• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

dd
ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ଚିହ୍ନଟ: ୧୪ ନମୁନାରୁ ଗୋଟିଏ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ପରୀକ୍ଷା ହୋଇଥିବା ୧୪ ନମୁନାରୁ ଗୋଟିଏ ପଜିଟିଭ୍ ଥିବା ଜଣାପଡ଼ିଛି। ଭୁବନେଶ୍ୱର RMRCରେ ଆଜି ୧୪ଟି ନମୁନା ପରୀକ୍ଷା ହୋଇଥିଲା। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବିଦେଶରୁ ଫେରିଥିବା ଜଣାପଡ଼ିଛି। କରୋନା ସଂକ୍ରମିତ ଦେଶରୁ ସେ ଫେରିଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହା ପୂର୍ବରୁ  ଗତ ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ […]

  • Monday, 26 July 2021
coorna
ସବୁ ପରୀକ୍ଷା ସ୍ଥଗିତ ରଖିଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଶ୍ରେଣୀର ପରୀକ୍ଷାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛନ୍ତି। ଆଜିଠୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାର ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା, ବିପିୟୁଟି ଓ ଭିସୁଟ୍ ପରିଚାଳିତ ସମସ୍ତ ସେମିଷ୍ଟାର ଓ ଫାଇନାଲ ପରୀକ୍ଷାକୁ ଆସନ୍ତା ସୋମବାରଠୁ ସ୍ଥଗିିତ ରଖାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ ଏକ […]

  • Monday, 26 July 2021
salon
କରୋନା ସତର୍କତା: ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା ବନ୍ଦ, ନଈ ପୋଖରୀରେ ଗାଧୋଇବା ମନା

ଭୁବନେଶ୍ୱର: କରୋନା ଭାଇରସକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏସବୁ ବନ୍ଦ ରହିବ। ସେହିପରି ପୋଖରୀ ଅବା ଜଳାଶୟରେ ଗାଧେଇବାକୁ ମଧ୍ୟ ବାରଣ କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଗାଇଡଲାଇନ ଅନୁସାରେ, କରୋନା ପାଇଁ ସାମାଜିକ ଦୂରତ୍ୱ(ସୋସିଆଲ ଡିଷ୍ଟାନ୍ସ) ଉପରେ ଗୁରୁତ୍ୱ ଦିଆଯାଉଛି। ସେଲୁନ, ବ୍ୟୁଟି ପାର୍ଲର ଓ ସ୍ପା’ରେ ଗ୍ରାହକ ଓ ସେବାପ୍ରଦାନକାରୀ […]

  • Monday, 26 July 2021
jatra
କରୋନାର ମୁକାବିଲା ପାଇଁ ମଞ୍ଚ ଛାଡ଼ି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ଯାତ୍ରା ଷ୍ଟାର୍

ବାଲେଶ୍ୱର: ରାତି ହେଲେ ରଙ୍ଗୀନ ଆଲୁଅରେ ସେମାନେ ଜଲୱା ଦେଖାନ୍ତି। ଷ୍ଟେଜ୍‌ ଦୁଲୁକେ, ଆଉ ଦର୍ଶକଙ୍କ ତାଳି ବର୍ଷା ହୁଏ। ହେଲେ ଆଜି ‘କରୋନା’ ପାଇଁ ସବୁ କିଛି ଠପ୍‌ ହୋଇଯାଇଛି। ‘କରୋନା’ର ମୁକାବିଲା ପାଇଁ ସେମାନେ ମଞ୍ଚ ଛାଡ଼ି ଦେଇଛନ୍ତି ଯୁଦ୍ଧଂ ଦେହି ଡାକରା। ସେମାନେ ଗାଁରେ ଲୋକଙ୍କୁ ‘କରୋନା’ ନେଇ ସଚେତନତା କରିବା ସହିତ ବାଣ୍ଟିଛନ୍ତି ମାସ୍କ ଓ ସାବୁନ। ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ରାଜ୍ୟ ସରକାର ଗତ ୧୩ ତାରିଖରେ […]

  • Monday, 26 July 2021
nagchi
ଓଡ଼ିଶାରେ ୪୭ଟି ନମୁନାରୁ ୪୬ଟି ନେଗେଟିଭ, ୮୦ଟି ଦେଶରୁ ଆସିଛନ୍ତି ୨୧୩୧ ଲୋକ

ଭୁବନେଶ୍ୱର: କରୋନା ସନ୍ଦିଗ୍ଧ ସନ୍ଦେହରେ ଯାଞ୍ଚ ହୋଇଥିବା ୪୭ଟି ନମୁନାରୁ ୪୬ଟି ରିପୋର୍ଟ ନେଗେଟିଭ ଆସିଛି। ଜଣଙ୍କ ରକ୍ତ ନମୁନା ହିଁ ପଜିଟିଭ ଆସିଛି। ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସାଧିନ ରହିଛନ୍ତି। ଏବଂ ତାଙ୍କ ଅବସ୍ଥା ଭଲ ଅଛି। ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ବୋଲି ସୂଚନା ଦେଇଛନ୍ତି କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ଏହା ସହ ସେ କହିଛନ୍ତି ଯେ, ଗତକାଲି ୧୨ଟି ସାମ୍ପଲ ଆସିଥିଲା, ସମସ୍ତ ୧୨ ନେଗେଟିଭ ଆସିଛି। ଆଜି […]

  • Monday, 26 July 2021
corona coment
ଯୁବତୀଙ୍କୁ 'କରୋନା' କହି କମେଣ୍ଟ ମାରି ନିର୍ଦ୍ଧୁମ ମାଡ଼ ଖାଇଲେ

ଭୁବନେଶ୍ୱର: ଯୁବତୀଙ୍କୁ କରୋନା କହି କମେଣ୍ଟ ମାରିବା ମହଙ୍ଗା ପଡ଼ିଲା। କମେଣ୍ଟ ମାରିଥିବା ଯୁବକଙ୍କୁ ନିସ୍ତୁକ ପିଟିଲେ କିଛି ଗ୍ରାହକ। ସିସିଟିଭିରେ କଏଦ୍‌ ହେଲା ଏହି ସମୟର ଦୃଶ୍ୟ। ଘଟଣା ଘଟିଛି ଭୁବନେଶ୍ୱର କଳ୍ପନା ଛକ ସ୍ଥିତ ଏକ ପେଟ୍ରୋଲ ପମ୍ପରେ। ଗତକାଲି ରାତିରେ ତିନିଜଣ ଯୁବକ ପେଟ୍ରୋଲ ପମ୍ପରେ ଠିଆ ହୋଇଥିବାବେଳେ ତେଲ ପକାଇବାକୁ ଆସିଥିବା ୩ ଜଣ ଯୁବତୀଙ୍କୁ କରୋନା କହି କମେଣ୍ଟ କରିଥିଲେ। ଯୁବତୀମାନେ ଏହାକୁ ପ୍ରତିବାଦ କଲାରୁ ଯୁବକମାନେ ସେମାନଙ୍କୁ ଗାଳିଗୁଲଜ […]

  • Monday, 26 July 2021
plate-form
ବଢ଼ିଲା ପ୍ଲାଟଫର୍ମ ଟିକଟ ଦାମ: ୧୦ ଟଙ୍କାରୁ ଏକାଥରେ ଏତିକି

ଭୁବନେଶ୍ୱର: କରୋନା ସ୍ଥିତିକୁ ଦେଖି ବଢ଼ିଲା ରେଲୱେ ପ୍ଲାଟଫର୍ମ ଟିକଟର ଦାମ। ରେଲୱେ ପ୍ଲାଟଫର୍ମ ଟିକଟ ଦର ୧୦ରୁ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପୂର୍ବତଟ ରେଳପଥ ଏଭଳି ପଦକ୍ଷେପ ନେଇଛି। ପ୍ଲାଟଫର୍ମ ଟିକଟ ଦର ବୃଦ୍ଧି ହେଲେ ଷ୍ଟେସନରେ ଅଯଥା ଭିଡ଼କୁ ଏଡ଼ାଇ ଦେଇହେବ ବୋଲି ଆଶା ରଖିଛି ପୂର୍ବତଟ ରେଲୱେ। ତେବେ ସାମୟିକ ଭାବେ ଏହି ଦର ବୃଦ୍ଧି କରାଯାଇଥିବା ସୂଚନା ଦିଆଯାଇଛି। ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁର […]

  • Monday, 26 July 2021
jganna
କରୋନା ମୁକାବିଲା ପାଇଁ ହୋମ୍ କ୍ୱାରେଣ୍ଟାଇନ୍‌ ଭଲ ପଦକ୍ଷେପ: ଜଗନ୍ନାଥ ବି ଏମିତି ରୁହନ୍ତି

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ହେଉଛି ନିଜକୁ ହୋମ୍ କ୍ୱାରେଣ୍ଟାଇନ ରଖିବା। ବିଦେଶରୁ ଆସିଥିବା ଲୋକଙ୍କ ଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ, ସେମାନେ ନିଜକୁ ଘରେ ପୃଥକ ରଖିବାକୁ କହୁଛନ୍ତି ସରକାର। ତେବେ କଣ ଏହି ହୋମ୍ କ୍ୱାରେଣ୍ଟାଇନ୍? ଆଜି ମହାପ୍ରଭୁ ଜଗନ୍ନାଥଙ୍କ ଉଦାହରଣ ଦେଇ ଏହାକୁ ବେଶ୍ ସୁନ୍ଦର ଭାବେ ବୁଝାଇଛନ୍ତି ରାଜ୍ୟ ସରକାରଙ୍କ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ। ସେ କହିଛନ୍ତି ଯେ, […]

  • Monday, 26 July 2021
fance
ବିଦେଶୀ ନାଗରିକଙ୍କୁ ଦେଖି ସମସ୍ତେ ଡରିଲେ: ବାଇକ୍‌ରେ ଡାକ୍ତରଖାନା ନେଲେ ରେଳ କର୍ମଚାରୀ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ‘କରୋନା’ ଭୟରେ ବିଦେଶୀ ନାଗରିକଙ୍କୁ ନେବା ପାଇଁ ଡରିଲେ ଗାଡ଼ି ଚାଳକ। ମେଡିକାଲ୍‌ ନେବା ପାଇଁ କୌଣସି ଗାଡ଼ି ମଙ୍ଗିଲେ ନାହିଁ। ଶେଷରେ କିଛି ଉପାୟ ନପାଇ ଷ୍ଟେସନ୍‌ରୁ ନିଜ ବାଇକ୍‌ରେ ବସାଇ ବିଦେଶୀ ପର୍ଯ୍ୟଟକଙ୍କୁ ମେଡିକାଲ୍‌ ନେଲେ ରେଳ ସୁପରିଟେଣ୍ଡେଣ୍ଟ୍‌। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ରେ ଘଟିଛି। ତେବେ ମେଡିକାଲ୍‌ରେ ଟେଷ୍ଟ ପରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କୁ ‘କରୋନା’ ହୋଇନଥିବା ଜଣାପଡ଼ିଛି। ପୂରା ଘଟଣା ଏମିତି। ଫ୍ରାନ୍ସ ନାଗରିକ ଜଣକ ଦିଲ୍ଲୀରେ […]

  • Monday, 26 July 2021
temple
କରୋନା ସତର୍କତା: ଏହି ଜିଲ୍ଲାର ସବୁ ଧାର୍ମିକ ସ୍ଥଳରେ ଲାଗିଲା କର୍ଫ୍ୟୁ, ମା' ବିରଜାଙ୍କ ଦର୍ଶନ ବନ୍ଦ

ଜଗତସିଂହପୁର: କରୋନା ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ମାଆ ଶାରଳାଙ୍କ ମନ୍ଦିର ସମେତ ଜିଲ୍ଲାର ସମସ୍ତ ମନ୍ଦିର, ଧାର୍ମିକସ୍ଥଳ, ମାର୍କେଟ୍, ସପିଂ ମଲ୍ ଏବଂ ସମୁଦ୍ର ବେଳାଭୂମି ଆଦି ଭିଡ଼ ଜମୁଥିବା ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ଫଳରେ ମାଆ ଶାରଳାଙ୍କ ପୀଠରେ ନୀତିକାନ୍ତି ଠିକ ସମୟରେ ଚାଲୁଥିବାବେଳେ ହାତଗଣତି ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ ପାଇଁ ଆସୁଥିବା ଦେଖିବାକୁ ମିଳୁଛି। ସମସ୍ତ ପ୍ରକାର ମାନସିକ ପୂଜା […]

  • Monday, 26 July 2021
dentist
କରୋନା ସତର୍କତା: ବନ୍ଦ ରହିବ ଦନ୍ତ ଚିକିତ୍ସାଳୟ

ରାଉରକେଲା: ଏବେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସବୁ କ୍ଷେତ୍ରରେ ଉଦ୍ୟମ କରାଯାଉଥିବା ବେଳେ ରାଜ୍ୟ ଡେଣ୍ଟିଷ୍ଟ ସଂଘ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ଦନ୍ତ ଚିକିତ୍ସକମାନେ ସେମାନଙ୍କ କ୍ଲିନିକ୍ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ରାଉରକେଲାସ୍ଥିତ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଅଫିସ୍‌ରେ ସଂଘର ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଜରୁରୀକାଳୀନ ସ୍ଥିତିରେ ଡେଣ୍ଟିଷ୍ଟମାନେ ଉପଯୁକ୍ତ ପ୍ରତିଷେଧକ […]

  • Monday, 26 July 2021
geeta-meghta
ହୋମ୍ କ୍ୱାରେଣ୍ଟାଇନରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହଟା

ଭୁବନେଶ୍ୱର: ବିଦେଶରୁ ଫେରି ହୋମ୍ କ୍ୱାରେଣ୍ଟାଇନରେ ରହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟା। ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କ ଭଉଣୀଙ୍କ ନାଁ ପଞ୍ଜୀକରଣ କରିଛନ୍ତି। ଏ ନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଫେରନ୍ତାଙ୍କ ଲାଗି ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଏକ ୱେବ୍‌ସାଇଟ୍‌-covid19.odisha.gov.in ଏବଂ ଫୋନ୍‌ ମଧ୍ୟ ଜାରି କରାଯାଇଛି। କୌଣସି କାରଣରୁ ବ୍ୟକ୍ତି ଏହି ୱେବ୍‌ସାଇଟ୍‌ର ନାମ ପଞ୍ଜିକରଣ ନ କରିପାରିଲେ […]

  • Monday, 26 July 2021
rajya-sabha
ରାଜ୍ୟସଭା ପାଇଁ ୪ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ଭୁବନେଶ୍ୱର: ଏପ୍ରିଲ ୨ରେ ଖାଲି ହେବାକୁ ଥିବା ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ୪ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ଦାୟିତ୍ୱରେ ଥିବା ବିଧାନସଭା ସଚିବ ଦାଶରଥୀ ଶତପଥୀ ଆଜି ବିଜେଡିର ଏହି ୪ଜଣ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି। ଅବଶ୍ୟ ରାଜ୍ୟସଭା ନିର୍ବାଚନରେ ଅନ୍ୟ ୪ଜଣ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆବଶ୍ୟକ ସଂଖ୍ୟକ ସମର୍ଥକ ଓ […]

  • Monday, 26 July 2021
maobadi
ମୁହଁରେ ମାସ୍କ ପିନ୍ଧି ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି: ମାସ୍‌ ପିନ୍ଧି ଆତ୍ମ ସମର୍ପଣ କଲେ ମାଓବାଦୀ। ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍‌ର ସଦସ୍ୟ ଭାବେ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସମ୍ୱା ୨୦୧୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ […]

  • Monday, 26 July 2021
coronavirsu
କଳକାରଖାନା କର୍ମଚାରୀଙ୍କ କରୋନା କଟକଣା ଜାରି

ଭୁବନେଶ୍ୱର: କରୋନାକୁ ନେଇ କଳକାରଖାନା କର୍ମଚାରୀଙ୍କ ପାଇଁ ବି ଜାରି ହେଲା ଗାଇଡଲାଇନ୍। କଳ କାରଖାନାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ସାବୁନ ଓ ହ୍ୟାଣ୍ଡ ୱାସ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କିପରି କର୍ମଚାରୀ ହାତ ଧୋଇବେ ଏବଂ ସଫା ସୁତରା ରହିବେ ସେ ନେଇ ଧ୍ୟାନ ଦେବାକୁ ନିର୍ଦ୍ଦେଶ ହୋଇଛି। ଅସୁସ୍ଥତା ଅନୁଭବ କଲେ ତୁରନ୍ତ ଘରେ ରହିବାକୁ କୁହାଯାଇଛି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୧୦୪ ନମ୍ବରକୁ ଫୋନ୍ କରି ଜଣାଇବାକୁ […]

  • Monday, 26 July 2021
atm
ପ୍ରତିଦିନ ATM ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ପ୍ରତିଦିନ ATM ଗୁଡ଼ିକୁ ସାନିଟାଇଜ୍ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆୟିବ। କରୋନା ଭାଇସ୍ ପାଇଁ ବ୍ୟାଙ୍କଗୁଡିକୁ ଏଭଳି ନିର୍ଦ୍ଦେଶ ଦେଇ ଗାଇଡ୍ଲାଇନ୍ ଜାରି କରିଛି ଅର୍ଥ ବିଭାଗ। ଏ ନେଇ SLBC ଆବାହକଙ୍କୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗର ଯୁଗ୍ମ ନିର୍ଦ୍ଦେଶକ।  ଏଟିଏମ୍‌ଗୁଡ଼ିକୁ ଦୈନିକ ସାନିଟାଇଜ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏଟିଏମ୍‌ରେ ଥିବା ସୁରକ୍ଷା କର୍ମଚାରୀ ସାନିଟାଇଜ୍ କରିବେ। ଠିକ୍ ଭାବେ ଏହି କାର୍ଯ୍ୟ ହେଉଛି କି ନାହିଁ ତାକୁ ତଦାରଖ କରିବେ […]

  • Monday, 26 July 2021
Untitled-1
ଆସନ୍ତାକାଲି ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର: ଫେରିବ ୟେସ୍ ବ୍ୟାଙ୍କରେ ଥିବା ଶ୍ରୀ ଜଗନ୍ନାଥଙ୍କ ଟଙ୍କା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟି ଟଙ୍କାକୁ ଫେରାଇ ଅଣାଯିବା ଲାଗି ଆଜି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା। ୟେସ୍ ବ୍ୟାଙ୍କରେ ଥିବା ମୋଟ୍ ୫୪୫ କୋଟିରୁ ୩୮୯ କୋଟି ଟଙ୍କାର ମାଚ୍ୟୁରିଟି କାଲି ପୂରିବ। ତେବେ ବଳକା ୧୫୬ କୋଟି ଟଙ୍କା ଆସନ୍ତା ୩୦ରେ ଉଠାଣ ନେଇ ବ୍ୟବସ୍ଥା ଥିଲା। ହେଲେ ଆସନ୍ତାକାଲି ହିଁ ସମସ୍ତ ୫୪୫ […]

  • Monday, 26 July 2021
breath-s
ମାର୍ଚ୍ଚ ୩୧ ଯାଏ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ: ବନ୍ଦ ହେବ ବ୍ରେଥ୍ ଆନାଲାଇଜର୍

ଭୁବନେଶ୍ୱର: କରୋନା ସତର୍କତା ପାଇଁ ମାର୍ଚ୍ଚ ୩୧ ଯାଏଁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖିଲେ ସରକାର। ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଆଖିଆଗରେ ରଖି ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ (RTO) ଲୋକ ଗହଳିକୁ ବାରଣ କରିବା ଲାଗି DL ଟେଷ୍ଟ ସ୍ଥଗିତ ରଖିଛନ୍ତି ସରକାର। ଏନେଇ ସମସ୍ତ RTOଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କରୋନା ପାଇଁ […]

  • Monday, 26 July 2021
resturant
ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ଶିଳ୍ପ ମାନ୍ଦା: ଆସୁନାହାନ୍ତି ଗ୍ରାହକ

ଭୁବନେଶ୍ୱର: କରୋନା ପ୍ରଭାବରେ ରେଷ୍ଟୁରାଣ୍ଟ ଶିଳ୍ପକୁ ବଡ଼ କ୍ଷତି ସହିବାକୁ ପଡ଼ିଛି।। ହୋଟେଲକୁ ଯାଇ ଖାଇବା ତ ଦୂରର କଥା ଲୋକେ ଅନ୍‌ଇନରେ ଅର୍ଡର ବି କରୁନାହାନ୍ତି। ଫଳରେ ସହର ବଡ଼ ବଡ଼ ରେଷ୍ଟୁରାଣ୍ଟଗୁଡ଼ିକ ବି ଖାଁ ଖାଁ ଲାଗୁଛି। କରୋନା ସଂକ୍ରମଣ ଡର ଏମିତି ଘାରିଛି ଯେ, ଲୋକେ ହୋଟେଲରେ ଖାଇବାକୁ ନିରାପଦ ମଣୁ ନାହାନ୍ତି। ଯେଉଁ କେତେ ଜଣ ଗ୍ରାହକ ଆସୁଛନ୍ତି ସେମାନେ କେବଳ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି। ପରିଚ୍ଛନ୍ନତା ପ୍ରତି ଧ୍ୟାନ […]

  • Monday, 26 July 2021
ddw
ପରିବହନ ସେବାରେ ‘କରୋନା’ର ସାଂଘାତିକ ପ୍ରଭାବ: କାଉଣ୍ଟର୍‌ରେ ଟିକେଟ୍‌ କ୍ୟାନସଲ୍‌ ପାଇଁ ଲମ୍ବା ଲାଇନ୍‌

ଭୁବନେଶ୍ୱର : ଯାତ୍ରୀ ପରିବହନ ସେବା ଉପରେ ସାଂଘାତିକ ପ୍ରଭାବ ପକାଇଛି ‘କରୋନା’। ରେଳ ଷ୍ଟେସନ ହେଉ କି ବସ୍‌ଷ୍ଟାଣ୍ଡ ସବୁଠି ଖାଁ ଖାଁ ପରିବେଶ। ହଜାର ହଜାର ରେଳଯାତ୍ରୀ ଟିକଟ କ୍ୟାନସଲ୍‌ କରିବାରେ ଲାଗିଛି। ସେପଟେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବସ୍‌ଷ୍ଟାଣ୍ଡଗୁଡ଼ିକରେ ଯାତ୍ରୀଙ୍କୁ ମାସ୍କ ଓ ସାନିଟାଇଜର୍ ଯୋଗାଇବାକୁ ନିଷ୍ପତ୍ତି ହୋଇଛି। ଓଡ଼ିଶାରେ ପ୍ରଥମ ‘କରୋନା’ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘କରୋନା’କୁ ରୋକିବା ପାଇଁ ଜାରି କରିଛନ୍ତି […]

  • Monday, 26 July 2021
train
କ୍ୟାନସଲ୍‌ ହେଉଛି ଟିକେଟ୍‌, ଆସୁନି ଟ୍ରେନ୍: ପ୍ଲାଟ୍‌ଫର୍ମ ଟିକେଟ୍ ୫୦ ଟଙ୍କା ହେଲା

ଭୁବନେଶ୍ୱର: ମାରାତ୍ମକ କରୋନା ଭୟରେ ଯାତ୍ରୀ ଦୈନିକ ଟିକେଟ୍‌ ବାତିଲ କରୁଥିବାବେଳେ ଟ୍ରେନ୍‌ ମଧ୍ୟ ବାତିଲ୍ ହେବାରେ ଲାଗିଛି। ଗତ ୬ ଦିନରେ ପୂର୍ବତଟ ରେଳପଥରେ ୧ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ କ୍ୟାନ୍ସଲ୍ କରିସାରିଲେଣି ଯାତ୍ରୀ। ୧୪ ତାରିଖରେ ୧,୭୦୮ଟି ଟିକେଟ୍ ଏବଂ ୧୫ ତାରିଖରେ ୧,୪୩୦ ଟିକେଟ୍ ବାତିଲ ହୋଇଛି। କେବଳ ପୂର୍ବତଟ ନୁହେଁ, ଦେଶବ୍ୟାପୀ ୮୦ ପ୍ରତିଶତ ଟ୍ରେନ୍ ଟିକେଟ୍ ବାତିଲ ହୋଇଥିବା ରେଲୱେ ବିଭାଗ ସୂଚନା ଦେଇଛି। ଯାତ୍ରୀ ସଂଖ୍ୟା କମୁଥିବାରୁ ପୂର୍ବତଟ […]

  • Monday, 26 July 2021
subrat bagchi
ପଞ୍ଚାୟତସ୍ତରରେ ଖୋଲିବ ହୋମ୍ କ୍ୱାରେଣ୍ଟାଇନ୍ ସେଣ୍ଟର: ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ

ଭୁବନେଶ୍ୱର: କରୋନା ଭାଇରସକୁ ଗାଁ ଗହଳିରେ ବ୍ୟାପିବାକୁ ରୋକିବା ଓ ଏହାର ପ୍ରତିଷେଧକ ନିମନ୍ତେ ରାଜ୍ୟ ସରକାର ପ୍ରତ୍ୟେକ ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏ ହୋମ୍ କ୍ୱାରେଣ୍ଟାଇନ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତକୁ ୫ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି। ଏନେଇ ‘କରୋନା’ ସଂକ୍ରାନ୍ତ ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗଚୀ ସୂଚନା ଦେଇଛନ୍ତି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି […]

  • Monday, 26 July 2021
corna
ଏମିତି ଅଛନ୍ତି ଓଡ଼ିଶା କରୋନା ସଂକ୍ରମିତ: ଦେଶର ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ରୋଗୀଙ୍କ ଅବସ୍ଥା ସ୍ଥିର ଅଛି। କରୋନା ନେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ଆଜି ଏନେଇ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା ଚାଲିଛି। ସେ ସୁସ୍ଥ ଅଛନ୍ତି ବୋଲି ସୁବ୍ରତ ବାଗଚୀ କହିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଜଣକ ଇଟାଲିରୁ ଫେରିଥିଲେ। ସୁବ୍ରତ ବାଗଚୀ ଆହୁରି କହିଛନ୍ତି ଯେ, କରୋନାରେ ଗତକାଲି ଦେଶରେ ୧୧୫ ଆକ୍ରାନ୍ତ ଥିଲେ, ଆଜି ୧୨୬କୁ ବୃଦ୍ଧି ହୋଇଛି। ଦେଶରେ ଗତକାଲି ସୁଦ୍ଧା […]

  • Monday, 26 July 2021