• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

mariyam-nawaj
ମରିୟମଙ୍କ ବାଥରୁମ୍‌ରେ ଲାଗିଥିଲା କ୍ୟାମେରା

ସ୍‌ଲାମାବାଦ: ଚୌଧୁରୀ ସୁଗାର ମିଲ୍‌ ଘଟଣାରେ ଗିରଫ୍ ହୋଇ ଜେଲ୍‌ରେ ଥିବା ବେଳେ ସମ୍ମୁଖୀନ ହୋଇଥିବା ଅସୁବିଧା ସମ୍ପର୍କରେ ଖୁଲାସା କରିଛନ୍ତି ପାକିସ୍ତାନ ମୁସ୍‌ଲିମ ଲିଗ୍‌ ନାୱାଜ୍ ଦଳର ଅଧ୍ୟକ୍ଷା ମରିୟମ ନୱାଜ୍‌। ସେ ରହୁଥିବା ଜେଲ୍‌ କୋଠରୀ ଓ ବାଥ୍‌ରୁମ୍‌ରେ କ୍ୟାମେରା ଲଗାଯାଇଥିଲା ବୋଲି କହିଛନ୍ତି ମରିୟମ। ଏକ ନିୟୋ ନ୍ୟୁଜ୍‌କୁ ଦେଇଥିବା ଏକ ସାକ୍ଷାତକାର ଏଭଳି ଖୁଲାସା କରିଛନ୍ତି ମରିୟମ। ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ ମୁଁ ଦୁଇଥର ଜେଲ୍ […]

pr
ଭାଣିଜୀ ସହ ଦ୍ୱିତୀୟ ବିବାହ କରିବେ ପ୍ରଭୁଦେବା!

ମୁମ୍ବାଇ: ବଲିଉଡ୍‌ ତଥା ସାଉଥ୍‌ ଫିଲ୍ମ ଜଗତର ଲୋକପ୍ରିୟ କୋରିଓଗ୍ରାଫର ପ୍ରଭୁଦେବା ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ହେବ ପତ୍ନୀଙ୍କଠାରୁ ଛାଡପତ୍ର ନେଇଥିବା ପ୍ରଭୁ ଏବେ ତାଙ୍କ ଭାଣିଜୀଙ୍କ ସହ ରିଲେସନ୍‌ସିପ୍‌ରେ ଥିବା ଶୁଣିବାକୁ ମିଳୁଛି। ଖୁବ୍‌ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ୨୦୧୧ରେ ପତ୍ନୀ ହେମଲତାଙ୍କଠାରୁ ପ୍ରଭୁ ଛାଡପତ୍ର ନେଇଥିଲେ। ହେମଲତା ଏବଂ ପ୍ରଭୁଙ୍କର ୩ଟି ସନ୍ତାନ ଥିଲେ। ୨୦୦୮ରେ ବଡପୁଅ କ୍ୟାନସର୍‌ରେ ମୃତ୍ୟୁ ବରଣ କରିବା ପରେ […]

rahul-gandhi
ବାରାକ ଓମାବାଙ୍କ ଜୀବନୀ ପୁସ୍ତକରେ ରାହୁଲ ଗାନ୍ଧିଙ୍କ ବିଷୟରେ ଲେଖା ହୋଇଛି ଏମିତି କଥା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଭୟାଳୁ ଓ ଅପରିପକ୍ୱ ସେ ପିଲାଳିଆମୀ ବ୍ୟବହାର କରୁଛନ୍ତି। ତାଙ୍କଠାରେ ଦକ୍ଷତା ନଥିଲେ ମଧ୍ୟ ସେ ପିଲାଙ୍କ ପରି ଶିକ୍ଷକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ଜୀବନୀ ପୁସ୍ତିକାରେ ରାହୁଲ ଗାନ୍ଧିଙ୍କୁ ଏଭଳି ଢଙ୍ଗରେ ଚିତ୍ରଣ କରିଛନ୍ତି। ଅନ୍ୟପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଓବାମା ଭୁରି ଭୁରି ପ୍ରଶଂସା କରିଛନ୍ତି।  ଓବାମାଙ୍କ ଜୀବନୀକୁ ନେଇ ଲିଖିତ ପୁସ୍ତକ ଏ ପ୍ରୋମିଜଡ୍ […]

krunal-[andya
କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍‌ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍‌ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍‌ଆଇ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଏତେ ପରିମାଣରେ ସୁନା ଆଣିଥିବାରୁ ତାଙ୍କ ଉପରେ ଫାଇନ୍‌ ଲଗାଯାଇଥିବା ବେଳେ ଘଡ଼ି ଗୁଡ଼ିକ ଜବତ କରାଯାଇଥିଲା। ମାମଲା କଷ୍ଟମ ବିଭାଗକୁ […]

pakistan-timeing
ଭାରତର କଡ଼ା ଜବାବରେ ୭ରୁ ୮ ପାକିସ୍ତାନ ଯବାନ ମୃତ

ଶ୍ରୀନଗର: ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନରେ ୩ ଯବାନ ସହିତ ହୋଇଥିବା ବେଳେ ୪ ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଯାଇଛି।  ଗୁରବାର ଉତ୍ତର କାଶ୍ମୀରର ଏଲ୍‌ଓସିରେକୁ ଲାଗିଥିବା ୩ଟି ସେକ୍ଟରରେ ପକିସ୍ତାନ ସେନା ଆଖିବୁଜା ଗୁଳି ଚଳାଇଥିଲା।  ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଜଣେ ବିଏସ୍‌ଏଫ୍‌ ଏସ୍‌ଆଇ ଥିଲେ। ତେବେ ପାକିସ୍ତାନର ଅସ୍ତ୍ରବିରତୀ ଉଲ୍ଲଙ୍ଘନର ଦୃଢ଼ ଜବାବ ଦେଇଛି ଭାରଚ। ସେନାର ଜବାବୀ ଆକ୍ରମଣରେ ପାକିସ୍ତାନର ୭ରୁ ୮ ଯବାନଙ୍କ ମୃତ୍ୟୁ ହୋଇଛି। ଏନେଇ ସେନା […]

ayodhya
ରଙ୍ଗବେରଙ୍ଗର ଆଲୋକମାଳାରେ ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା

ଲକ୍ଷ୍ନୌ: ସଜେଇ ହୋଇଛି ଶ୍ରୀରାମଙ୍କ ନଗରୀ ଅଯୋଧ୍ୟା। ଦୀପାବଳି ପୂର୍ବରୁ ବିଭିନ୍ନ ରଙ୍ଗବେରଙ୍ଗରେ ଆଲୋକିତ ହୋଇଛି ଅଯୋଧ୍ୟା। ଯୁଆଡ଼େ ଦେଖିବେ ସିଆଡ଼େ ରାମଙ୍କ ସ୍ମୃତି ଚାରଣ, ବୀରତ୍ୱର ପ୍ରତିକ। ରାମ ଚରିତ ମାନସର ବିଭିନ୍ନ କାହାଣୀକୁ ଆଲୋକରେ ଲୋକଙ୍କୁ ଦର୍ଶା ଯାଇଛି। ସରଯୁ ନଦୀ କୂଳରେ ସ୍ୱତନ୍ତ୍ର ଆୟୋଜନ ହୋଇଛି। ନଦୀରେ ସ୍ୱତନ୍ତ୍ର ଅଳତୀ ଓ ଦୀପତ୍ସୋବ ପାଇଁ ବିଶେଷ ଆୟୋଜନ ହୋଇଛି। ଏଥର ସରଯୁ ନଦୀ କୂଳ ରାମ୍‌ କି ପେଡ଼ିରେ ୫ ଲକ୍ଷ ୫୧ […]

vaccine
ଭାରତ ପାଇଁ ଆମେରିକା, ଋଷ ଭାକ୍ସିନ ଉପଯୋଗୀ ହେବ ତ ?

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ମହାମାରୀ । ଆଶା କରାଯାଉଥିଲା ସଂକ୍ରମଣ ଶୀର୍ଷରେ ପହଞ୍ଚିବା ପରେ ଆପେ ଆପେ କମିଯିବ । ମାତ୍ର ତାହା ହୋଇନି । ପ୍ରଥମ, ଦ୍ୱିତୀୟ ପର୍ଯ୍ୟାୟ ପରେ ଏବେ କାୟା ମେଲାଉଛି ତୃତୀୟ ପର୍ଯ୍ୟାୟ ସଂକ୍ରମଣ । ତେଣୁ ମାନବ ଜାତିକୁ କରୋନା କବଳରୁ ମୁକ୍ତି ଦେବାକୁ ହେଲେ ଟିକା ହିଁ ଏକମାତ୍ର ବିକଳ୍ପ କୁହାଯାଉଛି। ଆମେରିକୀୟ କଂପାନୀ ଫାଇଜର ପରେ ନିଜ ଟିକା ସ୍ଫୁଟନିକ ବି ଭଲ କାମ କରୁଛି […]

border
ସୀମାରେ ପାକ୍‌ ସେନା ପକ୍ଷରୁ ଗୁଳି, ମୋର୍ଟାର ମାଡ଼, ହାଇ ଆଲର୍ଟ ଜାରି

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାପରେ ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି। ଭାରତୀୟ ଯବାନଙ୍କ ପ୍ରତି ଆକ୍ରମଣରେ ଅତି କମରେ ୭ଜଣ ପାକିସ୍ତାନୀ ସେନା  ନିହତ ହେବାପରେ ସୀମାନ୍ତରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ପାକିସ୍ତାନ ପକ୍ଷରୁ ଲଗାତାର ଗୁଳିମାଡ ଜାରି ରହିଛି। ପାକ ସେନାପକ୍ଷରୁ ମୋର୍ଟାର ମାଡ କରିବା ସହ ତୋପ ବ୍ୟବହାର କରୁଛି। ପରିସ୍ଥିତିକୁ ଦେଖି ଭାରତୀୟ ସେନା ପକ୍ଷରୁ ସୀମାନ୍ତରେ ହାଇ ଆଲର୍ଟ ଜାରି କରାଯାଇଛି। ପାକିସ୍ତାନର ଗୁଳିମାଡରେ […]

fish-1111
ଆକାଶ କଇଁଆ...ପାଲଟି ଯିବନି ତ ଅଙ୍ଗନବାଡିର ଚୂନା ମାଛ !

ଭୁବନେଶ୍ୱର: ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ଚୂନା ମାଛ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି  । ଏହାକୁ ଲାଗୁ କରିବାକୁ ସରକାରଙ୍କୁ ଆନ୍ତରିକତାର ସହ କାମ କରିବାକୁ ପଡିବ । ନଚେତ ଏହା କେବଳ ଘୋଷଣା ସର୍ବସ୍ୱ ହୋଇ ରହିଯିବ । ତେବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଆଗରେ ଯେଉଁ ଚାଲେଞ୍ଜ ରହିଛି ତାହାକୁ ସାମ୍ନା କରିପାରିବେ ତ ? ରାଜ୍ୟ ସରକାର ଅଙ୍ଗନବାଡି କେନ୍ଦ୍ରର ୩ ରୁ ୬ ବର୍ଷ ବୟସର […]