• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

accident
ବିନା ଡ୍ରାଇଭରରେ ଆପେଆପେ ଗଡ଼ିଲା ଟ୍ରକ୍‌ !

ଭୁବନେଶ୍ୱର: ବିନା ଡ୍ରାଇଭରରେ ଗଡ଼ିଲା ଟ୍ରକ୍‌ ! ମାଟି ବୋଝେଇ ଟ୍ରକ୍‌ଟି ବିନା ଡ୍ରାଇଭରରେ ବିପଜ୍ଜନକ ଭାବେ ପ୍ରାୟ ୬୦୦ ମିଟର ଯାଏ ଗଡ଼ିଥିବା ଦେଖିବାକୁ ମିଳିଥିଲା। ଭୁବନେଶ୍ୱର ଆଚାର୍ଯ୍ୟବିହାରରେ ଗତକାଲି ରାତିରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆଚାର୍ଯ୍ୟବିହାର ନିକଟ ଓଭର ବ୍ରିଜ ଉପରେ ମହାରାଜା ସିନେମା ହଲ୍ ସାମ୍ନାରେ ମାଟି ବୋଝେଇ ଟ୍ରକ୍‌ଟି ଛିଡ଼ା ହୋଇଥିଲା। ସେହି ସମୟରେ ଟ୍ରକ୍‌ରେ ଡ୍ରାଇଭର ମଧ୍ୟ ନ ଥିଲେ। ଏହି ସମୟରେ ଆଚାର୍ଯ୍ୟବିହାର ଆଡୁ ଆସୁଥିବା ଅନ୍ୟ […]

farmer-1111.111JPG
ଚାଷୀ ଆନ୍ଦୋଳନ: ଜୟପୁର-ଦିଲ୍ଲୀ ହାଇୱେ ଅବରୋଧ କରିବା ପାଇଁ ପହଞ୍ଚିଲେ ଚାଷୀ

ନୂଆଦିଲ୍ଲୀ: ଆଜି ୧୭ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଦିଲ୍ଲୀ ସୀମାରେ ଆନ୍ଦୋଳନକୁ ଆଜି ଅଧିକ ତ୍ରୀବ କରିବାକୁ ଯୋଜନା ରଖିଛନ୍ତି ଚାଷୀ। ଦିଲ୍ଲୀ-ଜୟପୁର ଜାତୀୟ ରାଜପଥକୁ ଅବରୋଧ କରିବେ ଚାଷୀ। ଏହାକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ସୀମା ଓ ଆଖପାଖ ଅଞ୍ଚଳରେ ପୋଲିସ୍ ଫୋର୍ସକୁ ବଢ଼ାଯାଇଛି। ରାଜସ୍ଥାନ ଓ ହରିୟାଣାକ ସଂଯୋଗ କରୁଥିବା ଜୟସିଂହପୁର-ଖେଡା ସୀମାରେ ଚାଷୀଙ୍କ ଭିଡ଼ ବଢୁଛି । ବର୍ଡର ପାଖରେ ଗ୍ରାମାଞ୍ଚଳ ଚାଷୀ ସକାଳୁ ସକାଳୁ […]

salman-111
ବଡିଗାର୍ଡଙ୍କ ଜନ୍ମଦିନ ପାଳିଲେ ସଲମାନ, ହେଲେ କେକ୍‌ ଖାଇବା ବେଳେ ଏମିତି କଲେ...

ମୁମ୍ବାଇ: ବଲିଉଡ ଆକ୍ଟର ସଲମାନ ଖାନ୍ କୌଣସି ନା କୌଣସି କାମକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ନିଜ ଫିଲ୍ମକୁ ନେଇ ତ କେତେବେଳେ ନିଜର ଦରିଆଦିଲ୍‌ ପାଇଁ। ବଲିଉଡର ଏଇ ଭାଇଜାନ୍‌ ଏବେ ନିଜ ବଡିଗାର୍ଡଙ୍କ ବାର୍ଥ ଡେ ସେଲେବ୍ରେଶନ କରି ଚର୍ଚ୍ଚାକୁ ଆସିଛନ୍ତି। ଗତ ଶନିବାର ଦିନ ସଲମାନଙ୍କ ବଡିଗାର୍ଡଙ୍କ ଜ଼ନ୍ମଦିନ ଥିଲା। ସଲମାନ ତାଙ୍କ ଜନ୍ମଦିନକୁ ପାଳନ କରିଥିଲେ ଏବଂ ଏହାର ଭିଡିଓ ସେୟାର କରିଥିଲେ। ଏହି ଭିଡିଓ ସୋଶାଲ ମିଡିଆରେ […]

jio
ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ବର୍ଷକ ପାଇଁ ମାଗଣାରେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ଏହାର ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ଲୋକପ୍ରିୟ ଷ୍ଟ୍ରିମିଙ୍ଗ୍ ପ୍ଲାଟଫର୍ମ ଡିସ୍‌ନି ପ୍ଳସ୍ ଓ ହଟ୍‌ଷ୍ଟାର୍‌ର ୧ ବର୍ଷ ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ମାଗଣାରେ ଉପଲବ୍ଧ କରାଇଛି। କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍ Jio.com ରେ ଦିଆଯାଇଥିବା ସୂଚନା ଅନୁସାରେ, ୪୦୧ ଟଙ୍କାରୁ ଆରମ୍ଭ ହେଉଥିବା ପ୍ଲାନ୍ ବ୍ୟବହାର କରୁଥିବା ପ୍ରି-ପେଡ୍ ଉପଭୋକ୍ତାଙ୍କ ପାଇଁ ପ୍ଲାନ୍‌ରେ ରହିଥିବା ସମସ୍ତ ସୁବିଧା ସହିତ ୩୯୯ ଟଙ୍କା ମୂଲ୍ୟର ଡିସ୍‌ନି ପ୍ଳସ୍ ଓ […]

help line number
କମ୍ ରାସନ୍ ପାଇଁ ଚିନ୍ତାରେ ଅଛନ୍ତି କି ? ତୁରନ୍ତ ଏହି ନମ୍ବରରେ କଲ୍ କରନ୍ତୁ . . .

ଧାରଣ ଲୋକଙ୍କ ପାଇଁ ସରକାରଙ୍କ ଦ୍ୱାରା ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ରାସନ କାର୍ଡ ଜରିଆରେ ସରକାର ନିଜ ରାଜ୍ୟରେ ରହୁଥିବା ଗରିବ ପରିବାରକୁ ରାସନ ଯୋଗାଉଛନ୍ତି । କିନ୍ତୁ ଅନେକ ସ୍ଥାନରେ ଡିଲରମାନେ ରାସନକାର୍ଡ ଧାରକଙ୍କୁ ରାସନ ଦେବାକୁ ମନା କରନ୍ତି କିମ୍ବା କମ୍ ରାସନ୍ ଦିଅନ୍ତି ।

pradip-panigrahi
ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେଉଁଠୁ ଆସୁଥିଲା ଟଙ୍କା ? କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ତଥ୍ୟ

ଭୁବନେଶ୍ୱର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢୁଛି।  ଟାଟା ମୋଟର୍ସରେ ଚାକିରି କରାଇବା କହି ଠକେଇ ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ମାରାଥନ୍ ଜେରା କରିଛି। ଏହି ମାମଲାରେ ଗିରଫ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଲିଙ୍କରେ ଦୁଇ ଜଣଙ୍କୁ ଜେରା କରାଯାଇଛି । ଏହି ଦୁଇଜଣ ହେଲେ କମ୍ବୁପାଣି ସାହୁ ଓ ବୋରିଗାଁ ସରପଞ୍ଚ ବସନ୍ତ ସାହୁ। ଅଭିଯୋଗ ଅନୁସାରେ କୁମ୍ଭପାଣିଙ୍କ ଆକାଉଣ୍ଟରୁ ଲକ୍ଷାଧିକ […]

EXjQ3H-WAAAniMw
ଭୁବନେଶ୍ୱରରୁ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଚିହ୍ନଟ ନୂଆ ୧୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଭୁବନେଶ୍ୱରରୁ ୪ଜଣ ଅଛନ୍ତି। ୪ ଜଣଙ୍କ ମଧ୍ୟରୁ ୩ ଯୁବକ, ଜଣେ ଯୁବତୀ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ଜଣେ ଚନ୍ଦ୍ରଶେଖରପୁର, ଜଣେ ଡୁମୁଡୁମା, ୨ ଜଣ ପଟିଆରୁ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ହୋମ୍ କ୍ୱାରେଣ୍ଟିନରେ ଥିଲେ। ଚନ୍ଦ୍ରଶେଖରପୁରରୁ ଚିହ୍ନଟ ଆକ୍ରାନ୍ତ ଜଣକ ୨୮ ବର୍ଷୀୟ ଯୁବକ ଓ ସେ ହାଇଦ୍ରାବାଦରୁ ଫେରିଥିଲେ। ଡୁମୁଡୁମାର ୨୯ ବର୍ଷୀୟ […]