• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

corona cases in india
ଭାରତରେ ସଂକ୍ରମଣର ଭୟାବହତା ଭିତରେ ସହାୟତାର ହାତ ବଢ଼ାଇଲା ୟୁରୋପୀୟ ସଂଘ

ନୂଆଦିଲ୍ଲୀ : କରୋନା ମହାମାରୀର ଭୟାବହତା ଭିତରେ ଭାରତକୁ ୧୦୦ ନିୟୁତ ୟୁରୋର ମେଡିକାଲ ସପ୍ଲାଇ ପଠାଇ ସହାୟତାର ହାତ ବଢାଇବାକୁ ଯାଉଛି ୟୁରୋପୀୟ ସଂଘ । ଆସନ୍ତା କିଛି ଦିନ ମଧ୍ୟରେ ଭାରତରେ ଏହି ସବୁ ସାମଗ୍ରୀ ପହଞ୍ଚିବ ।…

soumya
ଭାରତକୁ ସତର୍କ କରାଇଲା WHO : ତୁଳନାତ୍ମକ ଭାବେ କରୋନାର ନୂଆ ଭାରିଏଣ୍ଟ୍ ଅଧିକ ବିପଜ୍ଜନକ

ଭାରତକୁ ସତର୍କ କରାଇଲା WHO । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ଵାମୀନାଥନ୍ ଭାରତରେ କରୋନା ବିପର୍ଯ୍ୟୟ ସମ୍ପର୍କରେ ବଡ଼ ବୟାନ୍ ଦେଇଛନ୍ତି । ଦେଶରେ ହଠାତ୍ କରୋନା ବିସ୍ଫୋରଣର କାରଣ ହେଉଛି ଏହାର ନୂତନ ନୂଆ…

Sputnik Light
କରୋନା ମୁକାବିଲାରେ ଗେମ୍‌ଚେଞ୍ଜର ହେବ କି ସ୍ପୁଟନିକ୍‌ ଲାଇଟ୍ ଭ୍ୟାକ୍‌ସିନ୍‌ ?

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ସହ ଲଢ଼େଇ ପାଇଁ ଭ୍ୟାକ୍‌ସିନ୍‌ ହିଁ ଏକମାତ୍ର ଭରସା। ଏଭଳି ସ୍ଥିତିରେ ଭ୍ୟାକ୍‌ସିନେସନ୍‌ ଅର୍ଥାତ୍‌ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି…

corona death
ଦିନକରେ ୧୯ କରୋନା ମୃତ୍ୟୁ : ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୧୮୦ରେ ପହଞ୍ଚିଲା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଂଘାତିକ ହେଉଛି କରୋନା ସ୍ଥିତି । ସଂକ୍ରମିତ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଗତକାଲି ତୁଳନାରେ ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା କମିଥିବା ବେଳେ ଭୟ କିନ୍ତୁ କମୁନି…

corona virus
ଥମୁନି ସଂକ୍ରମଣ : ଆଜି ରାଜ୍ୟରେ ୧୦,୬୩୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ ।  ଆଜି ୧୦ ହଜାର ଉପରେ ରହିଛି ରାଜ୍ୟର ସଂକ୍ରମଣ ହାର। ଗତକାଲି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୦,୬୩୫ ଜଣ…

matric exam
ଏମିତି ହେବ ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟାୟନ

ମାଟ୍ରିକ୍ ରେଜଲ୍ଟ ପାଇଁ ଚୂଡ଼ାନ୍ତ ମୂଲ୍ୟାୟନ ପଦ୍ଧତିକୁ ବୋର୍ଡ ଅନୁମୋଦନ କରିଛି। ନବମ ଓ ଦଶମ ଶ୍ରେଣୀର ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମୂଲ୍ୟାୟନk

corona
୧୦-୧୫ ଦିନରେ ଉଗ୍ର ରୂପ ଦେଖାଇବ ମହାମାରୀ, ସମ୍ଭାଳିବା ହୋଇପାରେ କଷ୍ଟକର...

ଜଙ୍ଗଲ ନିଆଁ ଭଳି ରାଜ୍ୟରେ ମାଡି ଚାଲିଛି କରୋନା ସଂକ୍ରମଣ। ଆଜି ଗୋଟିଏ ଦିନରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମେ ମାସରେ ମହାମାରୀ ଆହୁରି ଉଗ୍ର ହେବ ଏବଂ ୧୦-୧୫ ଦିନ ଭିତରେ ସଂକ୍ରମଣ ପିକରେ ପହଞ୍ଚିପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି

woman rescued alive
୨ ବର୍ଷ ତଳେ ନିଖୋଜ ଥିଲେ ମହିଳା, ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର ହେଲେ

ନୂଆଦିଲ୍ଲୀ: କଥାରେ ଅଛି, ରଖେ ହରି ତ ମାରେ କିଏ।  ଭଗବାନ ଯାହାକୁ ରକ୍ଷା କରିବାକୁ ଚାହିଁବେ ତାଙ୍କୁ କେହି ବି ମାରି ପାରିବେ ନାହିଁ। ଦୁଇ ବର୍ଷ ତଳେ ନିଖୋଜ ହୋଇଯାଇଥିବା ଜଣେ ମହିଳାଙ୍କୁ ଜୀବିତ ଅବସ୍ଥାରେ ସମୁଦ୍ରରୁ ଉଦ୍ଧାର କରାଯାଇଛି। କଥାଟା ଶୁଣି  ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। କଲମ୍ବିଆରେ ଏଭଳି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କରିଛି। The Sun ର ରିପୋର୍ଟ ଅନୁସାରେ, ୨ ବର୍ଷ ତଳୁ ନିଖୋଜ ଥିବା […]

lord-sri-krishan
୨୦୧୫ର ଭଗବାନ ଶ୍ରୀକୃଷ୍ଣଙ୍କ ଚିତ୍ରକଳାକୁ ନେଇ ପୁଣି ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା ଇସ୍କନ୍

ଗୌହାଟୀ: ୨୦୧୫ରେ ଆସାମର ଆର୍ଟିଷ୍ଟ ଆକ୍ରାମ ହୁସେନ୍ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରକଳା ଅଙ୍କନ କରିଥିଲେ, ଯାହାକୁ ନେଇ ଏବେ ପୁଣିଥରେ ବିବାଦ ଦେଖା ଦେଇଛି। ଏହି ଚିତ୍ରକଳାରେ ଦେଖିବାକୁ ମିଳିଛି ଯେ ଶ୍ରୀକୃଷ୍ଣ ଏକ ବାର୍‌ରେ ଅଛନ୍ତି ଏବଂ ତାଙ୍କ ଚତ୍ତୁର୍ପାଶ୍ୱରେ କିଛି ଯୁବତୀ ବିକିନି ପିନ୍ଧି ଛିଡ଼ା ହୋଇଛନ୍ତି। ବିକିନି ପିନ୍ଧା ଯୁବତୀମାନେ କୃଷ୍ଣଙ୍କୁ କୁଣ୍ଢାଇ ଧରିବାର ଦୃଶ୍ୟକୁ ଚିତ୍ରକଳା ଦ୍ୱାରା ପ୍ରଦର୍ଶନ କରାଯାଇଛି। We request @CMOfficeAssam @sarbanandsonwal ji @himantabiswa ji […]

rafeal
ଆସନ୍ତାକାଲି ଭାରତରେ ପହଞ୍ଚିବ ରାଫେଲ୍

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆସନ୍ତାକାଲି ଭାରତ ପହଞ୍ଚିବ ରାଫେଲ ଫାଇଟର ପ୍ଲେନ୍। ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ୫ଟି ରାଫେଲ୍ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ହରିଆଣା ଅମ୍ବାଲା ଏୟାରବେସରେ ପହଞ୍ଚିବ। ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଉଡ଼ାଇ ଆଣୁଛନ୍ତି। ରାସ୍ତାରେ ଆବୁଧାବିରେ କିଛି ସମୟ ପାଇଁ ରହଣି ପରେ ପୁଣି ମଙ୍ଗଳବାର ସକାଳୁ ପାଇଲଟ୍ ଉଡ଼ାଣ ଆରମ୍ଭ କରିଥିଲେ। ଉଡ଼ାଣ ବେଳେ ମଝି ଆକାଶରେ ଇନ୍ଧନ ଭର୍ତ୍ତି ହୋଇଥିଲା। […]