• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

china
ଚୀନରେ ଅକଥନୀୟ ନିର୍ଯାତନା ସହୁଛନ୍ତି ସଂଖ୍ୟାଲଘୁ ଉଇଗର୍!

କେବଳ ଧର୍ମ, ଭାଷା ଓ ସଂସ୍କୃତି ଭିନ୍ନ ବୋଲି ଉଇଗୁର୍ ମୁସଲିମ୍ ମାନଙ୍କୁ ଚୀନରେ କେତେ ଯେ ନିର୍ଯାତନା ସହିବାକୁ ପଡ଼ୁଛି, ଜାଣିଲେ ଦେହ ଶୀତେଇ ଉଠିବ। ସେମାନେ କାଳେ ଚୀନଠୁ ଅଲଗା ହେବାକୁ ଦାବି କରିବେ, ସେଇ ଭୟରେ ପୁରା ଗୋଟିଏ ସଂପ୍ରଦାୟକୁ ଚୀନ୍ ସରକାର ମୂଳପୋଛ କରିଦେବା ଲକ୍ଷ୍ୟରେ ଥିବା ଆଶଙ୍କା କରାଯାଉଛି।

jo biden
ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କଲେ ବାଇଡେନ, କହିଲେ ମୋ ମା’....

ଲଣ୍ଡନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ବ୍ରିଟେନ ମହାରାଣୀ ଏଲିଜାବେଥ -II ଙ୍କ ସହ ସାକ୍ଷାତ କରିଛନ୍ତି। ଏଲିଜାବେଥ -IIଙ୍କୁ ଦେଖିବା ପରେ ନିଜ ମା’ କଥା ମନେ ପଡି ଯାଇଥିବା ବାଇଡେନ କହିଛନ୍ତି। ସେ ଆହୁରି କହିଚନ୍ତି, ୱିଣ୍ଡସର କାସଲ୍‌ରେ…

liquor
ସଙ୍କଟ ସମୟରେ ଗାଁ ଗାଁରେ ମଦର ବନ୍ୟା : ତିନୋଟି ଗାଁରୁ ୧୦୦ ଲିଟର ଦେଶୀ ମଦ ଜବତ

କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ) :  ଚୋରା ମଦ ବେପାରୀ ସକ୍ରିୟ । ସଙ୍କଟ ସମୟରେ ଗାଁ ଗାଁରେ ବେଶ ଜମୁଛି ମଦ ବେପାର । କଙ୍କଡାକୁ ଗୋଳି ପାଣି ସୁହାଇଲା ଭଳି  ଚୋରା ମଦ ବ୍ୟମସାୟୀଙ୍କୁ ଲକଡାଉନ୍‌ ସୁହାଇଛି  । ବେଆଇନ ଭାବରେ…

unlock-6
ଅନଲକ୍‌: ଠିକ୍‌ ସମୟରେ ସଠିକ୍‌ ନିଷ୍ପତ୍ତି ନେବେ ସରକାର: ବିଜୟ ମହାପାତ୍ର

ଅନଲକ୍ ପ୍ରକ୍ରିୟା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଦେଲେ ବଡ଼ ସୂଚନା। କହିଲେ,  ଅନଲକ୍ ନେଇ ସରକାର ଠିକ ସମୟରେ ନିଷ୍ପତ୍ତି ନେବେ

novavax
କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ !

ନୂଆଦିଲ୍ଲୀ : କରୋନା ବିରୋଧରେ ୯୦.୪ ପ୍ରତିଶତ ପ୍ରଭାବଶାଳୀ ନୋଭାଭାକ୍ସ । ଆମେରିକାର କମ୍ପାନୀ ନୋଭାଭ୍ୟାକ୍ସ ଦ୍ୱାରା ପ୍ରସ୍ତୁତ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଆସିଛି । ଏହି ଟିକା ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଲକ୍ଷଣରେ ୯୦.୪% ପ୍ରଭାବଶାଳୀ…

Untitled-1
୬୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ; ୭୬ ଦିନରେ ସବୁଠାରୁ କମ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି। ସଂକ୍ରମିତଙ୍କ ସଂଖ୍ୟା ଏବେ ୬୦ ହଜାରରେ ସୀମତି ରହିଛି। ଏପରିକି ଆଜି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ଦେଶରେ  ୬୦ ହଜାର ୪୭୧…

heavy-rain-fall
୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ…

galwan
ଗଲୱାନ୍ ସଂଘର୍ଷକୁ ଏକ ବର୍ଷ : ଚୀନର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ସଂଘର୍ଷକୁ ଏକ ବର୍ଷ ପୂରିଲା । ଏବେ ବି ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଏହାରି ମଧ୍ୟରେ ଶାନ୍ତି…

corona testing
ରାଜ୍ୟରେ ଚିହ୍ନଟ ହେଲେ ୩୪୦୫ କରୋନା ଆକ୍ରାନ୍ତ, ୪୨ ମୃତ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩ ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୪୨; ଲୋକାଲ କେସ୍- ୧୪୬୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯…

y
ଦ୍ୱିତୀୟ ଲହରୀରେ ଆତଙ୍କ ରଚିଥିବା ଭାଇରସର ରୂପ ପରିବର୍ତ୍ତନ : ଡେଲଟା ପ୍ଲସକୁ ନେଇ ବୈଜ୍ଞାନିକଙ୍କ ରାୟ

ନୂଆଦିଲ୍ଲୀ : କରୋନା ଭାଇରସ୍ ଲଗାତାର ରୂପ ପରିବର୍ତ୍ତନ କରୁଛି । ଏବେ କରୋନାର ନୂଆ ଭାରିଏଣ୍ଟ୍ ଚିହ୍ନଟ ହୋଇଛି, ଯାହାକୁ ଡେଲଟା ପ୍ଲସ୍ ବା  AY 1 କୁହାଯାଉଛି । କରୋନାର ‘ଡେଲଟା’ ଭାରିଏଣ୍ଟର ରୂପାନ୍ତରିତ ରୂପ ଡେଲଟା ପ୍ଲସ୍‌,…

sitalsasthi
ଏଥର ବିନା ଶୋଭାଯାତ୍ରାରେ ହେବ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଶୀତଳଷଷ୍ଠୀ। ମହାଦେବ ଓ ଦେବୀ ପାର୍ବତୀଙ୍କ ଆଜି ବିବାହ। ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଗତକାଲି ସଂଧ୍ୟାରେ ଦେବ ନିମନ୍ତ୍ରଣ କାର୍ଯ୍ୟ ଶେଷ ହୋଇଛି। ସହରର ବିଭିନ୍ନ ଶିବାଳୟରୁ ହନୁମାନ…

west bengal
ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ : ଭିଡିଓ ଭାଇରାଲ୍ ପରେ ୧୧ ଜଣ ଗିରଫ

କୋଲକାତା : ଆଦିବାସୀ ମହିଳାଙ୍କ ସହ ଅମାନବୀୟ ବ୍ୟବହାର । ଉଲଗ୍ନ କରି ମହିଳାଙ୍କୁ ଗାଁ ଦାଣ୍ଡରେ ବୁଲାଇଲେ । ଉତ୍ତର ପଶ୍ଚିମବଙ୍ଗରେ ଏପରି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଗାଁରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ…

patroling
ପୁରୁଷ ପୁରୁଷ ଧରି ଗୋଧି ମାଂସ ଖାଉଥିବା ଲୋକଙ୍କୁ ଧରିଲା ପୋଲିସ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଗୋଧି ମାଂସ ବିକ୍ରି ଅଭିଯୋଗ। ଝାରପଡା ରସୁଲଗଡ଼ କେନାଲ ରାସ୍ତାର ଏକ ବସ୍ତିରେ ଚଢ଼ାଉ କରି ଲକ୍ଷ୍ମୀସାଗର ଥାନା ଓ ବନ ବିଭାଗ ପକ୍ଷରୁ ୫ରୁ ଅଧିକ ଗୋଧି ଉଦ୍ଧାର କରାଯାଇଛି। ଏସବୁ ଗୋଧିର ମାଂସ ବିକ୍ରି…

pasupati
ପୁତୁରା ହାତରୁ ଖସିଲା କମାଣ : କକା ପଶୁପତି ପାରସ ହେଲେ ସଂସଦୀୟ ଦଳ ନେତା

ପୁତୁରା ହାତରୁ କ୍ଷମତା ଛଡ଼ାଇନେଲେ କକା । ଲୋକ ଜନଶକ୍ତି ପାର୍ଟି (ଏଲଜେପି) ରେ ଗତକାଲି ପୂରା ଦିନ ରାଜନୈତିକ ଡ୍ରାମା ଚାଲିବା ପରେ ଚିରାଗ ପାଶ୍ୱାନ ଲୋକସଭା ସଂସଦୀୟ ଦଳ ନେତା ପଦରୁ ବାହାର ହୋଇଛନ୍ତି । ଏଲଜେପିର ପାଞ୍ଚ…

tubewell
ଗଭୀର ବୋରୱେଲ ଭିତରୁ ସୁରକ୍ଷିତ ଉଦ୍ଧାର ହେଲା ୪ ବର୍ଷର ଶିଶୁ

ଆଗ୍ରା: ରଖେ ହରି ତ ମାରେ କିଏ। ଏ ଉକ୍ତିର ସତ୍ୟତା ପୁଣି ପ୍ରତିପାଦିତ ହୋଇଛି ଉତ୍ତର ପ୍ରଦେଶ ଆଗ୍ରାରେ। ଆଗ୍ରା ନିକଟ ଦରିୟାଇ ଗାଁରେ ଖୋଲା ପଡ଼ିଥିବା ଏକ ୧୦୦ ଫୁଟ ଗଭୀର ବୋରେଓ୍ୱଲ ଭିତରୁ ସୁରକ୍ଷିତ ଉଦ୍ଧାର ହୋଇଛି।…

Untitled-1
କିପରି କରିବେ ବାଇଗଣ ପିଜା

ପିଜା ସମସ୍ତଙ୍କୁ ଭଲ ଲାଗୁଥିବା ବେଳେ ହୃଦୟ ଖୁବ୍ କମ୍ ଲୋକ ବାଇଗଣର ସ୍ୱାଦ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟ ପାଇଁ ବାଇଗଣ ଅତ୍ୟନ୍ତ ଲାଭଦାୟକ ହୋଇଥିବାବେଳେ ପିଜା ସ୍ୱାଦିଷ୍ଟ କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହାକୁ ଭଲ ବୋଲି ବିବେଚନା କରାଯାଏ ନାହିଁ।…

funfing
୧୬ କୋଟି ଟଙ୍କାର ଇଂଜେକ୍ସନ ନେବା ପରେ ସୁସ୍ଥ ହେଲେ ଆୟାଂଶ

ଭୁବନେଶ୍ୱର: କୁନି ପିଲାଟି ଗୁଲୁଗୁଲିଆ ସ୍ୱରରେ ସମସ୍ତଙ୍କୁ ଜଣାଉଛି ଧନ୍ୟବାଦ। ଥ୍ୟାଙ୍କ୍ ୟୁ ଏଭ୍ରି ଓ୍ୱାନ୍, ଆଇ ଲଭ୍ ୟୁ ବୋଲି ମେଡିକାଲ ବେଡ୍‌ରେ ବସି କହୁଛି ୩ ବର୍ଷର ଆୟାଂଶ। ସହଯୋଗର ହାତ ବଢାଇ ତା ଜୀବନ ବଞ୍ଚାଇଥିବାରୁ ସମସ୍ତଙ୍କୁ…

2
ଲାଉ ରସ ପିଇବା ପୂର୍ବରୁ ଥରୁଟିଏ ଏହି ଲେଖା ଉପରେ ନଜର ପକେଇ ନିଅନ୍ତୁ

ଲାଉ ହେଉଛି ଏପରି ପନିପରିବା ଯାହାକି ଗ୍ରୀଷ୍ମ ଋତୁରେ ଅଧିକ ଖିଆଯାଏ କାରଣ ଏହା ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଶରୀରକୁ ଗ୍ରୀଷ୍ମ ଋତୁରେ ଥଣ୍ଡା ରଖିବା ଅତ୍ୟନ୍ତ ଜରୁରୀ ଅଟେ ଯାହା ଦ୍ୱାରା ରୋଗ ଦୂର ହୋଇଥାଏ। ଏହା…

1
ଏହି ରାଣୀଙ୍କ ପାଖରେ ରହିଛି ବର୍ଷା କରିବାର କ୍ଷମତା

ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ଆଦିବାସୀ ସମ୍ପ୍ରଦାୟର ରାଣୀ ମସାଲେନବୋ ମୋଜାଦଜୀଙ୍କ ପାଖରେ ବର୍ଷାକୁ ନିୟନ୍ତ୍ରଣ କରିବାର ଶକ୍ତି ଥିବା ଜଣାଯାଏ। ସେ ୨୦୨୩ ମସିହାରେ ପ୍ରଦେଶର ସପ୍ତମ ରାଣୀ ହେବେ। ବର୍ତ୍ତମାନ ତାଙ୍କୁ ବୟସ୍କ ହୋଇ ନ ଥିବାରୁ…

Lockdown
୧୭ ପରେ ଅନଲକ୍‌ କରିବେ ବି ରାଜ୍ୟ ସରକାର?

ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‌। ୧୯ରୁ ୧ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜୁନ୍ ୧ରୁ ୧୭ ସକାଳ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ସାରା ରାଜ୍ୟରେ ଲାଗୁ କରିଥିଲେ ରାଜ୍ୟ ସରକାର। ଆଉ ଦୁଇଦିନ ପରେ ଶେଷ ହେବ ଥାର୍ଡଫେଜ୍ ଲକଡାଉନ୍।

rape4
ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ…

ojeee
କରୋନା ପାଇଁ ସ୍ଥଗିତ ରହିଲା ଓଜେଇ

ସ୍ଥଗିତ ରହିଲା ଓଜେଇଇ ଚଳିତ ମାସ ୧୭ରୁ ୨୪ ତାରିଖ ଯାଏଁ ହେବାର ଥିଲା କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବର୍ତ୍ତମାନ ପାଇଁ ସ୍ଥଗିତ ସ୍ଥିତିକୁ ଦେଖି ଜୁଲାଇ ପ୍ରଥମ ସପ୍ତାହରେ ନିଆଯିବ ନିଷ୍ପତ୍ତି ଅନ୍ଲାଇନ୍ ଆବେଦନର ସମୟ ସୀମାକୁ ବି…

cm-naveen
ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନକଲି ଔଷଧ କାରବାରର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଟକରୁ ବିପୁଳ ନକଲି ଔଷଧ ଠାବ ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନକଲି କରୋନା ଔଷଧ ଫାଭିପିରାଭିର ଠାବ ପରେ ନିର୍ଦ୍ଦେଶ ଦିଆଯାଇଛି। ଫାଭିପିରାଭିର ସହ…

lightening-death
ବଜ୍ରପାତରେ ଚାଲିଗଲା ୨ ଜୀବନ

ସୁବର୍ଣ୍ଣପୁର: କେନ୍ଦୁପତ୍ର ଫଡ଼ିରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ମଧ୍ୟ ଗୁରୁତର ହୋଇଛନ୍ତି। ବୀରମହାରାଜପୁର ବ୍ଲକ ବରଡ଼ାପଟା କେନ୍ଦୁପତ୍ର ଫଡ଼ିରେ ଏହି ଅଘଟଣ ଘଟିଛି। କେନ୍ଦୁପତ୍ର ଫଡ଼ିରେ ଶ୍ରମିକମାନେ କାମ କଲା ବେଳେ ବଜ୍ରପାତ ହୋଇଥିଲା। ମୃତକଙ୍କ ମଧ୍ୟରେ…