ଅହମଦାବାଦ୍:ଅନେକ ସମୟରେ ଆମ ଘରେ ଖାଦ୍ୟ ବଳି ପଡେ। କିଛି ଭାବିବା ପୂର୍ବରୁ ଆମେ ତାକୁ ଫୋପାଡ଼ି ଦେଇଥାଉ। ବିଶେଷ କରି ରୁଟି। ହେଲେ ଏହି ବଳକା ରୁଟିକୁ ନେଇ ଲୋକଙ୍କ କ୍ଷୂଧା ନିବାରଣ କରୁଛନ୍ତି ଅହମଦାବାଦ୍ର ଦିଲ୍ଲୀପ ନାମକ ଜଣେ ବ୍ୟକ୍ତି। ତାଙ୍କର ଏହି ମହତ୍ କାମରେ ପ୍ରଭାବିତ ହୋଇଛନ୍ତି ସ୍ଥାନୀୟ ଅନେକ ଲୋକ। ସେମାନେ ଘରେ ଅଧିକ ରୁଟି ତିଆରି କରିଥାଆନ୍ତି ଖାସ୍ ଭୋକିଲା ଲୋକଙ୍କୁ ଦେବାପାଇଁ। ଦିଲ୍ଲୀପଙ୍କର ଅହମଦାବାଦର ନରନପୁର ନିକଟରେ ଏକ […]
ନୂଆଦିଲ୍ଲୀ:ଚୀନ୍ରେ ଜଣେ ଚୋର ଏଟିଏମ୍ ଲୁଟ୍ କରିବା ପାଇଁ ଆସିଥିଲେ। ହେଲେ କିଏ ଜାଣିଥିଲା ଏଟିଏମ୍ ଭିତରେ ଏମିତି ଫଶିଯିବେ ବୋଲି । ଆଉ ତା’ପରେ ଲୁଟେରା ଜଣକ ଏମିତି ଡରିଗଲେ ଯେ, ଭୁଲି ଗଲେ ଏଟିଏମ୍ର ଦରୱାଜା କେମିତି ଖୋଲାଯାଏ। ଲୁଟେରା ଜଣକ ବାରମ୍ବାର ଏଟିଏମ ଡୋର ଖୋଲୁଛନ୍ତି ଆଉ ବିଫଳ ହେଉଛନ୍ତି-ଏମିତି ଏକ ମଜାଦାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଚୀନରର ଶୋହୋଙ୍ଗ ସହରର ଘଟଣା। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଲୁଟେରା […]
ରାଞ୍ଚି: ନିର୍ବାଚନ କମିଶନଙ୍କ ତରଫରୁ ଯଦିଓ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇନାହିଁ ତେବେ ଝାଡ଼ଖଣ୍ଡ ବିଧାନସସଭା ନିର୍ବାଚନ ଫଳାଫଳ ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ରାଜ୍ୟବାସୀ ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟକୁ ଜନାଦେଶ ଦେଇଛନ୍ତି।ଜନାଦେଶକୁ ବିଜେପି ସ୍ୱାଗତ କରିଛି। ତେବେ ଏହି ନିର୍ବାଚନରେ ସମସ୍ତଙ୍କର ନଜର ଅଟକିଛି ଝରିଆ ବିଧାନସଭା ଆସନରେ। କାରଣ ଏହି ଆସନରେ ଲଢୁଛନ୍ତି ଦୁଇ ଯାଆ। ଭୋଟ ଗଣତି ବେଳେ ଝରିଆ ଆସନକୁ ନେଇ ଏବେ ଅଧିକ ଚର୍ଚ୍ଚା ଚାଲିଛି। କାରଣ ଏହି ଆସନରେ ବିଜେପିରୁ ସାନ […]
ନୂଆଦିଲ୍ଲୀ: ‘ସେ ଥିଲା ସବୁଠାରୁ ଗର୍ବିତ ସମୟ..ସ୍ୱର..ମୋ ନିଜର କୁନି ଆରାଧ୍ୟାର.. ’ ନାତୁଣୀ ଆରାଧ୍ୟାର ଏକ ଭିଡିଓ ପୋଷ୍ଟ କରି ଏମିତି ପ୍ରତିକ୍ରିୟା ରଖିଛନ୍ତି ପ୍ରାଉଡ୍ ଗ୍ରାଣ୍ଡଫାଦର ଅମିତାଭ ବଚ୍ଚନ। ଆରାଧ୍ୟାଙ୍କ ସ୍କୁଲ ବାର୍ଷିକ ଉତ୍ସବ ଅବସରରେ ସୁଟ୍ କରାଯାଇଥିଲା ଏହି ଭିଡିଓ। ଭିଡିଓରେ ଅଭିଷେକ-ଐଶ୍ୱର୍ଯ୍ୟା ତନୟା ଆରାଧ୍ୟା ନାରୀ ସଶକ୍ତୀକରଣ ଉପରେ ଏକ ଦମ୍ଦାର ଭାଷଣ ଦେଉଥିଲେ। the proudest moment and voice .. of the girl child .. of […]
ନୂଆଦିଲ୍ଲୀ:ଆଳୁକୁ ନେଇ ଅନେକ କଥା ଶୁଣିବାକୁ ମିଳିଥାଏ। ଯେମିତି ଆଳୁ ଖାଇଲେ ସୁଗର ବଢିଯାଏ, ମୋଟାପା ବଢିଯାଏ ଇତ୍ୟାଦି। ହେଲେ ଏକଥା ସତ ଯେ, ତରକାରୀରେ ଆଳୁ ନ ଥିଲେ ତରକାରୀର ସ୍ୱାଦ ଆସେନି। ଆଳୁ କମ୍ ପଇସାରେ ମିଳିଯାଏ। ଯେ କୌଣସି ପରିବା ସହ ଏହାକୁ ମିଶାଇ ତରକାରୀ କରିହୁଏ। ହେଲେ ଏହାର ଆଉ ଏକ ବିଶେଷ ଗୁଣ ରହିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଳୁ ଅନେକ ଗୁଣର ଭଣ୍ଡାର। ଏଥିରେ […]
ନୂଆଦିଲ୍ଲୀ: ଟେଲିକମ୍ ସେକ୍ଟର ସହ ବ୍ରଡବ୍ୟାଣ୍ଡ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରତିଯୋଗିତା ବେଶ ବଢି ଯାଇଛି। ରିଲାଏନ୍ସ ଜିଓ ଫାଇବର ଆସିବା ପରେ ଏହି ପ୍ରତିଯୋଗିତା ଆହୁରି ତୀବ୍ର ହୋଇଛି। ପ୍ରତ୍ୟେକ କମ୍ପାନୀ ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଅଫର ଦେଉଛନ୍ତି। ତେବେ ଫାଇବର ସର୍ଭିସ ନେବାବେଳେ ୟୁଜର୍ସ ସବୁବେଳେ ପ୍ରାଥମିକତା ଦେଇଥାନ୍ତି ସ୍ପିଡ୍କୁ । ଯେଉଁ ଅଫରରେ ବେଷ୍ଟ ସ୍ପିଡ୍ ୟୁଜର୍ସ ସେହି ସର୍ଭିସକୁ ହିଁ ବେଶି ପସନ୍ଦ କରିଥାନ୍ତି। ଏବେ ମାର୍କେଟରେ ଅନକ ପ୍ଲାନ୍ […]
ରାଞ୍ଚି:ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ମତଦାନର ପ୍ରାରମ୍ଭିକ ଗଣନା ପରେ ଜଣାଯାଇଛି, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ଆଗରେ ଥିବା ବେଳେ ବିଜେପି ପଛରେ ରହିଛି। ସମ୍ପୂର୍ଣ୍ଣ ଫଳାଫଳ ପ୍ରକାଶ ପାଇବାରେ ବିଳମ୍ବ ହୋଇପାରେ। ତେବେ ପ୍ରାଥମିକ ଗଣନାରୁ ଜଣାଯାଇଛି ମୋଟ ୮୧ଟି ଆସନରୁ ବିଜେପି ୨୭ଟି ଆସନରେ ଆଗୁଆ ଥିବାବେଳେ ଜେଏମଏମ ୨୫, ଏହାର ସହଯୋଗୀ ଆଇଏନଏସ ମିଶି ୧୩ଟି ଆସନରେ ଆଗରେ ରହଛି। ତେବେ ଅପରାହ୍ନ ୧ଟା ସୁଦ୍ଧା ଫଳାଫଳ ଜଣାପଡ଼ିବ […]
ପାଟନା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଆଜି ଆରଜେଡି ପକ୍ଷରୁ ବିହାର ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରିଛନ୍ତି। ପାଟନାଠାରୁ ଆରମ୍ଭ କରି ଭାଗଲପୁର, ବେଗୁସରାଇ ଓ ଦରଭଙ୍ଗା ଭଳି ଅଞ୍ଚଳରେ ବନ୍ଦର ପ୍ରଭାବ ଅଧିକ ଦେଖିବାକୁ ମିଳିଛି। ଏଠାରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ଠପ ହୋଇଯାଇଛି। ଆନ୍ଦୋଳନକାରୀମାନେ ହାତରେ ସିଏଏ ଓ କେନ୍ଦ୍ର ବିରୋଧୀ ପୋଷ୍ଟର ଧରି ବିଭିନ୍ନ ସ୍ଥାନରେ ପିକେଟିଂ […]
ଥିରୁଅନନ୍ତପୁରମ୍: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିବା ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁରଙ୍କ ପାଇଁ ମହଙ୍ଗା ପଡ଼ିଛି। ଶଶି କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଟ୍ୱିଟ୍ କରିଥିଲେ। ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର(POK) ଭାରତର ଏକ ଅଙ୍ଗ ବୋଲି ଦର୍ଶାଯାଇ ନ ଥିଲା। ଏହି ଟ୍ୱିଟ୍ ପରେ ଶ଼ଶିଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏ ନେଇ ତାଙ୍କୁ ଘେରିବାର ସୁଯୋଗକୁ […]
ନୂଆଦିଲ୍ଲୀ:ଘରୁ ମୂଲ୍ୟବାନ ଜିନଷ ଚୋରି ହୋଇଗଲେ କାହାକୁ ବା କଷ୍ଟ ନ ଲାଗିବ ? ଯେମିତି ବି ହେଉ, ନିଜ ଜିନିଷ ଫେରି ପାଇବାକୁ ସମସ୍ତେ ଚାହିଁବେ । ହେଲେ ଚୋରି ଜିନିଷ ଫେରି ପାଇବା ପାଇଁ ୫ ଲକ୍ଷର ପୁରସ୍କାର ଘୋଷଣା କରିବା କେବେ ଶୁଣିଛନ୍ତି ? ସେ ପୁଣି ଚୋରି ହୋଇଥିବା ଏକ କୁକୁର ପାଇଁ ! ଏମିତି ଏକ ଘଟଣା ଘଟିଛି ସାନ୍ ଫ୍ରାନ୍ସିସ୍କୋରେ। ଜଣେ ମହିଳା ତାଙ୍କର ପୋଷା କୁକୁରକୁ ଖୋଜି […]
ନୂଆଦିଲ୍ଲୀ: ଆଜି ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ଥିବା ପ୍ରଥମେ କୁହାଯାଇଥିଲା। ତେବେ ପରେ ଜଣାପଡ଼ିଛି ଏହାର ତୀବ୍ରତା ୬.୩ ଥିଲା। ଏହା ମୁଖ୍ୟତଃ ଆଫଗାନିସ୍ତାନରେ ଅଧିକ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ ଭୂକମ୍ପ ଆଫଗାନିସ୍ତାନର କାବୁଲ ଠାରୁ ୨୪୬ କିଲୋମିଟର ଦୂରରେ ହିନ୍ଦୁକୁଶ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଥିଲା। ରୟଟର୍ସର ସୂଚନା ଅନୁଯାୟୀ, ପାକିସ୍ତାନର କିଛି […]
ନୂଆଦିଲ୍ଲୀ:ଦେଶରେ ଚଳିତବର୍ଷ ୯୫ ଥର ଇଣ୍ଟରନେଟ ଶଟଡାଉନ୍ ହୋଇଥିଲା। ଆଉ ତାହା ପୁଣି ଗୁରୁବାର ଦିନ। ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ନାଗରିକତା ସଂଶୋଧନ ଆଇନ(CAA) ବିରୋଧୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଥିଲା। ତେବେ ଇଣ୍ଟରନେଟ ସେବା ଅଧିକ ବନ୍ଦ କରିବାରେ ଭାରତର ସ୍ଥାନ ସବୁଠାରୁ ଆଗରେ ରହିଛି। ଇଣ୍ଡିଆନ କାଉନ୍ସିଲ ଫର ରିସର୍ଚ୍ଚ ଆଣ୍ଡ ଇଣ୍ଟନାଶନାଲ ଇକନମିକ ରିଲେସନ୍ସ ସହ ଅନ୍ୟ ଦୁଇଟି ସଂସ୍ଥା ଏ ସମ୍ପର୍କରେ ଅନୁଧ୍ୟାନ କରିବା ପରେ ଏହି […]
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଧାୟକ କୁଲଦୀପ ସେନଗାରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ଦିଲ୍ଲୀର ତିସ ହଜାରୀ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୨୫ ଲକ୍ଷ ଟଙ୍କା ସେନଗାରଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଦୁଷ୍କର୍ମ ମାମଲା ଆସିବା ପରେ କୁଲଦୀପଙ୍କୁ ବିଜେପିରୁ ନିଲମ୍ୱିତ କରାଯାଇଥିଲା । ଗତ ୧୬ ତାରିଖରେ ଦିଲ୍ଲୀର ଏହି କୋର୍ଟ କୁଲଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। […]
ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ ବିରୋଧରେ ସାରା ଦେଶରେ ହିଂସାକାଣ୍ଡ ଭିତରେ ବି ଦେଖିବାକୁ ମିଳିଛି ମାନବିକତାର ଦୃଶ୍ୟ। ହିଂସାକାଣ୍ଡରେ କର୍ଣ୍ଣାଟକର ମେଙ୍ଗଲୁରରେ ୨ ଏବଂ ଲକ୍ଷ୍ନୌରେ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ଅହମ୍ମଦାବାଦରେ ଶାହ-ଏ-ଇଲାମ୍ ଇଲକାରେ ଆନ୍ଦୋଳନକାରୀମାନେ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ଡିସିପି, ଏସିପି, ଇନ୍ସପେକ୍ଟରଙ୍କ ସମେତ ୧୯ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଏକୁଟିଆ ପାଇ ଆନ୍ଦୋଳନକାରୀମାନେ ନିର୍ଦ୍ଧୁମ ପିଟିଥିଲେ। ହେଲେ ଏହି ଆନ୍ଦୋଳନକାରୀଙ୍କ ମଧ୍ୟରେ କେହି ଏମିତି […]
ନୂଆଦିଲ୍ଲୀ: ସବୁ ମା’ର ହୃଦୟ ତାର ସନ୍ତାନ ପାଇଁ ସମାନ । ସେ ମଣିଷ ହେଉ ବା ପକ୍ଷୀ କିମ୍ବା ସିଂହ, ମା’ଟିଏ ନିଜ ଜୀବନ ଦେଇ ତା’ର ସନ୍ତାନକୁ ବଞ୍ଚାଇବାକୁ ସବୁବେଳେ ଚାହିଁଥାଏ। ମା’ର ମମତା କେତେ ଗଭୀର ତାକୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓଟି ଏକ ସିଂହିଣୀର। ଭରା ନଦୀରେ ସିଂହିଣୀ କୁମ୍ଭୀର ମୁହଁରୁ ସନ୍ତାନମାନଙ୍କୁ ରକ୍ଷା କରୁଛି। ଏହି ସୁନ୍ଦର ଦୃଶ୍ୟକୁ କେହି ରେକର୍ଡିଂ କରିଛି । ଏହି ଭିଡିଓଟିକୁ […]
ମୁମ୍ବାଇ: ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କଂପାନି ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା । ସମସ୍ତ ଆବଶ୍ୟକ ବୈଧାନିକ ଓ ଅନ୍ୟାନ୍ୟ ମଂଜୁରି ଠିକ ସମୟରେ ମିଳିଗଲେ ଏହି ନୂତନ ଯୌଥ ଉଦ୍ୟୋଗ ୨୦୨୦ ବର୍ଷର ପ୍ରଥମାର୍ଦ୍ଧ ସୁଦ୍ଧା ଗଠନ ହୋଇଯିବା ଆଶା […]