• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

crpf-jawan
ଆଇଡି ବିସ୍ଫୋରଣର ଶିକାର ହେଲେ ଯବାନ

ରାଞ୍ଚି: ଦୁଇ ଜଣ ଯବାନ ଆଜି ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି। ରାଞ୍ଚିଠୁ ଅଳ୍ପ ଦୂରରେ ମାଓବାଦୀମାନେ ଏହି ବିସ୍ଫୋରଣ ଘଟାଇଛନ୍ତି। ଗତକାଲି ଝାଡ଼ଖଣ୍ଡର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସାରି ଆଜି ସକାଳେ ଯବାନ ମାନେ ଫେରୁଥିଲେ। ଏହି ସମୟରେ ମାଓବାଦୀଙ୍କ ଆଇଡି ବିସ୍ଫୋରଣର ଶିକାର ହୋଇଛନ୍ତି ଯବାନ ମାନେ। ଜଣେ ସିଆରପିଏଫ ଅଧିକାରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଥିଲା। ତମାର ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚନ ପ୍ରକ୍ରିୟା ଶେଷ କରି […]

fire
କାରଖାନାରେ ଅଗ୍ନିକାଣ୍ଡ: ମୃତକଙ୍କ ସଂଖ୍ୟା ୪୩ ଛୁଇଁଲା

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍‌ସୀରୋଡର ଅନାଜ ମଣ୍ଡି ନିକଟରେ ଥିବା ଏକ କାରଖାନାରେ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖା ୪୩ରେ ପହଞ୍ଚିଲାଣି। ବର୍ତ୍ତମାନ ସୁଦ୍ଧା କାରଖାନା ଭିତରେ ୬୪ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଏଲ୍‌ଏନଜେପି ଡାକ୍ତରଖାନାରେ ୫୩ ଜଣଙ୍କୁ ଭର୍ତ୍ତି କରାଯାଇଥିଲ। ସେଥିରୁ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଲେଡି ହାର୍ଡିଂ କଲେଜରେ୧୦ ଆହତଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ଘଟିଛି। ରବିବାର ସକାଳୁ ସକାଳୁ କାରଖାନା ଭିତରେ ଶ୍ରମିକମାନେ ଶୋଇଥିବାବେଳେ ଏହି […]

fire accident
କାରଖାନାରେ ନିଆଁ ଲାଗି ୩୪ ଶ୍ରମିକ ମୃତ

ନୂଆଦିଲ୍ଲୀ:ଦିଲ୍ଲୀ ଝାନ୍ସିରୋଡର ଅନାଜ୍‌ ମଣ୍ଡି ନିକଟରେ ଥିବା ଏକ କାରଖାନାରେ  ନିଆଁ ଲାଗି ଯାଇଛି। ଏଥିରେ ୩୪ ଶ୍ରମିକଙ୍କର ମୃତ୍ୟୃ ଘଟିଛି। ନିଆଁ ଭିତରେ ଆହୁରି ୧୦୦ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ମିଳିଥିବା ସୂଚନା ମୁତାବକ, ରବିବାର ସକାଳୁ ସକାଳୁ କାରଖାନାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ କାରଖାନା ଭିତରେ ଶ୍ରମିକମାନେ ଶୋଇ ଥିଲେ। ଏଲଏଏନ୍‌ଜିପି ହସ୍‌ପିଟାଲ ସୁପରିଣ୍ଟେଣ୍ଡେଣ୍ଟଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ୩୨ ମୃତଦେହ ପହଞ୍ଚିଛି। ଗୁରୁତର ଅବସ୍ଥାରେ […]

121457987654778
ପୁଣି ଦଳର ଦାୟିତ୍ୱ ନେଇ ପାରନ୍ତି ରାହୁଲ୍‌

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହଲ ଗାନ୍ଧି ଖୁବ୍‌ ଶୀଘ୍ର ଦଳର ଦାୟିତ୍ୱ ନେଇ ପାରନ୍ତି । ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ପରେ ସେ ଦଳର ନେତୃତ୍ୱ ନେବାର ସମ୍ଭାବନା ରହିଛି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି। ଏବେ ଅନ୍ତରୀଣ ଅଧ୍ୟକ୍ଷ ଭାବେ ସୋନିଆ ଗାନ୍ଧି ନିଯୁକ୍ତ ହୋଇଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ପୁଣି ଥରେ ରାହୁଲ ଗାନ୍ଧି ଦଳର ନେତୃତ୍ୱ ନେଇ ପାରନ୍ତି ବୋଲି କୁହାଯାଇଛି। […]

court
ଦୁଷ୍କର୍ମ ମାମଲାର ସମାଧାନ ପାଇଁ ସ୍ଥାପନ ହେବ ୧୦୨୩ ଫାଷ୍ଟଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଦୁଷ୍କର୍ମ ଓ ନାବାଳିକାଙ୍କୁ ଯୌନ ନିର୍ଯାତନା ଘଟଣା। ଏହି ସବୁ ମାମଲାର ଶୀଘ୍ର ବିଚାର କରି ନ୍ୟାୟ ଦେବା ପାଇଁ କେନ୍ଦ୍ର ସରକାର ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ଦେଶରେ ୧୦୨୩ଟି ଫାଷ୍ଟ୍ର ଟ୍ରାକ କୋର୍ଟ ସ୍ଥାପନ ହେବ ବୋଲି ଶୁକ୍ରବାର କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଶୁକ୍ରବାର ସଂସଦରେ କହିଛନ୍ତି। ସେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସ୍ମୃତି କହିଛନ୍ତି, ଏହି ଯୋଜନା ଅନୁଯାୟୀ […]

Capture
ସାପର ଦାମ୍‌ ୩ କୋଟି !

ନୂଆଦିଲ୍ଲୀ:ସାପ, ପୁଣି ତା’ର ଦାମ୍‌ ୩ କୋଟି ଟଙ୍କା ! ଏମିତି ଦାମି ସାପ କେଉଁଠି ଦେଖିଛନ୍ତି ! ଏମିତି ଏକ ଦୁର୍ଲଭ ପ୍ରଜାତିର ସାପ ବିକ୍ରି ପାଇଁ ମୂଲଚାଲ କରି ଗିରଫ ହୋଇଛନ୍ତି ଜଣେ ବ୍ୟକ୍ତି। ଗିରଫ ବ୍ୟକ୍ତିଙ୍କ ନାମ ଜୟପ୍ରକାଶ ଶର୍ମା। ପୋଲିସ ତାଙ୍କ ଠାରୁ ସାଣ୍ଡ ବୋଆ (sand-boa)ସାପ ଜବତ କରିଛି। ସାପକୁ ବିକ୍ରି କରିବା ପାଇଁ ମୂଲଚାଲ ଚାଲିଥିବା ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାପକୁ ଉଦ୍ଧାର କରିବା ସହ […]

11111
ଶବ ବ୍ୟବଚ୍ଛେଦର ଭିଡିଓ ଜିଲ୍ଲା ନ୍ୟାୟାଧୀଶଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ 

ହାଇଦ୍ରାବାଦ:ପୋଲିସ ଏନକାଉଣ୍ଟରରେ ମୃତ ହାଇଦ୍ରାବାଦ ଡାକ୍ତରାଣୀ ଗଣଦୁଷ୍କର୍ମରେ ସଂପୃକ୍ତ ୪ ଅଭିଯୁକ୍ତଙ୍କ ମୃତଦେହକୁ ଆସନ୍ତା ୯ ତାରିଖ ରାତି ୮ଟା ପର୍ଯ୍ୟନ୍ତ ସଂରକ୍ଷିତ ରଖିବାକୁ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ମାନବାଧିକାର ସଂଗଠନ ଏବଂ କିଛି ମହିଳା ସଂଗଠନ ପକ୍ଷରୁ ହୋଇଥିବା ଏକ ଆବେଦନକୁ ନେଇ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ତେଲେଙ୍ଗାନା ହାଇକୋର୍ଟର ପ୍ରଧାନ ବିଚାରପତି । ଆବେଦନରେ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ଦାବି କରାଯାଇଛି । […]

ଯୂମହ
ଉନ୍ନାଓ ପୀଡିତାଙ୍କ ବାପା କହିଲେ-‘ହାଇଦ୍ରାବାଦ ଏନ୍‌କାଉଣ୍ଟର ପରି ଅପରାଧୀଙ୍କୁ ସଜା ମିଳୁ’

ଉନ୍ନାଓ:ମୃତ୍ୟୁ ସହ ଦୁଇ ଦିନ ସଂଘର୍ଷ କରିବା ପରେ ଶେଷରେ ଶୁକ୍ରବାର ରାତି ୧୧.୪୦ରେ ଆଖି ବୁଜିଲେ ଉନ୍ନାଓ ପୀଡିତା। ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା। ଝିଅର ମୃତ୍ୟୁ ପରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ଯନ୍ତ୍ରଣାରେ ଛଟ ପଟ ହେଉଥିବା ଝିଅର କାରୁଣ୍ୟ ଭରା ସେଇ ଶେଷ ଗୋଟିଏ ପଦ କଥା- ‘ମୋତେ ବଞ୍ଚାଇ ଦିଅ ଭାଇ’-ଏବେ ସମସ୍ତଙ୍କ ମନରେ ପ୍ରତି ମୁହୂର୍ତ୍ତରେ ଗୁଞ୍ଜିରି ଉଠୁଛି। ଝିଅକୁ ହରାଇବା ଦୁଃଖରେ ଭାଙ୍ଗି ପଡ଼ିଥିବା […]

Untitled-1
ଜିଓ ସିନେମାରେ ଦକ୍ଷିଣ ଭାରତୀୟ ଫିଲ୍ମ

ନୂଆଦିଲ୍ଲୀ: କୋଟି କୋଟି ଜିଓ ଉପଭୋକ୍ତା ତଥା ଦକ୍ଷିଣ ଭାରତୀୟ ଫିଲ୍ମ ପ୍ରେମୀଙ୍କ ପାଇଁ ଜିଓ ସିନେମା ଆଣିଛି ବିଶେଷ ସୁବିଧା। ସନ୍‌ଟିଭି ନେଟୱାର୍କର ଅନ୍‌ଲାଇନ୍‌ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ସନ୍‌ ନେକ୍ସଟ (Sun NXT) ସହଭାଗିତାରେ ଜିଓ ସିନେମା ଦେଶବ୍ୟାପି ଜିଓ ଉପଭୋକ୍ତାଙ୍କ ପାଇଁ ଶ୍ରେଷ୍ଠ ଦକ୍ଷିଣ ଭାରତୀୟ ଫିଲ୍ମ ଉପଲବ୍ଧ କରାଇବ। ଦକ୍ଷିଣ ଭାରତୀୟ ପ୍ରମୁଖ ୪ଟି ଭାଷା ତାମିଲ୍, ତେଲ୍‌ଗୁ, କନ୍ନଡ ଏବଂ ମାଲାୟଲାମ୍‌ ଭାଷାରେ ସନ୍‌ ନେକ୍ସଟରେ ଉପଲବ୍ଧ ସମସ୍ତ ଫିଲ୍ମ […]

jk
ଜମ୍ମୁ-କାଶ୍ମୀର ବାସିନ୍ଦାଙ୍କୁ ମିଳିବ ଜମି ଅଧିକାର ଓ ସରକାରୀ ଚାକିରି

ଜମ୍ମୁ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ପରେ ଏବେ ସେଠାକାର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ଜମି ଓ ଚାକିରି କ୍ଷେତ୍ରରେ ସ୍ଥାୟୀ ଅଧିକାର ମିଳିବ। ବର୍ତ୍ତମାନ ନଯୁକ୍ତି ଅଭାବରୁ ଶିକ୍ଷତ ବେକାରୀଙ୍କ ସଂଖ୍ୟା ଜମ୍ମୁ-କଶ୍ମୀରରେ ବୃଦ୍ଧି ପାଇଛି। ତେଣୁ ସ୍ଥାନୀୟ ପ୍ରଶାସନ ଏମାନଙ୍କୁ ଏ କ୍ଷେତ୍ରରେ ସ୍ୱତନ୍ତ୍ର ସ୍ଥାୟୀ ଅଧିକାର ଦେବାକୁ ଲକ୍ଷ୍ୟ ରଖିଛି। ଏହାର ଅର୍ଥ ଏମାନେ ପ୍ରଥମେ ସ୍ଥାନୀୟ ଅଞ୍ଚଳର ଜମି ଓ ଚାକିରି ଉପରେ ନିଜର ଅଧିକାର ଜାହିର କରିବେ। […]

meal
ସଂସଦ କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ଆଉ ମିଳିବନି ସବ୍‌ସିଡି ଯୁକ୍ତ ଖାଦ୍ୟ

ନୂଆଦିଲ୍ଲୀ: ଆଉ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦଙ୍କୁ ମିଳିବନି ସବସିଡି ଯୁକ୍ତ ଖାଦ୍ୟ। ଆଜି ସମସ୍ତ ସାଂସଦ ମିଳିତ ଭାବେ ଏହି ସବସିଡି ଖାଦ୍ୟ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ରିପୋର୍ଟ ଅନୁସାରେ, ସାଂସଦମାନେ ଏଣିକି କ୍ୟାଣ୍ଟିନ୍‌ରେ ଖାଦ୍ୟ ଖାଇଲେ ସବସିଡି ଗ୍ରହଣ କରିବେ ନାହିଁ । ମାର୍କେଟ ଦର ଅନୁସାରେ ଟଙ୍କା ଦେବେ ବୋଲି ଜଣାପଡ଼ିଛି। ବାଚସ୍ପତି ଓମ ବିର୍ଲା ହିଁ ପ୍ରଥମେ ଖାଦ୍ୟରେ ସାଂସଦଙ୍କୁ ମିଳୁଥିବା ସବସିଡି ଯୁକ୍ତ ଖାଦ୍ୟ ଛାଡ଼ କରିବାକୁ ପ୍ରସ୍ତାବ […]

1233
୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା

ଭୋପାଲ: ଘର ଦ୍ୱାର ନଥିବା ଜଣେ ୪ ବର୍ଷୀୟ ଶିଶୁକନ୍ୟାର ଅସହାୟତାର ଫାଇଦା ଉଠାଇ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମଧ୍ୟପ୍ରଦେଶର ମହୱଠାରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା।  ଏହି ଘଟଣାରେ ପୁଲିସ୍‌ ସଂପୃକ୍ତ ଜଣେ ଡିଜେକୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୋଲିସ୍‌ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ୫୦ଟି ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଅପରାଧୀଙ୍କ କୁକର୍ମ ସମ୍ପର୍କରେ ତଥ୍ୟ ହାସଲ କରିପାରି ଥିଲା। ଅପରାଧୀ ଜଣକ ବିବାହିତ ହୋଇଥିବା […]

doctor-bad-handwriting
ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ କାହିଁକି ପଢି ହୁଏ ନାହିଁ ? ଜାଣନ୍ତୁ କାରଣ

ଦେହ ଅସୁସ୍ଥ ହେଲେ ଡାକ୍ତରଙ୍କ ପାଖକୁ ସମସ୍ତଙ୍କୁ ଯିବାକୁ ପଡ଼େ। ଡାକ୍ତର ରୋଗୀକୁ ଦେଖିବା ପରେ ପ୍ରେସ୍‌କ୍ରିପ୍‌ସନ ଲେଖି ଦିଅନ୍ତି। ହେଲେ ଡାକ୍ତରଙ୍କ ଏହି ପ୍ରେସ୍‌କ୍ରିପ୍‌ସନ ପଢିବା ପାଇଁ ୯୦ ପ୍ରତିଶତ କଷ୍ଟ ହୁଏ । ଏହାକୁ ଦେଖିଲେ ମନରେ ସ୍ୱତଃ ପ୍ରଶ୍ନ ଉଠେ- କାହିଁକି ଡାକ୍ତରମାନେ ଏପରି ଲେଖନ୍ତି କାହିଁକି ? ସବୁ ଡାକ୍ତରଙ୍କ ଅକ୍ଷର କ’ଣ ଖରାପ? ସେ ପୁଣି ଏତେ ଖରାପ ଯେ, ପଢିବା ବେଳେବେଳେ ଅସମ୍ଭବ ହୋଇଯାଏ । ଡାକ୍ତରଙ୍କ ପ୍ରେସ୍‌କ୍ରିପ୍‌ସନ […]

unnao
ଉନ୍ନାଓରେ ଗଣବଳାତ୍କାର ପୀଡିତାଙ୍କୁ ପୋଡ଼ି ମାରି ଦେବାକୁ ଉଦ୍ୟମ

ଉନ୍ନାଓ: ଉନ୍ନାଓରେ ଗଣବଳାତ୍କାର ଶିକାର ହୋଇଥିବା ଜଣେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି ୫ ଜଣ ଯୁବକ । ଗୁରୁବାର ସକାଳେ ଘଟିଛି ଏହି ଭୟଙ୍କର ଘଟଣା। ପୀଡିତାଙ୍କ ବାପା ଖବର ଦେବା ପରେ ପୋଲିସ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଗମ୍ଭୀର ରହିଛି। ତାଙ୍କ ଶରୀରର ୬୦ରୁ ୭୦ ଭାଗ ପୋଡ଼ି […]

army
ମିଲିଟାରୀ ବେସ୍‌ରେ ଅତର୍କିତ ଗୁଳିମାଡ଼:୩ ମୃତ, ଅଳ୍ପକେ ବର୍ତ୍ତିଗଲେ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦୌରିଆ ଓ ତାଙ୍କ ଟିମ୍‌ ଆଜି ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଛନ୍ତି। ଆଜି ଆମେରିକାର ଐତିହାସିକ ପର୍ଲ ହାରବର ମିଲିଟାରୀ ବେସ୍‌ରେ ଆଜି ଜଣେ ବ୍ୟକ୍ତି ଅତର୍କିତ ଗୁଳିମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣକାରୀ ଜଣଙ୍କ ନିଜକୁ ମଧ୍ୟ ଗୁଳି କରି ଆତ୍ମହତ୍ୟା କରିଛି। ବାୟୁସେନା ମୁଖ୍ୟ ଓ ତାଙ୍କ ଟିମ୍‌ ହାୱାଇରେ ଅନୁଷ୍ଠିତ ପ୍ୟାସିଫିକ ଏୟାର ଫୋର୍ସ ଚିଫ୍‌ କନଫରେନ୍ସ (ପିଏସିଏସ୍‌-୨୦୧୯)ରେ ଯୋଗଦେବାକୁ […]

accident
ବସ୍‌କୁ ଧକ୍କା ଦେଲା ଟ୍ରକ,୧୨ ମୃତ

ଭୋପାଲ: ମଧ୍ୟପ୍ରଦେଶର ରେୱା ସହରରେ ଆଜି ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ବେଳେ […]

651cd60dbdcddc8a09793afd5381332a
ବାପା-ମା’ଙ୍କ ଦେଖାଶୁଣା କରିବା ପାଇଁ ଏଣିକି ବୋହୂ-ଜ୍ୱାଇଁ ବି ବାଧ୍ୟ

ନୂଆଦିଲ୍ଲୀ:ବୟସର ସାୟାହ୍ନରେ ବାପା-ମା’ଙ୍କ ଦାୟିତ୍ୱ ନେବା ପୁଅଝିଅ କର୍ତ୍ତବ୍ୟ।  ବାପା-ମା’ ଅବହେଳିତ, ନିର୍ଯାତିତ ହେଲେ ପୁଅଝିଅଙ୍କୁ ସମସ୍ତେ ନିନ୍ଦା କରିଥାନ୍ତି । ଏହି ଅବହେଳା ପାଇଁ ଅନେକ ସମୟରେ  ମିଡିଆ ସାମ୍ନାରେ ପୁଅଝିଅଙ୍କୁ ବି ଲଜ୍ଜିତ, ଅପମାନିତ ହେବାକୁ ପଡିଥାଏ ।  ହେଲେ ବାପା-ମା’ଙ୍କ କଥା ବୁଝିବା ଖାଲି ପୁଅଝିଅଙ୍କ ଦାୟିତ୍ୱ ନୁହେଁ, ବୋହୂ-ଜ୍ୱାଇଁଙ୍କର ବି ସମାନ ଦାୟିତ୍ୱ ରହିଛି । ଯଦି ବୟସ୍କମାନେ ଅବହେଳିତ ହୁଅନ୍ତି ତେବେ ଏଥିପାଇଁ ସମାନ ଭାବେ ପୁଅଝିଅ ସହ ବୋହୂ-ଜ୍ୱାଇଁ […]

1221
ସହର ଭିତରେ ହେଲମେଟ୍‌ ପିନ୍ଧିବାକୁ କେହି ବାଧ୍ୟ କରିପାରିବେନି

ଅହମଦାବାଦ: ସାରା ଦେଶରେ ହେଲମେଟ ପିନ୍ଧିବା ନେଇ କଡ଼ାକଡି ନିୟମ ହୋଇଥିବା ବେଳେ ଗୁଜରାଟ ସରକାର କିନ୍ତୁ ଏହି ନିୟମରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ଲୋକଙ୍କ ଦାବିକୁ ଆଖି ଆଗରେ ରଖି ଏଭଳି ପରିବର୍ତ୍ତନ କରିଛନ୍ତି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସହର ମଧ୍ୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ବୋଲି ନିୟମ ଜାରି କରିଛନ୍ତି ସରକାର। ଗୁଜରାଟ ସରକାରର ପରିବହନ ମନ୍ତ୍ରୀ ଆରସି ଫଲଦୁ ଆଜି ଏହା କହିଛନ୍ତି। କିନ୍ତୁ ରାଜ୍ୟ ଓ […]

34433
ଆତ୍ମହତ୍ୟା କରିବା ପୂର୍ବରୁ ମସ୍ତିଷ୍କରେ ଆସିଥାଏ ଏମିତି ପରିବର୍ତ୍ତନ..

ନିକଟରେ ଗାଜିଆବାଦରେ ଘଟିଯାଇଥିବା ଦୁଃଖଦ ଘଟଣା ସ୍ତବ୍ଧ କରି ଦେଇଛି ସାରା ଦେଶକୁ। ୨ ସନ୍ତାନଙ୍କୁ ହତ୍ୟା କଲା ପରେ ପରିବାରର ୩ ସଦସ୍ୟ ଆତ୍ମହତ୍ୟା କରିଛନ୍ତି। ଏମିତି ଘଟଣା ଅବଶ୍ୟ ନୂଆ ନୁହେଁ। କାରଣ ଅନେକ ସମୟରେ ଦେଖାଯାଏ, ଅନେକ ଶିକ୍ଷିତ ବ୍ୟକ୍ତି ମାନସିକ ଚାପ ସହି ନ ପାରି ଆତ୍ମହତ୍ୟାର ବାଟ ବାଛି ନେଇଥାନ୍ତି। ତେବେ ଏମିତି କାହିଁକି ହୁଏ ? ଜଣେ ଲୋକ ଆତ୍ମହତ୍ୟା କଲାବେଳେ ସେ କ’ଣ ଭାବୁଥାଏ ? ତା’ର […]

pan-aadhaar-bccl
ପାନ୍‌-ଆଧାର କାର୍ଡ ନମ୍ବର ବଦଳାଇ ଲେଖିଲେ ଫାଇନ୍‌

ନୂଆଦିଲ୍ଲୀ: ଏଣିକି ପାନ୍ କାର୍ଡ ଜାଗାରେ ଆଧାର କାର୍ଡ କିମ୍ୱା ଆଧାର କାର୍ଡ ଜାଗାରେ ପାନ୍ ନମ୍ୱର ଭୁଲରେ ଲେଖିଲେ ଜୋରିମାନା ଦେବାକୁ ପଡ଼ିବ। ଏ ନେଇ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ବିଜ୍ଞପ୍ତି ଜାରି କରିଛି। ଆୟକର ବିଭାଗ ଏଭଳି ଭୁଲ୍ ପାଇଁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି। ତେଣୁ ଆଧାର କାର୍ଡ କିମ୍ୱା ପାନ ନମ୍ୱର ଲେଖୁଥିଲେ ସତର୍କ ଭାବରେ ଲେଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ଟିକସ ଦେବା ବେଳେ ଅନେକ […]