• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

fire
ପାଳଗଦା ପାଖରେ ଖେଳୁଥିବା ବେଳେ ନିଆଁରେ ଜଳିଗଲେ ୩ କୁନି ଝିଅ

କଳାହାଣ୍ଡି: ପାଳ ଗଦାରେ ଖେଳିବା ବେଳେ ଜଳିଗଲେ ତିନି କୁନି ଝିଅ। ଏପରି କିଛି ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଳା ମହିମା ପଞ୍ଚାୟତର ବିଜମରା ଗାଁରେ। ଗାଁର ପାଳ ଗଦାରେ ଖେଳୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା। ଗାଁର ହେମାରୀ ଦିଶାରୀଙ୍କ ଦୁଇ ଯାଆଁଳା ଭଉଣୀ ଓ ଅନ୍ୟ ଜଣେ ସଂପର୍କୀୟ ଭଉଣୀ ପୋଡ଼ି ହୋଇଯାଇଛନ୍ତି। ତିନି ଜଣଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକସରା ଓ ପରେ […]

  • Friday, 23 July 2021
nv
ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣର କାଉଣ୍ଟଡାଉନ୍ ଆରମ୍ଭ

ଭୁବନେଶ୍ୱର: ଆସନ୍ତାବର୍ଷ ନଭେମ୍ବର ୩୦ ତାରିଖରୁ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ ଏହା ଡିସେମ୍ବର ୪ ଯାଏ ଚାଲିବ। ଏଥିପାଇଁ ଆଜିଠୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ  ଆଜି ୨୨ଟି ପ୍ରକଳ୍ପର ଶିଳାନ୍ୟାସ ଓ ୫ଟି ପ୍ରକଳ୍ପର ଉଦ୍‌ଘଟନ କରିଛନ୍ତି। ଏହି ୨୭ଟିପ୍ରକଳ୍ପ ପାଇଁ ମୋଟ ୮ ହଜାର ୯୩୯ କୋଟି ଟଙ୍କାର ପୁଞ୍ଜି ନିବେଶ ହେବାକୁ ଥିବାବେଳେ ମୋଟ୍ ୧୨ ହଜାର ୧୪୨ […]

  • Friday, 23 July 2021
tahya
'ନବୀନଙ୍କ ନାଁରେ କଳଙ୍କ ଲାଗିବା ଡରରେ ଅଧିବେଶନକୁ ଅଧାରୁ ବନ୍ଦ କରାଗଲା'

ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ମହିଳାଙ୍କୁ ହାଇଦ୍ରାବାଦ୍ ନେଇଥିବା ଅଭିଯୋଗକୁ ନେଇ ବଢୁଛି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଡୁଆ। ଏନେଇ ବିରୋଧୀ କଂଗ୍ରେସ ଓ ବିଜେପି ସରକାରଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିଥିବା ବେଳେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରମାଣ ସତ୍ତ୍ୱେ ସରକାର ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କ୍ଲିନ୍ ଚିଟ୍ ଦେଇଥିବା ଅଭିଯୋଗ କରିଛନ୍ତି ବିରୋଧୀଦଳ ଉପନେତା ବିଷ୍ଣୁଚରଣ ସେଠୀ। ଗୃହରେ ଏହି ପ୍ରସଙ୍ଗ ଉଠାଇବାକୁ ସୁଯୋଗ ଦିଆନଯାଇ ଅଧିବେଶନକୁ ଅଧାରୁ ବନ୍ଦ କରି ଦିଆଯାଇଥିବା […]

  • Friday, 23 July 2021
m
ଗୋଟିଏ ଜିଲ୍ଲାରେ ସାଢ଼େ ୫ ବର୍ଷରେ ପାଖାପାଖି ୫ ହଜାର ଶିଶୁଙ୍କ ଜୀବନ ଗଲାଣି

ଭୁବନେଶ୍ୱର: ସାଢ଼େ ୫ ବର୍ଷରେ ପ୍ରାୟ ୫ ହଜାର ଶିଶୁଙ୍କ ମୃତ୍ୟୁ ହୋଇଛି। ଏ ହେଉଛି ମାଲ୍‌କାନଗିରି ଜିଲ୍ଲାର ଦୟନୀୟ ସ୍ଥିତି। ଆରଟିଆଇରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ଯୋଜନା ପରେ ଯୋଜନା ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଶିଶୁମୃତ୍ୟୁ ହାରର ଏଭଳି ଉଦ୍‌ବେଗଜନକ ଚିତ୍ର ସରକାରୀ ବ୍ୟବସ୍ଥାର ପାରିବାପଣିଆକୁ ନେଇ ଠିଆ କରିଛି ବଡ଼ ପ୍ରଶ୍ନ। ୧୫ ଦିନ ତଳେ ନିଜ ଦୁଇ ମାସର ଝିଅକୁ ହରାଇଛନ୍ତି ମାଲ୍‌କାନ୍‌ଗିରି ପୋଟ୍ରେଲ […]

  • Friday, 23 July 2021
india
ଗରିବ ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳରେ ଲଜ୍‌ ମାଲିକଙ୍କୁ ଥଇଥାନ୍ କରିବେ ରାଜ୍ୟ ସରକାର

ପୁରୀ : ଦୂରଦୂରାନ୍ତରୁ ଆସୁଥିବା ଗରିବ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସାହା ଭରସା ଥିଲା ପୁରୀ ବଡ଼ ଦାଣ୍ଡର “ବଗଲା ଧର୍ମଶାଳା”। ହେଲେ ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଏହାକୁ ଭାଙ୍ଗି ସେହି ଯାଗାରେ ପ୍ରସାଦ ଯୋଜନାରେ ୨୧ କୋଟି ଟଙ୍କା ବ୍ୟୟରେ ନୂଆ ଧର୍ମଶାଳା ପାଇଁ କାମ ଆରମ୍ଭ ହୋଇଥିଲା। ହେଲେ ଏବେ କିନ୍ତୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ତୀର୍ଥଯାତ୍ରୀଙ୍କ ରହଣୀସ୍ଥଳ ପରିବର୍ତ୍ତେ ‘ବଗଲା ଧର୍ମଶାଳା’ ଜମିକୁ ପ୍ଲଟିଂ କରି ଲଜ ମାଲିକଙ୍କୁ ଥଇଥାନ […]

  • Friday, 23 July 2021
bhdrak
ଭଦ୍ରକବାସୀଙ୍କୁ ଘଣ୍ଟାଏ ପାଇଁ ମେଡିକାଲ୍‌ କଲେଜ୍‌ର ମିଛ ସପନ ଦେଖାଇଲେ ସରକାର; ପରେ ମନା କଲେ

ଭୁବନେଶ୍ୱର: ଘଣ୍ଟାଏ ପାଇଁ ଭଦ୍ରକ ଜିଲ୍ଲାବାସୀଙ୍କୁ ମେଡିକାଲ୍‌ କଲେଜ୍‌ର ସ୍ୱପ୍ନ ଦେଖାଇଲେ ସରକାର। କହିଲେ ଭଦ୍ରକରେ ୬ ମହଲା ବିଶିଷ୍ଠ ବଡ଼ ମେଡିକାଲ୍‌ କଲେଜ୍‌ ହେବ। ୨୦୨୦ ସୁଦ୍ଧା କାମ ଆରମ୍ଭ ହେବ। ଏହି ଖବର ଶୁଣିବା ପରେ ଭଦ୍ରକବାସୀ ଖୁସିରେ କୁଣ୍ଢେମୋଟ୍। କିନ୍ତୁ ଆଉ ଘଣ୍ଟାକ ପରେ ହଠାତ୍‌ ସରକାର କହିଲେ ନା ଏମିତି କୌଣସି ନିଷ୍ପତ୍ତି ହେଇନି। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ରିଲିଜ୍‌ ଜାରି କରାଯାଇଥିଲା। ଏଥିରେ […]

  • Friday, 23 July 2021
BUS
କମିଲା ‘ମୋ ବସ୍’ ଭଡ଼ା

ଭୁବନେଶ୍ୱର: କମିଲା ଏସି ‘ମୋ ବସ୍’ ଭଡ଼ା। କ୍ୟାପିଟାଲ୍ ରିଜନ ଅରବାନ ଟ୍ରାନ୍ସପୋର୍ଟ ତରଫରୁ ଆଗାମୀ ଦୁଇମାସ ପାଇଁ ଭଡ଼ା ହ୍ରାସ କରାଯାଇଛି। ଶୀତତାପ ନିୟନ୍ତ୍ରିତ ଭଡ଼ାକୁ ୩୮ ପ୍ରତିଶତ କମାଯାଇଛି। ଏହାସହ ଯାତ୍ରୀଙ୍କ ମାସିକ ପାସ୍‌ର ଦର ମଧ୍ୟ କମାଯାଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍‌ର ମହାପ୍ରବନ୍ଧକ ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି। ପୂର୍ବରୁ ଏସି ବସ୍‌ରେ ପ୍ରଥମ ଦୁଇ କିଲୋମିଟର ପିଛା ଯାତ୍ରୀଙ୍କୁ ୮ଟଙ୍କା ଦେବାକୁ ପଡୁଥିଲା। ବର୍ତ୍ତମାନ ତାହା କମି ୫ଟଙ୍କାକୁ […]

  • Friday, 23 July 2021
market
ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ବ୍ୟବସାୟୀଙ୍କ ବିରୋଧ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପାଖରେ ଥିବା ଲିଙ୍ଗରାଜ ମାର୍କେଟ କଂପ୍ଲେକ୍ସ ଭଙ୍ଗା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି। ବିଏମ୍‌ସିର ଭଙ୍ଗା ଏହି ଅଭିଯାନକୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି। ମାର୍କେଟ କଂପ୍ଲେକ୍ସଟି ପୁରୁଣା ହୋଇଯାଇଥିବାରୁ ମହାନଗର ନିଗମ ପକ୍ଷରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା। ଏହାକୁ ଭାଙ୍ଗିବା ପାଇଁ ନୋଟିସ୍ ମଧ୍ୟ ଦିଆଯାଇଥିଲା। ପୂର୍ବ ନିଷ୍ପତ୍ତି ଅନୁସାରେ ମହାନଗର ନିଗମ ଓ ବିଡିଏ କର୍ତ୍ତୃପକ୍ଷଙ୍କ ପକ୍ଷରୁ କର୍ମଚାରୀମାନେ ପୁଲିସ ଉପସ୍ଥିତିରେ ୪ଟି ଜେସିବି ଲଗାଇ ଏହି ମାର୍କେଟ୍‌ କଂପ୍ଲେକ୍ସ […]

  • Friday, 23 July 2021
job
ରାସ୍ତାରେ ଓଲଟି ପଡ଼ିଲା ଯାତ୍ରାପାର୍ଟି ଟ୍ରକ୍

ଆଠଗଡ଼ (ନୀଳକଣ୍ଠ ଦୋରା): ଯାତ୍ରା ସାରି ଫେରୁଥିବା ବେଳେ ଏକ ଯାତ୍ରାପାର୍ଟି ଟ୍ରକ୍‌ ଓଲଟି ପଡ଼ିଛି। ଫଳରେ ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପ୍ରଥମେ ସମସ୍ତଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେତେକଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ୬୫ ନମ୍ୱର ପୁରୁଣା କଟକ-ସମ୍ବଲପୁର ରାସ୍ତାର କନ୍ତୋଲ ବାରବାଟୀ ପୋଖରୀ ନିକଟରେ ଆଜି ଏଭଳି ଦୁର୍ଘଟଣା ଘଟିଛି। […]

  • Friday, 23 July 2021
mal
ସର୍ଭେ ରିପୋର୍ଟ: ଓଡ଼ିଶାରେ ପିଲାଙ୍କ ବୟସ ବଢ଼ୁଛି, କିନ୍ତୁ ଓଜନ ଓ ଉଚ୍ଚତା ବଢ଼ୁନାହିଁ

ଭୁବନେଶ୍ୱର: କୁପୋଷଣ ଦୂର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅବହେଳା ଓ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ କୁପୋଷଣ ଦୂର କରିବାରେ ସମସ୍ୟା ଉପୁଜିଛି। ଫଳରେ ରାଜ୍ୟ ସରକାର ୨୦୨୨ର  ନ୍ୟାସନାଲ୍‌ ନ୍ୟୁଟ୍ରିସନ ମିଶନ ଟାର୍ଗେଟ ପୂରା କରିବା ଉପରେ ସନ୍ଦେହ ଉପୁଜିଛି। ରାଜ୍ୟର ୧୦.୭ ଲକ୍ଷ ଶିଶୁ ଅର୍ଦ୍ଧବିକଶିତ ହୋଇ ରହିଛନ୍ତି। ସେହିପରି ୫.୧୩ ଲକ୍ଷ ଶିଶୁ ଦୁର୍ବଳ ସ୍ୱାସ୍ଥ୍ୟର ବୋଲି ସିଏନ୍‌ଏନ୍ଏସ୍‌ (କମ୍ପ୍ରେହେନ୍‌ସିଭ୍‌ ନ୍ୟାସ୍‌ନାଲ୍‌ ନ୍ୟୁଟ୍ରିସନ୍‌ ସର୍ବେ ) ସର୍ଭେରୁ […]

  • Friday, 23 July 2021
odisha
ସ୍କୁଲ୍‌ ରୋଷେୟା ଚାକିରି ପାଇଁ ୬୦ ହଜାର ଲାଞ୍ଚ ମାଗୁଛନ୍ତି ପିଇଟି ସାର୍

ସୁନ୍ଦରଗଡ଼: ସରକାରୀ କଳରେ ଉପରୁ ତଳ ଯାଏ ଲମ୍ବିଛି କି ଦୁର୍ନୀତିର ଚେର? ବଡ଼ବଡ଼ୁଆଙ୍କ କଥା ଛାଡ଼ନ୍ତୁ, ସାମାନ୍ୟ ରୋଷେୟା ଚାକିରି ପାଇଁ ଜଣେ ପିଇଟି ୬୦ ହଜାର ଟଙ୍କା ଲାଞ୍ଚ ମାଗିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଭଳି ସଂଗୀନ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଭବାନୀପୁର ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ପିଇଟି ମାଷ୍ଟର ଅମର ଆନନ୍ଦ ପଟ୍ଟନାୟକଙ୍କ ନାଁରେ। ଅଭିଯୋଗ ଅନୁସାରେ, ଆଦିବାସୀ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ଆବାସିକ ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ […]

  • Friday, 23 July 2021
finger
ହାତରେ ୧୨ ଓ ଗୋଡ଼ରେ ୧୯ ଆଙ୍ଗୁଳି; ଦୟନୀୟ ଅବସ୍ଥାରେ ବୃଦ୍ଧା

ଗଞ୍ଜାମ: ଦୁଇ ହାତରେ ୧୨ ଆଙ୍ଗୁଳି ଏବଂ ଦୁଇ ପାଦରେ ୧୯ ଆଙ୍ଗୁଳି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଦୂରାରୋଗ୍ୟରେ ଶିକାର ହୋଇ ଏବେ ବୃଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ଜଣେ ୭୫ ବର୍ଷୀୟ କୁମାରୀ ନାଇକ। ଘଟଣା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କଳମ୍ବ ଗ୍ରାମ ପଞ୍ଚାୟତ କାଦପଡ଼ା ଗ୍ରାମରେ। ଏହି ଗାଁର ହରିଜନ ସାହିର ୭୫ ବର୍ଷୀୟ ବୟସ୍କା କୁମାରୀ ନାଇକ ହାତରେ ୧୨ଟି ଓ ହାତରେ ରହିଛି ୧୯ଟି ଆଙ୍ଗୁଳି ରହିଛି। ଏହି […]

  • Friday, 23 July 2021
ଇଗୁପୂ
ଅଣ୍ଡାକୁ ନେଇ ଶିକ୍ଷକ, ଶିକ୍ଷୟିତ୍ରୀ ଏମିତି ଯୁଦ୍ଧ ଲାଗିଲେ ଯେ ପିଲା ଡରିକି ଘରକୁ ଛୁ

ନବରଙ୍ଗପୁର: ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନକୁ ନେଇ ବିଦ୍ୟାଳୟ ସାଜିଲା ରଣକ୍ଷେତ୍ର। ଶିକ୍ଷକ ଓ ଶିକ୍ଷୟିତ୍ରୀ ଏମିତି ଯୁଦ୍ଧ ଲାଗିଲେ ଯେ  କୁନି ପିଲାମଆନେ ଡରିକି ଏକାଥରେ ଛାନିଆ। ସ୍କୁଲ୍‌ ଛାଡ଼ି ଏକମୁହାଁ ହୋଇ ଘରକୁ ଧାଇଁଲେ ପିଲା। ତେବେ ଏହି ଗଣ୍ଡଗୋଳର ଦୁଇ ଜଣଯାକ ଆହତ ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଉମରକୋଟ ଭାମିନି ପଞ୍ଚାୟତ ମିରିଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଗତକାଲି ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଣ୍ଟନ […]

  • Friday, 23 July 2021
khrida
ବାବୁମାନଙ୍କର ଅଫିସ୍‌ ଟାଇମ୍‌ ଟେବୁଲ୍‌କୁ ପରବାୟ ନାହିଁ; ହୁଗୁଳି ଗଲାକି 5-T ?

ଭୁବନେସ୍ୱର: ରାଜ୍ୟର ଉପାନ୍ତ ଅଞ୍ଚଳ ନୁହେଁ, ଖୋଦ ଖୋର୍ଦ୍ଧା ଜିଲ୍ଲାରେ ନିୟମ ମାନୁନାହାନ୍ତି ସରକାରୀ ବାବୁ। କିଏ କେତେବେଳେ ଅଫିସରେ ପହଞ୍ଚୁଛି ତାର ହିସାବ ନାହିଁ  ଦିନ ୧୦ଟାରୁ ୧୨ଟା ମଧ୍ୟରେ ବିଭିନ୍ନ ଅଫିସ ବୁଲି ରିୟଲିଟି ଚେକ୍ କରିଥିଲା ଓଟିଭି ଟିମ୍। ହେଲେ କେଉଁଠି ଅଫିସ ଖୋଲା, ଚେୟାର ଖାଁ ଖାଁ, ତ ଆଉ କେଉଁଠି ବିଳମ୍ବରେ ପହଞ୍ଚୁଥିଲେ ସରକାରୀ ବାବୁ। ରାଜ୍ୟରେ ଆରମ୍ଭ ହୋଇଛି ମୋ ସରକାର ଯୋଜନା। ତାସହ ଲାଗୁ ହୋଇଛି 5-T। […]

  • Friday, 23 July 2021
minister
ସରକାରୀ ଖର୍ଚ୍ଚରେ ନିଜ ଅତିଥିଙ୍କୁ ହାଇଦ୍ରାବାଦ୍‌ ନେଉଛନ୍ତି ମନ୍ତ୍ରୀ !

ଭୁବନେଶ୍ୱର: ସରକାରୀ ଖର୍ଚ୍ଚରେ ନିଜ ଅତିଥିଙ୍କୁ ହାଇଦ୍ରାବାଦ୍‌ ନେଉଛନ୍ତି ମନ୍ତ୍ରୀ। ଏଭଳି ଅଭିଯୋଗ ଆଣିଛି କଂଗ୍ରେସ। ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଗତ ୧୦ ତାରିଖରେ ହାଇଦ୍ରାବାଦ୍‌ରେ ରୋଡ୍ ଶୋ’ର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ତେବେ ତାଙ୍କ ସହ ଦୁଇ ଜଣ ମହିଳାଙ୍କ ଲାଗି ସରକାରୀ ଖର୍ଚ୍ଚରେ ବିମାନ ଟିକଟ ଓ ହୋଟେଲ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ  ଅଫିସରୁ ପର୍ଯ୍ୟଟନ ବିଭାଗକୁ ଚିଠି ଯାଇଥିଲା। ସରକାର ଖର୍ଚ୍ଚରେ ମନ୍ତ୍ରୀ […]

  • Friday, 23 July 2021
save
ଧାରଣାରେ ଛାତ୍ରଛାତ୍ରୀ; ଉପଜିଲ୍ଲାପାଳ କହିଲେ ସରକାରୀ ହୁକୁମ୍‌

ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଧାରଣା ରାତି ତମାମ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାରଣାରେ ବସିଛନ୍ତି ଶତାଧିକ ବିଏଡ୍ ଓ ଏମ୍.ଏଡ ଛାତ୍ରଛାତ୍ରୀ। ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଟିଇଟି ପରୀକ୍ଷା ପାଇଁ ସରକାର ସେମାନଙ୍କୁ ଅନୁମତି ନଦେବା ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ। ଗତ ୫ ତାରିଖରେ ଏହି ଛାତ୍ରଛାତ୍ରୀମାନେ ପଦଯାତ୍ରା କରିବା ପରେ ପୁଲିସ ବାଟ ଓଗାଳିଥିଲା। ସେତେବେଳେ ଜିଲ୍ଲାପାଳ ୩ ଦିନ ସମୟ ମାଗିଥିଲେ, କିନ୍ତୁ ପ୍ରତିଶ୍ରୁତି ପାଳନ କରିନଥିବାରୁ ଶେଷରେ […]

  • Friday, 23 July 2021
vs
ଲଜ୍ଜାରେ ଆତ୍ମହତ୍ୟା କରିଥିଲେ ପୀଡ଼ିତା; ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର: ଜଗତସିଂହପୁର ନାଉଗାଁ ଯୁବତୀ ଆତ୍ମହତ୍ୟା ଘଟଣାରେ ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର। ଲଜ୍ଜାରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ ବୋଲି ସେ କହିଛନ୍ତି। ୭ ତାରିଖ ସକାଳେ ଯୁବତୀଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ପୀଡ଼ିତାଙ୍କ ମାଙ୍କ ଏତଲା ଆଧାରରେ ଥାନାରେ ମାମଲା ହୋଇଛି। ଏକତରଫା ପ୍ରେମ ଯୋଗୁ ଜଣେ ଯୁବକ ଆପତ୍ତିଜନକ ଫଟୋ ଲଗାଇଥିଲେ। ଫଟୋ ଲଗାଇବା ଯୋଗୁ ଯୁବତୀ ଜଣକ ଲଜ୍ଜାରେ ଆତ୍ମହତ୍ୟା କରିଥିଲେ ବୋଲି ମନ୍ତ୍ରୀ କହିଛନ୍ତି […]

  • Friday, 23 July 2021
book
ବୁଲ୍‌ବୁଲ୍ ବାତ୍ୟାରେ ଆହତ ହୋଇଥିବା NDRF ଇନ୍‌ସପେକ୍ଟର୍‌ଙ୍କୁ ଦିଲ୍ଲୀ ଏମ୍ସ ନିଆଗଲା

ଭୁବନେଶ୍ୱର: ବୁଲ୍‌ବୁଲ୍ ବାତ୍ୟା ବେଳେ ଇଲେକ୍ଟ୍ରିକ୍‌ ଖୁଣ୍ଟ ପଡ଼ି ଗୁରୁତର ଆହତ ହୋଇଥିବା  NDRF ଇନ୍‌ସପେକ୍ଟର୍ ମନୋରଞ୍ଜନ ପ୍ରସାଦଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍‌ପିଟାଲ୍‌କୁ ନିଆଯାଇଛି। ତାଙ୍କୁ ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ନିଆଯାଇଛି। ବୁଲ୍‌ବୁଲ୍ ବାତ୍ୟା ମୁକାବାଲି ଲାଗି ଭଦ୍ରକ ଯାଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ମନୋରଞ୍ଜନ। ବାତ୍ୟାରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍‌ରେ ଗଛଗୁଡ଼ିକ ଭାଙ୍ଗି ପଡ଼ିଥିଲା। ଏନ୍‌ଡିଆରଏଫ୍ ଟିମ୍ ଗଛଗୁଡ଼ିକ କାଟି ସଫା କରୁଥିବା ବେଳେ ହଠାତ୍ ମନୋରଞ୍ଜନଙ୍କ ମୁଣ୍ଡ […]

  • Friday, 23 July 2021
sudhanwa
ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ ଡକ୍ଟର ସୁଧନ୍ୱା ପାତ୍ର

ଭୁବନେଶ୍ୱର: ଆଇଆଇଟି ଭିଲାଇର ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ସୁଧନ୍ୱା ପାତ୍ର ଚଳିତ ବର୍ଷର ସମ୍ମାନଜନକ ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର ପାଇବେ। ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବିଶେଷ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସେ ଏହି ପୁରସ୍କାର ଗ୍ରହଣ କରିବେ। ରାଜ୍ୟ ସରକାରଙ୍କ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଅତ୍ୟାଧୁନିକ ଗବେଷଣା ପାଇଁ ଯୁବ ବୈଜ୍ଞାନିକମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଦଶ […]

  • Friday, 23 July 2021
dd
ବିନା ପେଟ୍ରୋଲ୍‌ ଓ ଡିଜେଲ୍‌ରେ ଭୁବନେଶ୍ୱରରେ ଗଡ଼ିବ ୫୦ଟି ବସ୍‌

ଭୁବନେଶ୍ୱର: ମୋ ବସର ଏକ ବର୍ଷ ପୂର୍ତ୍ତୀ ଅବସରରେ ରାଜଧାନୀ ଭୁବନେଶ୍ୱରକୁ ଆସିବ ୫୦ଟି ଇଲେକ୍ଟ୍ରିକ୍ ବସ୍। ଏହା ପୂର୍ବରୁ ଆସିଛି ଦୁଇଟି ଡେମୋ ବସ୍। ଏହି ବସ୍ ରାଜଧାନୀର ବିଭିନ୍ନ ରୁଟ୍‌ରେ ଚଳାଚଳ କରି ଡେମୋ ଦେଖାଇଛି। ତେବେ ପ୍ରଥମେ ୧୦ ଦିନ ପାଇଁ ବସ୍‌ଗୁଡ଼ିକର ପରୀକ୍ଷଣ ଚାଳନା ପରେ ଏହାକୁ କାର୍ଯ୍ୟକାରୀ କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଇ-ବସ୍‌ରେ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିଛି। ଏଥିରେ ଯାତ୍ରୀଙ୍କୁ ସୁରକ୍ଷା ପାଇଁ ୫ଟି […]

  • Friday, 23 July 2021
onion
ବଢ଼ିଲା ପିଆଜ ଦର; ଏଥର ଏତେ ବଢ଼ିଲା ଯେ କିଣିବାକୁ ଡରିବ ଖାଉଟି

ଭୁବନେଶ୍ୱର: ରାଜ୍ୟରେ ପିଆଜ ଦର ହୁହୁ ହୋଇ ବଢ଼ୁଛି। ଏଥର ଏକାଥରେ ଏତେ ବଢ଼ିଲା ଯେ ପିଆଜି କିଣିବାକୁ ଶହେଥର ଚିନ୍ତା କରିବେ ଖାଉଟି। ଏଇ ଦୁଇଚାରି ଦିନ ତଳେ ପିଆଜ ଦର୬୦-୭୦ ଥିଲା। କିନ୍ତୁ ଗତ ଦୁଇ ଦିନ ମଧ୍ୟରେ ପିଆଜ ଦର ୯୦ ଟଙ୍କାକୁ ପହଞ୍ଚିଛି।  ପିଆଜ ମାଡ଼ରେ ଖାଉଟି ପକେଟ୍‌ ହୁଗୁଳା ହେବାରେ ଲାଗିଛି। କିଲେ ପିଆଜ କିଣିବାକୁ ଦୁଇ ଥର ଭାବୁଛନ୍ତି ଖାଉଟି। ଏପରି ବ୍ୟବସ୍ଥା ଆହୁରି ଦୁଇରୁ ତିନି ଦିନ […]

  • Friday, 23 July 2021
tapas nanda
ଏହି ବ୍ୟକ୍ତିଙ୍କୁ ପରିବହନ ବିଭାଗ ଏମିତି ଫାଇନ୍‌ କରିଛି ଯେ ଆପଣ ଶୁଣିଲେ ଡରିବେ

କୋରାପୁଟ: ଜୟପୁରରେ ଜଣେ ବ୍ୟବସାୟୀଙ୍କୁ ପରିବହନ ବିଭାଗର ଯେଉଁ ଅଜବ ଜରିମାନା ଲଗାଇଛି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।  ଥରେ ଭାବନ୍ତୁ ଆପଣ ଘରେ ଥିବେ କିନ୍ତୁ ଆପଣଙ୍କନ ନାଁରେ ଦ୍ରୁତ ଗତିରେ ଗାଡ଼ି ଚଳାଇବାର ଅଭିଯୋଗ ଆସିବ ଆଉ ଫାଇନ୍‌ ବି ପଡ଼ିବ। ଆଉ ତୁମ ପାଖରେ ଡ୍ରାଇଭିଂ ଲାଇସେନ୍ସ ନାହିଁ ବୋଲି କୁହାଯିବ ତେବେ ଆପଣ କଣ କରିବେ ? ଆପଣ ଭାବୁଥିବେ ଏ କେମିତିକି କଥା ହେଲା ? ବାପା ରାଣ […]

  • Friday, 23 July 2021
arrest
ଏତେବଡ଼ କମ୍ପାନୀର ସିଏମ୍‌ଡି ଥିଲେ କିନ୍ତୁ କରୁଥିଲେ ଏମିତି କାମ ଧରିଲା ପୁଲିସ୍

ଭୁବନେଶ୍ୱର: ଭୂଷଣ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍‌ର ପୂର୍ବତନ ସିଏମ୍‌ଡି ଗିରଫ। ଆର୍ଥିକ ଅନିୟମିତତା ଅଭିଯୋଗରେ ପୂର୍ବତନ ସିଏମ୍‌ଡି ସଞ୍ଜୟ ସିଂଘଲଙ୍କୁ ଗିରଫ କରିଛି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଇଡି ରିମାଣ୍ଡରେ ନେଇପାରେ। ଗତ କିଛି ଦିନ ତଳେ ଭୂଷଣ ଷ୍ଟିଲର ୪ ହଜାର ୨୫ କୋଟି ଟଙ୍କା ଆଟାଚ କରିଛି ଇଡି। ବ୍ୟାଙ୍କ ଜାଲିଆତି ମାମଲାରେ ED ଏହି ସମ୍ପତ୍ତି ଆଟାଚ୍ କରିଥିବା […]

  • Friday, 23 July 2021
Untitled-1d
୩୮ତମ ଓଡ଼ିଶା ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା

ଭୁବନେଶ୍ୱର:  ଓଡ଼ିଶା ଲଳିତକଳା ଏକାଡେମୀ (ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ) ତରଫରୁ ଆଜି ୩୮ ତମ ଓଡ଼ିଶା ଲଳିତକଳା ଏକାଡେମୀ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ତେବେ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ କଳାକୃତିର ବିଭିନ୍ନ ବିଭାଗରୁ ୩୬୮ଜଣ ଶିଳ୍ପୀଙ୍କ ଠାରୁ ୬୫୧ଟି କଳାକୃତି ଗ୍ରହଣ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ ଚୟନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୧୧୦ଟି କଳାକୃତିରୁ ଚୟନ କରାଯାଇ ୮ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କଳାକୃତି ନିମନ୍ତେ ପୁରସ୍କାର […]

  • Friday, 23 July 2021