• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Gandhi
ୱାସିଂଟନରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଅପମାନ

ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ । ଗାନ୍ଧିଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଛନ୍ତି ଖଲିସ୍ତାନୀ ସମର୍ଥକ । ଆମେରିକା ୱାସିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଘଟିଛି ଏଭଳି ନିନ୍ଦନୀୟ ଘଟଣା

mamata banerjee
ସମ୍ବିଧାନ ମାନୁନାହାନ୍ତି କି ମମତା ବାନାର୍ଜୀ ?

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ବିଧାନକୁ ମାନନ୍ତୁ । ଯାହା ପଶ୍ଚିମବଙ୍ଗରେ ହେଉଛି ଅତ୍ୟନ୍ତ ଦୁଭାର୍ଗଜନକ । ଆଜି କିଛି ଏଭଳି ଢଙ୍ଗରେ ମମତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ରାଜ୍ୟପାଳ ଜଗଦୀପ ଧାନକର୍ । ରାଜ୍ୟରେ ଆଇଅ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି ।

colonel-prithipal-singh
ଏମିତି ଜଣେ ବ୍ୟକ୍ତି ଯିଏକି ୩ ସେନାରେ କରିଛନ୍ତି କାମ

ନୂଆଦିଲ୍ଲୀ : କର୍ଣ୍ଣେଲ ପୃଥୀପାଲ ସିଂ ଗିଲ । ଯିଏ କି ନିଜ ଜୀବନରେ ଦେଶର ୩ ସେନାରେ କାର୍ଯ୍ୟ କରିଛନ୍ତି । ନୌସେନା, ବାୟୁସେନା ଏବଂ ସେନାରେ କାମ କରି ନିଜର ଦକ୍ଷତା ଦେଖାଇଛନ୍ତି । ପ୍ରୀତିପାଲଙ୍କୁ ଏହାରି ମଧ୍ୟରେ ୧୦୦ ବର୍ଷ ପୂରିଛି । ମିଳିଥିବା ସୂଚନା ଅନୁସାରେ, ପୃଥୀପାଲ ସିଂ ଗିଲ ପରିବାରର ବିନା ଅନୁମତିରେ ବ୍ରିଟିଶ ଶାସନ ଅଧୀନରେ ରୟାଲ ଇଣ୍ଡିଆନ ଏୟାର ଫୋର୍ସରେ ଯୋଗ ଦେଇଥିଲେ । ପରେ ପରେ […]

1971 war
ମାତ୍ର ୧୩ ଦିନରେ ଧୂଳି ଚାଟିଲା ପାକିସ୍ତାନ

ନୂଆଦିଲ୍ଲୀ : ଡିସେମ୍ବର ୧୬ ତାରିଖ ଆସିବା ମାତ୍ରେ ପ୍ରତ୍ୟେକ ଭାରତୀୟ ୧୯୭୧ ମସିହାକୁ ହିଁ ମନେ ପକାନ୍ତି । କାରଣ ଏହି ତାରିଖରେ ପଡୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ । ୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ଭାରତର୧୧ ଟି ଏୟାର ଫିଲ୍ଡ ଉପରେ ଆକ୍ରମଣ କରିଥିଲା ।  ମାତ୍ର ୧୩ ଦିନ ମଧ୍ୟରେ ପାକିସ୍ତାନକୁ କଡା ଜବାବ ଦେବାରେ ସଫଳ ହୋଇଥିଲା ଭାରତ ।  ଘୋମାଘୋଟ ଯୁଦ୍ଧରେ ପାକିସ୍ତାନୀ […]

cbse
କାଲିଠୁ ନୂଆ ଢାଞ୍ଚାରେ ଆରମ୍ଭ ହେବ ସିବିଏସ୍‌ଇ ପରୀକ୍ଷା ଖାତା ମୂଲ୍ୟାୟନ

ନୂଆଦିଲ୍ଲୀ: ସେପଟେ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ଦେଖା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏନେଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସଂବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ। ମୂଲ୍ୟାୟନକାରୀମାନେ ନିଜ ଘରେ ରହି ପରୀକ୍ଷା ଖାତା ଦେଖିବେ। ମୂଲ୍ୟାୟନ କେନ୍ଦ୍ର ଭାବେ ଚୟନ କରାଯାଇଥିବା ୩ ହଜାରଟି ସ୍କୁଲରୁ ପରୀକ୍ଷା ଖାତା ଶିକ୍ଷକମାନଙ୍କ ଘରକୁ ଯିବ ଏବଂ ସେମାନେ ଖାତା ଦେଖିବା ପରେ ସେଗୁଡ଼ିକ ପୁଣି କେନ୍ଦ୍ରକୁ […]

farmer
୨୦୦ ଟଙ୍କାର ଜମି କିଣିଲେ, ୬୦ ଲକ୍ଷ ଟଙ୍କାର ହୀରା ପାଇଲେ

ସତରେ ଭାଗ୍ୟ ବଡ ବଳବାନ । ଭଗବାନ କେତେ ବେଳେ କାହାକୁ କଣ ଦେବେ ତାହା କେବି ବି କହିପାରିବେ ନାହିଁ । ସେଥି ପାଇଁ ତ କୁହାଯାଏ ଆଲ୍ଲା ଯେବେ ଦେବେ ଛପର ଫାର୍ଡକି ଦେବେ । ଆମେ ଆପଣଙ୍କୁ ଏମିତି ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ଯାହାକୁ ନେଇ ଆପଣ ବି ଆଶ୍ଚର୍ଯ୍ୟ ଓ ଚକିତ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ, ଗତ ମାସରେ ମଧ୍ୟ ପ୍ରଦେଶର ଜଣେ ବ୍ୟକ୍ତି ମାତ୍ର ୨୦୦ […]

Ramesh Pokhriyal
ବର୍ଷକୁ ଏଣିକି ୪ ଥର ହେବ ଜେଇଇ ପରୀକ୍ଷା !

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କର ବଡ ନିଷ୍ପତ୍ତି । ଏଣିକି ବର୍ଷକୁ ଥରେ ନୁହେଁ ବରଂ ୪ ଥର ପରୀକ୍ଷା ହେବ JEE । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି। ଛାତ୍ରମାନଙ୍କୁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବାକୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ତେବେ ଶିକ୍ଷା ମନ୍ତ୍ରଣାଳୟର ଏପରି ପଦକ୍ଷେପ ପରେ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ସୁଯୋଗ ପାଇପାରିବେ । ପୂର୍ବ ଅପେକ୍ଷା JEE ପରୀକ୍ଷାରେ ଛାତ୍ରମାନଙ୍କ ପାଇଁ ଅଧିକ ସୁଯୋଗ ଉପଲବ୍ଧ ହେବ […]

train
୫୫ ବର୍ଷ ପରେ ଭାରତ-ବାଙ୍ଗାଲାଦେଶ ମଧ୍ୟରେ ଚାଲିବ ଟ୍ରେନ

ନୂଆଦିଲ୍ଲୀ : ଦୀର୍ଘ ଅପେକ୍ଷାର ହେବ ଅନ୍ତ । କାରଣ ୫୫ ବର୍ଷ ପରେ ପୁଣି ଥରେ ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ଚାଲିବ ରେଳ ସେବା ।  ମିଳିଥିବା ସୂଚନା ଅନୁସାରେ,  ୧୭ ଡିସେମ୍ବର ପଶ୍ଚିମ ବଙ୍ଗର ସୀମା ଓ ପଡୋଶୀ ବାଙ୍ଗାଲାଦେଶ ମଧ୍ୟରେ ରେଳ ମାର୍ଗର ଉଦଘାଟନ କରିବେ ମୋଦି । ତେବେ ଏନେଇ ସୂଚନା ଦେଇଛନ୍ତି ଉତ୍ତର-ପୂର୍ବ ରେଳ ଅଧିକାରୀ । 1965 ମସିହାରେ ଭାରତ ଏବଂ ତା’ପରେ ପୂର୍ବ ପାକିସ୍ଥାନ ମଧ୍ୟରେ […]

guide
କରୋନା ରୋଗୀଙ୍କ ହସ୍ପିଟାଲ ଡିସଚାର୍ଜକୁ ନେଇ ଆସିଲା ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦେଶରେ କୋଭିଡ ରୋଗୀଙ୍କ ପାଇଁ ହସ୍ପିଟାଲ ଡିସଚାର୍ଜ ଗାଇଡଲାଇନରେ ପରିବର୍ତ୍ତନ। ଏଣିକି ଜଣେ କରୋନା ରୋଗୀ ୧୦ ଦିନରେ ବି ଡିସଚାର୍ଜ ହୋଇପାରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରିବର୍ତ୍ତିତ ଡିସଚାର୍ଜ ଗାଇଡଲାଇନରେ ଏହି ସୂଚନା ଦିଆଯାଇଛି। ନୂଆ ଗାଇଡଲାଇନ ଅନୁଯାୟୀ ସାମାନ୍ୟ, ଅତି ସାମାନ୍ୟ କିମ୍ବା ଲକ୍ଷଣ ନଥିବା କରୋନା ପଜିଟିଭ ଏବେ ୧୦ଦିନରେ ଡିସଚାର୍ଜ ହୋଇପାରିବେ। ଲଗାତାର ୩ ଦିନ ତାଙ୍କ ଦେହରେ ଜ୍ୱର ନହେଲେ, ସେମାନେ ଡିସଚାର୍ଜ ହୋଇପାରିବେ। ଏହା ଆଗରୁ […]

modi
ନୂଆ ସଂସଦର ଭୂମି ପୂଜନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ଦେଶ ଦେଖିବ ନୂଆ ସଂସଦ ।  ସୃଷ୍ଟି ହୋଇଛି ନୂଆ ଇତିହାସ । ଗଣତନ୍ତ୍ରର ସବୋର୍ଚ୍ଚ ମନ୍ଦିରକୁ ମିଳିବ ନୂଆ ରୂପ, ନିଆରା ପରିଚୟ । ନୂଆ ସଂସଦ ଭବନ ପାଇଁ ଆଜି ଭୂମିପୂଜନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୁଣା କୋଠାର ମାତ୍ର କିଛି ମିଟର୍ ଦୂରରେ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ପୂରା ରୀତି ନୀତି ଅନୁସାରେ ଆଜି ଭୂମିପୂଜନ କରାଯାଇଛି । ଏହାପରେ ସର୍ବଧର୍ମ ପୂଜା ବି ହୋଇଛି […]

dog
ମଣିଷ ଭଳି ଆପଣ ନିଜ ପଶୁଙ୍କର କରି ପାରିବେ ବୀମା...ଜାଣନ୍ତୁ କେମିତି?

ଆଜିକାଲି ସମୟରେ ସମସ୍ତେ ପ୍ରାୟ ନିଜ ଘରେ ପୋଷା କୁକୁର ରଖିବାକୁ ବେଶ ପସନ୍ଦ କରୁଛନ୍ତି । କେବଳ ଯେ, ପସନ୍ଦ କରୁଛନ୍ତି ତାହା ନୁହେଁ ବରଂ ଅଧିକାଂଶ ଲୋକ ରଖୁଛନ୍ତି । ଆମେ ନିଜେ ନିଜର ଯେପରି ନୀତିଦିନ ନିଜର ଯତ୍ନ ନିଅନ୍ତି ସେମାନଙ୍କର ମଧ୍ୟ ଆମେ ମାନେ ସେମିତି ଭାବରେ ଯତ୍ନ ନିଅନ୍ତି । ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ବେଶ୍ ଯତ୍ନବାନ ହେଉଛନ୍ତି । ଶରୀରରେ କିଛି ବି ସମସ୍ୟା ଦେଖାଗଲେ […]

Bolb-thum
ବଲବର ଦାମ ୯ ଲକ୍ଷ ଟଙ୍କା । ଏମିତି ଏ ବଲ୍ ରେ କ'ଣ ଅଛି ଯେ ଏହାର ଦାମ ଏତେ ଅଧିକ ରହିଛି

ବଲର ଦାମ ୯ ଲକ୍ଷ । ବିଶ୍ୱାସ ହେଉନଥିଲେ ବି ସତ । ସାଧାରଣ ଭାବରେ ଆପଣ ଭାବୁଥିବେ କି ବଜାରରେ ତ ୪୦ କିମ୍ବା ୫୦ ଟଙ୍କାରେ ଭଲ ବଲ ମିଳିଯାଉଛି । ଏ ବଲରେ ଏମିତି କଣ ଅଛି ଯେ, ଏହାର ଦାମ ଶହେ ନୁହେଁ କି ୨ ଶହ ନୁହେଁ ବରଂ ୯ ଲକ୍ଷ ଟଙ୍କା ।

sonu sood
ଗରୀବଙ୍କୁ ସାହାଯ୍ୟ କରିବାକୁ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତି ବନ୍ଧକ ରଖିଲେ ସୋନୁ ସୁଦ୍...

ଅନ୍ୟକୁ ସାହାଯ୍ୟ କରିବାକୁ ନିଜ ସମ୍ପତ୍ତି ବନ୍ଧକ ରଖିଲେ ଅଭନେତା ସୋନୁ ସୁଦ୍ । ଲକ୍ଷେ ନୁହେଁ କି ୨ ଲକ୍ଷର ନୁହେଁ ବରଂ ନିଜର ୧୦ କୋଟି ଟଙ୍କାର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ଜୁହୁରେ ଅବସ୍ଥିତ ନିଜର ସମ୍ପତ୍ତିକୁ ବନ୍ଧକ ରଖିଛନ୍ତି ସୋନୁ । ତେବେ ଏହି ସମ୍ପତ୍ତିରେ ୨ ଟି ଦୋକାନ ଏବଂ ୬ ଟି ଉଚ୍ଚ କୋଟୀର ଫ୍ଲାଟ ରହିଛି ।

60 women
ମହିଳାମାନଙ୍କ ପାଇଁ ଖୁସି ଖବର, ମିଳିବ ୬୦ ହଜାର ଟଙ୍କା...ଜାଣନ୍ତୁ କିଏ ଓ କାହିଁକି ଦେଉଛି ଟଙ୍କା ?

ସବୁ ମହିଳାଙ୍କୁ ମିଳିବ ୬୦ ହଜାର ଟଙ୍କା । ଏମିତି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା ଜୋର ଧରିଛି । କାରଣ କୌଣସି ବି ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇଲେ ତାହା ବହୁ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହୋଇଥାଏ

ap water
ପାଣି ନେଉଛି କିନ୍ତୁ ଟିକସ ଦେଉନାହିଁ ଆନ୍ଧ୍ର

ଓଡିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଜଳ ବଣ୍ଟନକୁ ନେଇ ପୁଣି ମୁଣ୍ଡ ଟେକିଛି ବିବାଦ  । ଜଳସେଚନ ଲାଗି ଓଡ଼ିଶାରୁ ଆନ୍ଧ୍ର ପାଣି ନେଉଥିଲେ ମଧ୍ୟ ଜଳକର ପୈଠ କରୁନଥିବା ଅଭିଯୋଗ ହୋଇଛି । ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ହୋଇଥିବା ଜଳ ଆବଣ୍ଟନର ଚୁକ୍ତି ଆନ୍ଧ୍ରପ୍ରଦେଶ ଖିଲାପ କରିଥିବା ଅଭିଯୋଗ ହୋଇଛି 

didi
ଫସି ରହିଥିବା ପଶ୍ଚିମବଙ୍ଗ ଲୋକଙ୍କୁ ନେବା ପାଇଁ ଦିଦି ନାରାଜ

ନୂଆଦିଲ୍ଲୀ: ପୁଣି ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଶ୍ରମିକମାନଙ୍କୁ ଅନୁମତି ଦେଉନାହାନ୍ତି ପଶ୍ଚିମବଂଗ ସରକାର। ଏନେଇ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ର। ସରକାରଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଦୁଇ ଲକ୍ଷରୁ ଅଧିକ ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରିବା ପାଇଁ ବ୍ୟବସ୍ଥା କରାଯାଉଛି କିନ୍ତୁ ଏନେଇ ପଶ୍ଚିମବଂଗ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁ ନଥିବା କେନ୍ଦ୍ରମନ୍ତ୍ରୀ […]

central minister
ଚାଷୀଙ୍କ ଆନ୍ଦୋଳନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ପୁଣି ବିବାଦ ଘେରରେ କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନବେ । ସେ କହିଛନ୍ତି ଯେ,  ଦିଲ୍ଲୀ ସୀମାରେ ଧାରଣା ଦେଉଥିବା ଚାଷୀ ନୁହଁନ୍ତି । ଏହାପଛରେ ରହିଛି ଚୀନ ଓ ପାକିସ୍ତାନର ହାତ । ଯାହାକୁ ନେଇ ଏବେ ବିଭିନ୍ନ ମହଳରେ ଦେଖାଦେଇଛି ବିରୋଧ । ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ । ସଞ୍ଜୟ କହିଛନ୍ତି ଯେ,  ଯଦି, ଚାଷୀଙ୍କ ଆନ୍ଦୋଳନ ପଛରେ […]

patient
୪୦ ଲକ୍ଷ ପାର କଲା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନ୍ୟୁୟର୍କ: ସାରା ବିଶ୍ୱରେ ୪୦ ଲକ୍ଷ ପାର କଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ବିଶ୍ୱରେ କରୋନା ପଜିଟିଭ ସଂଖ୍ୟା ୪୦ ଲକ୍ଷ ୬ହଜାରରୁ ଅଧିକ ରହିଛି। ବିଶ୍ୱର ୨୧୨ଟି ଦେଶରେ କାୟା ବିସ୍ତାର କରିଛି ମାରାତ୍ମକ କରୋନା। ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୨ ଲକ୍ଷ ୭୫ ହଜାରରୁ ଅଧିକ ଲୋକ। ସେହିପରି ସୁସ୍ଥ ହୋଇଛନ୍ତି ୧୩ ଲକ୍ଷ ୩୭ ହଜାରରୁ ଅଧିକ ଆକ୍ରାନ୍ତ। ତେବେ ଏବେ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହେବାରେ ଲାଗିଛି […]