• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

11111
ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ନୂଆଦିଲ୍ଲୀ: ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବିନା ସର୍ତ୍ତରେ ଏତେ ଶୀଘ୍ର କାହିଁକି ଛାଡ଼ିଦେଲା ପାକିସ୍ତାନ ?  ଏହାର କାରଣ ସଂପର୍କରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନର ଜଣେ ସାଂସଦ ।  ସେହି ସମୟର ପରିସ୍ଥିତି ସଂପର୍କରେ ବର୍ଣ୍ଣନା କରି PML-N ର ସାଂସଦ ଆୟାଜ୍ ସାଦିକ କହିଛନ୍ତି, ସେତେବେଳର ପରିସ୍ଥିତିକୁ ନେଇ ପାକିସ୍ତାନର ଉଚ୍ଚ ଅଧିକାରୀଙ୍କ ଏକ ବୈଠକ ହୋଇଥିଲା ।ସେହି ବୈଠକରେ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି କହିଥିଲେ, ଅଭିନନ୍ଦନଙ୍କୁ ନ ଛାଡ଼ିଲେ […]

vaccine
ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

ନୂଆଦିଲ୍ଲୀ: ଚଳିତବର୍ଷ ଡିସେମ୍ବର ସୁଦ୍ଧା ମହାମାରୀ କରୋନା ପାଇଁ ଅକ୍ସଫୋର୍ଡ ଭ୍ୟାକସିନ୍ ପ୍ରସ୍ତୁତ ହୋଇଯାଇଥିବ । ଏହାକୁ ଆସନ୍ତାବର୍ଷ ଏପ୍ରିଲ କିମ୍ବା ଜୁଲାଇ ବେଳକୁ ପ୍ରଥମ ଦଫାରେ ୧୦କୋଟି ଲୋକଙ୍କ ନିକଟରେ ପହଞ୍ଚା ଯାଇପାରିବ। ଏହା କହିଛନ୍ତି ପୁନେସ୍ଥିତ ଭାରତୀୟ ସେରମ୍ ଇନଷ୍ଟିଚ୍ୟୁଟର ମୁଖ୍ୟ ଏ. ପୁନାଓ୍ବାଲା । ଯଦି ଏମରଜେନ୍ସି ଲାଇସେନ୍ସ ପାଇଁ ଆମେ ପ୍ରସ୍ତୁତ ନହେଉ ତେବେ ଭ୍ୟାକ୍ସିନ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହୋଇ ଜାନୁୟାରୀ ମାସ ଆରମ୍ଭ ବେଳକୁ ବଜାରରେ ଉପଲବ୍ଧ ହୋଇପାରିବ […]

modi-addresing
ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ନୂଆଦିଲ୍ଲୀ: ଭାରତର ଅର୍ଥ ବ୍ୟବସ୍ଥା ସୁଧୁରୁଛି।  ଆଶା କରାଯାଉଥିବା ସମୟଠାରୁ ଶୀଘ୍ର ଟ୍ରାକକୁ ଫେରିଛି। ଶ୍ରମ ଆଇନ, କୃଷି ଆଇନ ଏବଂ ଉତ୍ପାଦନ କ୍ଷେତ୍ରରେ ନିକଟ ଅତୀତରେ ଭାରତ ସରକାର ଯେଉଁ ପରିବର୍ତ୍ତନ କରିଛନ୍ତି, ତାହା ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଏକ ବଡ ପରିବର୍ତ୍ତନ ଦେଖିବ।  କରୋନା ଭାକ୍ସିନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କରୋନା ଟିକା ନେଇ ସାରା ଦେଶରେ ବିତର୍କ ଜୋରଦାର ହୋଇଛି। । ତେବେ  କରୋନା ଟିକା ସମସ୍ତଙ୍କ ପାଇଁ […]

karan
ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପାନାଜୀ: ଫିଲ୍ମ ସୁଟିଂ ନାଁରେ ଆବର୍ଜନା ଫିଙ୍ଗୁଛି କରନ୍‌ ଜୋହରଙ୍କ ଧର୍ମା ପ୍ରଡକ୍ସନ। ଗୋଆର ଏକ ଗ୍ରାମକୁ ଆବର୍ଜନାମୟ କରି ଦେଇଛନ୍ତି ଫିଲ୍ମ ଧର୍ମା ପ୍ରଡକ୍ସନ୍ସ ଟିମ୍ ମେମ୍ବର‌। ଏ ନେଇ ଗୋଆ ସରକାର ବୁଧବାର ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ  କ୍ଷମା ମାଗିବା ପାଇଁ କହିଛନ୍ତି। ଯଦି କମ୍ପାନୀ ଏହା ନ କରେ ତେବେ ଜରିମାନା ଲାଗୁ ହେବ ବୋଲି ଚେତାବନୀ ଦେଇଛନ୍ତି। ଉତ୍ତର ଗୋଆର ନେରୁଲର ଜଣେ ବାସିନ୍ଦା ଅଳିଆ ଦେଖାଉଥିବା ସମୟର ଭିଡିଓ […]

supreem-court
କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା କାଳରେ ପୋଲିସର ଦମନଲୀଳାକୁ ସୁପ୍ରିମକୋର୍ଟ  କଡ଼ା ଭର୍ତ୍ସନା କରିଛନ୍ତି। ସୋସିଆଲ ମିଡିଆରେ  ପୋଷ୍ଟକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିବା ସହ ଏନେଇ ରାଜ୍ୟ ସରକାରମାନଙ୍କୁ ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ସୋସିଆଲ ମିଡିଆ ପୋଷ୍ଟ ପାଇଁ ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଡାକିବା ନିନ୍ଦନୀୟ ବୋଲି କହିଛନ୍ତି କୋର୍ଟ । ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଦିଲ୍ଲୀର ଜଣେ ଯୁବତୀଙ୍କୁ ସମନ କରିବାକୁ ନେଇ ତାଗିଦ କରିଛନ୍ତି କୋର୍ଟ। ବେଙ୍ଗଲରେ ଲକଡାଉନ ପାଳନ […]

Costume Designer
ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

ଥିରୁଅନନ୍ତପୁରମ୍‌: ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବାକୁ ଯାଉଛନ୍ତି ଜଣେ ଦିନ ମଜୁରିଆ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ଦିନ ମଜୁରିଆ କେମିତି ଆୱାର୍ଡ ପାଇଲେ। ତାହା ହିଁ ବାସ୍ତବତା। କେରଳ ଆଲାପୁଝାର ଅଶୋକାନ ଜଣକ ଘରକୁ ଦିନ ମଜୁରିଆ ଭାବେ କାମ କରିବାକୁ ଯାଉଥିଲେ। ଖବର ପାଇଲେ, ସେ କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ଚଳିତ ବର୍ଷର ବେଷ୍ଟ କଷ୍ଟ୍ୟୁମ୍ ଡିଜାଇନର୍ ଆୱାର୍ଡ ପାଇବାକୁ ଯାଉଛନ୍ତି। ରାଜ୍ୟ ସରକାର ତାଙ୍କ ନାଁ ଘୋଷଣା କରିବା ପରେ ସ୍ଥାନୀୟ […]

super cyclone
ଆଜିକୁ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା

ଭୁବନେଶ୍ୱର: ସୁ ସୁ ହୋଇ ବହୁଥିଲା ପବନ। ଚମକାଇ ଦେଉଥିଲା ବିଜୁଳି। ତା ସାଙ୍ଗକୁ ଘଡଘଡି ସହ ଝଡ଼ ବର୍ଷା। ଆଜକୁ ଠିକ ୨୧ ବର୍ଷ ତଳେ ପ୍ରକୃତିର ଏମିତି କରାଳ ରୂପ ଦେଖିଥିଲା ଓଡ଼ିଶା। ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯। ସେ ଦିନ ଉପକୂଳ ଓଡ଼ିଶାକୁ ଗ୍ରାସ କରିଥିଲା ମହାବାତ୍ୟା। ଆଉ ପ୍ରକୃତିର କରାଳ କାୟାରେ ଛାରଖାର ହୋଇଯାଇଥିଲା ଅନେକ ପରିବାର। ୧୯୯୯ ମସିହା ଅକ୍ଟୋବର ୨୫ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିଲା ଲଘୁଚାପ। […]

eye
୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ବେଜିଂ: ଜଣେ ବ୍ୟକ୍ତିଙ୍କ ଆଖିରୁ ବାହାରିଲା ଜୀବନ୍ତ କୃମି। ଚୀନରେ ଏହି ଭୟଭୀତ ଘଟଣା ଘଟିଛି। ଡାକ୍ତରମାନେ ୬୦ ବର୍ଷୀୟ ବୃଦ୍ଧ ୱାନ୍‌ଙ୍କ ଆଖିରୁ ୨୦ଟି ଜୀବନ୍ତ କୃମି ବାହାର କରିଛନ୍ତି। Daily Starର ରିପୋର୍ଟ ଅନୁସାରେ, କିଛି ମାସ ପୂର୍ବେ ୱାନ୍ ଆଖିରେ ଏକ ଅଜବ ପ୍ରକାର ଅନୁଭବ କରିଥିଲେ। ଅତ୍ୟଧିକ କ୍ଲାନ୍ତି ଯୋଗୁ ଏପରି ହେଉଥିବା ସେ ଭାବିଥିଲେ। ତେଣୁ ଏହା ବିଷୟରେ ସେ ଆଉ ଅଧିକ ଚିନ୍ତା କରିନଥିଲେ। Khaleej Timesର ସୂଚନା […]

land-mines
ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

ନୂଆଦିଲ୍ଲୀ: ଉତ୍ତର କୋରିଆରେ ଚୀନ ସୀମାରେ ଲ୍ୟାଣ୍ଡ ମାଇନ ବିଛାଇବା ସମୟରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ୧୨ରୁ ଅଧିକ ସେନାଙ୍କ ମୃତ୍ୟୁ ଘଟିଛି। ଅନେକ ସେନା ଆହତ ହୋଇଛନ୍ତି। ରେଡିଓ ଫ୍ରି ଏସିଆ ରିପୋର୍ଟ ଅନୁସାରେ ଉତ୍ତର କୋରିଆର ବର୍ଡର ଗାର୍ଡ ଟ୍ରୁପ୍‌ସ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ମାଇନ୍ସ ବିଛାକାମ ଚାଲିଥିବାବେଳେ ବିସ୍ଫୋରଣ ହୋଇଥିଲା। ରିପୋର୍ଟ ଅନୁସାରେ, ଏହି ସେନାମାନଙ୍କୁ ଠିକ୍‌ରେ ଟ୍ରେନିଂ ଦିଆଯାଇ ନ ଥିଲା। ତା’ […]

topper
ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

ଆସାମ: ଖୋଲିଲା ଟପ୍ପରଙ୍କ ରହସ୍ୟ। ନିଜେ ପରୀକ୍ଷା ନଦେଇ ବସାଇଥିଲେ ଅନ୍ୟ ଜଣେ ପରୀକ୍ଷାର୍ଥୀ। ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ଆସାମରେ। ଗୌହାଟୀର ଜେଇଇ ମେନ୍‌ରେ ଟପ୍ କରିଥିବା ଆସାମର ଛାତ୍ର ନୀଳ ନକ୍ଷତ୍ର ଦାସଙ୍କୁ ଗିରଫ ପରେ ଘଟଣା ଉପରୁ ପରଦା ହଟିଛି। ପରୀକ୍ଷାର୍ଥୀ ନୀଳ ନକ୍ଷତ୍ର ଦାସ ତାଙ୍କ ବାପାଙ୍କ ସମେତ ପରୀକ୍ଷା କେନ୍ଦ୍ରର ୩ ଜଣଙ୍କୁ ଗିରଫ କରାଯାଇଛି। ଗୌହାଟୀ ଅଜରା ଥାନାରେ ରୁଜୁ ହୋଇଥିବା ମାମଲା ଅନୁସାରେ, ନୀଳ ନିଜ […]

harish
୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ନୂଆଦିଲ୍ଲୀ: ପୁଣି ଥରେ ବିବାହ କରିଛନ୍ତି ଦେଶର ହାଇପ୍ରୋଫାଇଲ ଓକିଲ ହରିଶ ସାଲ୍‌ଭେ। ୬୫ ବର୍ଷ ବୟସରେ ସେ ପୁଣି ଥରେ ବାହା ହୋଇଛନ୍ତି । ତାଙ୍କର ନୂଆ ଜୀବନସାଥୀ ଭାବେ ଇଂଲଣ୍ଡର ଆଟିଷ୍ଟ ୫୬ ବର୍ଷୀୟ କ୍ୟାରୋଲିନ ବ୍ରୋସାର୍ଡଙ୍କ ହାତ ଧରିଛନ୍ତି ।  ଗତକାଲି ଲଣ୍ଡନର ଏକ ଚର୍ଚ୍ଚରେ ଉଭୟଙ୍କ ବିବାହ ସଂପନ୍ନ ହୋଇଛି । ପ୍ରାୟ ବର୍ଷେ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କୁହାଯାଉଛି । ହରିଶଙ୍କ ଦୁଇଟି ଝିଅ ଓ […]

keshu
ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଗାନ୍ଧିନଗର: ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ହୋଇଯାଇଛି।  ଗାନ୍ଧିନଗରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ୯୨ ବଷୀୟ କେଶୁଭାଇ ଗତମାସରେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଗତକାଲି ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ପୁଣି ଥରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କେଶୁଭାଇ ୧୯୯୫ରୁ ୨୦୦୧ ଯାଏ ତିନି ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ […]

twitter
ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ମାନଚିତ୍ର ତ୍ରୁଟି ନେଇ କ୍ଷମା ମାଗିଲା ଟୁଇଟର।  ସଂଯୁକ୍ତ ସଂସଦୀୟ କମିଟି ନିକଟରେ ମୌଖିକ ଭାବେ କ୍ଷମା ମାଗିଲା ଟୁଇଟର। ସୂଚନାଥାଉ କି, ଲଦାଖର ପ୍ରମୁଖ ସହର ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।। ଏପରିକି ଟ୍ୱିଟରକୁ ଦେଶଦ୍ରୋହ ମାମଲା ଚେତାବନୀ ଦେଇଥିଲା। ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି  ଟ୍ୱିଟର ଠାରୁ ଲିଖିତ […]

france
ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ଫ୍ରାନ୍ସ: ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ। ଫ୍ରାନ୍ସର ନିସ୍ ସହରରେ ଚର୍ଚ୍ଚରେ ପଶି ଆକ୍ରମଣ କଲେ ଆତଙ୍କବାଦୀ। ଏହି ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପ୍ରକାଶଥାଉକି, ଫ୍ରାନ୍ସର ଏକ ଚର୍ଚ୍ଚରେ ଛୁରୀ ଧରି ଆତଙ୍କବାଦୀମାନେ ଭିତରକୁ ପଶି ଥିଲେ। ଜଣେ ଆତଙ୍କୀ ମହିଳାଙ୍କ ମୁଣ୍ଡ କାଟିବା ସହ ୨ ଜଣଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା। ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ କହିଲେ ନିସ୍ ମେୟର। ତେବେ ଏହା କେଉଁ ଆତଙ୍କବାଦୀ […]