• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

mafa
ମଦ ପାଇଁ ବିଧାନସଭା ହୁଲୁସ୍ତୁଲ୍; ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର: ଅଧିକ ମଦ ଦୋକାନ ଖୋଲିବା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ବିରୋଧ କରାଯାଇଛି। ମଦ ଦୋକାନ ଖୋଲିବା ସହ ବିଭିନ୍ନ ମେଳା ମହୋତ୍ସବରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦେବାକୁ ଅବକାରୀ ବିଭାଗ, ଜିଲ୍ଲାପାଳମାନଙ୍କୁ ଚିଠି ଲେଖିବାପରେ ଏହାକୁ ଜୋରାଦାର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ। ଏହାଦ୍ୱାରା ରାଜ୍ୟରେ ମଦ ବନ୍ୟା ହେବ ବୋଲି ଅଭିଯୋଗ ଆଣି ତୁରନ୍ତ ଏହି ଯୋଜନା ବନ୍ଦ କରିବାକୁ ଦାବି କରିଛନ୍ତି। ଯାହାକୁ ନେଇ […]

  • Friday, 23 July 2021
rahas
ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ଖୋଲିଲା

ଭୁବନେଶ୍ୱର: ରଙ୍ଗଶାଳା ଓ ପିଇଓ ସ୍ମିତାରାଣୀ ମୃତ୍ୟୁ ରହସ୍ୟର ଆଉ ଏକ ଗୁମର ସାମ୍ନାକୁ ଆସିଛି। ରଙ୍ଗଶାଳାର ସରକାରୀ ଦସ୍ତାବିଜ୍ ଖାତା ନମ୍ବର ୧୦୯ ପ୍ଲଟ୍ ନମ୍ବର ୨୯୦। ସମୁଦାୟ ଯାଗା ୪୩ ଡିସିମିଲ ସେଥିରୁ ୨୩ ଡିସିମିଲରେ ରଙ୍ଗଶାଳା ବନେଇ ଦଖଲରେ ଥିଲେ ରୂପେଶ ଭଦ୍ରଙ୍କ ଭାଇ ରାଜେଶ ଭଦ୍ର। ହେଲେ ସରକାରୀ ଯାଗାରେ କୋଠା ବନେଇଥିବା ସରକାରଙ୍କ ନଜରକୁ ଆସିବା ପରେ ୨୧ ମାର୍ଚ୍ଚ, ୨୦୧୮ରେ ରାଜେଶଙ୍କ ଉପରେ ୨୭୬୦ ଟଙ୍କାର ଜରିମାନା କଷିଥିଲେ […]

  • Friday, 23 July 2021
ୱହତୱହତ
ବୁଲ୍‌ବୁଲ୍‌ କ୍ଷୟକ୍ଷତି ଆକଳନ ପାଇଁ ଆସିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ବୁଲବୁଲ’ରେ କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ର ସରକାରଙ୍କ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଆସନ୍ତା ୧୪ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୁଲବୁଲ କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସାହେଲି ଘୋଷ ରୟଙ୍କ ନେତୃତ୍ୱରେ ଆନ୍ତଃ ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ୧୪ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଏହି ଟିମରେ ଶକ୍ତି ମନ୍ତ୍ରଣାଳୟର […]

  • Friday, 23 July 2021
n
ଦରଦୀ ଚୋର ! ଚୋରି କରି ନେଇଯାଇଥିଲା, ପୁଣି ବସ୍‌ରେ ଫେରାଇଦେଲା

ଭୁବନେଶ୍ୱର: ମୋବାଇଲ୍ ନମ୍ବର କାଢ଼ି ଚୋରି ହୋଇଥିବା ମେଧାବୀ ଛାତ୍ରଙ୍କୁ ଚୋର ସାର୍ଟିଫିକେଟ ଫେରାଇଛି। ଧରା  ପଡ଼ିବା ଭୟରେ ଏକ ବସ୍ ଜରିଆରେ ଉକ୍ତ ସାର୍ଟିଫିକେଟ ପଠାଇଛି। ତେବେ ହଷ୍ଟେଲରେ ଚୋରି ବେଳର ସିସିଟିଭି ଚିତ୍ର ଓ ସନ୍ଧିଗ୍ଧ ଚୋରର ଫୋନ ନମ୍ବରକୁ ନେଇ ଚୋରକୁ ଧରିବାକୁ ଦାବି କରିଛନ୍ତି ସମ୍ପୃକ୍ତ ଛାତ୍ର। ଚୋରକୁ ଧରିବାକୁ ତନାଘନା ଚଳାଇଛି ପୁଲିସ। ମେଧାବୀ ଛାତ୍ର ଧରଣୀଧର ସାହୁ। ତାଙ୍କ ସାର୍ଟିଫିକେଟ ଚୋରି ହୋଇ ଯାଇଥିଲା। ଚୋରିର ୪ ଦିନ […]

  • Friday, 23 July 2021
mm
ଏମିତି ଏଟିଏମ୍‌, ଯେଉଁଥିରୁ ଟଙ୍କା ବଦଳରେ ବାହାରୁଛି ଖାଦ୍ୟ

ସମ୍ୱଲପୁର: ଭୋକିଲାଙ୍କ ଭୋକ ମେଣ୍ଟାଉଛି ଫୁଡ୍‌ ଏଟିଏମ୍‌। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତକଥା। ଏମିତି ଏଟିଏମ୍‌ ସମ୍ୱଲପୁର ସରରରେ ପ୍ରତିଷ୍ଠା କରାଯାଇଛି। ଭୋଜି କିମ୍ୱା ହୋଟେଲ୍‌ର ବଳକା ଖାଦ୍ୟକୁ ନଷ୍ଟ ନକରି ଭୋକିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ଏଭଳି ପ୍ରୟାସ ହୋଇଛି। ସମ୍ବଲପୁର ସହର ଯୁବ ସ୍ୱେଚ୍ଛାସେବୀ ଦିଲ୍ଲିପ ପଣ୍ଡା ଏମିତି ଉଦ୍ୟମ କରିଛନ୍ତି। ନିଜ ଉଦ୍ୟମରେ ସମ୍ବଲପୁର ସହରରେ ଏହି ଫୁଡ୍‌ ଏଟିଏମ୍‌ ପ୍ରତିଷ୍ଠା କରିଛନ୍ତି। ଯେଉଁମାନଙ୍କ ଖାଦ୍ୟ ଆବଶ୍ୟକତା ଥିବ, ସେମାନେ […]

  • Friday, 23 July 2021
wi2
ମଦ ନିଶାରେ ମାତାଲ୍ ହେବ ଓଡ଼ିଶା; ରାଜ୍ୟରେ ଖୋଲିବ ଅଧିକ ମଦ ଦୋକାନ

ଭୁବନେଶ୍ୱର: ରାଜ୍ୟର ଅଧିକ ମୋଦ ଦୋକାନ ଖୋଲିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ସୂଚନା ଅନୁଯାୟୀ, ମଦ ଦୋକାନ ଖୋଲିବା ପାଇଁ ସରକାରୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଗତ ୭ ତାରିଖରେ ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଜିଲ୍ଲାର ଅଧିକାରୀମାନଙ୍କୁ ଚିଠି ଲେଖି ନୂଆ ଠିପି ବନ୍ଦ ମଦ ଦୋକାନ ଖୋଲିବାକୁ ପ୍ରସ୍ତାବ ମାଗିଛନ୍ତି। କେଉଁଠି ମଦ ଦୋକାନ ଖୋଲାଯାଇପାରିବ ତାହା ଚିହ୍ନଟ କରି ନଭେମ୍ବର ୧୧ ତାରିଖ ସୁଦ୍ଧା ଜଣାଇବାକୁ ଅବକାରୀ ଅଧୀକ୍ଷକ […]

  • Friday, 23 July 2021
balijtra
ଆରମ୍ଭ ହେଲା ବାଲିଯାତ୍ରା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ରାଜ୍ୟର ଏହି ସର୍ବବୃହତ ବାଣିଜ୍ୟ ମେଳାକୁ ଉଦ୍‌ଘାଟନ କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ବିଶିଷ୍ଟ ଅତିଥି ଭାବେ ଇଣ୍ଡୋନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ତୋ ରେଜା ସୁର୍ଯ୍ୟୋ ଦି’ ପୁରୋଙ୍କ ସମେତ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପ ଜେନା, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରା ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ପାଇଥିବାରୁ ମେଳାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରିବାକୁ ସବୁ ପ୍ରକାର […]

  • Friday, 23 July 2021
fgn
ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଡା.ଅଶୋକ ମହାପାତ୍ର

ଭୁବନେଶ୍ୱର: ଓଡ଼ିଶାର ଗର୍ବ ଗୌରବ ପ୍ରଫେସର ତଥା ଡ.ଅଶୋକ ମହାପାତ୍ରଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ସମ୍ମାନ।  ଲିମ୍‌କା ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ତଥା ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ଡ.ଅଶୋକ ମହାପାତ୍ର। କନ୍ଧମାଳଳର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କରି ନୂଆ ଜୀବନ ଦେଇଥିବା ଡ.ଅଶୋକ ଏହି ବିରଳ କୃତିତ୍ୱର ଅଧିକାରୀ ହୋଇପାରିଛନ୍ତି। ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସଫଳତାର ସହ କରାଯାଇଥିବା ବିରଳ ଯୋଡ଼ାମୁଣ୍ଡ ଅସ୍ତ୍ରୋପଚାର ଲିମ୍‌କା ବୁକ୍ […]

  • Friday, 23 July 2021
f
ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା, ଆବାସ କେଳାଙ୍କରୀ ପରି ଅନେକ ପ୍ରସଙ୍ଗ ଥିବା ବେଳେ ରଣନୀତି ପ୍ରସ୍ତୁତ ପାଇଁ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ବସିବ। ସେହିପରି ଆସନ୍ତାକାଲି ଦିନ ୧୦ଟାରେ ବିଜେଡି […]

  • Friday, 23 July 2021
karitkarma
ଦୁଇଥର ମେଟ୍ରିକ୍‌ ଫେଲ୍‌ ହୋଇଥିଲେ ନକଲି ଡାକ୍ତର; ଧରାପଡ଼ିବାରୁ ପାଚେରି ଡେଇଁ ପାର୍

ଭୁବନେଶ୍ୱର: ନକଲି ଡାକ୍ତର ହାତରେ ରୋଗୀଙ୍କ ଜୀବନ। ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବାଏବଂ ଘଟଣା ସାମ୍ନାକୁ ଆସିବା ପରେ ଫେରାର ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁନ୍ଦରଗଡ଼ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏହି ୪୨୦ଡାକ୍ତରଙ୍କ ସଂପର୍କରେ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ଦୁଇ ଥରରେ ତୃତୀୟ ଶ୍ରେଣୀରେ ମାଟ୍ରିକ୍ ପାସ୍। ପ୍ଲସ୍-୨ ରେ ଥାର୍ଡ ଡିଭିଜନ୍। ହେଲେ ସେ ଡାକ୍ତର। […]

  • Friday, 23 July 2021
nn
ଚିତ୍ର ମାମଧ୍ୟରେ ଟ୍ରାଫିକ୍‌ ସଚେତନତା ବାଣ୍ଟୁଛନ୍ତି ଏମାନେ

ଭୁବନେଶ୍ୱର: ଚାରୁକଳାରେ ଟ୍ରାଫିକ ସଚେତନତା ବାଣ୍ଟଛନ୍ତି ଚିତ୍ର ଶିଳ୍ପୀ। ଐତିହ୍ୟ, କଳା, ଭାସ୍କର୍ଯ୍ୟ ଓ ସଂସ୍କୃତିର ନିଚ୍ଛକ ଚିତ୍ର ସହ ଚାଲିଛି ଭିନ୍ନ ଏକ ପ୍ରୟାସ। ରାସ୍ତାକଡ଼ରେ ଥିବା କାନ୍ଥରେ ଅଙ୍କାଯାଉଛି ସଚେନତାର ବାର୍ତ୍ତା। ବାଲେଶ୍ୱର ଜିଲ୍ଲା ସଦର ମହକୁମାର ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ପୁଲିସ ଲାଇନ୍‌ ଛକ, ଟ୍ରାଫିକ୍‌ ଥାନା ଓ ଅନ୍ୟ ସରକାରୀ କାନ୍ଥରେ ଅଙ୍କାଯାଇଛି ଟ୍ରାଫିକ୍ ନିୟମର ବାର୍ତ୍ତା। ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଦେବାକୁ ପଡ଼ିବ। ଏଭିଳି କିଛି ଦୃଶ୍ୟକୁ ତୁଳୀରେ ଅଙ୍କିଚାଲିଛନ୍ତି ବାଲେଶ୍ୱର ଚାରୁ ଓ […]

  • Friday, 23 July 2021
nala
ନାଳରୁ ମିଳିଲା ମଣିଷର କଟା ଗୋଡ଼

ଭୁବନେଶ୍ୱର: ଖଣ୍ଡଗିରି ଥାନା ବରବାରି ଓୟୁଏଟି ପରିସରରେ ଥିବା ଏକ ନାଳରୁ ମଣିଷର କଟା ଗୋଡ଼ ଉଦ୍ଧାର  ପ୍ରଥମେ ସ୍ଥାନୀୟ ଲୋକ ଦେଖିବା ପରେ ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ ପହଞ୍ଚି କଟା ଗୋଡ଼ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। କେମିତି ଓ କେଉଁଠାରୁ ଏଠାକୁ କଟା ଗୋଡ଼ ଆସିଲା, ସେନେଇ ପୁଲିସ ଛାନଭିନ ଆରମ୍ଭ କରିଛି। ତେବେ କାହାକୁ ହତ୍ୟା କରାଯାଇ କଟା ଗୋଡ଼ ପକାଯାଇଛି ନା ଏହା […]

  • Friday, 23 July 2021
f
୩ ଗୋଡ଼ରୁ ମିଳିଲା ମୁକ୍ତି; ଆହୁରି ପାଞ୍ଚ ଅପରେସନ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନିଗୋଡିଆ ଶିଶୁ ସୁଦାମ ବେହେରାଙ୍କର ହେଲା ଅପରେସନ୍। ଭୁବନେଶ୍ୱର ଏମ୍ସରେ ତାଙ୍କ ଅଣ୍ଟା ପାଖରୁ ଜନ୍ମରୁ ବାହାରିଥିବା ତୃତୀୟ ଗୋଡ଼କୁ ଅପରେସନ୍ ଦ୍ୱାରା କାଢ଼ି ଦିଆଯାଇଛି। ସୋମବାର ପ୍ରାୟ ପାଞ୍ଚ ଘଣ୍ଟା କାଳ ଏମ୍ସର ଡାକ୍ତର ଟିମ୍ ତାଙ୍କ ଅପରେସନ୍ କରିଛନ୍ତି। ଏବେ ସେ ଆଇସିୟୁରେ ଅଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବା ସୁଦାମଙ୍କ ବାପା-ମା କହିଛନ୍ତି। ତେବେ ସୁଦାମଙ୍କ ପାଇଁ ବଡ଼ ସମସ୍ୟା ହେଉଛି, ତାଙ୍କ ଆଖିକୁ ଭଲ ଦେଖାଯାଏନି କି କାନକୁ […]

  • Friday, 23 July 2021
bribe
ଲାଞ୍ଚ ପାଇଁ ମୂଲଚାଲ୍‌ କରୁଥିଲେ ପୁଲିସ୍‌ ବାବୁ: ଭିଡିଓ ଉଠାଇ ନେଲେ

ମୟୂରଭଞ୍ଜ: ପୁଲିସ ଅଧିକାରୀ ନିଜ ଚାମ୍ବରରେ ବସି ଜଣେ ଲୋକଙ୍କ ସହ ଟଙ୍କା ମୁଲଚାଲ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି। ଏହି ଭିଡିଓରେ ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ଥାନା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ଜଣେ ବ୍ୟକ୍ତିଙ୍କ ସହିତ ଟଙ୍କା ମୁଲଚାଲ କରୁଥିବା ଦେଖିବାକୁ ମିଳିଛି। ମୋରମ ଖାଦାନରେ ଚଢ଼ାଉ ନକରିବା, ପୂର୍ବରୁ ହୋଇଥିବା ମାମଲା ରଫାଦଫା କରିବା ଏବଂ ଆଗକୁ ତହସିଲ କର୍ମଚାରୀଙ୍କ ସହ ସେଟିଙ୍ଗ ପାଇଁ ନିବେଦନ କରିବା ସହିତ ଏନେଇ ଟଙ୍କା ମୁଲଚାଲ […]

  • Friday, 23 July 2021
c
ଦିନ ଦିପହରରେ ଘରେ ପଶି ଗୋଟିଏ ପରିବାରକୁ ଖଣ୍ଡାରେ ହାଣିଦେଇଗଲେ

ଭଞ୍ଜନଗର (ରାଜେଶ ପଣ୍ଡା): ଦିନ ଦି-ପହର ହେବ। ବିନ୍ଦୁ ନାୟକଙ୍କ ପରିବାରର ସମସ୍ତେ ଘରେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। କିନ୍ତୁ ହଠାତ୍ ଖଣ୍ଡା ଧରି ଘର ଭିତରକୁ ପଶି ଆସିଲେ ୪ରୁ ୫ ଲୋକ। ବିନ୍ଦୁଙ୍କ ପରିବାର ଲୋକ କିଛି କହିବା ପୂର୍ବରୁ ପୂରା ପରିବାରକୁ ଖଣ୍ଡା ଚୋଟରେ ହାଣିବାକୁ ଲାଗିଲେ ଦୁର୍ବୃତ୍ତ। ଏହି ଘଟଣାରେ ବିନ୍ଦୁଙ୍କ ପୁଅ ମନୋଜଙ୍କର ପ୍ରାଣ ଚାଲିଗଲା। ଆଉ ୪ ଜଣ ଏବେ ମୃତ୍ୟ ସହ ସଂଗ୍ରାମ କରୁଛନ୍ତି। […]

  • Friday, 23 July 2021
chsa
ଜଳୁଛି ଜମି, କାନ୍ଦୁଛି ଚାଷୀ

କଳାହାଣ୍ଡୀ: ଧାନ ଅମଳ ନହେଉଣୁ ଚକଡ଼ା ପୋକ ଦାଉରେ ଅସ୍ତବ୍ୟସ୍ତ ହେଲାଣି ଚାଷୀ। କିନ୍ତୁ ଚାଷୀର ସମସ୍ୟା ଶୁଣୁନାହିଁ। ପ୍ରଶାସନ। ଫଳରେ ରୋଗ ପୋକରେ କ୍ଷତିଗ୍ରସ୍ତ ଚାଷୀ ଏକର ଏକର ଧାନ ଚାଷ ପୋଡ଼ିଦେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର କଣ୍ଡରେଇ ଗାଁରେ। କଳାହାଣ୍ଡିର ଏହି ଚାଷୀମାନଙ୍କ ମଧ୍ୟରୁ କିଏ ହାତ ଉଧାରି ତ କିଏ ବ୍ୟାଙ୍କ ଋଣ ଆଣି ଧାନ ଚାଷ କରିଥିଲେ। ଭଲ ଫସଲ ମଧ୍ୟ ହୋଇଥିଲା। କିନ୍ତୁ ଚକଡ଼ା […]

  • Friday, 23 July 2021
lawyer
ଓକିଲଙ୍କ ଚରିତ୍ର ସଂହାର କଲେ ପୁଲିସ୍‌ !

ବାଲେଶ୍ୱର: ବସ୍ତା ଥାନା ଆଇଆଇସିଙ୍କ ବିରୋଧରେ ଜାତିଆଣ ଆକ୍ଷେପ ଅଭିଯୋଗ ହୋଇଛି। ଆଇଆଇସି ଧନେଶ୍ୱର ସାହୁ ବସ୍ତା ଜେଏମ୍ଏଫ୍‌ସି କୋର୍ଟରେ କାର୍ଯ୍ୟରତ ଜଣେ ଓକିଲଙ୍କ ପ୍ରତି ଚରିତ୍ର ସଂହାର ମୂଳକ ଟିପ୍ପଣୀ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ବସ୍ତା ଓକିଲ ସଂଘ ସମ୍ପୃକ୍ତ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଇନ୍‌ଜୀବୀ ଗୌତମ ଦାସ, କରୁଣାକର ଦାସ ନାମକ ଜଣେ ବ୍ୟକ୍ତିଙ୍କର କେସ୍ ଲଢୁଥିଲେ। ତେବେ ବସ୍ତା କୋର୍ଟ ପରିସରରେ ଆଇଆଇସି ଗୌତମଙ୍କ […]

  • Friday, 23 July 2021
gg
ରାଜ ଉଆସରୁ ଆସି ଦୋକାନ ଘରେ ରାଣୀ

ସମ୍ବଲପୁର: ସମ୍ବଲପୁରର ଲୋକପ୍ରିୟ ତଥା ନିଆରା ଫୁଡ୍ ଆଇଟମ୍‌ ସରସତିଆ ପ୍ରେମରେ ଦେବଗଡ଼ ରାଣୀ। କେବଳ ଖାଇବାକୁ ନୁହେଁ ବରଂ ତିଆରି କରିବାକୁ ବି ବେଶ୍‌ ଆଗ୍ରହୀ ରାଣୀ। ସେଥିପାଇଁ ସମ୍ବଲପୁରର କୁଂଜେଲପଡ଼ା ଛକ ନିକଟରେ ଥିବା ଏକ ଦୋକାନକୁ ଯାଇ ପିଠା ତିଆରି କରିବାର କୌଶଳ ଶିଖୁଛନ୍ତି ଦେବଗଡ଼ ରାଣୀ ତଥା ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ। ରାଜ ଉଆସରୁ ଆସି କେଇ ମିନିଟ୍‌ ପାଇଁ ଦୋକନୀ ସାଜିଛନ୍ତି ରାଣୀ। ନିଜ […]

  • Friday, 23 July 2021
c
ଶିକ୍ଷୟିତ୍ରୀଙ୍କ ଅଭିଯୋଗ ମିଛ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ବାଲେଶ୍ୱର: ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କୁ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ ବିବାଦ ଥିଲା। ଯାହା ଯୋଗୁ ପ୍ରଧାନଶିକ୍ଷକଙ୍କ ନାଁରେ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗ ଆଣିଥିବା ମନ୍ତ୍ରୀ କହିଛନ୍ତି। ସ୍କୁଲର ସ୍ୱାର୍ଥ ଦୃଷ୍ଟିରୁ ଅଭିଯୋଗ ଆଣିଥିବା ଶିକ୍ଷୟିତ୍ରୀ, ପ୍ରଧାନଶିକ୍ଷକ ଓ ଅଣ ଜଣେ […]

  • Friday, 23 July 2021
ଲମଜ
ଓଡ଼ିଶାରେ ଭର୍ତ୍ତି ହେବେ ୧୨ ହଜାର ନୂଆ ଏନ୍‌ସିସି କ୍ୟାଡେଟ୍

ଭୁବନେଶ୍ୱର: ଆଗାମୀ ଦିନରେ ସମଗ୍ର ଦେଶରେ ଏନ୍‌ସିସିରେ ଅଧିକ ଦୁଇ ଲକ୍ଷ କ୍ୟାଡେଟ୍‌ଙ୍କୁ ଭର୍ତ୍ତି କରାଯିବ। ଏହି କ୍ରମରେ ଓଡ଼ିଶାରେ ୧୨ ହଜାର ନୂଆ କ୍ୟାଡେଟ୍ ଭର୍ତ୍ତି କରାଯିବା ପାଇଁ ଯୋଜନା ହୋଇଛି। ଆସନ୍ତା ଶିକ୍ଷାବର୍ଷରୁ ଏହି କ୍ୟାଡେଟମାନେ ଏନ୍‌ସିସିରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଓଡ଼ିଶା ଗସ୍ତ ଆସିଥିବା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ବା ଏନ୍‌ସିସି ମହାନିର୍ଦ୍ଦେଶକ ଲ୍ୟୁଟୁନାଣ୍ଟ ଜେନେରାଲ୍ ରାଜୀବ ଚୋପ୍ରା। ଏହି ୨ ଲକ୍ଷ କ୍ୟାଡେଟ୍‌ଙ୍କ ମଧ୍ୟରୁ ୩୫ ପ୍ରତିଶତ […]

  • Friday, 23 July 2021
batya
ବଡ଼ ବାତ୍ୟାର ରୂପ ନେଇପାରେ 'ବୁଲ୍‌ବୁଲ୍'

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହୋଇଥିବା ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ୍’ କାଳକ୍ରମେ ଏହା ବଡ଼ ବାତ୍ୟାରେ ପରିଣତ ହେବାର ସମ୍ଭାବନା  ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ବୁଲ୍‌ବୁଲ୍‌ ୫ ଦିନ ମଧ୍ୟରେ ସ୍ଥଳଭାଗ ଛୁଇଁବନି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ବାତ୍ୟାରେ ରୂପାନ୍ତରିତ ହେବ। ଏହା ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶ ଆଡ଼କୁ ମୁହାଁଉଛି। ଅତି ମନ୍ଥର ଗତିରେ ଘଣ୍ଟାକୁ ୫ରୁ ୬ କିମି ବେଗରେ ଗତି […]

  • Friday, 23 July 2021
mah
ଓଟିଭି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା; ଅନୁଭବଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଲା ସାମ୍ବାଦିକ ସଂଘ

କେନ୍ଦ୍ରାପଡ଼: ଓଟିଭି ସାମ୍ବାଦିକଙ୍କୁ ଅନୁଭବ ଦୁର୍ବ୍ୟବହାର କରିବା ଘଟଣାକୁ ବରିଷ୍ଠ ସାମ୍ବାଦିକମାନେ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ କହିଛନ୍ତି ଅନୁଭବଙ୍କ ଏଭଳି ଆଚରଣ ଗୁଣ୍ଡାଗିରି ସହ ସମାନ। ସମସ୍ତେ ଏହାକୁ କଡ଼ା ଭାଷାରେ ନିନ୍ଦା କରିବ ଉଚିତ୍ ବୋଲି ରାଜାରାମ କହିଛନ୍ତି। ସେହିଭଳି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଅନୁଭବଙ୍କ ଏଭଳି ଔଦ୍ଧତ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ବରିଷ୍ଠ ସାମ୍ବାଦିକ ରବି ଦାସ ମଧ୍ୟ ଘଟଣାକୁ ନିନ୍ଦା କରିବା […]

  • Friday, 23 July 2021
the call
ବୃଦ୍ଧା ମାଆକୁ ନେବାକୁ ପହଞ୍ଚିଲେ ପୁଅ; ସ୍ତ୍ରୀ ମୁଣ୍ଡରେ ଅଠା ବୋଳିଲେ

ଭଦ୍ରକ(ବାସୁଦେବ ଦାସ): “ମା’ ପାଟି ପାକୁ ପାକୁ କରୁଥିବାରୁ ସ୍ତ୍ରୀ ଦେଉଥିଲା ଅକଥନୀୟ ନିର୍ଯାତନା। ପରିଣତ ବୟସରେ ମା’କୁ ହାତ ଉଠାଇବାକୁ ବି ପଛାଉ ନ ଥିଲା। ସ୍ତ୍ରୀର ଏପରି ଆଚରଣରେ ଅତିଷ୍ଠ ହୋଇ ମୁଁ ମା’କୁ ଆହାର କେନ୍ଦ୍ରରେ ଛାଡ଼ି ଚାଲି ଆସିଥିଲି।  ହେଲେ ଘରେ ପହଞ୍ଚିବା ପରେ ନିଜ ଦୋଷ ବୁଝି ପାରିଲି।” ଜନ୍ମ କଲା ମା’କୁ ହତାଦାର କରିଥିବା ଅର୍ଜୁନ ପୋଥାଳ ଦେଇଛନ୍ତି ଏପରି ସଫେଇ। ଏପରିକି ତାଙ୍କ ସ୍ତ୍ରୀଙ୍କୁ ଦଣ୍ଡିତ କରାଯିବା […]

  • Friday, 23 July 2021
sundari
ବର୍ଷେ ହେଲା ବନ୍ଦୀ ସୁନ୍ଦରୀ

ଅନୁଗୁଳ: ଦୀର୍ଘ ବର୍ଷେ ହେବ ବନ୍ଦୀ ଜୀବନ ବିତାଉଛି ବାଘୁଣୀ ସୁନ୍ଦରୀ। ୬ ନଭେମ୍ବର ୨୦୧୮ ପରଠାରୁ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ରାଇଗୋଡ଼ାରେ ର୍ନିମିତ ଏକ ଏନ୍‌କ୍ଲୋଜରରେ ରଖାଯାଇଛି। ହେଲେ ବାଘୁଣୀକୁ ଜଙ୍ଗଲରେ ଛଡ଼ାଯିବ ନା ଏନ୍‌କ୍ଲୋଜରର ପରିସୀମା ବଢ଼ାଯିବ ସେ ନେଇ ନିଷ୍ପତ୍ତି ନିଆଯାଇପାରିନାହିଁ। ବାଘୁଣୀ ସୁନ୍ଦରୀ ହାତୀବାରୀର ଜଣେ ମହିଳା ଓ ଟାଇଂସି ଗାଁର ଜଣେ ପୁରୁଷଙ୍କୁ ଆକ୍ରମଣ କରି ମାରିଥିଲା। କେବଳ ସେତିକି ନୁହେଁ ଗୃହପାଳିତ ପଶୁଙ୍କୁ ମାରିବା ନେଇ ମଧ୍ୟ ବାଘୁଣୀ […]

  • Friday, 23 July 2021