ଶ୍ରୀନଗର: ଗୃହମନ୍ତ୍ରୀ ଅମିତ୍ ଶାହଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ଯାହା ପରେ ରବିବାର ତାଙ୍କୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂରା ଦେଶ ଏବେ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହା ମଧ୍ୟରେ ଜାମ୍ମୁ ଓ କାଶ୍ମୀରର ବିଜେପି ନେତା ଗୁଫତାର ଅହମ୍ମଦ ଅମିତ୍ ଶାହଙ୍କ ସୁସ୍ଥ ହେବା ପାଇଁ ଏକ ବଡ଼ ତ୍ୟାଗ କରିବାକୁ ଘୋଷଣା କରିଛନ୍ତି। ବିଜେପିର ଏହି ନେତା ଏକ ଭିଡିଓ ଜାରି କରି କହିଛନ୍ତି ଯେ […]
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଗତ କିଛି ଦିନ ହେବ, ଦୈନିକ ୫୦ହଜାରରୁ ଅଧିକ ପଜିଟିଭ୍ ମାମଲା ସାମ୍ନାକୁ ଆସୁଛି। ଏହା ମଧ୍ୟରେ କରୋନା ଭ୍ୟାକସିନ୍ ବାହାର କରିବା ପାଇଁ ସାରା ଦୁନିଆରେ ଦ୍ରୁତ ଗତିରେ କାମ ଜାରି ରହିଛି। ଏହିକ୍ରମରେ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ପକ୍ଷରୁ ଅନୁମତି […]
ନୂଆଦିଲ୍ଲୀ: ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଲାଗି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ପକ୍ଷରୁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶିତ ହୋଇଛି। ଆସନ୍ତା ୮ ସପ୍ତାହ ଲାଗି ଏହି ଶିକ୍ଷା କ୍ୟାଲେଣ୍ଡରରେ ଅନଲାଇନ୍ ପାଠପଢ଼ା ବେଳେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଇଁ ବିସ୍ତୃତ ଗାଇଡଲାଇନ୍ ରହିଛି। ପିଲାଙ୍କୁ ଶିକ୍ଷା ପ୍ରଦାନ ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନେ ବୈଷୟିକ ଜ୍ଞାନକୌଶଳ ଓ ସୋସିଆଲ ମିଡିଆର କିଭଳି ବ୍ୟବହାର କରିବେ, ସେ ନେଇ ଜାତୀୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନ NCERT ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। […]
କାବୁଲ: ଆଫଗାନିସ୍ତାନର ଗୋଟିଏ ଜେଲରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ ଓ ବନ୍ଧୁକଧାରୀ ଆଖିବୁଜା ଗୁଳିବର୍ଷା କରିଛନ୍ତି। ଯେଉଁଥିରେ ୨୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ଜଣରୁ ଅଧିକ ଆହତ ହୋଇଛି। ଏହି ଆକ୍ରମଣ ପାଇଁ ବିଦ୍ରୋହୀ ସଂଗଠନ ଆଇଏସଆଇଏଲ ନିଜକୁ ଦାୟୀ କରିଛି। ଆଫଗାନିସ୍ତାନର ଜଲାଲାବାଦଠାରେ ରବିବାର ସନ୍ଧ୍ୟାରେ ଆଫଗାନିସ୍ତାନ ସୁରକ୍ଷାବଳ ଏବଂ ଆତଙ୍କୀଙ୍କ ମଧ୍ୟରେ ଜବରଦସ୍ତ ସଂଖର୍ଷ ହୋଇଥିଲା। ଯାହା ଫଳରେ ଉଭୟ ପାର୍ଶ୍ୱରେ ଗୁଳି ବିନିମୟ ଜାରି ରହିଥିଲା। ଏହି ଆକ୍ରମଣରେ କଏଦୀଙ୍କ […]
ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବାପା କେ. କେ ସିଂଙ୍କ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛି ମୁମ୍ବାଇ ପୋଲିସ। ବାନ୍ଦ୍ରା ପୁଲିସ୍ ନିକଟରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି। ଫେବ୍ରୁଆରୀ ୨୫ ତାରିଖରେ ସୁଶାନ୍ତଙ୍କ ପରିବାର ଲୋକେ ବାନ୍ଦ୍ରା ପୋଲିସ ନିକଟରେ ଏକ ଲିଖିତ ଅଭିଯୋଗ କରିଥିବା ନେଇ ସୁଶାନ୍ତଙ୍କ ବାପା ଗତକାଲି ଏକ ବିବୃତ୍ତି ଦେଇଥିଲେ। ଯାହାର ଉତ୍ତର ରଖି ଏପରି ସ୍ପଷ୍ଟୀକରଣ ଦେଇଛି ମୁମ୍ବାଇ ପୁଲିସ। ତେବେ ସୁଶାନ୍ତଙ୍କ ଭିଣୋଇ ଓପି ସିଂ […]
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କ୍ୱାରେଣ୍ଟିନ୍ରେ ରହିବାକୁ ପରାମର୍ଶ ଦେଇଛନ୍ତି ସିଦ୍ଦରମୈୟା। ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ କରୋନା ସତର୍କତା ପାଇଁ ଡାକ୍ତରଖାନାରେ ମଧ୍ୟ ଆଡ୍ମିସନ ହୋଇଛି। ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ଶରୀରରେ […]
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ, ସାରା ବିଶ୍ୱରେ ଏବେ ୧୬୫ରୁ ଅଧିକ କରୋନା ଭ୍ୟାକସିନ ପ୍ରସ୍ତୁତ ହେଉଛି। ଏହା ମଧ୍ୟରୁ କେତେକ ଭ୍ୟାକସିନ ପ୍ରି କ୍ଲିନିକାଲ୍ ଟ୍ରାଏଲ୍ ଷ୍ଟେଜରେ ଥିବାବେଳେ କେତେକ ଭ୍ୟାକସିନ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ଟ୍ରାଏଲରେ ଅଛି । ସେପଟେ ରୁଷିଆ କିଛି ସପ୍ତାହ ମଧ୍ୟରେ ଭ୍ୟାକସିନ ମାର୍କେଟକୁ ଛାଡ଼ିବ ବୋଲି ଦାବି କରିଛି । ଆସନ୍ତା ମାସ ସୁଦ୍ଧା ଭ୍ୟାକସିନର ମାସ୍ ପ୍ରଡକସନ କରି ସାରା ବିଶ୍ୱକୁ […]
ଇସ୍ଲାମବାଦ୍: ଗୁଇନ୍ଦାଗିରି ଅଭିଯୋଗରେ ପାକିସ୍ତାନରେ ମୃତ୍ୟୁ ଦଣ୍ଡାଦେଶ ପାଇ ଜେଲରେ ଥିବା ଭାରତର ପୂର୍ବତନ ନୈସେନା ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ନିଜର ପକ୍ଷ ରଖିବା ପାଇଁ ଭାରତ ଓକିଲ ଦେଇ ପାରିବ ବୋଲି ପାକିସ୍ତାନ କୋର୍ଟ ସୋମବାର ଅନୁମତି ଦେଇଛନ୍ତି। ସୋମବାର ଇସ୍ଲାମବାଦ୍ ହାଇ କୋର୍ଟ ପରିସରରେ ମିଡିଆକୁ ଏ ସମ୍ପର୍କରେ ସୂଚନା ଦେଇ ଆଟର୍ଣ୍ଣି ଜେନେରାଲ ଜାଭେଦ ଖାନ କହିଛନ୍ତି, ଭାରତ ଚାହିଁଲେ କୁଳଭୂଷଣ ମାମଲାରେ ଓକିଲ ରଖି ପାରିବ। ମାତ୍ର ଭାରତୀୟ ଓକିଲ […]
ନୂଆଦିଲ୍ଲୀ: ଏବେ ସବୁଦିନ ଦେଶରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ତାଳ ଦେଇ ବଢ଼ି ଚାଲିଛି। ଆଜି ଦେଶରେ ଦିନକରେ ୫୨,୦୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୦୩ ଜଣଙ୍କର ମୃତ୍ୟୁ ହୋଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ହଜାର ୯୩୮କୁ ବୃଦ୍ଧି ପାଇଛି। ମୋଟ […]
ଭୁବନେଶ୍ୱର: ଜୁଲାଇ ୬ ତାରିଖରୁ ସମସ୍ତେ କଲେଜ ଓ ବିଶ୍ୱବିଦ୍ୟାଳୟ ଟିଚିଂ ଓ ନନଟିଚିଂ ଷ୍ଟାଫଙ୍କୁ କଲେଜ ଆସିବାକୁ ନିର୍ଦ୍ଦେଶ ପୂର୍ବରୁଦନମରଂ କୋଭିଡ ପାଇଁ ଜାରି ୫୦% ଷ୍ଟାଫଙ୍କୁ ନେଇ ରୋଷ୍ଟର ଡ୍ୟୁଟି ପ୍ରତ୍ୟାହାର ଆଗକୁ UG/PG ପରୀକ୍ଷା ଥିବାରୁ ସମସ୍ତ…
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍ ମାମଲାର ସିବିଆଇ ଯାଞ୍ଚ ଦାବି ଜୋର ଧରିଛି। ବିଭିନ୍ନ ଆଡୁ ଚାପ ପଡ଼ିବା ପରେ ବିହାର ସରକାର CBI ଯାଞ୍ଚ ପାଇଁ ସୁପାରିଶ କରିଛନ୍ତି। ନୀତିଶ କୁମାର ମଙ୍ଗଳବାର କହିଛନ୍ତି, ସୁଶାନ୍ତଙ୍କ ପରିବାର ଲୋକ ଏବଂ ତାଙ୍କର ବାପା ମାମଲାର CBI ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପରି ଘୋଷଣା କରିଛନ୍ତି। ଅନ୍ୟପକ୍ଷେ ସୁଶାନ୍ତ ସିଂ ମୃତ୍ୟୁ ମାମଲାର ଯାଞ୍ଚ ଭାର ସିବିଆଇକୁ ଦିଆଯାଉ […]
ଉମ୍ବାଇ: ପୁଣିଥରେ ଜଳମଗ୍ନ ହେଲା ମୁମ୍ବାଇ ସହର। ପ୍ରବଳ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। ତଳିଆ ଅଞ୍ଚଳରେ ଅଣ୍ଟା ଯାଏ ପାଣି ଚାଲୁଥିବାରୁ ଲୋକେ ଯାଆସ କରିବାରେ ସମସ୍ୟା ଭୋଗୁଛନ୍ତି। ବିଗତ ୧୦ ଘଣ୍ଟା ଧରି ମୁମ୍ବାଇରେ ମୁଶଳ ଧାରାରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ଓ ଥାନେ ପାଇଁ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆହୁରି ଦୁଇଦିନ ଧରି ବର୍ଷା ଲାଗି […]
ଅଯୋଧ୍ୟା : ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଆସନ୍ତା କାଲି ହେବ ଭୂମି ପୂଜନ। ଏହି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ଚଳଚଞ୍ଚଳ ସାରା ଅଯୋଧ୍ୟା। ଆଜିଠାରୁ ଅଯୋଧ୍ୟାର ହନୁମାନଗଡ଼ି ମନ୍ଦିରରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସକାଳରୁ ୮ଟାରୁ ରାମ ଅର୍ଚ୍ଚନା ପୂଜା କାର୍ଯ୍ୟକ୍ରମ ସହ ହନୁମାନଗଡ଼ି ମନ୍ଦିରରୁ ପୂଜା ଆରମ୍ଭ ହୋଇଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯେଉଁମାନଙ୍କୁ […]
ଛତିଶଗଡ଼: ଛତିଶଗଡ଼ରେ ପୋଲିସର ନିର୍ଦ୍ଦୟତା ଦେଖିବାକୁ ମିଳିଛି। ଯେଉଁଠାରେ ଜଣେ ଅସୁସ୍ଥ ମହିଳାଙ୍କୁ ଡାକ୍ତରଖାନା ନେବାକୁ ପୋଲିସ ଛାଡ଼ିନଥିଲା। ଯାହାଦ୍ୱାରା ରାସ୍ତାରେ ହିଁ ମହିଳା ଜଣଙ୍କ ପ୍ରାଣ ହରାଇଥିଲେ। ଛତିଶଗଡ଼ର ବଳରାମପୁରର ଜଣେ ବ୍ୟକ୍ତି ନିଜ ପତ୍ନୀର ଦେହ ଖରାପ କହି ପୋଲିସ ଆଗରେ ବାରମ୍ୱାର ନିବେଦନ କରିଥିଲେ। ଏମିତିକି ବ୍ୟକ୍ତି ଜଣଙ୍କ ହସ୍ପିଟାଲର ସ୍ଲିପ୍ ମଧ୍ୟ ଦେଖାଇଥିଲେ, ତଥାପି ପୋଲିସ ବ୍ୟକ୍ତିଙ୍କ ଗାଡ଼ିକୁ ଆଗକୁ ଛାଡ଼ିନଥିଲା। ପୋଲିସି ବ୍ୟକ୍ତିଙ୍କୁ ପାସ୍ ମାଗିଥିଲା। ପାସ୍ ନ ଦେଇପରିବା […]
ମୁମ୍ବାଇ: ମୁମ୍ବାଇରେ ଜୋର ଜବରଦସ୍ତି କ୍ୱାରେଣ୍ଟିନ୍ରେ ରଖାଯାଇଥିବା ପାଟନା ଏସ୍ପି ବିନୟ ତିଓ୍ୱାରୀଙ୍କୁ ତୁରନ୍ତ ଛଡ଼ା ଯାଉ ବୋଲି ବିଏମ୍ସିକୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି । ବିଏମ୍ସି କମିଶନର ଇକବାଲ ସିଂ ଚହଲଙ୍କୁ ପତ୍ର ଲେଖିଛନ୍ତି ପାଟନା ରେଞ୍ଜ ଆଇଜି ସଞ୍ଜୟ ସିଂହ। ଯେଉଁଥିରେ ସେ ଉଲ୍ଲେଖ କରିଛନ୍ତି, ଏହା ଦ୍ୱାରା ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜୁଛି। ଗତକାଲି ନିଜେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ମୁମ୍ବାଇରେ ପାଟ୍ନା ଏସ୍ପିଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନ୍ରେ […]
ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନ୍ ଜିଲ୍ଲାରେ ୧୦୩ ବର୍ଷର ଜଣେ ବୃଦ୍ଧା କରୋନାକୁ ମାତ୍ ଦେଇଛନ୍ତି। ବୃଦ୍ଧା ଜଣଙ୍କ ଆଗରୁ ଗର୍ଭାଶୟ କ୍ୟାନ୍ସର ରୋଗରେ ପୀଡ଼ିତ ମଧ୍ୟ ଥିଲେ। ଚିକିତ୍ସିତ ହେଉଥିବା ବୃଦ୍ଧାଙ୍କ ଡାକ୍ତରଙ୍କ କହିବା ଅନୁଯାୟୀ, ‘ବଦୱା ସହରରେ ରହୁଥିବା ବୃଦ୍ଧା ରୁକ୍ମିଣୀ ଚୌହାନ ଗତ ଜୁଲାଇ ୨୧ରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ବୃଦ୍ଧାଙ୍କ ଶରୀରରେ ମହାମାରୀର କୌଣସି ଲକ୍ଷଣ ଦେଖାଯାଇନଥିଲା। ଏନେଇ ବୃଦ୍ଧାଙ୍କୁ ଚିକିତ୍ସା ପାଇଁ ହୋମ୍ ଆଇସୋଲେସନ୍ରେ ରଖା ଯାଇଥିଲା।’ ରୁକ୍ମିଣୀଙ୍କ […]
ବ୍ରିଟିଶ୍ ସମୁଦ୍ର କୂଳରେ ପଡ଼ିଛି ଏକ ରହସ୍ୟମୟ ଜୀବର ଦେହାବଶେଷ। ହି ବିରାଟ ଜୀବକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଜୁଲାଇ ୨୯ ତାରିଖ ଜଣେ ବ୍ୟକ୍ତି ଦେଖିଲେ, ଏନ୍ସଡାଲେ ସମୁଦ୍ର କୂଳରେ ଏକ ଶବ ଦେଖିବାକୁ ପାଇଥିଲେ। ଦୀର୍ଘଦିନ ଧରି ପଡ଼ି ରହିଥିବାରୁ ଶବଟିରୁ ଦୁର୍ଗନ୍ଧ ବାହାରୁଥିଲା। ପାଖକୁ ଯାଇ ଯେତେବେଳେ ଦେଖିଲେ ତାଙ୍କର ହୋସ ଉଡିଗଲା। ଜୀବଟିର ଲମ୍ବ ପ୍ରାୟ ୧୫ ଫୁଟ। ଜୀବଟିର ଡେଣା ପରି ଏକ ଅଙ୍ଗ ରହିଛି ଯାହାକୁ […]
ଶ୍ରୀଲଙ୍କା: ଗୁରୁତର ଅପରାଧ ଯୋଗୁ ଏକ ବିଲେଇକୁ ଗିରଫ କରାଯାଇ ତା’କୁ ଜେଲକୁ ପଠାଯାଇଥିଲା। କିନ୍ତୁ ପରେ ବିଲେଇଟି ଜେଲରୁ ଖସି ଯିବାରେ ସଫଳ ହୋଇଥିଲା। ଘଟଣାଟି ଶ୍ରୀଲଙ୍କାରେ ଘଟିଛି। ରିପୋର୍ଟ ଅନୁଯାୟୀ, ବିଲେଇକୁ ଡ୍ରଗ୍ସ ଓ ସିମ୍ କାର୍ଡ ଚୋରା ଚାଲାଣ କାର୍ଯ୍ୟରେ ବ୍ୟବହୃତ କରାଯାଉଥିଲା। ଶ୍ରୀଲଙ୍କା ହାଇ ସିକ୍ୟୁରିଟି ସ୍ଥିତ ଭେଲିକଡା ଜିଲ୍ଲାର ଗୁପ୍ତଚର ଅଧିକାରୀମାନେ ଗତ ଶନିବାର ଦିନ ଏକ ବିଲେଇ ମାଧ୍ୟମରେ ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇଥିଲେ। ସ୍ଥାନୀୟ ପୋଲିସ […]