• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

raja-swain
ଚାଷୀଙ୍କ ନା ମନ୍ତ୍ରୀଙ୍କ ହଁ

ଭୁବନେଶ୍ୱର: ଚାଷୀଙ୍କଠୁ ଧାନ କିଣିବା ପାଇଁ ପ୍ରଚଳିତ ଟୋକନ ବ୍ୟବସ୍ଥା ଅଛି ଏବଂ ଆଗକୁ ମଧ୍ୟ ରହିବ। ଏହା ଏକ ନୂଆ ବ୍ୟବସ୍ଥା ଲାଗୁ ହୋଇଛି। ତେଣୁ ଚାଷୀ ସହଯୋଗ କରନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସ୍ୱଚ୍ଛ ଓ ନିର୍ମଳ ଭାବେ ଧାନ କିଣା ହେବାର ବ୍ୟବସ୍ଥା କରାଯାଇଛି। ଏହାଦ୍ୱାରା ଚାଷୀମାନେ ଧାନର ଉଚିତ୍ ମୂଲ୍ୟ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। କୌଣସି ଜାଗାରେ ଅସୁବିଧା ଥିଲେ ଚାଷୀ […]

  • Friday, 23 July 2021
jkk
ମୋବାଇଲ୍‌ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର

ଖଲ୍ଲିକୋଟ : ମୋବାଇଲ ବ୍ୟାଟେରୀ ଫାଟି ୨ ଭାଇ ଗୁରୁତର। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ନାଇକାଣିପାଲ୍ଲୀ ଗାଁରେ ଘଟିଛି ଏହି ଅଘଟଣ।  ଆଜି ଗାଁର ବସନ୍ତ ସ୍ୱାଇଁଙ୍କ ଦୁଇ ପୁଅ ମୋବାଇଲ ବ୍ୟାଟେରୀ ନେଇ ଘରେ ଖେଳୁଥିବା ବେଳେ ହଠାତ୍ ଏହା ଫାଟି ଯାଇଥିଲା। ଫଳରେ ଦୁଇ ଭାଇଙ୍କ ହାତ, ଗୋଡ ସହ ଶରୀରର ବିଭିନ୍ନ ଅଂଶରେ ଗୁରୁତର ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ଦୁଇ ଭାଇଙ୍କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି […]

  • Friday, 23 July 2021
god-750x426
ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ; ଗବେଷକ କହିଲେ...

ଉମରକୋଟ: ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ। ଏହି ଲୋକକଥା ଆଜି ସତ ହେଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ଅନ୍ତର୍ଗତ ନାଙ୍ଗରାଡଙ୍ଗରୀ ଗାଁରେ ଘଟିଛି ଏଭଳି ଘଟଣା। ଗାଁ ଲୋକଙ୍କ କହିବାନୁଯାୟୀ, ଗାଁର ଦଶମୁ ଭତ୍ରା କନ୍ଦା ଖୋଳୁ ଖୋଳୁ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ। ଏନେଇ ସେ ସ୍ଥାନୀୟ ଲୋକଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଳିବା ପରେ ଶିବଲିଙ୍ଗ ବାହାରିଥିଲା। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଉକ୍ତ ସ୍ଥାନରେ ପୂଜାର୍ଚ୍ଚନା […]

  • Friday, 23 July 2021
ff
5Tରେ ସାମିଲ୍‌ ହେବ ଅଗ୍ନିଶମ ବିଭାଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘ଫାଇଭ-ଟି’ କାର୍ଯ୍ୟକ୍ରମରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ସାମିଲ ହୋଇଛି। ଆସନ୍ତା ଏପ୍ରିଲ ପହିଲାରୁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ଅନଲାଇନରେ ସମ୍ପାଦନ ହେବ । ବିଭିନ୍ନ ବାସଗୃହ ଓ କୋଠା ପାଇଁ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ହାସଲ ନିମନ୍ତେ ଆଉ ଅଗ୍ନିଶମ ସେବା ନିର୍ଦ୍ଦେଶାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ବିଭାଗୀୟ କ୍ଷେତ୍ରୀୟ କର୍ମଚାରୀମାନେ ଏଥିପାଇଁ ଆବଶ୍ୟକ ଅନୁମୋଦନ ଓ ପ୍ରମାଣପତ୍ର ଦେଇପାରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ […]

  • Friday, 23 July 2021
vbh
ବିଜେଡିକୁ କାହିଁକି ପ୍ରଶଂସା କଲେ ମୋଦି?

ଭୁବନେଶ୍ୱର: ରାଜ୍ୟସଭାରେ ବିଜେଡିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା ପରେ ଓଡ଼ିଶା ବିଧାନସଭାରେ ତାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏହାକୁ ନେଇ ବିଜେପିକୁ ଛିଗୁଲାଇ ଥିଲେ। କହିଥିଲେ, ପ୍ରଧାନମନ୍ତ୍ରୀ ବିଜେଡିକୁ ପ୍ରଂଶସା କଲେ, କିନ୍ତୁ ଏଠି ବାଚସ୍ପତି, ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଲେନି। ଗତକାଲି ଗୃହ ଚଳାଇ ଦେବୁନି ବୋଲି କହୁଥିଲେ, ଆଜି କିନ୍ତୁ ସୁନାପିଲା ହୋଇ ବସିଛନ୍ତି। ଗୃହ ବାହାରେ ଉଭୟ ବିଜେପି […]

  • Friday, 23 July 2021
j
କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର?

ଭୁବନେଶ୍ୱର: କେତେ ସୁରକ୍ଷିତ ଉତ୍କଳୀୟ କାରିଗରଙ୍କ ଉତ୍କର୍ଷତା ବହନ କରୁଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର? ଏହାର ମରାମତି ଓ ସଂରକ୍ଷଣକୁ ନେଇ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ଅସନ୍ତୋଷ ପ୍ରକାଶ କରିବା ପରେ, ଦାୟିତ୍ୱରେ ଥିବା ASIର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ହାଇକୋର୍ଟ ASIକୁ ଜବାବ ତଲବ କରିବା ସହ ଆସନ୍ତା ମାସକୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି। ବିଶ୍ୱ ଐତିହ୍ୟ କୋଣାର୍କର ମରାମତି ଓ ସଂରକ୍ଷଣ କାମ ସନ୍ତୋଷଜନକ […]

  • Friday, 23 July 2021
vm
ଏ କି ରୋଗ ଆସିଲା; ଆତଙ୍କିତ ହେଲେଣି ଲୋକେ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ଜିଲ୍ଲା ତମାନପଲ୍ଲୀ ପରେ ଏବେ କାଟନପାଲି ଗାଁରେ ଅଜଣା ରୋଗର ଆତଙ୍କ। ୨୨ରୁ ୨୫ଜଣ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଥଣ୍ଡା କାଶ ପରେ ଜ୍ୱର ହୋଇ ଗୁରୁତର ହେବା ପରେ ଆମ୍ବୁଲାନ୍ସ ଯୋଗେ ଶିଶୁମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଶିଶୁମାନଙ୍କୁ କାଲିମେଳା ଚିକିତ୍ସା ପାଇଁ ପଠାଯିବ। ଗତ ୫ଦିନ ହେବ କୋରାପୁଟରୁ ଏକ ଡାକ୍ତରୀଟିମ୍‌ କାଲିମେଳାରେ ରହି ସ୍ଥିତି ଅନୁଧ୍ୟାନ କରୁଛି। ଶିଶୁମାନଙ୍କ ବୟସ ପ୍ରାୟ ୫ […]

  • Friday, 23 July 2021
h
ଠାକୁରଙ୍କ ମାମୁଘରୁ ଆସିଲା ଭାର: ପୋଢୁଆଁ ହେବେ ଭଳଭଦ୍ର

ପୁରୀ: ଶ୍ରୀମନ୍ଦିରକୁ ଗଲା ପୋଢୁଆଁ ଭାର। ଆସନ୍ତାକାଲି ପବିତ୍ର ପ୍ରଥମାଷ୍ଟମୀରେ ପୋଢ଼ୁଆଁ ହେବେ ପ୍ରଭୁ ବଳଭଦ୍ର। ଏଥିପାଇଁ ଆଜି ନିଆଳି ପ୍ରାଚୀନଦୀ ତଟ ମାଧବାନନ୍ଦ ମନ୍ଦିରରୁ ଶ୍ରୀମନ୍ଦିରକୁ ପୋଢ଼ୁଆଁ ଭାର ଯାଇଛି। ବିଶ୍ୱାସ ରହିଛି ମାଧବାନନ୍ଦ ମନ୍ଦିର ହେଉଛି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମାମୁଘର। ଏନେଇ ନିର୍ଦ୍ଦିଷ୍ଟ ଭାବେ କୌଣସି ପୌରାଣିକ ପ୍ରମାଣ ନଥିଲେ ମଧ୍ୟ ଲୋକ ବିଶ୍ୱାସରୁ କାହିଁ କେଉଁ କାଳରୁ ପୋଢୁଆଁ ଭାର ଯାଉଥିଲା। ଏଇ ପରମ୍ପରାକୁ ପୁନର୍ଜୀବିତ ରଖିବା […]

  • Friday, 23 July 2021
Capture
୧୯ଟି ନଦୀର ଜଳ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟରେ ୧୯ଟି ନଦୀର ଜଳ ପ୍ରଦୂଷିତ। ଏପରିକି ମହାନଦୀର ଜଳ ପୂରା ସମ୍ବଲପୁରଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରଦୂଷିତ ହୋଇ ପଡ଼ିଥିବା ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଗୃହରେ ଜଣାଇଛନ୍ତି। ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। କାଠଯୋଡି, ବୁଢାବଳଙ୍ଗ, ଋଷିକୂଲ୍ୟା, ଗଂଗୁଆ, ଦୟା, ବ୍ରାହ୍ମଣୀ, ନାଗାବଳି, କୁଆଖାଇ ଓ ଲୁଣା ନଦୀର ଜଳ ମଧ୍ୟ ପ୍ରଦୂଷିତ ହୋଇଛି। ଏହି ନଦୀଗୁଡ଼ିକର ନିକଟରେ ଥିବା […]

  • Friday, 23 July 2021
speaker
ବିରୋଧୀ; ଯଦି ସବୁ ଠିକ୍ ଠାକ୍ ଚାଲିଛି ତେବେ ଚାଷୀ କାହିଁକି ଆନ୍ଦୋଳନ କରୁଛି ?

ଭୁବନେଶ୍ୱର:  ଟୋକନ ବ୍ୟବସ୍ଥାକୁ ନେଇ ଚାଷୀଙ୍କ ବିକ୍ଷୋଭ ପରେ ବି ଏହି ବ୍ୟବସ୍ଥା ଚାଷୀଙ୍କ ହିତରେ ବୋଲି କହିଛନ୍ତି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଏଥିସହିତ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଠିକ୍ ଚାଲିଛି ବୋଲି ଆଜି ବିଧାନସଭାରେ ବିରୋଧୀଙ୍କ ପକ୍ଷରୁ ଆଗତ ଧାନ କିଣାରେ ସରକାର ସଂପୂର୍ଣ୍ଣ ବିଫଳ ଶୀର୍ଷକ ମୁଲତବୀ ନୋଟିସ୍ ଉପରେ ଆଲୋଚନା ବେଳେ ଏହା କହିଛନ୍ତି ମନ୍ତ୍ରୀ। ମନ୍ତ୍ରୀ କହିଛନ୍ତି, ଚଳିତବର୍ଷ ପ୍ରଥମ ଥର ପାଇଁ […]

  • Friday, 23 July 2021
samr
ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ୍ ତଥ୍ୟକୁ ଏମିତି କହିଲେ ମନ୍ତ୍ରୀ

ଭୁବନେଶ୍ୱର: ସରକାରୀ ଡକ୍ୟୁମେଣ୍ଟରେ ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କିତ ଭୁଲ୍ ତଥ୍ୟକୁ ନେଇ ପ୍ରବଳ ହଟ୍ଟଗୋଳ ହେବା ପରେ ଏ ପ୍ରସଙ୍ଗରେ ଗୃହରେ ବିବୃତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପୁସ୍ତକରେ ହୋଇଥିବା ତ୍ରୁଟି ଅନିଚ୍ଛାକୃତ ବୋଲି ଦର୍ଶାଇବା ସହ ପିଲାମାନଙ୍କୁ କୌଣସି ଭୁଲ୍ ତଥ୍ୟ ଦେବା କିମ୍ବା ଘଟଣାକୁ ପରିବର୍ତ୍ତନ କରି ଦର୍ଶାଇବା ଉଦ୍ଦେଶ୍ୟ ନଥିଲା ବୋଲି ସମୀର ଦାଶ କହିଛନ୍ତି। ଏଥିସହିତ ଗାନ୍ଧିଜୀଙ୍କ ସଂପର୍କରେ ଭୁଲ୍ ତଥ୍ୟ ସମ୍ବଳିତ ସମସ୍ତ ପୁସ୍ତିକା ନଷ୍ଟ କରିବାକୁ […]

  • Friday, 23 July 2021
arun-sing
ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ବିଜେପି ଓଡ଼ିଶା ପ୍ରଭାରୀ ଅରୁଣ ସିଂ

ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଓଡ଼ିଶା ବିଜେପି ପ୍ରଭାରୀ ଅରୁଣ ସିଂହ। ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ଯାଇଥିବା ଅଭିଯୋଗ କରି ବିଜେଡିକୁ ତୀବ୍ର ସମାଲୋଚନା କରିଛି ବିଜେପି। ଓଡ଼ିଶାରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କେବଳ ବିବୃତି ଦେଉଛନ୍ତି, କାର୍ଯ୍ୟାନୁଷ୍ଠାନ ଶୂନ ବୋଲି କହିଛନ୍ତି ଅରୁଣ। ଅନ୍ୟପଟେ ରାଫେଲ ଜେଟ୍ ପ୍ରସଙ୍ଗରେ କଂଗ୍ରେସ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅରୁଣ। ଆସନ୍ତାକାଲି କଂଗ୍ରେସ ବିରୋଧରେ ବିଜେପି […]

  • Friday, 23 July 2021
smita
ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି

ଭୁବନେଶ୍ୱର: ସ୍ମିତାରାଣୀ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଅଡ଼ି ବସିଛି ବିଜେପି। ସିବିଆଇ ତଦନ୍ତ କରି ଘଟଣାରେ ପ୍ରକୃତ ଦୋଷୀକୁ ଦଣ୍ଡ ଦେବାକୁ ଦଳ ଦାବି କରିଛି। ବିଧାନସଭାରେ ଆଜି ଦଳର ବିଧାୟକମାନେ କଳାପଟି ବାନ୍ଧି ପ୍ରତିବାଦ କରିଥିଲେ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମଧ୍ୟ ସେମାନେ କହିବାକୁ ସୁଯୋଗ ଯୋଗ ଦେଇନାହାନ୍ତି। ଗୃହରେ କହିବାର ସୁଯୋଗ ଦିଆଯାଇ ନଥିବାରୁ ତାର ପ୍ରତିବାଦ କରାଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସ୍ମିତାରାଣୀ ପ୍ରସଙ୍ଗରେ ବିଧାନସଭାରେ […]

  • Friday, 23 July 2021
gabdhi
ଗାନ୍ଧୀ ହତ୍ୟା ତଥ୍ୟ ଭ୍ରାନ୍ତିକୁ ନେଇ ମୁଖ୍ୟମନ୍ତ୍ରୀ କ୍ଷମା ମାଗିବାକୁ ଦାବିକଲା କଂଗ୍ରେସ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି, ତା ଉପରେ ବିବୃତି ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏହି ପ୍ରସଙ୍ଗରେ ଗୃହରେ ଆଜି ସରଗରମ ଆଲୋଚନା ହୋଇଥିଲା। ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କଟାକ୍ଷ କରି କହିଥିଲେ, ରାଜ୍ୟ ସରକାର ଗାନ୍ଧିଜୀଙ୍କ ମୃତ୍ୟୁ ଏକ ଆକସ୍ମିକ ଘଟଣା କହୁଛନ୍ତି। କେତେକ ଗାନ୍ଧିଜୀଙ୍କ ହତ୍ୟାକାରୀ ନାଥୁରାମ […]

  • Friday, 23 July 2021
gandhi
ଗାନ୍ଧୀ ହତ୍ୟାକୁ ନେଇ ସରକାରଙ୍କ ବିଭ୍ରାନ୍ତିକର ତଥ୍ୟ; ରାଗିଲେ ଗାନ୍ଧିବାଦୀ

ଭୁବନେଶ୍ୱର: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକୁ ନେଇ ରାଜ୍ୟ ସରକାରଙ୍କର ଡକ୍ୟୁମେଣ୍ଟରେ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିବାରୁ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆମ ବାପୁଜୀ ଏକ ଝଲକ ନାଁରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ପ୍ରଚାର ପତ୍ର ପ୍ରକାଶ ପାଇଥିଲା। ଏଥିରେ ଗାନ୍ଧିଜୀଙ୍କ ପୂରା ଜୀବନ ଉପରେ ତଥ୍ୟ ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା ହେଲା, ଏହି ପ୍ରଚାର […]

  • Friday, 23 July 2021
children-day-celebration-in-bhubaneswar-750x420
ଅଞ୍ଜଳି ଫେଷ୍ଟିଭାଲ୍‌ରେ ଯୋଗ ଦେଲେ ବାଂଲାଦେଶରୁ ଆସିଥିବା ପ୍ରତିନିଧି

ଭୁବନେଶ୍ୱର: ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ଆନ୍ତର୍ଜାତିକ “ଅଞ୍ଜଳି ଚିଲଡ୍ରେନ୍‌ ଆଣ୍ଡ୍ ୟୁଥ୍‌ ଫେଷ୍ଟିଭାଲ”। ବିଭିନ୍ନ ରାଜ୍ୟ ସହ ବାଂଲାଦେଶରୁ ଆସିଥିବା ପ୍ରତିନିଧି ଏହି ମହୋତ୍ସବରେ ଯୋଗ ଦେଇଛନ୍ତି। ଦେଶ ବିଦେଶର ଦିବ୍ୟାଙ୍ଗ ଶିଶୁ ଓ ଯୁବବର୍ଗଙ୍କୁ ନେଇ ଏହି ମହୋତ୍ସବର ଆୟୋଜନ କରାଯାଇଛି। ସ୍ୱାଭିମାନ ଅନୁଷ୍ଠାନ ପକ୍ଷରୁ ଏହି ମହୋତ୍ସବର ଆୟୋଜନ ହୋଇଛି। ଉତ୍ସବର ଆୟୋଜନ ଅବସରରେ ଭୁବନେଶ୍ୱରସ୍ଥିତ ଓଟିଭି ଅଫିସ୍‌ ପରିଦର୍ଶନରେ ଆସିଥିଲେ ଅଞ୍ଜଳି ମହୋତ୍ସବର ଏକ ଟିମ୍। ଏଥିରେ ମଧ୍ୟପ୍ରଦେଶ, ତ୍ରିପୁରା, ନାଗାଲାଣ୍ଡ, […]

  • Friday, 23 July 2021
mo-school-app-will-inagurated-today-750x420
ଲଞ୍ଚ୍‌ ହେଲା ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍

ଭୁବନେଶ୍ୱର: ‘ମୋ ସ୍କୁଲକୁ’ ପୂରିଛି ଦୁଇ ବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ମୋ ସ୍କୁଲ୍‌’ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଲୋକସେବା ଭବନରେ ଆଜି ଏହି ଆପ୍ ଉନ୍ମୋଚନ କାର୍ଯ୍ୟକ୍ରମ ହୋଇଛି। ଏହି ଆପ୍ ଦ୍ୱାରା ପୁରାତନ ଛାତ୍ରଛାତ୍ରୀ, ଅନୁଷ୍ଠାନ ଓ ସଂସ୍ଥା ବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ। ଯାହାଦ୍ୱାରା ସ୍କୁଲକୁ ଅଧିକରୁ ଅଧିକ ଅନୁଦାନ ମିଳିପାରିବ ବୋଲି ଏପରି ଆପ୍‌କୁ ବାହାର କରାଯାଇଛି। ଏହି ଅବସରରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ […]

  • Friday, 23 July 2021
j
ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ସୁନା ଜବତ; ଦାମ୍‌ ବି ବହୁତ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଧରାପଡ଼ିଲା ପ୍ରାୟ ଅଧ କୋଟି ଟଙ୍କାର ସୁନା। ମାଲେସିଆର ରାଜଧାନୀ କ୍ୱାଲାଲମ୍ପୁରରୁ ଆସିଥିବା ଜଣେ ଯାତ୍ରୀଙ୍କଠାରୁ ଏତେ ପରିମାଣର ସୁନା ଜବତ କରିଛି କଷ୍ଟମ୍ସ ବିଭାଗ। ଜବତ ସୁନାର ଓଜନ ୧ କେଜି ୩ ଶହ ଗ୍ରାମ୍ ହେବ। କେରଳ କୋଝିକଡ଼ର ଜଣେ ବ୍ୟକ୍ତି ସୁନାକୁ ପାଉଡ଼ରରେ ପରିଣତ କରି ଏହାକୁ ନିଜ ଶରୀରରେ ଲୁଚାଇ ଆଣୁଥିବା ବେଳେ ଚେକିଂ ବେଳେ ଧରା ପଡ଼ିଛନ୍ତି। ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ଢଙ୍ଗରେ […]

  • Friday, 23 July 2021
fa
ଅପରାଧର ମାଷ୍ଟର୍ ଏହି କନଷ୍ଟେବଲ୍; କାହାଣୀ ବଖାଣିଲେ କମିଶନର

ଭୁବନେଶ୍ୱର: ଅପରାଧ ଡାଏରୀ ରାଜଧାନୀ ଭୁବନେଶ୍ୱର ସହରକୁ ଅପରାଧ ଓ ନିଶା ମୁକ୍ତ କରିବା ପାଇଁ କମିଶରେଟ୍‌ର ସ୍ୱତନ୍ତ୍ର ଟିମ୍‌ ଚଢ଼ଉ କରୁଛି। ଏପରିକି ଡ୍ରଗ୍ସ ବେପାରୀଙ୍କୁ ଧରିବା ସହିତ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରୁଛି। ଯେଉଁ ପୁଲିସ ସହରରେ ଅପରାଧ ନିୟନ୍ତ୍ରଣ କରୁଛି, ଆଜି ସେହି ପୁଲିସର ଖାକିରେ ଲାଗିଛି କଳଙ୍କର ଦାଗ। ବ୍ରାଉନ୍‌ ସୁଗର ବିକ୍ରି କରିବା ଅଭିଯୋଗରେ କନ୍‌ଷ୍ଟେବଲ୍‌ ଜାନକୀ ବହ୍ଲଭ ଭରିମଲ୍‌ଙ୍କୁ କମିଶନରେଟ୍‌ ପୁଲିସ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି। ଦେଖିବାକୁ ଗଲେ […]

  • Friday, 23 July 2021
m
ଗ୍ୟାସ୍ ଲିକ୍ ମାମଲାରେ ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିର ୭ ଅଧିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଖନ୍ତାପଡ଼ା  ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲକନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ମାମଲାରେ ଗିରଫ ହୋଇଛନ୍ତି ଫ୍ୟାକ୍ଟ୍ରିର ୭ ଅଧିକାରୀ। ଫ୍ୟାକ୍ଟ୍ରିର ଜିଏମ୍, ପ୍ରଡକ୍ସନ ମ୍ୟାନେଜର, ଏଚ୍ଆର୍ ମ୍ୟାନେଜର, ସିଫ୍ଟ ଇନ୍‌ଚାର୍ଜ, ସେଫ୍ଟି ମ୍ୟାନେଜର୍ ଏବଂ ୨ ସୁପରଭାଇଜରଙ୍କୁ ଗିରଫ କରାଯାଇଛି। କେଉଁ କାରଣରୁ ଗ୍ୟାସ୍ ଲିକ୍‌ ହେଲା ସେ ନେଇ ତଦନ୍ତ ହେବ ବୋଲି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ […]

  • Friday, 23 July 2021
smita-2-1
ସ୍ମିତାରାଣୀଙ୍କ ବାପା କହିଲେ 'ମୋ ଜୀବନ ପ୍ରତି ବିପଦ ଅଛି'

ଭୁବନେଶ୍ୱର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ସ୍ମିତାଙ୍କ ବାପା ସଦାନନ୍ଦ ବିଶ୍ୱାଳ। OTVକୁ ପ୍ରତିକ୍ରିୟା ଦେଇ ସଦାନନ୍ଦ ବିଶ୍ୱାଳ କହିଛନ୍ତି ଯେ, ମୋ ଜୀବନ ପ୍ରତି ବିପଦ ଅଛି, ମୋତେ ବି ମାରିଦେବେ। ଗୃହ ମନ୍ତ୍ରୀ ନିଜେ ଯଦି ଏକଥା କହିବେ ମୁଁ ଆଉ କାହାକୁ କହିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଏଠାକୁ ଆସିଛନ୍ତି ନା ମୋତେ କିଛି ପଚାରିଛନ୍ତି। ତାଙ୍କର ପାୱାର […]

  • Friday, 23 July 2021
balasore-750x420
ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ୧୦୦ ଅସୁସ୍ଥ

ସୋର : ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍‌ ହୋଇ ୧୦୦ ଜଣ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଏମାନଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଓ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ଦ୍ୱାରା ଏମାନଙ୍କ ଚିକିତ୍ସା ଚାଲିଛି। ଅବଶିଷ୍ଟ ଅସୁସ୍ଥଙ୍କ ଖନ୍ତାପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏହି ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଓ ଜଣେ ନର୍ସ ଥିବା ସୂଚନା। ଗୁରୁତରମାନେ […]

  • Friday, 23 July 2021
ହ୍
ଉଇ ଖାଇଗଲା ବୃଦ୍ଧାଙ୍କ ୨୦ ହଜାର ଟଙ୍କା

ରାଉରକେଲା: କଥାରେ ଅଛି ଦୁଃଖେ ଅର୍ଜିତ ଯେତେ ଧନ ସେ ନୁହେଁ ଶୁଖେ ପ୍ରୟୋଜନ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ। ଏଠି ଜଣେ ବୃଦ୍ଧାଙ୍କ ଜୀବନ ଜୀବନ ଯାକର ସବୁତକ ସଞ୍ଚିତ ଟଙ୍କା ଉଇ ଖାଇଗଲା। ତାପୁଣି ଜଣେ ଭିକମାଗି ଚଳୁଥିବା ଜଣେ ବୃଦ୍ଧାଙ୍କର। ରାଉରକେଲା ଟେଲିଫୋନ ବସ୍ତିରେ ରହୁଥିବା ବୁଧିନୀ ନାଏକ ଭିକ୍ଷା ମାଗି ଜମା କରିଥିବା ପ୍ରାୟ ୧୫ ରୁ ୨୦ ହଜାର ଟଙ୍କାର ନୋଟ୍ ଉଇ ପେଟରେ ଯିବା ପରେ […]

  • Friday, 23 July 2021
ଜାଦ
ବିଧାନସଭାରେ ସ୍ମିତାରାଣୀଙ୍କ ମୃତ୍ୟୁ ଝଡ଼; ଅନୁମତି ନ ମିଳିବାରୁ ହଟ୍ଟଗୋଳ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରରେ ଆଜି ଉଠିଛି ଯାଜପୁର ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣା। ଶୀତ ଅଧିବେଶନର ପ୍ରଥମ ଦିନରେ ଆକ୍ରମକ ମୁଦ୍ରାରେ ଥିଲେ ବିରୋଧୀ। ପ୍ରଶ୍ନକାଳ ବାତିଲ କରି ନାରୀ ନିର୍ଯାତନା ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରଥମେ ଦାବି କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ହେଲେ ବାଚସ୍ପତି ଅନୁମତି ନଦେବାରୁ ଆରମ୍ଭ ହୋଇଯାଇଥିଲା ହୋହାଲ୍ଲା। ଗୃହର ମଧ୍ୟଭାଗକୁ ମାଡ଼ି ଯାଇଥିଲେ କଂଗ୍ରେସ ବିଧାୟକ। ସେହିପରି ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ […]

  • Friday, 23 July 2021