• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

500
ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ମିଳିବ ୫୦୦୦ ଟଙ୍କା

ଚଣ୍ଡୀଗଡ଼ : ଗରିବ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବାକୁ ଖଜାନା ଖୋଲିଦେଲେ ସରକାର । ଟଙ୍କା ଅଭାବରୁ ଯେପରି କୌଣସି ଗରିବ ବ୍ୟକ୍ତିର ଚିକିତ୍ସାରେ ସମସ୍ୟା ହେବନି, ସେଥିପାଇଁ ବିଶେଷ କାର୍ଯ୍ୟ ଯୋଜନା ଅନୁସାରେ ହରିୟାଣା ସରକାର ସହାୟତା ରାଶି ଘୋଷଣା…

delhi hospital
ଗୋଟିଏ ହସ୍ପିଟାଲ୍‌ରେ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ, ଆଖି ବୁଜିଲେ ଜଣେ ସିନିୟର ସର୍ଜନ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହସ୍ପିଟାଲ୍‌ରୁ ୮୦ ଜଣ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଜଣେ ସିନିୟର ସର୍ଜନଙ୍କ ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ରେ ଏତେ ସଂଖ୍ୟକ ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କ ପାଇଁ ଏହା ଚିନ୍ତାର…

corona updates
୪ ଦିନ ପରେ କରୋନାରୁ ମିଳିଲା ସାମାନ୍ୟ ଆଶ୍ଵସ୍ତି: ୪ ଲକ୍ଷରୁ କମିଲା ଦୈନିକ ସଂକ୍ରମଣ

୪ ଦିନ ପରେ ସାମାନ୍ୟ କମିଲା ସଂକ୍ରମଣ ଦିନକରେ ଚିହ୍ନଟ ହେଲେ ୩, ୬୬, ୩୧୭ ରୋଗୀ ଆଖି ବୁଜିଲେ ୩,୭୪୭ରୋଗୀ ସୁସ୍ଥ ହେଲେ ୩, ୫୩,୫୮୦ ଜଣ ନୂଆଦିଲ୍ଲୀ: ଦୀର୍ଘ ୪ ଦିନ ଧରି ଅଣାୟତ୍ତ କରିବା ପରେ କରୋନାର…

himant biswa sharma
ପ୍ରଥମେ ଓକିଲାତି ପରେ ରାଜନୀତି : ଆସାମର ନୂଆ ମୁଖ୍ୟମନ୍ତ୍ରୀଙ୍କ ପୂରା ରାଜନୈତିକ ଜୀବନୀ

ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ହିମନ୍ତ ବିଶ୍ୱଶର୍ମା ଛାତ୍ର ଜୀବନରୁ ରାଜନୀତି କରି ଆସିଛନ୍ତି । ୧୯୯୧-୯୨ରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରୁଥିବାବେଳେ ଆସାମର କଟନ କଲେଜ ୟୁନିଅନର ସାଧାରଣ ସଂପାଦକ ଭାବେ ବିଜୟୀ ହୋଇଥିଲେ । ପରେ…

black fungus
ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ ଚିହ୍ନଟ, କରୋନା ରୋଗୀଙ୍କଠାରେ ଚିହ୍ନଟ ପରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର: ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌(Black Fungus) ରୋଗ କରୋନା ରୋଗୀଙ୍କ ଠାରେ ଚିହ୍ନଟ ହୋଇଛି। କରୋନା ଆକ୍ରାନ୍ତ ପରେ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବା ଲୋକଙ୍କ ଠାରେ ଦେଖା ଦେଉଛି ବ୍ଲାକ୍‌…

firing
ଗର୍ଲଫ୍ରେଣ୍ଡର ଜନ୍ମଦିନ ପାର୍ଟିରେ ଆଖିବୁଜା ଗୁଳିିଚାଳନା, ନିଜକୁ ଗୁଳିମାରି ଆତ୍ମହତ୍ୟା କଲା ପ୍ରେମୀ

ୱାଶିଂଟନ : ନାଚଗୀତର ଆସର ଥିଲା, ଜନ୍ମଦିନ ପାର୍ଟିରେ ମସଗୁଲ ଥିଲେ ଲୋକେ । ଆଉ ଏତିକି ବେଳେ ହତିଆର ଧରି ପଶିଆସିଥିଲେ ଯୁବକ । ଆଉ କିଛି ମୁହୂର୍ତ୍ତ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇଗଲା । ଆମେରିକାର କୋଲୋରାଡୋରେ…

comando
ଭେଣ୍ଟିଲେଟର ମିଳିଲାନି, ଛଟପଟ ହୋଇ ଆଖି ବୁଜିଲେ କରୋନା ଆକ୍ରାନ୍ତ ଏନଏସଜି କମାଣ୍ଡୋ

ଭେଣ୍ଟିଲେଟର ଖୋଜୁ ଖୋଜୁ ଆଖି ବୁଜିଦେଲେ କରୋନା ଆକ୍ରାନ୍ତ ବରିଷ୍ଠ କମାଣ୍ଡୋ

corona deaths
୨୪ ଘଣ୍ଟାରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା, ରାୟଗଡ଼ା, କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏ, ପୁରୀ ଜିଲ୍ଲାରୁ ୨, ଅନୁଗୁଳ,…

himant
ଆଜି ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ:  ଆସାମର ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ହିମନ୍ତ ବିଶ୍ୱଶର୍ମା ଆଜି ଶପଥଗ୍ରହଣ କରିବେ । ମଧ୍ୟାହ୍ନ ୧୨ଟାରେ ଶଙ୍କରଦେବ କଳାକ୍ଷେତ୍ରରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଜଗଦୀଶ ମୁଖି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ହିମନ୍ତଙ୍କ…

corona
ଆଜି ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୧୦ ହଜାର ଉପରେ ରହିଛି ସଂକ୍ରମଣ । ଗତକାଲି ୧୦,୬୫୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୧୦,୦୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ…

dharmendra-pradhan
କୋଭିଡ୍ ହସ୍ପିଟାଲକୁ ସହଯୋଗ ପାଇଁ ବୀନା ରିଫାଇନାରୀ ପ୍ରତିଶ୍ରୁତିବଦ୍ଧ: ଧର୍ମେନ୍ଦ୍ର

ଭୁବନେଶ୍ୱର ୨ ଦିନିଆ ମଧ୍ୟପ୍ରଦେଶ ଗସ୍ତରେ ଯାଇ ବିନା ରିଫାଇନାରୀ ନିକଟରେ ନିର୍ମାଣାଧୀନ ହଜାରେ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ମହାମାରୀର ମୁକାବିଲା ପାଇଁ ମଧ୍ୟପ୍ରଦେଶରେ ନିଆଯାଉଥିବା ପଦକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ ଏବଂ…

sourav ganguly
ଅବଶିଷ୍ଟ IPL ମ୍ୟାଚ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ବୟାନ, କହିଲେ ୨୫୦୦ କୋଟି କ୍ଷତି ହୋଇପାରେ

ଅବଶିଷ୍ଟ ମ୍ୟାଚ୍‌ ଖେଳା ନଗଲେ ୨୫୦୦ କୋଟି ଟଙ୍କା କ୍ଷତି ହେବ

maa
ଅନ୍ତର୍ଜାତୀୟ ମାତୃ ଦିବସକୁ କିଏ କେମିତି ପାଳୁଛି?

ସେ ଜନ୍ମଦାତ୍ରୀ, ପାଳନ କର୍ତ୍ତୀ ଆଉ ସର୍ବଂସହା। ଜୀବନ ତାରିଠୁ ଆରମ୍ଭ, ଆଉ ତା ବିନା ଜୀବନର ମାନେ ନାହିଁ ବିକଳ୍ପ କି ତୁଳନା ନଥିବା ସେ ଶବ୍ଦର ନାଁ ମାଆ

IAN Chhapell
IPL ୨୦୨୧ ପରେ ଭାରତରେ ବାତିଲ ହୋଇପାରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌

ନୂଆଦିଲ୍ଲୀ: ଭାରତରେ ଖେଳାଯିବନି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ସିନିୟର କ୍ରିକେଟର ଇଆନ୍‌ ଚାପେଲ । ସେ କହିଛନ୍ତି କରୋନା ମହାମାରୀ କାରଣରୁ ଯେଭଳି ଭାବେ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଗଲା । ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ…

Corona Virus
ଦାହ ପାଇଁ ଲାଇନ୍‌ ଲଗାଉଛନ୍ତି ଶବ....

ଭୟଙ୍କର ହେଉଛି ମେ। କରୋନା ସଂକ୍ରମଣ ସାଙ୍ଗକୁ ହୁ ହୁ ବଢୁଛି କରୋନା ମୃତକଙ୍କ ସଂଖ୍ୟା। ସ୍ଥିତି ଏମିତି ଯେ, ସରକାରୀ ତଥ୍ୟ ଅନୁଯାୟୀ ଦ୍ୱିତୀୟ ଲହର ତାର ଘାତକ ରୂପ ଦେଖାଇବା ପରଠୁ ଏପ୍ରିଲ୍ ମାସରେ ଯେଉଁଠି ୧୨୨ ଜଣଙ୍କ ମୃତ୍ୟୁ ହୋଇଥିଲା, ସେଠି ମେ ମାସର ପ୍ରଥମ ୯ ଦିନରେ ଗଲାଣି ୧୩୭ ଜୀବନ।

Corona
ସ୍ଥିତି ଗମ୍ଭୀର: ଭୟଙ୍କର ଭାବରେ ମାଡ଼ି ଚାଲିଛି କରୋନା, କେବେ ଲାଗିବ ମହାମାରୀରେ ବ୍ରେକ୍‌?

କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା ସେଇୟା ହିଁ ହେଉଛି । ସମସ୍ତ କଟକଣା ସତ୍ତ୍ୱେ ମାଡ଼ିଚାଲିଛି ମହାମାରୀ। ଜାରି ରହିଥିବା ଦୈନିକ ୧୦ ହଜାର ସଂକ୍ରମଣର ଟ୍ରେଣ୍ଡ ତଳକୁ ଖସିବାର ନାଁ ଧରୁନି।

himant biswasarma
ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ଆସାମର ମୁଖ୍ୟମନ୍ତ୍ରୀ।

ଗୌହାଟି: ଉତ୍ତର-ପୂର୍ବର ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଆସାମରେ ନେତୃତ୍ୱ ପରିବର୍ତ୍ତନ। ସର୍ବାନନ୍ଦ ସୋନଓ୍ୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ୱଶର୍ମା ହେବେ ମୁଖ୍ୟମନ୍ତ୍ରୀ। ଗୌହାଟୀରେ ବସିଥିବା ବିଧାୟକ ଦଳ ବୈଠକରେ ସୋନଓ୍ୱାଲ, ବିଶ୍ୱଶର୍ମାଙ୍କ ନାଁ ସୁପାରିଶ କରିଥିଲେ, ଯାହା ସର୍ବସମ୍ମତିରେ ଅନୁମୋଦିତ ହୋଇଛି। ବିଧାୟକ ଦଳ…

giraf
ଲଜ୍ଜା ! କରୋନା ମୃତକଙ୍କ କଫିନ ଓ ପୋଷାକ ଚୋରାଇ ଚାଲିଛି ବେପାର, ୭ ଗିରଫ

ବାଗପତ:  କରୋନା ଭାଇରସର ଦ୍ଵିତୀୟ ଲହରର ପ୍ରକୋପ ଦେଶବାସୀଙ୍କ ଦୃହୟକୁ ଥରାଇ ଦେଇଛି । ଗୋଟିଏ ପରେ ଗୋଟିଏ ପରିଜନକୁ ହରାଇ ଯେମିତି ସାରା ଦେଶ କାନ୍ଦୁଛି । ଜୁଇରୁ ନିଆଁ ଲିଭୁନି କି ଆଖିରୁ ଲୁହ ଶୁଖୁନି । ଏପରି…

actor.11JPG
‘ଉପଯୁକ୍ତ ଚିକିତ୍ସା ମିଳୁନି... ଖୁବ୍‌ ଶୀଘ୍ର ଜନ୍ମନେବି’ ଫେସବୁକରେ ଏମିତି ପୋଷ୍ଟ କରିବା ପରେ ଆଖିବୁଜିଲେ ଅଭିନେତା ରାହୁଲ

ନୂଆଦିଲ୍ଲୀ: ଅଭିନେତା ରାହୁଲ ବୋହରା ଦୀର୍ଘଦିନ ଧରି ମହାମାରୀ କରୋନା ଭାଇରସ ସହ ଲଢିବା ପରେ ଶେଷରେ ହାରି ଯାଇଛନ୍ତି । ନେଟଫ୍ଲିକ୍ସ ଫିଲ୍ମ ଅନଫ୍ରିଡମ୍‌ (Unfreedom) ରେ ଦେଖିବାକୁ ମିଳିଥିବା ଅଭିନେତା ରାହୁଲ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଲୋକଙ୍କୁ…

kangna
ଇମୋସ୍ନାଲ ହେଲେ କଙ୍ଗନା, ମା’ଙ୍କ କଳା-ଧଳା ଫଟୋ ସେୟାର କଲେ.. ଭାଇରାଲ ହେଲା

ନୂଆଦିଲ୍ଲୀ: ମାତୃ ଦିବସ ଅବସରରେ ବଲିଉଡ୍‌ କୁଇନ୍‌ କଙ୍ଗନା ରଣାୱତ ତାଙ୍କ ମା’ଙ୍କୁ ମନେ ପକାଇ ଅତ୍ୟନ୍ତ ଇମୋସନାଲ ହୋଇପଡ଼ିଛନ୍ତି । ଅଭିନେତ୍ରୀ କଙ୍ଗନା ତାଙ୍କ ମା’ଙ୍କ ଏକ ପୁରୁଣା ଫଟୋ ସେୟାର କରି ହୃଦୟର ଭାବନା ପ୍ରକାଶ କରିଛନ୍ତି ।…

dog and police
ରାତି ଡ୍ୟୁଟି ବେଳେ ପଶୁର ମନ କଥା ଜାଣିପାରିଲେ ପୋଲିସ !

ଗୋଟିଏ ପଟେ କରୋନା, ଅନ୍ୟପଟେ ଡହଡହ ଖରାରେ କାମ କରୁଛନ୍ତି ପୋଲିସ୍ । ପୋଲିସ ନୁହଁନ୍ତି ବରଂ ସେମାନେ ଜଣେ ଜଣେ କରୋନା ଯୋଦ୍ଧା । ମହାମାରୀର କରାଳ ରୂପକୁ ଖାତିର ନକରି ଦିନରାତି ଅହରହ କାମ କରୁଥିବା ସେଇ ଯୋଦ୍ଧା…

BJP MLA Pappu Lodhi
ବିକଟାଳ ସ୍ୱାସ୍ଥ୍ୟ ସେବା ! ବିଧାୟକଙ୍କ ପତ୍ନୀଙ୍କୁ ମିଳିଲାନି ବେଡ୍‌, ୩ ଘଣ୍ଟା ଚଟାଣରେ ଶୋଇଲେ..

ଆଗ୍ରା: ଉତ୍ତରପ୍ରଦେଶ, ଫିରୋଜାବାଦ ଜିଲ୍ଲାର ଜସନାର ବିଧାୟକ ରାମ ଗୋପାଳ ତଥା ପପୁ ଲୋଧି ଏକ ବଡ଼ ଅଭିଯୋଗ ଆଣିଛନ୍ତି । ଏସଏନ ମେଡିକାଲ କଲେଜରେ କରୋନା କାଳରେ ରୋଗୀଙ୍କ ପ୍ରତି ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ସେ…