• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

bmc
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗର OSD ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ଡ. କ୍ରିଷନ…

covid injection
୨ରୁ ୧୮ ବର୍ଷ ପିଲାଙ୍କ ପାଖରେ କରୋନା ଟିକାର ହେବ ଟ୍ରାଏଲ

ନୂଆଦିଲ୍ଲୀ:କରୋନାର ୨ୟ ଲହରକୁ ସାମ୍ନା କରିଥିବା ଦେଶବାସୀ ତୃତୀୟ ଲହରକୁ ନେଇ ଖୁବ ଭୟଭୀତ ହୋଇପଡିଛନ୍ତି।  କାରଣ ଏଥର କରୋନା ଟାର୍ଗେଟରେ ରହିବେ ଶିଶୁ । ତେବେ ତୃତୀୟ ଲହର ଆସିବା ପୂର୍ବରୁ ସାମ୍ନାକୁ ଆସିଛି ଏକ ଖୁସି ଖବର ।…

seychelles
କ୍ଷୁଦ୍ର ଦ୍ୱୀପରାଷ୍ଟ୍ର ସିସେଲ୍ସରେ ଟିକାକରଣ ପରେ ଅଚାନକ୍ ସଂକ୍ରମଣ ବୃଦ୍ଧି

ସର୍ବାଧିକ ଭାଗ ଜନସଂଖ୍ୟାକୁ ଟିକା ଦେଇଥିଲା ସିସେଲ୍ସ ସକ୍ରିୟ ସଂକ୍ରମିତ ସଂଖ୍ୟା ୨ ସପ୍ତାହରେ ୨ଗୁଣ ହେବା ପରେ ଚିନ୍ତା ଟିକା ଦକ୍ଷତାର ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ ଆବଶ୍ୟକ: ଡବ୍ଲୁଏଚ୍ଓ ଭୟଙ୍କର ଭାବେ କାୟା ମେଲାଉଛି କରୋନା ମହାମାରୀ । କୁହାଯାଉଛି ଏହାକୁ…

odisha
‘ଭାଇ ମୋତେ ଫୋନ୍‌ କରି କହିଲେ-୫ ଲକ୍ଷ ଟଙ୍କା ଦେଲେ ତୋ ପୁଅକୁ ପାଇବୁ’

କେନ୍ଦ୍ରାପଡ଼ା: ଟଙ୍କା ପାଇଁ ପୁତୁରାକୁ ଅପହରଣ କଲା ବଡ଼ବାପା। ଧମକ ଦେଇ ମାଗିଲେ ୫ ଲକ୍ଷ ଟଙ୍କା। ଏପରି କିଛି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ଗାଁରେ। ସୂଚନାନୁଯାୟୀ, ଚାଟରାଚକଡ଼ା ଗାଁର ରଞ୍ଜନ ଜେନା ଭୁବନେଶ୍ୱରରେ ଥିବା…

petrol price today
୭ ଦିନରେ ପେଟ୍ରୋଲ ୧.୬୫ ଟଙ୍କା ଓ ଡିଜେଲ ୧.୮୮ ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: କିଛିଦିନ ଧରି ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ବଢ଼ିଛି। ଦେଶର ଅନେକ ସହରରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରିଛି।…

corona death
ଚିନ୍ତା ବଢାଇଲା କରୋନା ମୃତ୍ୟୁସଂଖ୍ୟା; ୨୪ ଘଣ୍ଟାରେ ଆଖି ବୁଜିଲେ ୪୨୦୦

ନୂଆଦିଲ୍ଲୀ-ଦେଶରେ କରୋନା ସଂକ୍ରମଣର ଦୈନିକ ହାର କିଛିମାତ୍ରାରେ କମିଛି ସତ ହେଲେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ତେବେ ୨ଦିନ ପାଇଁ ବୁଧବାର ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ୱାର୍ଲ୍ଡୋମିଟର ୱେବସାଇଟ ଅନୁଯାୟୀ, ଦେଶରେ…

rain
ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି କାଳବୈଶାଖୀ ସମ୍ଭାବନା

ଆଜି ବି ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା ଭୁବନେଶ୍ୱର: ରାଜ୍ୟରେ ଆଜି ବି ବିଭିନ୍ନ ସ୍ଥାନରେ କାଳବୈଶାଖୀ…

keonjhar
କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା କାରାଗରର ୯ ଜଣ କଏଦୀ କରୋନା ପଜିଟିଭ । କେନ୍ଦୁଝର ଜିଲ୍ଲା କାରାଗାରରେ କିଛି ଦିନ ତଳେ ଜଣେ ରୋଗୀଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ଏହାପରେ ସମ୍ପୃକ୍ତଙ୍କ ସାଥିରେ ଥିବା ଅନ୍ୟ ୩୦…

corona
ଅଲିଅଳି ଭଉଣୀକୁ ନେଇଗଲା ମହାମାରୀ, ସ୍ମୃତିରେ ହସ୍ପିଟାଲ ତିଆରି କଲା ଭାଇ

ବେଗୁସରାଇ : ଅତି ନିର୍ଦ୍ଦୟ ହୋଇଯାଇଛି କରୋନାର ଦ୍ୱିତୀୟ ଲହରୀ । ସମ୍ପର୍କ ଚିହ୍ନୁନି, ସାନବଡ଼ ଦେଖୁନି ସମସ୍ତଙ୍କୁ କବଳିତ କରୁଛି ଅଦୃଶ୍ୟ ଭାଇରସ୍ । ଦ୍ୱିତୀୟ ଲହରୀରେ ଅନେକ ଲୋକ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ବିହାରର ବେଗୁସରାଇରୁ…

Sunya Ganthi
ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି

ପୁରୀ: ଶ୍ରୀମନ୍ଦିର ନୀଳଚକ୍ର ବାନାରେ ପଡିଲା ଶୂନ୍ୟ ଗଣ୍ଠି। ଗତକାଲି କାଳବୈଶାଖୀ ବର୍ଷାରେ ମୁଖ୍ୟ ଧ୍ୱଜା ନଇଁ ପଡ଼ିଥିଲା, ଏପରିକି ବାଉଁଶ ବି ନଇଁ ଯାଇଥିଲା, ହେଲେ ଧ୍ୱଜା ଅକ୍ଷୁର୍ଣ୍ଣ ରହିଲା। ସନ୍ଧ୍ୟାରେ ଯେତେବେଳେ ଚୁନରା ସେବକ ଧ୍ୱଜା ବା ନୀଳଚକ୍ର…

death
୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ପୁଣି ୧୭ ମୁଣ୍ଡ ନେଲା କରୋନା । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ…

corona 44
ପୁଣି ୧୦ ହଜାର ଉପରେ ସଂକ୍ରମଣ : ୨୪ ଘଣ୍ଟା ମଧ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ…

bhuvaneshwar1820_021918014527
ଭୁବନେଶ୍ୱର କୁମାର ହେବେ ଭାରତୀୟ ଦଳର ଅଧିନାୟକ..!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତରେ ଭାରତର ବି ଟିମ୍‌ ନିଜର ଶକ୍ତି ପ୍ରଦର୍ଶନ କରିବାକୁ…

CORONA
ଟିକା ପାଇଁ ଇ-ଟେଣ୍ଡର

କୋଭିଡ୍ ଟିକାର ଅଭାବ ପୂରଣ ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ରାଜ୍ୟ କ୍ୟାବିନେଟ ମୋହର ମାରିବା ପରେ ଗ୍ଳୋବାଲ୍ ଇ-ଟେଣ୍ଡର ଲାଗି ଖୁବଶୀଘ୍ର ମୋଡାଲିଟି ସ୍ଥିର ହେବ। ପୁରା ପ୍ରକ୍ରିୟାର ତଦାରଖ ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି

corona varriant
ମହାରାଷ୍ଟ୍ରରେ କମୁଛି ଓଡ଼ିଶାରେ ବଢ଼ୁଛି, ବିସ୍ଫୋରକ ହେଉଛି ଡବଲ ଭ୍ୟାରିଆଣ୍ଟ..

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଦିଲ୍ଲୀରେ କରୋନା ତାଣ୍ଡବ ଧିମା ପଡ଼ୁଥିବା ବେଳେ ଏବେ ଓଡ଼ିଶାରେ ବିସ୍ଫୋରକ ସ୍ଥିତି ଦେଖାଯାଇଛି । ମହାରାଷ୍ଟ୍ର ଭଳି ରାଜ୍ୟରେ ସଂକ୍ରମଣ କାବୁ ହୋଇସାରିଥିବା ବେଳେ ଓଡ଼ିଶାରେ କିନ୍ତୁ ନିୟନ୍ତ୍ରଣ ବାହାରେ ରହିଛି ସଂକ୍ରମଣ । ତେବେ…

cure2
ଦିନକରେ ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୭୫୬୪ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ରଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୪ ଲକ୍ଷ ୬୫ ହଜାର ୧୩୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

Rain
ଆସିଲା, ଛେଚିଲା.....ବସ୍ତି ଲୋକଙ୍କୁ ସର୍ବଶାନ୍ତ କରିଦେଲା...

ଉଡ଼େଇଲା, ଭାଙ୍ଗିଲା, ଛିନଛତ୍ର କରି ପଳାଇଲା। ଉପାନ୍ତରୁ ଉପକୂଳ, ତାଣ୍ଡବ ରଚିଛି କାଳବୈଶାଖୀ। ଏହି ଆକସ୍ମିକ ଖଣ୍ଡ ପ୍ରଳୟରେ ସାଂଘାତିକ କ୍ଷତିଗ୍ରସ୍ତ ହୋଇଛନ୍ତି କଟକ ବାଲିସାହିର ଅସ୍ଥାୟୀ ଟେଣ୍ଟରେ ଥିବା ବସ୍ତିବାସିନ୍ଦା

Ivermectin-Tablets-manufacturer-supplier-india-4-scaled
କରୋନାରେ ମୃତ୍ୟୁ ଆଶଙ୍କା ଦୂର କରିବ ଆଇଭର୍‌ମେକ୍ଟିନ୍‌ ! ହେଲେ WHOର ବୟାନ ପରେ ବଢ଼ିଲା ଦ୍ୱନ୍ଦ୍ୱ..

ନୂଆଦିଲ୍ଲୀ: ଆଇଭର୍‌ମେକ୍ଟିନ୍‌କୁ ନେଇ ଦ୍ୱନ୍ଦ୍ୱ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏହାକୁ ବ୍ୟବହାର କରିବାକୁ କୁହାଯାଇଥିବା ବେଳେ ଡବ୍ଲୁଏଚ୍‌ଓ ପକ୍ଷରୁ ଏହାକୁ ସମ୍ପୂର୍ଣ୍ଣ ଭରସା ନକରିବାକୁ କୁହାଯାଉଛି । ଶରୀରରେ କରୋନା ପ୍ରକୋପକୁ କମାଇପାରିବ କି ଆଇଭରମେକ୍ଟିନ୍‌ ଔଷଧ । ସ୍ୱଳ୍ପ…

Edible oil
ଲକଡାଉନ୍‌ରେ ଏକା ଥରକେ ୫ ଟଙ୍କା ବଢିଲା ତେଲ ଦର

ଲକଡାଉନ୍‌ ସମୟରେ ବ୍ୟବସାୟକୁ ନେଇ ଖୁଚୁରା ବେପାରୀଙ୍କ ଚିନ୍ତା ବଢିଛି। ଦୋକାନ ଖୋଲିବା ପାଇଁ ସରକାର ତ ସେମାନଙ୍କୁ ୬ ଘଣ୍ଟାର ସମୟ ଦେଇଛନ୍ତି

kevin petersen
ଭାରତ ପାଇଁ ଭାବୁକ ହେଲେ ପିଟରସନ୍‌, ହିନ୍ଦିରେ ଟ୍ୱିଟ୍‌ କଲେ ଏମିତି କଥା..

ନୂଆଦିଲ୍ଲୀ: ବାୟୋ-ବବୁଲ ଭଳି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥାଇ ମଧ୍ୟ ଖେଳାଳିମାନେ ଯେତେବେଳେ କରୋନା ସଂକ୍ରମିତ ହେଲେ, ସେତେବେଳେ ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌କୁ ଅଚାନକ ବନ୍ଦ କରିବାକୁ ପଡ଼ିଥିଲା । ଗତ ସପ୍ତାହରେ…