୍ଲା ଜଜ୍ ଫେରିଯାଇଛନ୍ତି। ଆନ୍ଦୋଳନ […]

  • Tuesday, 20 July 2021
prastap
ଓକିଲ ଆନ୍ଦୋଳନର ୨ ମାସ ପରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

କଟକ: ଓକିଲ ଆନ୍ଦୋଳନର ଦୁଇମାସ ପରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। ଏହି ଘଟଣାରେ ରାଜ୍ୟ ସରକାର ପଦକ୍ଷେପ ନେଉନଥିବା ଆରୋପକୁ ସେ ଭୁଲ ବୋଲି କହିଛନ୍ତି। ସେ ନିଜେ ବ୍ୟକ୍ତିଗତ ଭାବେ ହାଇକୋର୍ଟ ବାର୍ ସହ କଥା ହୋଇଛନ୍ତି। ଏହି ଘଟଣାରେ ୨ଜଣ ଗିରଫ ହେବା ସହିତ ୪ ଜଣ ସସ୍‌ପେଣ୍ଡ୍‌ ମଧ୍ୟ ହୋଇଛନ୍ତି। ସରକାର ଚାହିଁ ନଥିଲେ ଏସବୁ ସମ୍ଭବ ହୋଇପାରି ନଥାନ୍ତା ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଏଥିସହିତ […]

  • Tuesday, 20 July 2021
gsdds
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନେଇ ଥମୁନି ବିବାଦ। ୭୨ ଦିନରେ ୧ କୋଟି ଲୋକ ଯୋଜନାରୁ ଉପକୃତ ହୋଇଥିବା ବିଜେଡିର ପ୍ରଚାର ଉପରେ ପ୍ରଶ୍ନ ଚିହ୍ନ ଲଗାଇ ସରକାରଙ୍କୁ ଘେରିଛି ବିଜେପି। ସରକାର ଭୁଲ୍‌ ତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ଟିକସ ପଇସାକୁ ବରବାଦ କରି ମିଛ ବିଜ୍ଞାପନ ଦିଆଯାଇଥିବା ଦଳ ଅଭିଯୋଗ କରିଛି। ତେବେ ଏହା ପଛରେ ଦଳ ଯୁକ୍ତି ବାଢ଼ିଛି ଯେ ୨୦୧୬-୧୭ର ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ […]

  • Tuesday, 20 July 2021
fdfsd
 ‘ତିତ୍‌ଲି’ ପରେ ଅଦିନିଆ ବର୍ଷା ବିପଦ, ଛାଷୀ ଛାନିଆ

ଗଞ୍ଜାମ: ‘ତିତ୍‌ଲି’ ମାଡ଼ରୁ ବର୍ତ୍ତିଥିବା ଧାନ ପାଇଁ ଏବେ ଲଘୁଚାପ ଚଡ଼କ। ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ତିନିଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ଚାଷୀଙ୍କ ପାଇଁ ଆଡ୍‌ଭାଇଜରି ଜାରି କରିଛି ଓୟୁଏଟି। ବର୍ଷାରେ ଧାନ ଫସଲ ସେତେଟା ପ୍ରଭାବିତ ନ ହେଲେ ବି ରୋଗପୋକ ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଛି। ତେଣୁ ଏସବୁ ଦିଗରୁ ସଜାଗ ରହିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପଟେ ‘ତିତ୍‌ଲି’ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଗଞ୍ଜାମ ଜିଲ୍ଲାର […]

  • Tuesday, 20 July 2021
1
କଟକରେ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଗଲାଣି ସଜବାଜ

କଟକ: କଟକରେ ଦୁର୍ଗା ପୂଜା ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ମା’ଙ୍କୁ ଆବାହନ ଲାଗି ବିଭିନ୍ନ ପୂଜା ମଣ୍ଡପରେ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛି। କାରିଗରମାନେ ଚାନ୍ଦି ଓ ସୁନା ଅଳଙ୍କାରରେ ସଜା ଯାଉଥିବା ମେଢ଼ର ସଫେଇ କାର୍ଯ୍ୟରେ ଲାଗିଛନ୍ତି। ଚାନ୍ଦିରେ ପୋଡ଼ ଦିଆଯିବା ପରେ ସେଗୁଡିକୁ ଏସିଡ୍‌ରେ ପକାଯାଇ ସଫେଇ କରାଯାଉଛି। ଠିକ୍‌ ସମୟରେ ଯେମିତି ସମସ୍ତ କାର୍ଯ୍ୟ ସରିବ ସେଥିଲାଗି କାରିଗରମାନେ ନିର୍ମାଣରେ ବ୍ୟସ୍ତ ଅଛନ୍ତି।   ଗତବର୍ଷ ସହରରେ ପ୍ରାୟ ୨୪ଟି ଚାନ୍ଦି ମେଢ଼ ହୋଇଥିବା […]

  • Tuesday, 20 July 2021
7
ଟ୍ରକ୍‌ ପଛରେ ପିଟି ହେଲା କାର୍‌; ଗୋଟିଏ ପରିବାରରୁ ଚାଲିଗଲା ୪ଜଣଙ୍କ ଜୀବନ

ସାଲେପୁର : ଟ୍ରକ୍‌ ପଛରେ ପିଟି ହେଲା କାର୍‌। କଟକ ଜିଲ୍ଲା ସାଲେପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଜଗତପୁର ନିକଟସ୍ଥ ଭୈରପୁରଠାରେ ଏକ ଟ୍ରକ୍ ପଛରେ କାର୍‌ଟିଏ ଜୋର୍‌ରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି କଟକ ବଡ଼ ମେଡିକାଲ୍‌ରେ ମୃତ୍ୟୁ […]

  • Tuesday, 20 July 2021
rain
ପ୍ରବଳ ବର୍ଷା ସମ୍ଭାବନା: ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଡିପ୍ ଡିପ୍ରେସନ୍‌ର ରୂପ ନେବ। ତେଣୁ ସମସ୍ତ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ବାରଣ କରାଯାଇଛି। ତେବେ ବର୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ୭ଟି ଜିଲ୍ଲାକୁ ରେଡ୍ […]

  • Tuesday, 20 July 2021
debasis
ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର: ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ତଥା ଘସିପୁରା ବ୍ଲକ୍ ଅଧ୍ୟକ୍ଷ ଦେବାଶିଷ ପାତ୍ର ଗିରଫ। ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଥାନା ଭିତରେ ପଶି କାର୍ଯ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା ଗଣଶିକ୍ଷା ମନ୍ତ୍ରୀଙ୍କ ପୁଅ ଦେବାଶିଷଙ୍କୁ ମହଙ୍ଗା ପଡ଼ିଛି । ପୁଅ ଗିରଫ ହେବା ପରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ଉପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାର ଚାପ ବଢ଼ିବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ, ଚଳିତମାସ […]

  • Tuesday, 20 July 2021
air
ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର: ଏୟାର ଓଡ଼ିଶା ମୁଖ୍ୟଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ହୋଇଛି। କୋଲକାତାର ଜଣେ ଯୁବତୀ ଏୟାର ଓଡ଼ିଶା ମୁଖ୍ୟ ସନ୍ତୋଷ ପାଣିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଏହି ଯୁବତୀ ଆଗରୁ ଏୟାର ଓଡ଼ିଶାରେ କାମ କରୁଥିଲେ। ଏବେ ସେ ଏୟାର୍ ଡେକାନରେ କାମ କରୁଛନ୍ତି। ଯୁବତୀ ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସନ୍ତୋଷ ପାଣି ତାଙ୍କୁ ଦୁଇ ଥର ଦୁଷ୍କର୍ମ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସନ୍ତୋଷ ପାଣି। ସେ […]

  • Tuesday, 20 July 2021
mahima-mishra-up
ଅାତ୍ମସମର୍ପଣ କଲେ ମହିମା ମିଶ୍ର

ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ JMFC କୋର୍ଟରେ ଅାତ୍ମସମର୍ପଣ କଲେ ମହିମା ମିଶ୍ର। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ତାଙ୍କର ଜାମିନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ। ଏହା ପରେ ସେ କୁଜଙ୍ଗ କୋର୍ଟରେ ହାଜର ହୋଇ ଅାତ୍ମସମର୍ପଣ କରିଛନ୍ତି। ଷ୍ଟିଭେଡର ବିବାଦକୁ ନେଇ ପାରାଦୀପରେ ମହେନ୍ଦ୍ର ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଅଭିଯୁକ୍ତ ଥିଲେ ଶିଳ୍ପପତି ମହିମା ମିଶ୍ର। ବହୁ ଦିନ ଧରି ଫେରାର ରହିବା ପରେ ତାଙ୍କୁ ବ୍ୟାଙ୍କକରୁ ଗିରଫ କରିଥିଲା ପୁଲିସ। […]

  • Tuesday, 20 July 2021
man ki
‘ମନ୍‌ କି ବାତ୍‌’ରେ ଓଡ଼ିଶାର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪୯ତମ ବେତାର କାର୍ଯ୍ୟକ୍ରମ ‘ମ‌ନ୍‌ କି ବାତ୍‌’ରେ ଓଡ଼ିଶାର କ୍ରୀଡ଼ା, ପର୍ଯ୍ୟଟନ, ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ସଂପର୍କରେ ମୋଦି କହିବା ସହ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନଭେମ୍ବର୍‌ରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ଦେଖିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୋଦି। ଏହାସହ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ଖୁବ୍ ପ୍ରଶଂସା କରିବା ସହିତ ଯୁବ ଶକ୍ତିର ଗୁରୁତ୍ୱ ଦର୍ଶାଇଛନ୍ତି। ଅକ୍ଟୋବର୍ […]

  • Tuesday, 20 July 2021
vlcsnap-error476
କଂଗ୍ରେସର ହାତ ଧରିଲେ ସ୍ୱାଧୀନ ବିଧାୟକ ଜର୍ଜ ତିର୍କି

ଭୁବନେଶ୍ୱର : କଂଗ୍ରେସର ହାତ ଧରିଛନ୍ତି ବୀରମିତ୍ରପୁର ସ୍ୱାଧୀନ ବିଧାୟକ ଜର୍ଜ ତିର୍କି। ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ଜର୍ଜ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। ଏହାସହ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ପରାମର୍ଶଦାତା ଲଳିତ ମୋହନ ପଟ୍ଟନାୟକ ପ୍ରମୁଖ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହାଛଡ଼ା ଅନ୍ୟ ଚାରି ଜଣ ସମାଜସେବୀ କଂଗ୍ରେସରେ ମିଶିଛନ୍ତି। ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପ୍ରଭାରି ଜିତେନ୍ଦ୍ର ସିଂହ ପ୍ରମୁଖ […]

  • Tuesday, 20 July 2021
sundari --- up
ସୁନ୍ଦରୀ ଅନୁଧ୍ୟାନ

ଅନୁଗୁଳ : ସାତକୋଶିଅାରେ ଓ୍ୱାଇଲ୍ଡ ଲାଇଫ୍ ଇନ୍‌ଷ୍ଟିଚ୍ୟୁଟର ୪ ଜଣିଅା ଟିମ୍। ଏହି ଟିମ୍ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବ। ଜଙ୍ଗଲରେ ସୁନ୍ଦରୀ କିପରି ବ୍ୟବହାର କରୁଛି ? ତାର ଗତିବିଧି କଣ ରହିଛି ତାକୁ ଅନୁଧ୍ୟାନ କରିବ ଟିମ୍ । ଯଦି ସୁନ୍ଦରୀର ବ୍ୟବହାର ଉଗ୍ର ରହେ, ତେବେ ସୁନ୍ଦରୀକୁ ଘଞ୍ଚ ଜଙ୍ଗଲକୁ ଛଡ଼ା ଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପିସିସିଏଫ୍ ସୁଦର୍ଶନ ପଣ୍ଡା। ସୁନ୍ଦରୀକୁ କାବୁ କରିବା […]

  • Tuesday, 20 July 2021
hfg
ବିଜେପିରେ ମିଶିଲେ କଂଗ୍ରେସ୍‌ର ଟାଣୁଆ ନେତା

ଭଦ୍ରକ: ବାସୁଦେବପୁର ନିର୍ବାଚନମଣ୍ଡଳୀରେ ବିଜେପିର ମିଶ୍ରଣ ପର୍ବ। ବାସୁଦେବପୁରରେ କଂଗ୍ରେସ୍‌ର ଟାଣୁଆ ନେତା ମାଧବାନନ୍ଦ ମଲ୍ଲିକ ଆଜି ବିଜେପିରେ ଯୋଗ ଦେଇଛନ୍ତି। ମାଧବାନନ୍ଦଙ୍କ ସମେତ କିଛି ପୂର୍ବତନ ନଗରପାଳ, ସରପଞ୍ଚ ଓ ଶତାଧିକ କଂଗ୍ରେସ୍‌ କର୍ମୀ ବିଜେପିରେ ମିଶିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମସ୍ତେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସୂଚନା ଥାଉକି, ମାଧବାନନ୍ଦ ବାସୁଦେବପୁର ବିଧାନସଭା କ୍ଷେତ୍ରରୁ ଥରେ ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିବା ବେଳେ, ୩ ଥର କଂଗ୍ରେସ୍‌ର […]

  • Tuesday, 20 July 2021
dama-2
ରାଜ୍ୟ ସରକାରଙ୍କୁ ପୁଣି ଦାମ ବାଣ

ଭୁବନେଶ୍ୱର: ପୁଣି ଦାମ ବାଣ। ବେଦାନ୍ତକୁ ବକ୍ସାଇଟ୍‌ ଯୋଗାଇଦେବାରେ ରାଜ୍ୟ ସରକାର ଅନୁକମ୍ପା ଦେଖାଉଥିବା ଅଭିଯୋଗ ଆଣିଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ। କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ଦରଠାରୁ କାହିଁ କେତେ କମ୍ ଦରରେ ବେଦାନ୍ତକୁ ବକ୍ସାଇଟ୍ ପଥର ଦେଉଛନ୍ତି ରାଜ୍ୟ ସରକାର। ଏହାଦ୍ୱାରା ଦିନକୁ କୋଟି କୋଟି ଟଙ୍କା ଲୁଟ୍ ହେଉଥିବା ଦାମ କହିଛନ୍ତି। କମ୍ପାନୀ ମାଲିକଠାରୁ ଲାଞ୍ଚ ନେଇ ଜାତୀୟ ସମ୍ପତ୍ତି ଲୁଟ୍ କରାଯାଉଥିବା ଦାମ ଅଭିଯୋଗ ଆଣିଛନ୍ତି। ବକ୍ସାଇଟ୍‌ ପାଇଁ ଦର ଧାର୍ଯ୍ୟ […]

  • Tuesday, 20 July 2021
imfa-up
ଚିିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ଘଟଣା

ପୁରୀ : ଚିଲିକା ଉପରେ ହେଲିକପ୍ଟର ଉଡ଼ିବା ଅଭିଯୋଗ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେଲେ ଇମ୍ଫା ଅଧିକାରୀ। ପୁରୀରେ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି ଇମ୍ଫା ଅଧିକାରୀ।  ପୁରୀ ଯାଇ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ନୋଟିସ୍ କ୍ରମେ ହାଜର ହୋଇଥିବା ଜଣାପଡିଛି। ଚିଲିକା ଉପରେ ହେଲିକର ଉଡ଼ିବା ଅଭିଯୋଗ ମାମଲାରେ ନୋଟିସ୍ କରିଥିଲା ପୁରୀ ପୁଲିସ। ପାଇଲଟ, ଦୁଇ ସହଯାତ୍ରୀ ଓ ଇମ୍ଫା ଅାଭିଏସନକୁ ନୋଟିସ୍ କରାଯାଇଥିଲା। ଏହି ମାମଲାକୁ ନେଇ […]

  • Tuesday, 20 July 2021
rain
ସମ୍ବାବ୍ୟ ବର୍ଷାକୁ ନେଇ ସରକାରଙ୍କ ସତର୍କତା

ଭୁବନେଶ୍ୱର: ସମ୍ବାବ୍ୟ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ସତର୍କମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯୁଗ୍ମ ରିଲିଫ୍ କମିଶନର ପ୍ରଭାତ ମହାପାତ୍ର। ତିନି ଦିନ ଧରି ବର୍ଷା ହେବା ନେଇ ପୂର୍ବାନୁମାନ ହୋଇଛି। ବିଶେଷ କରି ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଆଲର୍ଟ କରାଯାଇଥିବା ଯୁଗ୍ମ ରିଲିଫ୍ କମିଶନର୍ କହିଛନ୍ତି। ଏହାଛଡ଼ା ଗଞ୍ଜାମ, […]

  • Tuesday, 20 July 2021
fdsf
ଥମୁନି ଓକିଲ ଅସନ୍ତୋଷ, ପୁଣି ଦାହ କଲେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା

କଟକ: ଦୁଇ ଭାଗରେ ବିଭକ୍ତ ହେବା ପରେ ଥମିନି ଓକିଲଙ୍କ ଅସନ୍ତୋଷ। ଆଜି ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଓକିଲ ସଙ୍ଘ ଆନ୍ଦୋଳନରୁ ବିଜେଡି ଲିଗାଲ୍ ଫ୍ରଣ୍ଟ୍ ଓହରିଯିବାକୁ ନେଇ ଅସନ୍ତୋଷ ତେଜିଛି। ବିଜେଡି ଲିଗାଲ୍ ଫ୍ରଣ୍ଟର୍‌ ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିଛି ହାଇକୋର୍ଟ ବାର୍ ଆସୋସିଏସନ୍। ଘଟଣାକୁ ନେଇ କ୍ଷୁବ୍ଧ ଥିବା ଆସୋସିଏସନ୍ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି। କେବଳ […]

  • Tuesday, 20 July 2021
fdf
ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ୬ ନିଲମ୍ବିତ, ଜଣେ ବହିଷ୍କୃତ

ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍‌ଡ ଲାଇଫ୍‌ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍‌ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]

  • Tuesday, 20 July 2021
sdfdsf
ଗଣଦୁଷ୍କର୍ମ ପରେ ଏସିଡ୍‌ ଢାଳି ମାରିଦେବାକୁ ବସିଥିଲେ !

ମୟୂରଭଞ୍ଜ: ବେତନଟୀ ଥାନା ଅଞ୍ଚଳରେ ସାଂଘାତିକ ଘଟଣା ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଏସିଡ୍ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ମହିଳା ଜଣକ ଗତ ୧୯ ତାରିଖରେ ଅଟୋ ରିକ୍ସା ଯୋଗେ ପାଖ ଗାଁକୁ ରାବଣପୋଡ଼ି ଦେଖିବାକୁ ଯାଉଥିଲେ। ଏହି ସମୟରେ ଅଟୋ ଡ୍ରାଇଭର୍ ଓ ତାର ଜଣେ ସହଯୋଗୀ ତାଙ୍କୁ ଗାଁ ଜଙ୍ଗଲକୁ ନେଇ ଗଣଦୁଷ୍କର୍ମ କରିଥିଲେ। ପରେ ଏସିଡ୍ ଢାଳି ତାଙ୍କୁ ପୋଡ଼ି ମାରିଦେବାକୁ […]

  • Tuesday, 20 July 2021
dfsafsafas
ଢେଙ୍କାନାଳ ହାତୀ ମୃତ୍ୟୁ ଘଟଣାରେ ୩ ନିଲମ୍ବିତ

ଢେଙ୍କାନାଳ: କମଳାଙ୍ଗ ଗାଁ ପାଖରେ ଇଲେଭେନ୍ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବନ ବିଭାଗ। ଏଥିରେ ୩ ବନବିଭାଗ ଅଧିକାରୀ ଓ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ପିସିସିଏଫ୍ ଓ୍ୱାଇଲ୍‌ଡ ଲାଇଫ୍‌ଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଢେଙ୍କାନାଳ ରେଞ୍ଜ୍ ଅଫିସର୍ ପ୍ରସନ୍ନ କୁମାର ବିଶ୍ୱାଳ, ମେରାମୁଣ୍ଡଳି ସେକ୍ସନର ଫରେଷ୍ଟର୍ ପ୍ରଭାକର ରଣା ଓ ମେରାମୁଣ୍ଡୁଳି ବିଟ୍‌ର ଫରେଷ୍ଟ ଗାର୍ଡ ଗିରିଶ ଚନ୍ଦ୍ର ଦେହୁରୀଙ୍କୁ ନିଲମ୍ବନ କରାଯାଇଛି। […]

  • Tuesday, 20 July 2021
road
ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ

କନ୍ଧମାଳ  : ଶିକ୍ଷକ ଅଭାବକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । କନ୍ଧମାଳ ବାଲିଗୁଡ଼ା ପରମପାଙ୍ଗା ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ପ୍ରତିବାଦ କରିଛନ୍ତି ଅଭିଭାବକ ଏବଂ ସ୍ଥାନୀୟଲୋକେ । ପରମପାଙ୍ଗା ଓ ଦଡ଼କଙ୍ଗିଅା ପଞ୍ଚାୟତବାସୀ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାକୁ ଗମନାଗମନ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ପରମପାଙ୍ଗା ସ୍କୁଲ୍‌ରେ ୩ ଶହରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ଏମାନଙ୍କ ପାଇଁ କେବଳ ୩ […]

  • Tuesday, 20 July 2021
kidnapper-arrest-up 1
ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ

ଯାଜପୁର  : ଝିଅାରିକୁ ଅପହରଣ ଅଭିଯୋଗରେ ପିଉସା ଗିରଫ । ଏଭଳି ଘଟଣା ଘଟିଛି ଯାଜପୁର ଜିିଲ୍ଲା କୁଅାଖିଅା ଥାନା ଅଞ୍ଚଳରେ। ଗତ ମାସ ୨୨ ତରିଖରେ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗର ୨୮ ଦିନ ପରେ ଯାଜପୁର ରୋଡ ଥାନା ରାଉତପୁର ଗାଁ ନଦୀ ପଠାରୁ ନାବାଳିକାଙ୍କୁ ଉଦ୍ଧାର କରିଛି। ପୁଲିସ ଅପହୃତାଙ୍କ ବୟାନ ରେକର୍ଡ ପରେ ଘଟଣାରେ ସମ୍ପୃକ୍ତ ଥିବା ପିଉସାକୁ ପୁଲିସ ଗିରଫ କରିଛି। […]

  • Tuesday, 20 July 2021
gsgfd
କେବେ ଧରାପଡ଼ିବ ବାଘୁଣୀ ସୁନ୍ଦରୀ ?

ଅନୁଗୁଳ: ସାତକୋଶିଆରେ ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀକୁ କେବେ କାବୁ କରାଯିବ, ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆଜି ପଞ୍ଚମ ଦିନରେ ବି ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍ କରିପାରିନି। ତେବେ ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡ଼ାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି। ୪ ଦିନ ହେଲା ଭୋକିଲା ଥିବା ସୁନ୍ଦରୀ ଆଜି ବାଘମୁଣ୍ଡା ନିକଟରେ ବୁଲୁଥିବା ସୂଚନା ମିଳିବା ପରେ ତାକୁ ଆକର୍ଷିତ କରିବା […]

  • Tuesday, 20 July 2021