• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

kangna
ଇମୋସ୍ନାଲ ହେଲେ କଙ୍ଗନା, ମା’ଙ୍କ କଳା-ଧଳା ଫଟୋ ସେୟାର କଲେ.. ଭାଇରାଲ ହେଲା

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ତାଙ୍କ ମା’ଙ୍କୁ ମନେ ପକାଇ ଅତ୍ୟନ୍ତ ଇମୋସନାଲ ହୋଇପଡ଼ିଛନ୍ତି । ଅଭିନେତ୍ରୀ କଙ୍ଗନା ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରି ହୃଦୟର ଭାବନା ପ୍ରକାଶ କରିଛନ୍ତି ।…

dog and police
ରାତି ଡ୍ୟୁଟି ବେଳେ ପଶୁର ମନ କଥା ଜାଣିପାରିଲେ ପୋଲିସ !

ଗୋଟିଏ ପଟେ କରୋନା, ଅନ୍ୟପଟେ ଡହଡହ ଖରାରେ କାମ କରୁଛନ୍ତି ପୋଲିସ୍ । ପୋଲିସ ନୁହଁନ୍ତି ବରଂ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ମହାମାରୀର କରାଳ ରୂପକୁ ଖାତିର ନକରି ଦିନରାତି ଅହରହ କାମ କରୁଥିବା ସେଇ ଯୋଦ୍ଧା…

BJP MLA Pappu Lodhi
ବିକଟାଳ ସ୍ୱାସ୍ଥ୍ୟ ସେବା ! ବିଧାୟକଙ୍କ ପତ୍ନୀଙ୍କୁ ମିଳିଲାନି ବେଡ୍‌, ୩ ଘଣ୍ଟା ଚଟାଣରେ ଶୋଇଲେ..

ଆଗ୍ରା: ଉତ୍ତରପ୍ରଦେଶ, ଫିରୋଜାବାଦ ଜିଲ୍ଲାର ଜସନାର ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏସଏନ ମେଡିକାଲ କଲେଜରେ କରୋନା କାଳରେ ରୋଗୀଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ…

Untitled-1
କରୋନାରୁ ବଞ୍ଚିବା ପାଇଁ ମହିଳା ଖାଉଛନ୍ତି ନିଆଁ ଗୁଳା!

ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏକ ହାହାକାର ସୃଷ୍ଟି କରିଛି। ସବୁ ଜାଗାରେ ଲୋକମାନେ କରୋନା ମହାମାରୀ ସହିତ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଯେ ଲୋକ ପ୍ରାଣ ହରାଇଲେଣି ତାହା ଜଣା ନାହିଁ। ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କୁ ନା ଶଯ୍ୟା…

Mallikarjun kharge
ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନଙ୍କ ଚିଠି, କରୋନା ଲଢ଼େଇରେ ଜିତିବା ପାଇଁ ଦେଲେ ୬ଟି ପରାମର୍ଶ..

ପ୍ରଧାନମନ୍ତ୍ରୀଙ୍କୁ ସାଂସଦ ମଲ୍ଲିକାର୍ଜୁନ ଦେଲେ ୬ ପରାମର୍ଶ, କହିଲେ ଏକା ଲଢ଼ିପାରିବ ନାହିଁ..

RaghunathMohapatra
ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ରଙ୍କ ପରଲୋକ

ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ରଙ୍କ ପରଲୋକ ହୋଇଛି। ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଆଜି ଅପରାହ୍ନ ୩ଟା ୪୯ରେ ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶ୍ରୀମହାପାତ୍ର। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି।

Untitled-1
କରୋନା ବେଳେ ଅଫିସ୍ ଯାଉଛନ୍ତି କି? ତେବେ ଧ୍ୟାନ ଦିଅନ୍ତୁ

ସାରା ଦେଶରେ କରୋନାଭାଇରସ୍ ଲୋକଙ୍କୁ ଚିନ୍ତାରେ ପକାଇଛି। ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ଲକଡାଉନ୍ ଲଗାଯାଇଛି। ଲୋକେ ସାମାଜିକ ଦୂରତା କରି ଘରେ ରହୁଛନ୍ତି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାନିଟାଇଜର ବ୍ୟବହାର କରିବା…

rain
୧୯ଟି ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ଵର: ଘଡଘଡି ଆବାଜରେ କମ୍ପିବ ଅଧା ଓଡିଶା । ଏପରିକି ଘଣ୍ଟା ପ୍ରତି ୪୦ କିମି ବେଗରେ ବହିବ ପବନା ୧୯ଟି ଜିଲ୍ଲାକୁ ଏ ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସୂଚନା ଅନୁସାରେ ଓଡିଶାର ୧୯ଟି ଜିଲ୍ଲାରେ…

gold-jewellery (1)
ଦୀପାବଳୀ ସୁଦ୍ଧା ୬୦ ହଜାରରେ ପହଞ୍ଚିବ ୧୦ ଗ୍ରାମ ସୁନାର ଦର?

କିଛି ଦିନ କମିଲା, ଏବେ ପୁଣି ବଢିଲା। ମହାମାରୀ ସମୟରେ ପୁଣି ଥରେ ବଢିବାରେ ଲାଗିଲାଣି ସୁନା ଓ ରୂପାର ଦର। ଚଳିତ ସପ୍ତାହରେ  ସୁନା ୬୯୩ ଟଙ୍କା ମହଙ୍ଗା ହୋଇ ୪୭,୪୮୪ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷରେ, ରୁପା ଦର ୩,୦୩୫ ଟଙ୍କା ମହଙ୍ଗା ହୋଇ ୭୦,୮୩୫ ଟଙ୍କାରେ ପହଞ୍ଚିଛି।

coronaviru7s
ସୀମାରେ କଡ଼ାକଡ଼ି ଚାଲିଛି ଯାଂଚ୍‌

ବାହାର ରାଜ୍ୟରୁ ଏବେ ଗାଁ ମୁହାଁ ପ୍ରବାସୀ ଓଡିଆ। ପ୍ରବାସୀ ଓଡିଆ ଫେରୁଥିବାରୁ ଗଜପତି -ଗଂଜାମ ସୀମାରେ ଯାଞ୍ଚ ପ୍ରକିୟାକୁ କଡାକଡି କରାଯାଇଛି। ସୀମାର ନାକା ଗେଟରେ ପ୍ରବାସୀଙ୍କ ଯାଞ୍ଚ କରାଯାଉଛି।

2
ପୃଥିବୀରେ ପଡ଼ିଲା ଚୀନର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍

ସମ୍ପ୍ରତି ଚାଇନାର ଲଙ୍ଗ ମାର୍ଚ୍ଚ ୫-ବି ରକେଟ୍ ଅନିୟନ୍ତ୍ରିତ ହୋଇ ପୃଥିବୀ ଅଭିମୁଖେ ଖସୁଥିଲା। ଏଥିରୁ ଆଶଙ୍କା କରାଯାଉଥିଲା ଯେ ଏହାର ଭାରୀ ଆବର୍ଜନା ପୃଥିବୀ ପୃଷ୍ଠରେ ପହଞ୍ଚି ବଡ଼ ଧରଣର ଅଘଟଣ ଘଟାଇପାରେ। କିନ୍ତୁ ରବିବାର ଏହା ଭାରତ ମହାସାଗରର…

naveen patnaik
ବୁଲା କୁକୁର ଓ ଗାଇଗୋରୁଙ୍କ ପାଇଁ ୬୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ବନ୍ଦ ରହିଛି ସମସ୍ତ ଦୋକାନ ବଜାର। ଏଭଳି ସ୍ଥିତିରେ ବୁଲା ଗାଇଗୋରୁ ଓ ବୁଲା କୁକୁରମାନେ ଖାଦ୍ୟ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

2 dg
ମହାମାରୀକୁ ମୂଳରୁ ନାଶ କରିବ ୨-ଡିଜି ମେଡିସିନ୍‌; ଜାଣନ୍ତୁ ଏହା ଶରୀର ପାଇଁ କେତେ ପ୍ରଭାବଶାଳୀ

ଶରୀରରେ କୋଭିଡ ଭୂତାଣୁକୁ ମୂଳପୋଛ କରିବ ଭାରତର ମହାସଂଜୀବନୀ ୨-ଡିଜି ମେଡିସିନ । ଶରୀର ଉପରେ ଏହା କେତେ ପ୍ରଭାବଶାଳୀ, ୫ଟି ପଏଣ୍ଟରେ ବୁଝାଇଦେଲେ ବୈଜ୍ଞାନିକ #IndiaFightsCorona #CovidVaccine

cenal Work
ଅଫିସର ପିସି ନେଇ ଚୁପ୍‌, ହିନସ୍ତା ହେଉଛନ୍ତି ଚାଷୀ

କ୍ଷୁଦ୍ର ଜଳସେଚନରେ ବିଭାଗରେ ପୁଣି ସାମ୍ନାକୁ ଆସିଲା ଦୁର୍ନୀତର ଗନ୍ଧ। ଚାଷୀଙ୍କ ପାଇଁ ହୋଇଥିବା କାମର ତଦାରଖ କରି ବିରକ୍ତି ପ୍ରକାଶ କଲେ ଖୋଦ୍‌ ବିଧାୟକ। ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜର ଖୁଂଟା ବ୍ଲକରେ।

Untitled-1
କଙ୍ଗନାଙ୍କ ଉପରେ ଇନଷ୍ଟାଗ୍ରାମ ବି ଦାଉ ସାଧିଲା

ମୁମ୍ବାଇ: କଙ୍ଗନା ରଣୌତ ଏବେ ବିବାଦର ରାଣୀ ହୋଇପଡିଛନ୍ତି। ସେ ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଲୋକଲୋଚନରେ ରହୁଛନ୍ତି। ବଙ୍ଗଳା ନିର୍ବାଚନ ଫଳାଫଳ ପରେ ବଙ୍ଗଳା ହିଂସାକୁ ନେଇ ତୀବ୍ର ପ୍ରତିକ୍ରିୟା ହେତୁ ଟ୍ୱିଟର ତାଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ସସପେଣ୍ଡ୍…

youth without mask
ସଟ୍‌ଡାଉନ୍‌ରେ ବିନା ମାସ୍କରେ ବୁଲୁଥିଲେ;କୁଆଡ଼େ ଯାଉଛ ବୋଲି ପୋଲିସ୍‌ ପ୍ରଶ୍ନ କରିବାରୁ,ଏମିତି କଲେ ଯୁବକ...

ପିପିଲି: ସଟ୍‌ଡାଉନ୍‌ ବେଳେ ବିନା ମାସ୍କରେ କାହିଁକି ବାହାରେ ବୁଲୁଛ ବୋଲି ପ୍ରଶ୍ନ କରି ଆକ୍ରମଣ ଶିକାର ହୋଇଛନ୍ତି ପୋଲିସ୍ କର୍ମଚାରୀ। ପୁରୀ ଜିଲ୍ଲା ବଳଙ୍ଗା ବଜାରରେ ଏଭଳି କିଛି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳେ ବଳଙ୍ଗା…

coronavirus
ଟେନ୍‌ସେନ୍‌ ଦେଲା କରୋନା: ଏଥର ବାୟୁରେ ବ୍ୟାପୁଛି ସଂକ୍ରମଣ

ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ଅଧିକରୁ ଅଧିକ ଲୋକଙ୍କୁ ନିଜ କବଳକୁ ନେଉଛ ମହାମାରୀ। ଆଉ ଏହାରି ମଧ୍ୟରେ ମହାମାରୀ ସମ୍ପର୍କରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି।

Untitled-1
ପ୍ରଥମ ଥର ପାଇଁ କରୀନା ଦେଖେଇଲେ ସାନପୁଅର ଚେହେରା

ମୁମ୍ବାଇ: ଆଜି ଦେଶ ତଥା ବିଶ୍ଵର ଅନେକ ଲୋକ ମାତୃ ଦିବସ ପାଳନ କରୁଛନ୍ତି। ବଲିଉଡ ସେଲିବ୍ରେଟିମାନେ ମଧ୍ୟ ଏହି ଦିନକୁ ନିଜ ମା ପାଇଁ ସ୍ୱତନ୍ତ୍ର କରିବାକୁ ଚାହିଁଛନ୍ତି। କରୀନା କପୁର ଖାନ ମଧ୍ୟ ତାଙ୍କ ଦୁଇ ପିଲାଙ୍କ ସହ…

mla
ବିଧାୟକଙ୍କ ଅଜବ ଯୁକ୍ତି, କହିଲେ- ପାଣି ସହ ଗୋମୁତ୍ର ମିଶାଇ ପିଇଲେ ହେବନି କରୋନା

ଲକ୍ଷ୍ନୌ: କରୋନା ମହାମାରୀ ବିରୋଧରେ ବିଶ୍ୱର ଅନେକ ଦେଶ ଲଢ଼େଇ ଜାରି ରଖିଛନ୍ତି। ଔଷଧ, ଇଞ୍ଜେକ୍ସନ, ଟିକାକୁ ନେଇ ଗବେଷଣା ହେଉଛି। ହେଲେ ଏହା ସତ୍ତ୍ୱେ ଏବେ ବି ବଞ୍ଚି ରହିଛି ଅନ୍ଧ ବିଶ୍ୱାସ ଓ ଅଜବ ଯୁକ୍ତି। ଉତ୍ତରପ୍ରଦେଶ ବଲିଆ…

Untitled-1
୨୫ ରାଜ୍ୟର ଗ୍ରାମାଞ୍ଚଳକୁ କେନ୍ଦ୍ରର ଅନୁଦାନ, ଓଡ଼ିଶା ପାଇବ…

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟର ପଞ୍ଚାୟତକୁ କେନ୍ଦ୍ର ସରକାର ୮ ହଜାର ୯୨୩ କୋଟି ୮୦ ଲକ୍ଷ ଟଙ୍କା ଦେଇଛନ୍ତି। ୨୫ ରାଜ୍ୟର ଗ୍ରାମାଞ୍ଚଳ ପାଇଁ ଏହି ରାଶି ଖର୍ଚ୍ଚ ହେବ। ଓଡ଼ିଶାକୁ ମିଳିବ ୩୩୩ କୋଟି ୮୦ ଲକ୍ଷ ଟଙ୍କା। ସବୁଠାରୁ…

himant
ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

  ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମା ନେତା ନିର୍ବାଚିତ ହିମନ୍ତ ବିଶ୍ୱଶର୍ମାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ସର୍ବାନନ୍ଦ ସୋନଓ୍ବାଲ  ଦିସପୁର : ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ  ହେବେ ହିମନ୍ତ ବିଶ୍ୱଶର୍ମା …