• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

d
ସମୂଦ୍ରକୂଳରେ ମରିପଡ଼ିଛି ୩ ଡଲ୍‌ଫିନ୍

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପେଣ୍ଠ ସମୁଦ୍ର କୂଳରେ ୩ଟି ମୃତ ଡଲଫିନ ଠାବ କରାଯାଇଛି। ଟ୍ରଲର ମାଡରେ ଏହି ଡଲଫିନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଆଜି ପେଣ୍ଠ ବେଳାଭୂମିରେ ଏହି ଡଲଫିନଗୁଡିକ ମରି ପଡ଼ିଥିବା ଦେଖାଯାଇଥିଲା। କାଉ ଓ କୁକୁର ଏହାକୁ ଝୁଣି ଖାଉଥିବା ଦେଖିବାପରେ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ। ରାଜନଗର ବନବିଭାଗ ଟିମ୍ ପହଞ୍ଚି ମୃତ୍ୟୁର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଛି। ମୃତ ଡଲଫିନଗୁଡ଼ିକର ଲମ୍ବ ପ୍ରାୟ ୫ରୁ ୬ଫୁଟ […]

  • Friday, 23 July 2021
police
ଚୋର ଖୋଜି ଖୋଜି ନୟାନ୍ତ ପୁଲିସ୍‌; ବୃଥା ଗଲା ପିରଶ୍ରମ

ଝାରସୁଗୁଡ଼ା: ଗୋଦାମରୁ ୧୦ ଲକ୍ଷ ଟଙ୍କା ଚୋରି ହୋଇଛି ବୋଲି ଥାନାରେ କେସ୍‌ ଦେଇଥିଲେ। ଅଭିଯୋଗ ଆଧାରରେ ପୁଲିସ୍‌ ମଧ୍ୟ ଚୋର ଖୋଜା ଅଭିଯାନ ଆରମ୍ଭ କଲା। କିନ୍ତୁ ଶେଷରେ ଟଙ୍କା ଚୋରି ହୋଇନି ବୋଲି ଜାଣିବାକୁ ପାଇଲା ପୁଲିସ୍। ବେକାର୍‌ଟାରେ ଏତେସବୁ ପରିଶ୍ରମ ପୁଲିସ୍‌ର ବୃଥା ଗଲା। ଖବର ଅନୁସାରେ, ଝରସୁଗୁଡ଼ା ସରବାହାଲରେ ଶଙ୍କର କେଡିଆ ନାମକ ଜଣେ ବ୍ୟବସାୟୀ ଏହି ଅଭିଯୋଗ କରିଥିଲେ। ବନ୍ଧୁକ ଦେଖାଇ ୩ ଦୃର୍ବୃତ୍ତ ୧୦ ଲକ୍ଷ ଟଙ୍କା ଲୁଟ୍ […]

  • Friday, 23 July 2021
puri
ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ

ପୁରୀ: ଖଣି ପଥରରେ ହେବ ପୁରୀ ଶ୍ରୀଜଗନ୍ନାଥ ଐତିହ୍ୟର ବିକାଶ। ଏଥିପାଇଁ ଓଡ଼ିଶା ଖଣି ନିଗମକୁ ୬ଟି ଖଣ୍ଡୋଲାଇଟ ଖଣି ଦେଲା ଖଣି ଓ ଇସ୍ପାତ ବିଭାଗ। ୬ଟି ଖଣି ମଧ୍ୟରେ ଯାଜପୁରର ୩ଟି, ଖୋର୍ଦ୍ଧାରେ ୨ଟି ଏବଂ କଟକରେ ଗୋଟିଏ ଖଣି ରହିଛିଯ ଓଡ଼ିଶା ଖଣି ନିଗମ ମାଧ୍ୟମରେ ଏହି ଖଣିଗୁଡ଼କରୁ ଉତ୍ତୋଳନ ହେବାକୁ ଥିବା ଖଣିଜ ପଦାର୍ଥ, ପୂର୍ତ୍ତ ବିଭାଗ କିମ୍ବା ଏହା ଦ୍ୱାରା ମନୋନୀତ ଅନ୍ୟ ଏଜେନ୍ସିକୁ ଯୋଗାଇ ଦିଆଯିବ। ଆଉ ଏହି […]

  • Friday, 23 July 2021
ndflgk
ଟିକେଟ୍‌ କରିବା ପୂର୍ବରୁ ଜାଣିରଖନ୍ତୁ, ଏହିସବୁ ଟ୍ରେନ୍‌ ବାତିଲ୍

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି  ଆସାମ ଭଳି ପଶ୍ଚିମବଙ୍ଗ ବି ଅଶାନ୍ତ ହୋଇପଡ଼ିଛି। ରାଜ୍ୟର ଅନେକ ସ୍ଥାନରେ ଲୋକ ରାସ୍ତାକୁ ଓହ୍ଲାଇ ବି‍କ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଓ ଏଥିପାଇଁ ଓଡ଼ିଶା- ପଶ୍ଚିମବଙ୍ଗ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରI ନୟାବାଜ ଓ ନଳପୁର ଷ୍ଟେସନମାନଙ୍କଠାରେ ଲୋକମାନଙ୍କ ଦ୍ୱାରା ବିକ୍ଷୋଭ ଯୋଗୁ ଓଡ଼ିଶା ଆସୁଥିବା […]

  • Friday, 23 July 2021
ji
ମା’ ପାଟଣେଶ୍ୱରୀଙ୍କ ପ୍ରତିମାରେ ନିଆଁ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାର ଇଷ୍ଟଦେବୀ ମା’ ପାଟଣେଶ୍ୱରୀଙ୍କ ମନ୍ଦିରରେ ବିଭ୍ରାଟ ଦେଖାଦେଇଥିବା ଅଭିଯୋଗ ହୋଇଛି । ଗତ ୧୦ ତାରିଖ ରାତିରେ ମା’ଙ୍କ ପ୍ରତିମାରେ ନିଆଁ ଲାଗି କିଛି ଅଂଶ ପୋଡି ଯାଇଥିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଏନେଇ ଖବର ଭାଇରାଲ ହେବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ। ଉକ୍ତ ରାତିରେ ଦାୟିତ୍ୱରେ ଥିବା ପୂଜକ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି। ଏନେଇ […]

  • Friday, 23 July 2021
sankucha
ଜାଲରେ ପଡ଼ିଲା ୨ କ୍ୱିଣ୍ଟାଲ୍ ଓଜନର ସାଙ୍କୁଚ

ନିଆଳି( ବିନୟ ମିଶ୍ର ): କଟକ ଜିଲ୍ଲା ନିଆଳିରୁ ପ୍ରାୟ ୨ କୁଇଣ୍ଟାଲ୍ ଓଜନର ସାଙ୍କୁଚ ମାଛ ଉଦ୍ଧାର କରାଯାଇଛି।  ନିଆଳି ବିଳାଶୁଣି କନ୍ଦଳ ନଦୀର ବାଲିକୁଦ ଘାଟରେ କିଛି ବ୍ୟକ୍ତି ଆଜି ସକାଳେ ମାଛ ଧରୁଥିବାବେଳେ ଜାଲରେ ଲାଗିଥିଲା ଏହି ବଡ ସାଙ୍କୁଚ ମାଛ ।  ମତ୍ସ୍ୟଜୀବୀଙ୍କ ଜାଲରେ ଏତେ ବଡ ସାଙ୍କୁଚ ଧରାପଡ଼ିବା ବିରଳ ବୋଲି କୁହାଯାଉଛି । ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଛି। ସାଙ୍କୁଚକୁ ଉଦ୍ଧାର କରି ଜଙ୍ଗଲ ବିଭାଗକୁ ଖବର […]

  • Friday, 23 July 2021
truck-1-750x400
ଟ୍ରକ୍‌କୁ ଖୁବ୍‌ଜୋର୍‌ରେ ପିଟିଲା ବାଇକ୍‌, ୩ ଜଣଙ୍କର ଜୀବନ ଗଲା

ସୁନ୍ଦରଗଡ଼: ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅଚାନକ ପିଟିଲା ବାଇକ। ଧକ୍କା ଏତେ ଜୋର୍ ଥିଲା ଏ ଘଟଣାସ୍ଥଳରେ ହିଁ ବାଇକ୍‌ରେ ବସିଥିବା ୩ ଜଣ ଯୁବକଙ୍କ ମୃତ୍ୟୁ ହୋଇଛଇ। ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା କୁହ୍ଲିଆଜୋର ନିକଟରେ ଘଟିଛି ଏହି ଦୁର୍ଘଟଣା। ସବ୍‌ଡେଗା ଅଞ୍ଚଳର ତିନି ସାଙ୍ଗ ଗତକାଲି ରାତିରେ ବାଲିଶଙ୍କରାକୁ ଭୋଜି ଖାଇବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଭୋଜି ଖାଇ ଫେରୁଥିବା ବେଳେ ବାଇକ୍‌ […]

  • Friday, 23 July 2021
video
ଅଫିସର ଓ କର୍ମଚାରୀଙ୍କୁ ସାଇକେଲ୍‌ କିମ୍ବା ଚାଲିଚାଲି ଅଫିସ୍‌ ଆସିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ପରିବେଶ ପ୍ରଦୂଷଣ ରୋକିବା ସହ ଭୁବନେଶ୍ୱର ସହରକୁ ସଫାସୁତୁରା ରଖିବା ଲାଗି ପ୍ରଶାସନର ବଡ଼ ନିଷ୍ପତ୍ତି। ଭୁବନେଶ୍ୱର ମହାନଗର ନିଗମ, ଭୁନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ନିଜ ନିଜର କର୍ମଚାରୀଙ୍କୁ ସାଇକେଲ ଚଢ଼ି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁକ୍ରବାର ଦିନ ଅଫିସକୁ କୌଣସି ମୋଟରଚାଳିତ ଗାଡ଼ି ନ ଆଣି ସାଇକେଲ୍‌ରେ ଆସିବାକୁ ସମସ୍ତ କର୍ମଚାରୀଙ୍କୁ କୁହାଯାଇଛି। ନ ହେଲେ ଚାଲି ଚାଲି ଅଫିସ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

  • Friday, 23 July 2021
plice
ବାରମ୍ବାର ଫୋନ୍‌ କରୁଥିଲେ ଝିଅ, ଏପଟେ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ବାପାମା

କଟକ : ମଧୁପାଟଣା ଥାନା ବେଲେଶ୍ୱର ଗାଁର ଏକ ଘରୁ ଗତକାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ୍‌। ସେମାନଙ୍କ ଶରୀରରେ ଗଭୀର କ୍ଷତ ଚିହ୍ନ ଥିବାରୁ ସେମାନଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ଦମ୍ପିଙ୍କର କେହି ପରିଚିତ ବ୍ୟକ୍ତି ଏହି କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି ପୁଲିସ୍ ଅନୁମାନ କରିଛି। ପୁଲିସ୍‌ ସୂଚନା ଅନୁଯାୟୀ, ଉକ୍ତ ଦମ୍ପତିଙ୍କ ଝିଅ ରାତିରେ […]

  • Friday, 23 July 2021
girl
ଘରେ ପଶି କୁନି ଝିଅକୁ ଦୁଷ୍କର୍ମ କରି ଫେରାର ପାପୀ

ଭଦ୍ରକ(ପାର୍ଥସାରଥୀ ନାୟକ): ଦେଶର ଘଟୁଥିବା ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣାକୁ ନେଇ ଦେଶ ଉଠ୍‌ପଡ଼ ହେଉଥିବା ବେଳେ ତଥାପି ଚେତୁ ନାହାନ୍ତି ଅସାମାଜିକ। କି ଥମୁନାହିଁ ସେମାନଙ୍କର ପାଶବିକ କାର୍ଯ୍ୟ। ଆଜି ପୁଣି ଏକ ଦୁଷ୍କର୍ମ ଘଟଣା ଭଦ୍ରକ ଗ୍ରମାଞ୍ଚଳ ଥାନା ଅଞ୍ଚଳରୁ ଆସିଛି। ଘରେ ବନ୍ଧୁବାନ୍ଧବଙ୍କ ଗହଳିର ସୁଯୋଗ ନେଇ ଜଣେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ କରି ଫେରାର ହୋଇଯାଇଛି ପାପୀ। ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ପୁଲିସ୍‌ ମାମଲା ରୁଜୁ କରି […]

  • Friday, 23 July 2021
IMG_4467
ଗିଫ୍ଟରେ ଏମ୍‌ବିଏ ବିଭାଗର ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଗାନ୍ଧି ଇନ୍‌ଷ୍ଟିଟ୍ୟୁଟ୍ ଫର୍ ଟେକ୍ନୋଲୋଜି (ଗିଫ୍ଟ)ରେ ଏମ୍‌ବିଏ ବିଭାଗ ଓ ଏମ୍ସର ମିଳିତ ସହଯୋଗରେ ଏକ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ “ରିଷ୍ଟ୍ରକ୍ଚରିଂ ପଲିସି , ପ୍ରସ୍ପେକ୍ଟ ଓ ଚ୍ୟାଲେଞ୍ଜ” ଶୀର୍ଷକ ବିଷୟ ଉପରେ ଆଲୋଚନା ହୋଇଥିଲା। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏମ୍ସର ସଭାପତି ଡଃ. ସୁଜାତା ମଙ୍ଗରାଜ, ସମ୍ମାନୀୟ ଅତିଥି ଭାବେ ଆଇଆଇଟି ଖଡ଼ଗପୁରର ପ୍ରଫେସର ଡଃ. ରୁଦ୍ର ପି. ପ୍ରଧାନ, ଗିଫ୍ଟର ଅଧ୍ୟକ୍ଷ ଡଃ. […]

  • Friday, 23 July 2021
goat
ଗୋଟିଏ ଥାଳିରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ ଖାଉଛି ଛେଳି

ବାଲେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା। ପିଲାଙ୍କ ସହିତ ଗୋଟିଏ ଥାଳିରେ ଚେଳି ବି ଖାଉଛି ମଧ୍ୟାହ୍ନ ଭୋଜନ। ଗୋଟିଏ ପିଲା ଥାଳିରୁ ଖାଇସାରିବା ପରେ ପୁଣି ଅନ୍ୟ ଗୋଟିଏ ପିଲାର ଥାଳିରୁ ଖାଉଛି ଛେଳି। ଆଉ ଛେଳି ଖାଇସାରିବା ପରେ ବି ବଳକା ଖାଦ୍ୟକୁ ଖାଉଛନ୍ତି କୁନି କୁନି ପିଲା। ପଛରୁ ଜଣେ ମହିଳା ଛେଳି ପିଠିକୁ ଗୋଟିଏ ପାଞ୍ଚଣରେ ପାହାରେ କଶିଦେଲେ। ଛେଳି ଭେଁ କଲାବେଳେକୁ ପିଲା କହୁଛନ୍ତି ଦିଦି ମୋ […]

  • Friday, 23 July 2021
appartment
ଆଜି ଭଙ୍ଗାଯିବନି ବିଧାୟକଙ୍କ କ୍ୱାର୍ଟର୍ସ !

ଭୁବନେଶ୍ୱର: ଆଜି ଭଙ୍ଗା ଯାଇ ନପାରେ ବିଧାନସଭା ସମ୍ମୁଖରେ ଥିବା ବିଧାୟକମାନଙ୍କ କ୍ୱାର୍ଟର୍ସ। କିଛି ମନ୍ତ୍ରୀ, ବିଧାୟକ କ୍ୱାର୍ଟର୍ସ ଖାଲି କରି ନଥିବାରୁ ଆଜି ଏଗୁଡ଼ିକ ଭଙ୍ଗାଯିବ ନାହିଁ ବୋଲି ସୂଚନା ମିଳିଛି। କ୍ୱାର୍ଟର୍ସ ଖାଲି କରିନଥିବା ନେଇ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ପ୍ରବୀଣ ଭଂଜଦେଓ ପାଇଥିବା କ୍ୱାର୍ଟର୍ସଟି ତାଙ୍କୁ ମିଳିଛି। ସେ ବିଦେଶ ଗସ୍ତରେ ଅଛନ୍ତି। ତେଣୁ ଫେରିଲେ କ୍ୱାର୍ଟର୍ସ ବଦଳାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଏଫ୍ ଟାଇପ୍ ଓ […]

  • Friday, 23 July 2021
sdpo
ଏମିତି ପୁଲିସ୍ ଅଫିସର୍ ସମସ୍ତଙ୍କ ପାଇଁ ଉଦାହରଣ

ବାଲିଗୁଡ଼ା(ଅଜିତ ନାୟକ): ରାସ୍ତାରେ ପଡ଼ିଥିଲେ ଜଣେ ନିଶାସକ୍ତ ବ୍ୟକ୍ତି। ଉଠି ପାରୁନଥିଲେ କି ଠିକ୍‌ରେ କଥା ହୋଇପାରୁନଥିଲେ। ଶରୀରରେ ବିଭିନ୍ନ ସ୍ଥାନରୁ ରକ୍ତ ଝରୁଥିବା ବେଳେ ନିଜକୁ ନିଜେ ବିଳିବିଳି ହେଉଥିଲେ। ଏପରି ଜଣେ ନିଶାସକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାରେ ରହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ। ପୂରା ଘଟଣାଟି ଏମିତି। ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ବାଲିଗୁଡ଼ାରୁ କୋଟଗଡ଼ ଅଭିମୁଖେ ଯାଉଥିଲେ। କୋଟଗଡ଼ଠାରୁ ୧୦ କିମି ପୂର୍ବରୁ ରାସ୍ତା ପାର୍ଶ୍ୱରେ […]

  • Friday, 23 July 2021
b
ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ

ଭୁବନେଶ୍ୱର : ଆଧାର ଧରିବ ନକଲି ହିତାଧିକାରୀ। ମଧୁବାବୁ ପେନ୍‌ସନ୍‌ ଯୋଜନା ହେଉ ବା ମମତା ଯୋଜନା ସବୁ ସରକାରୀ ଯୋଜନାରେ ଆଧାର ସଂଯୋଗ ବାଧ୍ୟତାମୂଳକ ହେବ। ବିଭିନ୍ନ ଜନହିତକର ଯୋଜନା ପାଇଁ ଆଧାରକୁ ବାଧ୍ୟତାମୂଳକ କରିବାକୁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛି। ଏଥିପାଇଁ ଅର୍ଥ ବିଭାଗ ଅନ୍ୟ ସବୁ ବିଭାଗକୁ ଚିଠି ଲେଖି ଜଣାଇ ଦେଇଛନ୍ତି। କେଉଁ ବିଭାଗରେ କି ଜନହିତକର ଯୋଜନା କାର୍ଯ୍ୟକାରୀ ହେଉଛି ଓ କେଉଁ ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା […]

  • Friday, 23 July 2021
bn
ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଏମିତି ଆହ୍ୱାନ ଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଦୁଇଦିନିଆ ଗସ୍ତ ସାରି ଫେରିଯାଇଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ନୂଆଦିଲ୍ଲୀ ଯିବା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ନେଇ ସେ ଦେଖିଛନ୍ତି ସ୍ୱପ୍ନ। ଆଉ ଆଶା ରଖିଛନ୍ତି ଏହି ବିଶ୍ୱ ବିଦ୍ୟାଳୟ ଦେଶର ପ୍ରମୁଖ ଶିକ୍ଷାନୁଷ୍ଠାନରେ ପରିଣତ ହେବ। ଏଥିପାଇଁ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି। ଆଜି ଉତ୍କଳ ବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲିର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥିଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେଇ […]

  • Friday, 23 July 2021
rape
୬ ବର୍ଷର ଝିଅ ସହିତ ଦୁଷ୍କର୍ମ କଲା ଗାଁ ମୁଖିଆ !

ଗଂଜାମ: ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ପାଟପୁରରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଛି। ୬ ବର୍ଷର ଝିଅକୁ ଗାଁ ମୁଖିଆ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ପରିବାର ଲୋକେ ପ୍ରଥମେ ଚାଇଲ୍ଡ ଲାଇନ୍‌କୁ ଜଣାଇଥିଲେ। ଏହା ପରେ ଥାନାରେ ଅଭିଯୋଗ କରାଯାଇଛି। ଏହା ପରେ ଅଭିଯୁକ୍ତ ମୃତ୍ୟୁଞ୍ଜୟ ଦାସକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଏହି ଘଟଣାରେ ପାଟପୁର ପୁଲିସର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

  • Friday, 23 July 2021
bill
ନାଗରିକତା ସଂଶୋଧନ ବିଲ୍ ପ୍ରସଙ୍ଗ; ବିଜେଡିର ସମର୍ଥନ ଲୋଡ଼ିଲା ବିଜେପି

ଭୁବନେଶ୍ୱର: ନାଗରିକତା ସଂଶୋଧନ ବିଲକୁ ନେଇ ବିଜେଡିର ସମର୍ଥନ ମାଗିଛି ବିଜେପି। ବିଲ୍ ଲୋକସଭାରେ ପାସ୍  ହେବାରେ ବାଧା ନଥିଲେ ବି ରାଜ୍ୟସଭାରେ ସଂଖ୍ୟା ଯୋଗାଡ଼ କରିବା ବିଜେପି ସରକାରଙ୍କ ପାଇଁ ସମସ୍ୟା ହୋଇପାରେ। ଏଣୁ ଏହାକୁ ଦୃଷ୍ଟିରେ ରଖି ବିଜେପି, ବିଜେଡିକୁ ସମର୍ଥନ ମାଗିଛି। ଅନ୍ୟପଟେ କଂଗ୍ରେସ କହିଛି, ବିଜେପି, ବିଜେଡି ଉପରେ ଚାପ ପକାଉଛି। ତେବେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ କ’ଣ ହେବ ବିଜେଡିର ଆଭିମୂଖ୍ୟ? ଅନ୍ୟ ବିଲ୍ ଭଳି ଏହି ବିଲ୍‌କୁ […]

  • Friday, 23 July 2021
v
ଅର୍ଥ ଅଭାବରୁ କେନ୍ଦ୍ର ପାଖେ ଶରଣ ପଶିଛନ୍ତି କି ରାଜ୍ୟ ସରକାର ?

ଭୁବନେଶ୍ୱର: ଯୋଜନା ଚାଲୁ ରଖିବାକୁ କେନ୍ଦ୍ର ସରକାରଙ୍କ ପାଖରେ ରାଜ୍ୟ ସରକାର ଶରଣ ପଶିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏମିତିକି ନିର୍ବାଚନ ପୂର୍ବରୁ ଟ୍ରମ୍ପକାର୍ଡ ସାଜିଥିବା କାଳିଆକୁ ବି ଚାଲୁ ରଖିବାରେ ଅସମର୍ଥତା ପ୍ରକାଶ କରି କେନ୍ଦ୍ର ପାଖରେ ସରେଣ୍ଡର କରିଥିବା ଚର୍ଚ୍ଚା ହେଉଛି। ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଗକୁ ନେବାକୁ ବି ଘାରିଛି ଅର୍ଥ ଅଭାବ ଚିନ୍ତା। ଯାହାକୁ ନେଇ ରାଜନୀତି ଜୋର ଧରିଛି। ନିର୍ବାଚନ ପୂର୍ବରୁ […]

  • Friday, 23 July 2021
hj
ପିଆଜ ଦର ଅଣାୟତ; ଦର ୧୮୦ ପାର୍, ଡବଲ୍‌ ସେଞ୍ଚୁରୀ ମାରିବା ଅପେକ୍ଷାରେ

ଭୁବନେଶ୍ୱର: ଆଉ କଣ୍ଟ୍ରୋଲରେ ନାହିଁ ପିଆଜ ଦର। ନିଇତି କିଲୋ ପିଛା ବଢୁଛି ୨୦ ନହେଲେ ୩୦ ଟଙ୍କା। ରେଟ୍ ଯାଇ ୧୮୦ ପାର୍ କଲାଣି। ଡବଲ ସେଞ୍ଚୁରି ମାରିବାକୁ ବେଶୀ ଦିନ ନୁହେଁ। ଏମିତିକି ଖୋଦ୍ ଯୋଗାଣମନ୍ତ୍ରୀ ବି ପିଆଜ ସମସ୍ୟା ନେଇ ହାତ ଟେକି ଦେଲେଣି। ଦର ଅଣାୟତ କଥା ସ୍ୱୀକାର କରି ସିଧା ଦୋଷ ଆଉ ମଣିଷଙ୍କୁ ନୁହେଁ ବରଂ ପରିବେଶ ସନ୍ତୁଳନ ଓ ବାୟୁ ପ୍ରଦୂଷଣକୁ ଦେଇ ଦେଲେଣି ଯୋଗାଣ ମନ୍ତ୍ରୀ […]

  • Friday, 23 July 2021
ratha-ytra
୨୯ ତାରିଖରେ ହେବନି ରଥଯାତ୍ରା

ଗାଜିଆବାଦ: ଉତ୍ତର ପ୍ରଦେଶ ଗାଜିଆବାଦରେ ଡିସେମ୍ବର ୨୯ ତାରିଖରେ ହେବନାହିଁ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା। ଶ୍ରୀମଦ ନାରଦୀୟ ନିକୁଞ୍ଜ ଟ୍ରଷ୍ଟର ସଭାପତି ବାବା ବଳରାମ ଓ ସମ୍ପାଦକ ବାବା ଚୈତନ୍ୟ ଏହା ସ୍ପଷ୍ଟ କରିଛନ୍ତି। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କୁ ଫୋନ ଯୋଗେ ଏହି ସୂଚନା ଦେଇଛନ୍ତି। ଟ୍ରଷ୍ଟର ସଭାପତି ଓ ସମ୍ପାଦକ ସୋଶାଲ୍ ମିଡିଆରୁ ଏ ସମ୍ପର୍କିତ ବିଜ୍ଞାପନ ହଟାଇ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ଜଗନ୍ନାଥ ନୁହେଁ, ରାଧାକୃଷ୍ଣଙ୍କର ସତ୍ସଂଘ ଶୋଭାଯାତ୍ରା ହେବ ବୋଲି […]

  • Friday, 23 July 2021
apa
ହାଇଦ୍ରାବାଦ ଏନ୍‌କାଉଣ୍ଟର: ମାନେକା କହିଲେ ଏମିତି, କିନ୍ତୁ ଅପରାଜିତା...

ଭୁବନେଶ୍ୱର: ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ଦୁଷ୍କର୍ମକାରୀଙ୍କୁ ଆଜି ଏନ୍‌କାଉଣ୍ଟର୍‌ କରି ମାରିଦେଇଛି ହାଇଦ୍ରାବାଦ୍‌ ପୁଲିସ୍। ଏହାକୁ ନେଇ ସାରାଦେଶରେ ଏବେ ହଙ୍ଗାମା ହେଉଛି। କେତେକ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ କଡ଼ା ନିନ୍ଦା କରୁଛନ୍ତି। ତେବେ ଏହି ଘଟଣାରେ ଆମେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ମତ ନେଇଥିଲୁ। ସେ ତାଙ୍କ ପ୍ରତିକ୍ରିୟାରେ ଯାହା କହିଲେ ତାହା ତାଙ୍କ ଦଳର ନେତ୍ରୀ ମାନେକା ଗାନ୍ଧୀଙ୍କଠାରୁ କିଛି ଏମିତି ଭିନ୍ନ ଥିଲା। ଏହି […]

  • Friday, 23 July 2021
f
ଭୁଲ୍‌ରେ ଚାଲାଣ କଟିଥିଲେ ଫେରସ୍ତ ମିଳିବ ଟଙ୍କା: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ପାଇଁ ଆରମ୍ଭ ହୋଇଥିଲା ଇ-ଚାଲାଣ ବ୍ୟବସ୍ଥା। କିନ୍ତୁ ଏବେ ଏଥିରେ ବି ତ୍ରୁଟି ରହୁଥିବା ଅଭିଯୋଗ ହେଉଛି। କିଏ ଅଫିସ୍‌ରେ ଥିଲେ ବି ତାଙ୍କ ପାଖକୁ ଚାଲାଣ ପଳେଇ ଯାଉଛି ତ ଆଉ କେଉଁ କାର୍ ଚାଳକଙ୍କ ପାଖକୁ ହେଲ୍‌ମେଟ୍‌ ନ ପିନ୍ଧିଥିବା ନେଇ ଚାଲାଣ ଚାଲିଯାଉଛି। ଏମିତି ବାରମ୍ବାର ଅଭିଯୋଗ ଆସିବାପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଇଛି। ଆଉ ଏବେ ଏ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ପରିବହନ […]

  • Friday, 23 July 2021
rape-750x420
ସାବଧାନ! ସୋଶାଲ୍‌ ମିଡିଆ ମେସେଜ୍‌କୁ ବିଶ୍ୱାସ କରନ୍ତୁନି

ଭୁବନେଶ୍ୱର: ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ଓ ପୁରୀରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି। ଏହାକୁ ନେଇ ଦିଲ୍ଲୀରୁ ପଲ୍ଲୀ ଉଠୁଥିବା ପଡ଼ୁଥିବା ବେଳେ ସହାୟତା ଆଳରେ ସୋଶାଲ ମିଡିଆରେ ବିଛା ଯାଉଛି ମାୟାଜାଲ। ବିଶେଷକରି ଫେସ୍‌ବୁକ୍‌ରେ ବୁଲୁଛି ମାଳ ମାଳ ନମ୍ୱର। କୁହାଯାଉଛି, ଅପଣ ଅସୁବିଧାରେ ପଡ଼ିଛନ୍ତି? ଯଦି ପଡ଼ିଛନ୍ତି, ତାହାହେଲେ ଏହି ନମ୍ୱରରେ ଯୋଗାଯୋଗ କରନ୍ତୁ। […]

  • Friday, 23 July 2021