• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

pm modi
ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର/ନୂଆଦିଲ୍ଲୀ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ଦିନିକିଆ ଓଡ଼ିଶା ଗସ୍ତରେ ସେ ଝାରସୁଗୁଡ଼ା ବିମାନ ବନ୍ଦର ଉଦ୍‌ଘାଟନ କରିବା ସହ ଅନେକ ବିକାଶମୂଳକ କାର୍ଯ୍ୟର ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସକାଳ ୮ଟା ୫୫ରେ ଭୁବନେଶ୍ୱରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ୧୦ଟାରେ ତାଳଚେରରେ ପହଞ୍ଚି ତାଳଚେର ସାର କାରଖାନାର ଶିଳାନ୍ୟାସ କରିବେ।  ସେଠାରେ ଏକ ସାଧାରଣ ସଭାରେ ଯୋଗ ଦେବେ […]

  • Tuesday, 20 July 2021
green mission
ସବୁଜ ବଳୟ ନାଁରେ ସରକାରଙ୍କ ଭେଳିକି

ଭୁବନେଶ୍ୱର: ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ହେବ ବୃକ୍ଷରୋପଣ। ଏଥିପାଇଁ ପ୍ରାୟ ସାଢ଼େ ୪ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ଗତକାଲି ରାଜ୍ୟ କ୍ୟାବିନେଟ୍ ଗ୍ରୀନ୍ ମିଶନ ନାଁରେ ଏମିତି ଏକ ନିଷ୍ପତ୍ତି ନେଇଛି। ତେବେ ଗତ ଜୁଲାଇରେ ବି ବହୁ ଆଡ଼ମ୍ବରରେ ୫ ଶହ କୋଟି ଟଙ୍କା ବଜେଟ୍‌ରେ ସରକାର ଗ୍ରୀନ୍ ମହାନଦୀ ମିଶନ୍ ଆରମ୍ଭ କରିଥିଲେ। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେଉଁଠି ହଜାର ହଜାର ଗଛ ମରିଗଲାଣି ତ ଆଉ କେଉଁଠି […]

  • Tuesday, 20 July 2021
dfo
ବଦଳିଲେ ସାତକୋଶିଅା ଡିଏଫ୍ଓ

ଅନୁଗୁଳ : ବଦଳିଲେ ସାତକୋଶିଅା ଡିଏଫ୍ଓ । ସାତକୋଶିଅା ଡିଏଫ୍ଓ ଏମ୍.ଏମ୍. ଟି ରେହମାନଙ୍କୁ କଟକ ବଦଳି କରିଛନ୍ତି ରାଜ୍ୟ ସରକାର । ବାଘୁଣୀ ସୁନ୍ଦରୀକୁ ନେଇ ଲଙ୍କାକାଣ୍ଡ କାରଣରୁ ତାଙ୍କ ବଦଳି ହୋଇଥିବା ଚର୍ଚ୍ଚା ହେଉଛି । ରେହମାନଙ୍କ ସ୍ଥାନରେ ଅାଉ କାହାକୁ ସେଠାକୁ ପଠାଯିବ, ସେ ନିଷ୍ପତ୍ତି ହୋଇନାହିଁ । ବାଘୁଣୀ ସୁନ୍ଦରୀ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ଉତ୍ତ୍ୟକ୍ତ ଲୋକେ ସାତକୋଶିଅା ଓ ଏହାର ଅାଖପାଖ ଅଞ୍ଚଳରେ ଲଙ୍କାକାଣ୍ଡ ଭିଅାଇଥିଲ । […]

  • Tuesday, 20 July 2021
temple-up
ଶ୍ରୀମନ୍ଦିର ସଂସ୍କାର ନେଇ ୧୨ ସୂତ୍ରୀ ପ୍ରସ୍ତାବରେ କାହିଁକି ଅସହମତି

ପୁରୀ : ସୁପ୍ରିମକୋର୍ଟଙ୍କ ୧୨ ସୂତ୍ରୀ ସଂସ୍କାର ମୂଳକ ପ୍ରସ୍ତାବ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ଅସୁବିଧା ? କାହିଁକି ୧, ୨ ଓ ୧୨ ନମ୍ବର ପ୍ରସ୍ତାବ ଉପରେ ହୋଇପାରୁନି ସହମତି ? ଜାଣିବାକୁ ଅାଜି ଦିନ ତମାମ ମାରାଥନ୍ ଅାଲୋଚନା କରି ତଥ୍ୟ ସଂଗ୍ରହ କରିଛନ୍ତି ଅାମିକସ୍‌କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ୍। ଅାଜି ଭୋରରେ ପ୍ରଥମେ ସେବାୟତଙ୍କ ଅଗୋଚରରେ ଜଗନ୍ନାଥ ଦର୍ଶନ କରିଥିଲେ ସୁବ୍ରମଣ୍ୟମ୍।  ତାପରେ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍‌ରେ ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ […]

  • Tuesday, 20 July 2021
rain-up
ଓଡ଼ିଶା ଛାଡ଼ିଲା ଘୂର୍ଣ୍ଣିବାତ୍ୟା ‘ଡାଏ’ : ହେଲେ ରାତିକରେ ରଚିଲା ତାଣ୍ଡବ

ଭୁବନେଶ୍ୱର : ଓଡ଼ିଶା ଛାଡ଼ି ଛତିଶଗଡ଼ ଓ ମଧ୍ୟପ୍ରଦେଶ ମୁହାଁ ବାତ୍ୟା ‘ଡାଏ’ । ଓଡ଼ିଶା ଉପରେ ଅାଉ କୌଣସି ଭୟ ନାହିଁ। ହେଲେ ଯିବା ପୂର୍ବରୁ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ନିଜର ପ୍ରଭାବ ଦେଖାଇଛି ‘ଡାଏ’ । ବାତ୍ୟାର ପ୍ରଭାବରେ ବିଶେଷ କରି ମାଲକାନଗିରି ଏବଂ ବାଲେଶ୍ୱର ଜିଲ୍ଲା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଉଭୟ ଜିଲ୍ଲାରେ ଶହ ଶହ ଗାଁ ଜଳବନ୍ଦୀ ହୋଇ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ବିଭିନ୍ନ ନଦୀର […]

  • Tuesday, 20 July 2021
postal
ଡାକ ଘରେ ଘୋଟାଲା: ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡ଼ପ

ଢେଙ୍କାନାଳ: ଭୁବନ ଅନନ୍ତପୁର ଗ୍ରାମର ଶାଖା ଡାକ ଘରେ ଥିବା ଜମାକାରୀଙ୍କ ଖାତାରୁ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ ହୋଇଛି। ବିଜୟ କୁମାର ଦେହୁରୀ ନାମକ ଜଣେ କର୍ମଚାରୀ ଜମା ଟଙ୍କା ହଡ଼ପ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଜମାକାରୀମାନେ ସୁକନ୍ୟା ଯୋଜନାରେ ଅନନ୍ତପୁର ଶାଖା ଡାକଘରେ ଟଙ୍କା ଜମା କରିଥିଲେ। କିନ୍ତୁ କର୍ମଚାରୀ ଜଣକ ଜମାକାରୀଙ୍କ ଖାତାରେ ଟଙ୍କା ଜମା ନ କରି କେବଳ କାଗଜ କଲମରେ ଲେଖି ଟଙ୍କା ସବୁ ଆତ୍ମସାତ କରିଥିବା ଅଭିଯୋଗ […]

  • Tuesday, 20 July 2021
yuva-bahini-up
ବିଜୁ ଯୁବ ବାହିନୀ ଅାକାଉଣ୍ଟ ଅଡିଟ୍‌କୁ ନେଇ ଏଜିଙ୍କ ଛାଟ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ କୁହାଯାଉଥିବା ବିଜୁ ଯୁବ ବାହିନୀକୁ ଅାକାଉଣ୍ଟାଣ୍ଟ ଜେନେରାଲଙ୍କ ରେଡ୍ ସିଗ୍‌ନାଲ। ଡେପୁଟି ଏଜି, କ୍ରୀଡ଼ା ଓ ଯୁବ ବ୍ୟାପାର ସିବଙ୍କୁ ଲେଖିଥିବା ଚିଠିରେ ଦର୍ଶାଯାଇଛି, ଯଦି ବିଜୁ ଯୁବ ବାହିନୀ ଯୋଜନା ବାବଦରେ ହିସାବ ଦେବାକୁ ସମୟ ନାହିଁ, ତେବେ ଏ ଯୋଜନା କାର୍ଯ୍ୟକାରୀ ପାଇଁ ବି ଅାପଣ ଧ୍ୟାନ ଦେଇପାରିବେନି। ସୁତରାଂ ଯୋଜନା ବାବଦ ଅର୍ଥ ସଂପୂର୍ଣ୍ଣ ଅଡିଟ୍ ନସରିଲା ଯାଏଁ ଖର୍ଚ୍ଚ କରନି। […]

  • Tuesday, 20 July 2021
Capture
ଦିନିକିଆ ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ଶେରଗଡ଼ରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ମୁଖ୍ୟମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଶେରଗଡ଼ଠାରେ ୮କୋଟି ବ୍ୟୟରେ ଆଇଟିଆଇ, ୧କୋଟି ୯୦ଲକ୍ଷ ଟଙ୍କା ବ୍ୟୟରେ ନବ ନିର୍ମିତ ଦକ୍ଷତା ବିକାଶ କେନ୍ଦ୍ର, ୮କୋଟି ଟଙ୍କା ବ୍ୟୟରେ ନନ୍ଦିନୀ ନାଳ ଉପରେ ସେତୁ, ୨୫ଲକ୍ଷ ବ୍ୟୟରେ […]

  • Tuesday, 20 July 2021
badriptra
ପୁଣି ଜଣେ ପୁଅର କାର୍‌ନାମାକୁ ନେଇ ଅଡୁଆରେ ମନ୍ତ୍ରୀ

ଭୁବନେଶ୍ୱର: ପୁଣି ପୁଅର କାର୍‌ନାମା ପାଇଁ ଅଡ଼ୁଆରେ ପଡ଼ିଯାଇଛନ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ଦେବାଶିଷଙ୍କ ପରେ ଏବେ ପୁଅ ଦେବପ୍ରିୟ ବାପା ବଦ୍ରି ପାତ୍ରଙ୍କ ଅଡ଼ୁଆ ବଢ଼ାଇ ଦେଇଛନ୍ତି। ପୂର୍ବରୁ ମରଣାନ୍ତକ ଆକ୍ରମଣ ଓ ଆତଙ୍କ ସୃଷ୍ଟି କରୁଥିବା ଘଟଣାରେ ଗିରଫ ହୋଇ ଜଣେ ପୁଅ ଦେବାଶିଷ ପାତ୍ର ଜେଲ୍‌ରେ ଥିବାବେଳେ ଏବେ ଆଉ ଜଣେ ପୁଅ ଦେବପ୍ରିୟଙ୍କ ନାଁରେ ସଂଗୀନ ଅଭିଯୋଗ ଆସିଛି। ଘଷିପୁରା ଥାନାରେ ପ୍ରଶାନ୍ତ ସାହୁ ନାମକ ଜଣେ ଯୁବକ ଦେଇଥିବା […]

  • Tuesday, 20 July 2021
migrant
ଦଲାଲଙ୍କ କବଳରୁ ଖସି ଅାସିଲେ ୧୦ ଦାଦନ ଶ୍ରମିକ

ଅାନନ୍ଦପୁର  : ଦଲାଲଙ୍କ କବଳରୁ ଖସିଅାସିଲେ ବିକ୍ରି ହୋଇଥିବା ୧୦ ଜଣ ମହିଳା ଓ ପୁରୁଷ ଦାଦନ। ଅାନନ୍ଦପୁର ସୋସ  ଥାନା ଅଞ୍ଚଳରୁ ୪ ଜଣ ଦଲାଲଙ୍କ ମାଧ୍ୟମରେ ୧୦ ଜଣ ପୁରୁଷ ଓ ମହିଳା ଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ବାହାରେ କାମ କରି ଭଲ ରୋଜଗାର କରିବାର ଅାଳ ଦେଖାଇ କୋଲକତାକୁ ନେବାକୁ କହି ନାଗାଲାଣ୍ଡ ନେଇଯାଇଥିଲା ଦଲାଲ। ସେଠାରେ କାମ କରିବା ପରେ ପାରିଶ୍ରମିକ ଦେବା ବଦଳରେ ଶ୍ରମିକଙ୍କୁ ନିର୍ଯାତନା ଦିଅାଯାଉଥିବା […]

  • Tuesday, 20 July 2021
imfa
ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ

ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଚାଲିଥିବା ଶ୍ରମିକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଶ୍ରମିକ ସଂଘ ଓ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।  ଶ୍ରମିକ ସଂଘର ୮ ଦଫା ଦାବି ନେଇ ସହମତି ହୋଇଥିଲା। ଗତ ୩୧ ତାରିଖରେ ମାଟି ଅତଡ଼ା ଧସିବା ଘଟଣାରେ ଆହତ ସମସ୍ତ ଶ୍ରମିକ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି।  ଏହା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୁକିନ୍ଦା ଅଞ୍ଚଳ କ୍ରୋମାଇଟ୍ ଖଣି ମଜଦୁର ସଂଘ […]

  • Tuesday, 20 July 2021
maharam
ଅାଜି ପବିତ୍ର ମହରମ୍‌

ଭୁବନେଶ୍ୱର : ଅାଜି ପବିତ୍ର ମହରମ୍‌। ଏହା ହେଉଛି ମୁସଲମାନଙ୍କ ଏକ ପ୍ରମୁଖ ପର୍ବ। କର୍‌ବଲା ଯୁଦ୍ଧକୁ ମନେପକାଇ ମହରମ୍ ପାଳନ କରାଯାଏ। ଏହି ଯୁଦ୍ଧରେ ମହାପୁରୁଷ ମହମ୍ମଦଙ୍କ ନାତି ଇମାମ ହୁସେନ ଅଲିଙ୍କ ମୃତ୍ୟୁ ହୋଇଥିଲା। ଇରାକ ରାଜଧାନୀ ବାଗଦାଦ୍‌ ନିକଟରେ ଏହି ଯୁଦ୍ଧ ହୋଇଥିଲା।  ହୁସେନ ଅଲିଙ୍କ ବଳିଦାନକୁ ମନେପକାଇ ମହରମ୍ ପାଳନ କରାଯାଇଥାଏ। ଏହି ସମୟରେ ମଧ୍ୟ ମହାପୁରୁଷ ମହମ୍ମଦ ମକ୍କାରୁ ମଦିନାକୁ ଅାସିଥିଲେ। ଏହାକୁ ହିଜ୍‌ରା କୁହାଯାଇଥାଏ। ମୁସଲମାନଙ୍କ ଅନୁସାରେ ଅାଜିଠାରୁ […]

  • Tuesday, 20 July 2021
baijayanta
ଓଡ଼ିଶାରେ ଦରକାର ପରିବର୍ତ୍ତନ: ବୈଜୟନ୍ତ

ଅନୁଗୁଳ: ଓଡ଼ିଶାରେ ଦରକାର ପରିବର୍ତ୍ତନ। ରାଜ୍ୟବାସୀଙ୍କ ଭିତରେ ଏଭଳି ଭାବନା ସୃଷ୍ଟି ହେଲାଣି ବୋଲି ସେ ଅନୁମାନ କରୁଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟରେ ଯେପରି ଭାବେ ଶାସନ ଚାଲିଛି, ଦୁର୍ନୀତି ଓ ଗୁଣ୍ଡାଗର୍ଦ୍ଦି ବଢ଼ି ଚାଲିଛି। ଲୋକମାନେ ଏହାର ବିକଳ୍ପ ଖୋଜୁଛନ୍ତି। ଯେଉଁଠି ବିକଳ୍ପ ପାଇବେ ଛିଡ଼ା ହେବେ ବୋଲି ବୈଜୟନ୍ତ କହିଛନ୍ତି। ବଅଁରପାଳରେ ଅନୁଷ୍ଠିତ ‘ହେଇଯାଉ’ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ ଏହା କହିଛନ୍ତି। ଅନୁଗୁଳର ବଅଁରପାଳ ସମେତ, ନାଲ୍‌କୋ ଏଫ୍‌ସିଆଇ […]

  • Tuesday, 20 July 2021
Baijayant Panda
ବିଭ୍ରାନ୍ତି ସୃଷ୍ଟି କରୁଛି ଓଡ଼ିଶା ପୁଲିସ : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଅଭିଯୋଗର ତଦନ୍ତ ଅାଳରେ ଓଡ଼ିଶା ପୁଲିସ ବିଭ୍ରାନ୍ତି ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ହାଜର ହେବା ଲାଗି ତାଙ୍କୁ ପୁଲିସ କରିଥିବା ସମନ ବିଭ୍ରାନ୍ତିକର ଓ  ବିରୋଧାତ୍ମକ ଥିବା ସେ ଟୁଇଟ୍ କରି ଦର୍ଶାଇଛନ୍ତି। ଏଥିରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି, ୨୧ ତାରିଖରେ ହାଜର ହେବାକୁ ଗତ ୧୯ ତାରିଖ ଦିନ ଅରଖକୁଦା ମେରାଇନ ଥାନାର ଇନଚାର୍ଜ IIC ଥିବା ପୁରୀ […]

  • Tuesday, 20 July 2021
biju
ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପିଟାପିଟି

ଭଦ୍ରକ: ସଚେତନତା କାର୍ଯ୍ୟକ୍ରମ ବେଳେ ପିଟାପିଟି ହେଲେ ବିଜୁ ଯୁବ ବାହିନୀର ଦୁଇ ଗୋଷ୍ଠୀ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ପଦ୍ମପୁର ପଞ୍ଚାୟତରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଆଜି ଏକ ବୃକ୍ଷରୋପଣ ଓ ସଚେତନତା ଶୋଭାଯାତ୍ରାକୁ ଗୋଟିଏ ଗୋଷ୍ଠୀକୁ ଡକା ନଯିବାରୁ ଅନ୍ୟ ଗୋଷ୍ଠୀ ତାତିଥିବା କୁହାଯାଉଛି। ଏହାକୁ ନେଇ ଗଣ୍ଡଗୋଳ ସୂତ୍ରପାତ ହୋଇଥିଲା। ଥାନାକୁ ମାମଲା ଯିବା ପରେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଜଗତସିଂହପୁର ରଘୁନାଥପୁର ଅଞ୍ଚଳରେ ମୁହାମୁହିଁ ହୋଇଛନ୍ତି […]

  • Tuesday, 20 July 2021
pollutiion
ପ୍ରଦୂଷଣ କବଳରେ ଭୁବନେଶ୍ୱର ସମେତ ରାଜ୍ୟର ୬ ସହର

ଭୁବନେଶ୍ୱର: କେବଳ ଦିଲ୍ଲୀ ନୁହେଁ, ପ୍ରଦୂଷଣର ବିଷ ବଳୟରେ ଛଟ୍‌ପଟ୍‌ ହେଉଛି ଓଡ଼ିଶାର ୬ଟି ସହର। ରାଜଧାନୀ ଭୁବନେଶ୍ୱର ସମେତ କଟକ ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲାରେ ପ୍ରଦୂଷଣ ମାତ୍ରା ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଧୂଳି-ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ୁଛି ଜୀବନ। ରାସ୍ତାଘାଟ, ଘରଦ୍ୱାର ସବୁଠି ବହଳ ଧୂଳିର ଆସ୍ତରଣ। ତା’ ସାଙ୍ଗକୁ କୋଇଲା ଜଳି ପୂରା ପରିବେଶ ଧୂଆଁମୟ ହୋଇଯାଉଛି। ପାଣି ପକାଇ କୋଇଲା ଗୁଣ୍ଡର ଆସ୍ତରଣକୁ ସଫା କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଏଭିଳି ଦୃଶ୍ୟ […]

  • Tuesday, 20 July 2021
cabinet
ରାଜ୍ୟ କ୍ୟାବିନେଟ୍‌ରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିଟେନ୍‌ ବୈଠକରେ ରାଜ୍ୟ କ୍ୟାବିନେଟ୍‌ ୧୦ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ମାରିଛି। ଏଥିରେ ଭବାନୀପାଟଣା ମେଡିକାଲ୍‌ କଲେଜ୍‌ ପାଇଁ ୨୨୦ ଟଙ୍କା କୋଟି ମଞ୍ଜୁର ହୋଇଥିବାବେଳେ କଟକ ଶିଶୁଭବନର ନୂଆ କୋଠା ନିର୍ମାଣ ପାଇଁ ୧୧୭ କୋଟି ମଞ୍ଜୁର ହୋଇଛି। ମହାନଦୀ ଭଳି ଅନ୍ୟ ୩ଟି ନଦୀ ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା ପାର୍ଶ୍ୱରେ ବୃକ୍ଷରୋପଣ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିସହିତ ରାଜ୍ୟରେ ଜିଲ୍ଲାସ୍ତରରେ ଗ୍ରୀନ୍‌ ମହାନଦୀ ମିଶନ୍‌ କମିଟି ଗଠନ […]

  • Tuesday, 20 July 2021
2
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରିଙ୍କ ଅାଲୋଚନା

ପୁରୀ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ ନିଯୁକ୍ତ ଆମିକସ୍‌କ୍ୟୁରି ଗୋପାଳ ସୁବ୍ରମଣ୍ୟମଙ୍କ ଅାଲୋଚନା। ଗତକାଲି ରାତିରେ ପୁରୀରେ ପହଞ୍ଚିଥିବା ଗୋପାଳ ସୁବ୍ରମଣ୍ୟମ୍ ଅାଜି ସକାଳୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ବିଭିନ୍ନ ପକ୍ଷଙ୍କ ସହ ବୈଠକ ଅାରମ୍ଭ କରିଛନ୍ତି। ପ୍ରଥମେ ସେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହିତ ଅାଲୋଚନା କରିଛନ୍ତି। ଏହି ସମୟରେ ଆମିକସ୍‌କ୍ୟୁରିଙ୍କୁ ଶ୍ରୀମନ୍ଦିର ସଂପର୍କରେ ବିସ୍ତୃତ ତଥ୍ୟ ଦିଅାଯାଇଛି। ଶ୍ରୀମନ୍ଦିରର ଇତିହାସ, […]

  • Tuesday, 20 July 2021
saharaa
ଆଧୁନିକତା ମଧ୍ୟରେ ବଞ୍ଚି ରହିଛି ଭାଇଚାରାର ପର୍ବ ସହରାଇ

ଦେବଗଡ଼: ଆଧୁନିକତା ମଧ୍ୟରେ ବଞ୍ଚି ରହିଛି ପ୍ରାଚୀନ ଆଦିବାସୀ ପରମ୍ପରା। ମାଦଳ ତାଳେତାଳେ ଚାଲିଛି ଗୋରୁଗାଈଙ୍କ ଶୋଭାଯାତ୍ରା। ମଝିରେ ମଝିରେ ଫୁଟୁଛି ତାଳ ଫୋଟକା। ଦେବଗଡ଼ ବାରକୋଟ ବ୍ଲକ୍‌ ପଲଣ୍ଡା ପଞ୍ଚାୟତର ଇନ୍ଦ୍ରାଣୀଝରଣ ଗାଁରେ ପାଳିତ ହୋଇଛି ଗଣପର୍ବ ସହରାଇ। ପ୍ରତିବର୍ଷ କାର୍ତ୍ତିକ ତ୍ରୟୋଦଶୀରୁ ଦୀପାବଳି ଯାଏ ୩ ଦିନ ଧରି ସହରାଇ ପର୍ବ ପାଳନ କରାଯାଏ। ପର୍ବରେ ଉଭୟ ଦେବଗଡ଼ ଓ ସୁନ୍ଦରଗଡ଼ର ମୁଣ୍ଡାରୀ ସମ୍ପ୍ରଦାୟର ଲୋକ ସାମିଲ ହୋଇଥାନ୍ତି। ଦେବଗଡ଼ର ଇନ୍ଦ୍ରାଣୀଝରଣ ଗାଁକୁ ଆଉ […]

  • Tuesday, 20 July 2021
FIR against CM
ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡିର ୪ ନେତାଙ୍କ ନାଁରେ ଏତଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁରେ ଏତଲା। ପୁରୀ ସଚେତନ ନାଗରିକ ମଞ୍ଚର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଅରଖକୁଦା ମେରାଇନ୍‌ ଥାନାରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏତଲା ଦେଇଛନ୍ତି। ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ସେ ଥାନାରେ ଏତଲା ଦେଇଛନ୍ତି। ପୂର୍ବରୁ ସେ ପୁରୀ ଏସ୍‌ପିଙ୍କ ନିକଟରେ ଏହି ଅଭିଯୋଗ କରିଥିଲେ। ତେବେ ପୁରୀ ଏସ୍‌ପି ତାଙ୍କୁ ସଂପୃକ୍ତ ଅଞ୍ଚଳରେ ଥିବା ମେରାଇନ୍‌ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ତେବେ […]

  • Tuesday, 20 July 2021
debbrta
କିଶୋର ଅବସ୍ଥାରେ ଯମ ଯନ୍ତ୍ରଣା ଭୋଗୁଛନ୍ତି ଶୁଭବ୍ରତ

ଭଦ୍ରକ: ଯେଉଁ ବୟସରେ ଖେଳକୁଦ କରିବା କଥା, ସେ ବୟସରେ ଏବେ ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ। ମାତ୍ର ୧୨ ବର୍ଷ ବୟସରେ ନଷ୍ଟ ହୋଇଯାଇଛି ଦୁଇଟି ଯାକ କିଡ୍‌ନୀ। ଭଦ୍ରକ ଚାନ୍ଦବାଲି ବ୍ଲକ୍‌ ଜଳେଶ୍ୱରପୁର ଗ୍ରାମର ଖଗେଶ୍ୱର ବଳଙ୍କ ପୁଅ ଶୁଭବ୍ରତ ଭୋଗୁଛନ୍ତି ଏଭଳି ଯନ୍ତ୍ରଣା।   ଜନ୍ମରୁ ୪ ବର୍ଷ ପରେ ଅସୁସ୍ଥ ହୋଇପଡ଼ିଥିଲେ ଶୁଭବ୍ରତ। ଏହାପରେ କଟକ ନେଇ ପରୀକ୍ଷା କରିବା ତାଙ୍କର ଦୁଇଟିଯାକ କିଡ୍‌ନୀ ଖରାପ ହୋଇ ଯାଇଥିବା ଜଣାପଡ଼ିଥିଲା। ଏହାପରେ […]

  • Tuesday, 20 July 2021
rainfall
ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ‘ଡାଏ’; ୨୪ ଘଣ୍ଟା ପର୍ଯ୍ୟନ୍ତ ବର୍ଷିବ

ଭୁବନେଶ୍ୱର: ଡିପ୍‌ ଡିପ୍ରେସନ୍‌ରେ ପରିଣତ ହେଲା ଝଡ଼ ବାତ୍ୟା ‘ଡାଏ’। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଏହି ଝଡ଼ ଏବେ ଦକ୍ଷିଣ ଓଡ଼ିଶାର ଟିଟିଲାଗଡ଼ଠାରୁ ୬୫ କିଲେମିଟର ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି।  ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି।  ଘଣ୍ଟାକୁ ୨୬ କିଲୋମିଟର ବେଗରେ ଏହି ଝଡ଼ ବାତ୍ୟା ‘ଡାଏ’ ଗତି କରୁଛି।  ଧିରେଧିରେ ଛତିଶଗଡ଼ ମୁହାଁଇବ ‘ଡାଏ’। ଆସନ୍ତା ୬ ଘଣ୍ଟାରେ ଏହା ଅଧିକ […]

  • Tuesday, 20 July 2021
jalaka river
ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନି ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଆଜି ସକାଳ ୬ଟା ରେ ୫.୮୦ ମିଟର ଉପରେ ଜଳ ପ୍ରବାହିତ ହେଉଛି। କେବଳ ଜଳକା ନୁହେଁ ସ୍ୱନ ଓ ଗଙ୍ଗାହାର ନଦୀରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପର ମୁଣ୍ଡରେ ବର୍ଷା […]

  • Tuesday, 20 July 2021
bsn
ପୁଣି ମୁହାଁମୁହିଁ ହେଲେ ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟ ଓ ବଦ୍ରି

ଭୁବନେଶ୍ୱର: ବିଜେଡିର ଦୁଇ ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବଦ୍ରି ନାରାୟଣ ପାତ୍ର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ବିଜେଡି ସାଂସଦ ସୌମ୍ୟ ପଟ୍ଟନାୟକ ଓ ତାଙ୍କ ଭାଇ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କ ରାଜନୈତିକ ପତିଆରା ହ୍ରାସ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି  ବଦ୍ରି ପାତ୍ର ଅଭିଯୋଗ କରିଛନ୍ତି। ଏଇପାଇଁ ରାମଚନ୍ଦ୍ରପୁରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ସୌମ୍ୟ ଓ ନିରଞ୍ଜନଙ୍କ ଉପରେ ବର୍ଷିଛନ୍ତି ବଦ୍ରି। ତେବେ ଏ ନେଇ […]

  • Tuesday, 20 July 2021
sukiunda
ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ଅଚଳାବସ୍ଥା ଜାରି

ଯାଜପୁର: କାଳିଆପାଣିସ୍ଥିତ ଇମ୍ଫାର ମହାଗିର ଓ ସୁକିନ୍ଦା ଖଣିରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ସପ୍ତମ ଦିନରେ ପହଞ୍ଚିଛି। ୭ ଦଫା ଦାବି ନେଇ ଖଣି ଆଗରେ ଶ୍ରମିକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଖଣିରେ ଅଚଳାବସ୍ଥା ଦୂର ଲାଗି ଗତକାଲି ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍‌ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡ଼ାଇଙ୍କ ସହ ଅନ୍ୟ ସଂଘ କର୍ମକର୍ତ୍ତା ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ତାହା ଫଳପ୍ରଦ ହୋଇ ନାହିଁ। ଆହତ ଶ୍ରମିକ ସୁସ୍ଥ […]

  • Tuesday, 20 July 2021