କୁଚିଣ୍ଡା(ଦେବେନ୍ଦ୍ର ବେହରା): ଯିଏ ହାତ ଧରି ଚାଲି ଶିଖାଏ ସେ ବାପା। ଦୁଃଖ ଦୁର୍ଦ୍ଦିନରେ ଯିଏ ଛାତ ହୋଇ ସନ୍ତାନକୁ ଛାଇ ଦେଇଥାଏ ସେ ବାପା। ହେଲେ ଯେଉଁ ମଣିଷ ନିଜ ସନ୍ତାନକୁ ଏମିତି ନିର୍ଦ୍ଦୟ ଭାବେ ହତ୍ୟା କରିପାରେ ସେ …
ନୂଆଦିଲ୍ଲୀ: ପେଟ୍ରୋଲ ପରେ ଡିଜେଲ୍ ଦରରେ ଲାଗିଲା ନିଆଁ। ପେଟ୍ରୋଲ ୧୦୦ ଟଙ୍କା ପାର୍ କରିଥିବା ବେଳେ ଏବେ ଡିଜେଲ ୧୦୦ ଟଙ୍କା ପାର୍ କରିଛି। ରାଜସ୍ଥାନରେ ଡିଜେଲ ଦର ଆଜି ୧୦୦ ଟଙ୍କା ପାର୍ ହୋଇଛି। ରାଜସ୍ଥାନର ଶ୍ରୀଗଙ୍ଗାନଗର ସହରରେ…
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ଗ୍ରାଫ୍ ତଳ ମୁହାଁ ହେଇଥିବା ବେଳେ ଏବେ ଅନଲକ୍ ନେଇ ଚାଲିଛି ବିଚାର ବିମର୍ଷ। ଏଭଳି ସ୍ଥଳେ ଧୀରେ ଧୀରେ ଅନଲକ ଆମ ପାଇଁ ଭଲ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ…
ମହାରାଷ୍ଟ୍ର: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ରାଜନୀତି ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହି ସାକ୍ଷାତକାର ମହାରାଷ୍ଟ୍ର ରାଜନୀତି ଉପରେ ଏକ ବଡ଼ ପ୍ରଭାବ ପକାଇବାର ସମ୍ଭାବନା ରହିଛି ବୋଲି ରାଜନୀତି…
ଭୁବନେଶ୍ୱର: କରୋନା ମହାମାରୀ ଭିତରେ ପିଲାଙ୍କ ପାଠପଢା ଗୁରୁତର ବ୍ୟାହତ ହୋଇଛି। ମହାମାରୀ ସଙ୍କଟକୁ ଦୃଷ୍ଟିରେ CBSE, CISCEର ୧୦ମ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିବା ପରେ ରାଜ୍ୟ ବୋର୍ଡ ମଧ୍ୟ ୧୦ମ ଓ ଯୁକ୍ତ ୨ ପରୀକ୍ଷା ବାତିଲ…
ଚଣ୍ଡୀଗଡ଼ : ଅକାଳୀ ଓ ବିଏସପି ମେଣ୍ଟ। ଆସନ୍ତା ବର୍ଷ ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଶିରୋମଣୀ ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ଏକାଠି ନିର୍ବାଚନ ଲଢ଼ିବେ । ଦୀର୍ଘ ସମୟ ଧରି ଚାଲିଥିବା ଆଲୋଚନା ପରେ…
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରର ଅସର ଧୀରେ ଧୀରେ କମ୍ ହେବାକୁ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ କମୁଛି। ହେଲେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗି ପାରୁନି। ଗତ ୨୪ ଘଣ୍ଟାରେ ୪୦୦୨ ଜଣ ରୋଗୀଙ୍କର ମୃତ୍ୟୁ…
ନୂଆଦିଲ୍ଲୀ : ‘କଂଗ୍ରେସ ସତ୍ତାକୁ ଆସିଲେ ୩୭୦ ହଟାଇବା ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବ’ । କଂଗ୍ରେସ ମହାସଚିବ ଦିଗବିଜୟ ସିଂଙ୍କ ଏକ ଅଡିଓ ଜାରି କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ । ନିଜ ବୟାନ ପାଇଁ…
ନୂଆଦିଲ୍ଲୀ: ୨୦୦୭ ଟି-୨୦ ବିଶ୍ୱକପ୍ରେ ଭାରତର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ୬ଟି ବଲରେ ୬ଟି ଛକା ମାରି ଏକ ବିରଳ ରେକର୍ଡ କରିଛନ୍ତି । ସେହି ରେକର୍ଡ ଏବେ ବି ଇତିହାସରେ ଲିପିବଦ୍ଧ ହୋଇ ରହିଛି । ତାଙ୍କ ରେକର୍ଡ…
କେନ୍ଦ୍ରର ଭ୍ୟାକ୍ସିନ ନୀତି ଉପରେ ପ୍ରଶ୍ନ ଉଠାଇଲେ ଗେହଲୋଟ ସରକାରଙ୍କ ମନ୍ତ୍ରୀ ରାଜସ୍ଥାନ ମନ୍ତ୍ରୀ କହିଲେ, ପିଲାଙ୍କୁ ପ୍ରଥମେ ଦେବା ଉଚିତ ଟିକା ବିଡି କଲ୍ଲାଙ୍କ ବୟାଙ୍କୁ ନେଇ ବିଜେପି ଟାର୍ଗେଟରେ କଂଗ୍ରେସ ହନୁମାନଗଡ଼ : ‘ବୋନସରେ ଜୀବନ ଜିଉଁଛନ୍ତି ବୁଢ଼ାବୁଢ଼ୀ…
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ନିଜ ଫିଲ୍ମକୁ ନେଇ ଯେମିତି ସବୁବେଳେ ଚର୍ଚ୍ଚାରେ ଥାନ୍ତି, ସେତିକି ନିଜର ପର୍ସନଲ୍ ଲାଇଫ୍କୁ ନେଇ ମଧ୍ୟ ଚର୍ଚ୍ଚାରେ। ଅମ୍ରିତା ସିଂଙ୍କ ସହ ସୈଫ୍ଙ୍କ ଆଫାୟାର୍ ଓ ପରେ ସିକ୍ରେଟ୍ ମ୍ୟାରେଜ୍ ନା…
ରୋମ୍: ଆରମ୍ଭ ହେଲା ଫୁଟବଲର ମିନି ମହାକୁମ୍ଭ କୁହାଯାଉଥିବା ୟୁରୋ କପ୍ ୨୦୨୦ । ବିଜୟରୁ ଯାତ୍ରା ଆରମ୍ଭ କଲା ଇଟାଲୀ । ଶୁକ୍ରବାର ଉଦ୍ଘାଟନୀ ମ୍ୟାଚରେ ତୁର୍କୀକୁ ୩-୦ ଗୋଲରେ ପରାସ୍ତା କରିଛି ଇଟାଲୀ । ପ୍ରଥମଥର ପାଇଁ ୟୁରୋ…
ଭୁବନେଶ୍ୱର: ବଦଳୁଛି ରଣକୌଶଳ। ବଦଳୁଛି ଯୁଦ୍ଧର ପରିଭାଷା। ଭବିଷ୍ୟତର ଲଢେଇ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ପ୍ରତ୍ୟେକ ଦେଶ। ତେବେ ଯାହାର ପଶ୍ଚିମରେ ପାକିସ୍ତାନ ଓ ପୂର୍ବରେ ଚୀନ୍ ଭଳି ଶତ୍ରୁ। ଅର୍ଥାତ୍ ଭାରତ ଲାଗି ଚ୍ୟାଲେଞ୍ଜ ସବୁଠୁ ଅଧିକ। ଏମିତିକି…
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୫୨ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ୪୭ ମୃତ ନୂଆଦିଲ୍ଲୀ: ଆଜି ଦେଶରେ ଚିହ୍ନଟ ହେଲେ ୮୪ ହଜାର ୩୩୨ କରୋନା ପଜିଟିଭ , ଆଖି ବୁଜିଲେ ୪ ହଜାର ୨ ଆକ୍ରାନ୍ତ କୁଚିଣ୍ଡା:…
ଗାନ୍ଧିନଗର: ଆପଣ, ଏମିତି ଅନେକ ଘଟଣା ଦେଖିଥିବେ ଯେଉଁଠି ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରି ଲୋକମାନେ ନିଜ ପାଇଁ ନିଜେ ସମସ୍ୟା ସୃଷ୍ଟି କରିଥାନ୍ତି। ହୁଏତ ଏହା ସେମାନଙ୍କ ପାଇଁ ଏକ ସଉକ ହୋଇପାରେ କିମ୍ବା ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି…
ଭୁବନେଶ୍ୱର: ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି କରାଯାଇଛି। ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ,…
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ହାରରେ ବ୍ରେକ୍ ଲାଗିପାରୁନି। ଗତକାଲି ରାଜ୍ୟରେ ୫,୨୩୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪,୮୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୁଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ…
ମୁମ୍ବାଇ : ମୁମ୍ବାଇରେ ତିନି ଦିନ ହେଲା ମୂଷଳଧାରାରେ ବର୍ଷା ଜାରି ରହିଛି । ମାତ୍ର ୧୧ ଦିନରେ ମାୟାନଗରୀ ମୁମ୍ବାଇରେ ମାସକରେ ଯେତିକି ବର୍ଷା ହେବା କଥା ହୋଇସାରିଛି । ବର୍ତ୍ତମାନନ ସୁଦ୍ଧା ମୁମ୍ବାଇରେ ୫୬୫.୨ ମିମିର ବର୍ଷା ରେକର୍ଡ…
ରାଜଧାନୀରେ ବଦଳିବ କରୋନା ଟିକାକରଣ ସମୟ ମଙ୍ଗଳବାରଠାରୁ ସକାଳ ବେଳା ୧୮ରୁ ୪୪ ବର୍ଷ ବର୍ଗକୁ ପ୍ରଥମ ଡୋଜ୍ ଟିକା ଦିଆଯିବ ଅପରାହ୍ନରେ ସବୁ ବର୍ଗକୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ପୂରା ରାଜ୍ୟରେ ଅନଲକ୍ ନ ହେଲେ ବି ଯେଉଁଠି…
ନୂଆଦିଲ୍ଲୀ : ୧୫ ଦିନ ଚାଲିପାରିଲାନି ଡ୍ରାଇଭ୍ ଥ୍ରୁ ଭ୍ୟାକ୍ସିନେସନ୍ । କରୋନା ଭାଇରସ ମହାମାରୀର ଦ୍ୱିତୀୟ ଲହରୀ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଖୋଲାଯାଇଥିବା ପ୍ରଥମ ଡ୍ରାଇଭ-ଥ୍ରୁ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସରକାରୀ ଡାକ୍ତରଖାନା ଗୁଡ଼ିକରେ…
ସେଣ୍ଟଜୋନ୍ସ : ପଳାତକ ହୀରା ବ୍ୟକବାସୀଙ୍କୁ ଶକ୍ତ ଝଟକା । ପିଏନବି ସ୍କାମର ଅନ୍ୟତମ ଅଭିଯୁକ୍ତ ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିଙ୍କ ସମସ୍ୟା ବଢ଼ିଯାଇଛି । ମେହୁଲ ଚୋକସିଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି ଡୋମିନିକା ହାଇକୋର୍ଟ…
ଜଳ ଉପରେ ଶୈବାଳର ମୋଟା ଆସ୍ତରଣ ବିଗିଡ଼ିଲା ଅକ୍ସିଜେନ୍ ଲେବେଲ୍ ବିପଦରେ ଜଳଜୀବ ରିପୋର୍ଟରେ ଖୁଲାସା ବାରାଣାସୀ: ଗାଧୋଇବା ଯୋଗ୍ୟ ନୁହେଁ ପବିତ୍ର ଗଙ୍ଗାନଦୀର ପାଣି । ଗଙ୍ଗାର ପାଣି ସମ୍ପୂର୍ଣ୍ଣ ରୂପେ ସବୁଜ ରଙ୍ଗରେ ପରିଣତ ହୋଇସାରିଛି । ପାଣି…
ନୂଆଦିଲ୍ଲୀ: କରୋନା ଟିକା କୋଭାକ୍ସିନର ଜରୁରୀ ବ୍ୟବହାର ପାଇଁ ଆମେରିକା ମନା କରି ଦେବା ପରେ ନୀତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି, ଆମେରିକାର ନିଷ୍ପତ୍ତିର କୌଣସି ପ୍ରଭାବ ଆମ ଉପରେ ପଡ଼ିବ ନାହିଁ। ଆମ ଦେଶରେ କୋଭାକ୍ସିନର ବ୍ୟବହାର…