ବୁହାନ: କରୋନା ଭାଇରସ୍ ଯୋଗୁଁ ଏବେ ସାରା ବିଶ୍ୱ ଭୟଙ୍କର ପରିସ୍ଥିତି ଦେଇ ଗତିକରୁଛି। ସେ ଛୋଟ ଦେଶ ହେଉ ବା ବଡ଼ ଦେଶ ସମସ୍ତେ ଏହି ମହାମାରୀର କବଳରେ। ବର୍ତ୍ତମାନ କେଉଁଠି ଏହାର ଦ୍ୱିତୀୟ ଲହର ଚାଲିଛି ତ ପୁଣି କେଉଁଠି ତୃତୀୟ ଲହର ଚାଲିଛି। ତେବେ ଏହି ଭାଇରସ ୨୦୧୯ରେ ଆସିଥିବା କୁହାଯାଉଥିବାରୁ ଏହାକୁ କୋଭିଡ୍-୧୯ ମଧ୍ୟ କୁହାଯାଉଛି। କିନ୍ତୁ ବାସ୍ତବ କଥା ଭିନ୍ନ। ଏହି ଭାଇରସ ୨୦୧୯ରେ ନୁହେଁ ବରଂ ଏହା ପୂର୍ବରୁ […]
ନୂଆଦିଲ୍ଲୀ: ବଲିଉଡ୍ ଜଗତର ଏକ ବଡ଼ ଖବର ସାମ୍ନାକୁ ଆସିଛି। କୁହାଯାଉଛି ଯେ କରଣ ଜୋହରଙ୍କ ସିନେମା ‘ଦୋସ୍ତାନା-୨’ରେ ଲିଡ୍ ରୋଲରେ ଅଭିନୟ କରୁଥିବା କାର୍ତ୍ତିକ ଆର୍ଯ୍ୟନଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ସିନେମାର ଘୋଷଣା ୨୦୧୮ରେ ହୋଇଥିଲା। ୨୦୦୮ର ହିଟ୍ ଫିଲ୍ମ ‘ଦୋସ୍ତାନା’ର ଏହା ପରବର୍ତ୍ତି ସଂକରଣ ଥିଲା। ଏଥିରେ ପ୍ରିୟଙ୍କା ଚୋପଡା, ଜନ ଆବ୍ରାହମ ଓ ଅଭିଶେକ ବଚ୍ଚନ ମୁଖ୍ୟ ଭୂମିକା ନିଭାଇ ଥିଲେ। ସିନେମାର ପରବର୍ତ୍ତି ସଂକରଣରେ ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ […]
ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ସ ଜାରି କରିଛି ରେଳ ମନ୍ତ୍ରଣାଳୟ। ଯାତ୍ରା କରିବା ବେଳେ ମାସ୍କ, ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ ରହିବ। କରୋନା ଲକ୍ଷଣ ନଥିବା ଯାତ୍ରୀଙ୍କୁ ହିଁ କେବଳ ଷ୍ଟେସନରେ ଆସିବାକୁ ଅନୁମତି ରହିବ। ଟ୍ରେନ୍ ଛାଡ଼ିବାର ୯୦ ମିନିଟ୍ ପୂର୍ବରୁ ଯାତ୍ରୀ ଷ୍ଟେସନରେ ପହଞ୍ଚିବେ। ଏହି ସ୍ୱତନ୍ତ୍ର ଟ୍ରେନରେ ୪ଟି ଦିବ୍ୟାଙ୍ଗ ଓ ୧୧ଟି ରୋଗୀଙ୍କ ପାଇଁ ବର୍ଗରେ ରିହାତି ମିଳିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ […]
ଲକ୍ଷ୍ନୌ: ଦେଶରେ କରୋନା କେସ ବୃଦ୍ଧିକୁ ଦୃଷ୍ଟିରେ ରଖି କରୋନା କଟକଣାକୁ କଡାକଡ଼ି କରାଯାଇଛି। ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶ ରବିବାରକୁ ସପ୍ତାହସ୍ତ ତାଲାବନ୍ଦ କରିବା ନିଷ୍ପତ୍ତି ନିଆଯାଇଛି। ରବିବାର ୟୁପିର ସବୁ ସହର ଓ ଗ୍ରାମାଞ୍ଚଳ ବନ୍ଦ ରହିବ। ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ସବୁ ଦୋକାନ, ବଜାର, କାର୍ଯ୍ୟାଳୟ ବନ୍ଦ ରହିବ। ଏହିଦିନ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ। ଏହା ସହିତ ମାସ୍କ ନ ପିନ୍ଧିଥିବା ଲୋକଙ୍କ ଠାରୁ ୧୦ ହଜାର ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ। […]
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରଥମ ଅପେକ୍ଷା ଅଧିକ ଭୟାନକ ହେବାରେ ଲାଗିଛି। ଏହା କାହାରିକୁ ବି ଛାଡୁନି। କେବଳ ଯେ ବୟସ୍କ, ଯୁବକ ବା ପିଲାମାନେ ଏଥିରେ ଆକ୍ରାନ୍ତ ହେଉଛନ୍ତି ତାହା ନୁହେଁ, ୮ ମାସର ନବଜାତ ମଧ୍ୟ ଏହାର ପଞ୍ଝାରୁ ମୁକ୍ତ ନୁହନ୍ତି। ଏହି ପିଲାମାନଙ୍କ ପାଖରେ କାଶ ଓ ନିମୋନିଆ ଭଳି ଗମ୍ଭୀର ଲକ୍ଷଣ ଦେଖାଯିବା କାରଣରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। କରୋନାର ପ୍ରଥମ ଲହର ପିଲାମାନଙ୍କ ପ୍ରତି ବିପଦପୂର୍ଣ୍ଣ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ମାମଲା ଲଗାତର ଦ୍ୱିତୀୟ ଦିନରେ ୨ଲକ୍ଷ ପାର ହୋଇଛି। ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସଂକଟ ବ୍ୟାପକ ହେବାରେ ଲାଗିଛି। ଏହି ସମୟରେ ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହା ବ୍ୟତୀତ କଂଗ୍ରେସ ରାଷ୍ଟ୍ରିୟ ପ୍ରବକ୍ତା ରଣଦୀପ ସୁରଜେୱାଲା ଓ ବିଧାୟକ ଜିଗ୍ନେଶ ମେୱାଣୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସିବିଆଇ ପୂର୍ବ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କର ଶୁକ୍ରବାର ସକାଳେ […]
ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ […]
ମୁମ୍ବାଇ: କରୋନା ଭାଇରସ୍ର ଦ୍ୱିତୀୟ ଲହର ଏବେ ଦେଶସାରା ଦେଖାଦେଇଛି। ଏଭଳି ସଂକଟଜନକ ପରିସ୍ଥିତିରେ ସରକାର ଠାରୁ ଆରମ୍ଭ କରି ବଲିଉଡ୍ ସେଲିବ୍ରିଟିମାନେ ଜନତାଙ୍କୁ ଶାନ୍ତ ରହିବା ନେଇ କହୁଥିବା ବେଳେ ବିଭିନ୍ନ ହେଲ୍ଥ୍ ଟିପ୍ସ ଦେଉଥିବା ଦେଖାଯାଏ। ଏହି ଦୌଡରେ ବର୍ତ୍ତମାନ ଦୀପିକା ପାଦୁକୋଣ ଯୋଡି ହୋଇଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଶ୍ୱାସ ଉପରେ ନିୟନ୍ତ୍ରଣ ରଖିବା ନେଇ ସେ ତାଙ୍କ ପ୍ରଶଂସକମାନଙ୍କୁ କହିଛନ୍ତି। ଦୀପିକା ପାଦୁକୋଣ ବର୍ତ୍ତମାନ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ୍ ରହୁଥିବା […]
ମୁମ୍ବାଇ: କରିନା କପୁର ଖାନ ନିଜର ଷ୍ଟାଇଲ୍ ଓ ସ୍ପଷ୍ଟ କଥା ଦ୍ୱାରା ଲୋକଙ୍କ ହୃଦୟ ଜିତିବାରେ ମାହିର। ଦ୍ୱିତୀୟ ଥର ମା’ ହେବା ପରେ ସେ ଖୁବ ଶୀଘ୍ର ସେଲିବ୍ରିଟି କୁକିଙ୍ଗ୍ ଶୋ ଷ୍ଟାର୍/ଫୁଡ୍ରେ ଦେଖାଦେବେ ଯାହା ଡିସ୍କଭରୀ ପ୍ଲସ୍ରେ ପ୍ରସାରିତ ହେବ। ବର୍ତ୍ତମାନ କରିନା ନିଜ ପୁଅ ତୈମୁର ଓ ପତି ସୈଫ୍ ଅଲୀ ଖାନଙ୍କ ସହିତ ବିଭିନ୍ନ କଥାକୁ ନେଇ ତାଙ୍କ ପ୍ରଶଂସକମାନଙ୍କ ସହ ସେଆର୍ କରୁଛନ୍ତି। ଏପରିକି ସେ ତାଙ୍କ ବେଡ୍ରୁମ୍ […]
ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ। ଘରର ନିମ୍ନଭାଗ ପୂର୍ବ, ଉତ୍ତର ବା ପୂର୍ବ-ଉତ୍ତର(ଐଶାନ କୋଣ)ରେ […]
ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ସ୍ରଫ୍ଙ୍କ ଫ୍ୟାନ୍-ଫଲୋର୍ସଙ୍କ ସଂଖ୍ୟା ନ କହିଲେ ଭଲ। ଏହି ଅଭିନେତା ଫିଟ୍ନେସ୍ ପ୍ରିୟ ହୋଇଥିବା ବେଳେ ଯୁବପିଢିଙ୍କ ଭିତରେ ସେ ତାଙ୍କ ଫିଟ୍ନେସ୍ ନେଇ ବେଶ ଲୋକପ୍ରିୟ। ସେ ମାଇକେଲ୍ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ ହେଉ କି କୌଣସି ସିନେମା ପାଇଁ ଅସଲି ଷ୍ଟଣ୍ଟ, ଅନ୍ସ୍କ୍ରିନ୍ ରୋମାନ୍ସ ହେଉ ବା ନିଜର ଦିଲଦାର୍ ଛବି ଦ୍ୱାରା ଲୋକଙ୍କ ମନ ଜିଣିବା ହେଉ। ଟାଇଗର ସବୁ କ୍ଷେତ୍ରରେ ସେ ତାଙ୍କ ପ୍ରଶଂସକଙ୍କ ଇଛା […]
ମୁମ୍ବାଇ: ଦୁନିଆରୁ ବିଦାୟ ନେଇଥିବା ବଲିଉଡର ଚକୋଲେଟ୍ ହୀରୋ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି। ସୁଶାନ୍ତଙ୍କ ପରିବାର ଦ୍ୱାରା ଲଗାଯାଇଥିବା ଚାଞ୍ଚଲ୍ୟକର ଆରୋପ ପରେ ସୁଶାନ୍ତଙ୍କ ବନ୍ଧୁ କହୁଥିବା ସ୍ମିତା ପାରିଖ ପୁଣି ଥରେ ରିୟାଙ୍କ ଉପରେ ଏମିତି କିଛି ବୟାନ ଦେଇଛନ୍ତି ଯାହା ଆପଣଙ୍କୁ ଚକିତ କରିଦେବ। ସ୍ମିତାଙ୍କ କହିବା କଥା, ସୁଶାନ୍ତଙ୍କୁ ଭଲ ପାଇବା ପୂର୍ବରୁ ରିୟା ଆଦିତ୍ୟ ରାୟ କପୁରଙ୍କୁ ଡେଟ୍ କରୁଥିଲେ। ଉଭୟ ଦୁଇ […]
ଆଇସଲାଣ୍ଡର ଗେଲ୍ଡିଙ୍ଗା ଘାଟିରେ ମାର୍ଚ୍ଚ ୨୦ରେ ହୋଇଥିବା ଜ୍ୱାଳାମୁଖୀ ପରେ ବର୍ତ୍ତମାନ ଏହି ସ୍ଥାନ ପର୍ଯ୍ୟଟକମାନଙ୍କ ପାଇଁ ନୂଆ ଲକ୍ଷସ୍ଥଳ ହୋଇଯାଇଛି। ଏହି ଜ୍ୱାଳାମୁଖୀରେ ଲଗାତର ବିସ୍ଫୋଟକ ହେବାରେ ଲାଗିଛି। ଏଠାରୁ ଲକ୍ଷାଧିକ ଟନର ଲାଭା ପ୍ରତିଦିନ ବାହାରୁଛି। ଖାଲି ସେତିକି ନୁହେଁ, କିଛିଦିନ ପୂର୍ବରୁ ଏହି ଜ୍ୱାଳାମୁଖୀରୁ ଅନ୍ୟ ଏକ ଫାଟ ସୃଷ୍ଟିହୋଇ ଲାଭା ବାହାରିବା ଦେଖାଦେଇଛି। ଏହି ଭୟାନକ ସ୍ଥାନକୁ ପ୍ରତିଦିନ ହଜାର ହଜାର ଲୋକ ଆସୁଛନ୍ତି। ଏଠାରେ ଖେଳୁଛନ୍ତି। ଗରମ ଲାଭାରେ ରୋଷେଇ […]
ବୟସ ବଢିବା ସାଙ୍ଗକୁ ଶରୀରର ଅନେକ କ୍ଷେତ୍ରରେ ପରିବର୍ତ୍ତନ ମଧ୍ୟ ଆସେ। ସେଥିରୁ କେଶ ଅନ୍ୟତମ। ଏହି ସମୟରେ କେଶରେ ଅନେକ ସମସ୍ୟା ଦେଖାଯାଏ। ତେବେ କେଶ ହେଉଛି ଏକ ଏପରି ଜିନିଷ ଯାହା ମଣିଷର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ତେବେ ଏହାର ଯତ୍ନ ନେବା ଜରୁରୀ। କେଶର ସମସ୍ୟା ମୂଳରେ ଅନେକ ମାତ୍ରାରେ ଖାଦ୍ୟ ଓ ଜୀବନଶୈଳୀ ରହିଥାଏ। କେଶ ସମସ୍ୟା ପଛରେ ଯଦିଓ ବୟସ ବୃଦ୍ଧି ରହିଛି, ତେବେ ଆମେ ବୟସକୁ ତ ରୋକିପାରିବାନି […]
ଗରମର ପ୍ରଭାବ ଧିରେ ଧିରେ ବଢିବାରେ ଲାଗିଛି। ଲୋକେ ଖରାରେ ବୁଲି ଶୋଷ ମେଣ୍ଟେଇବା ନେଇ ବିଭିନ୍ନ ପାନୀୟ ଉପରେ ନିର୍ଭର କରୁଛନ୍ତି। ଏଥିରେ କିଛି ପାରମ୍ପରିକ ପାନୀୟ ଥିବାବେଳେ କେତେକ ଆଧୁନିକ ପାନୀୟ ମଧ୍ୟ ରହିଛି। ତେବେ ଆପଣ କେବେ ‘କୋଲା’ ଓ ‘କ୍ଷୀର’ର ମିଶ୍ରଣଯୁକ୍ତ ପାନୀୟ ବିଷୟରେ ଶୁଣିଛନ୍ତି କି? ଏହାକୁ ‘ଦୁଧ୍ କୋଲା’ କୁହାଯାଏ। ଏଭଳି ନାମ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ତେବେ ଆସନ୍ତୁ ଜାଣିନେବା ଏହି ପାନୀୟ ବିଷୟରେ। […]
ମୁମ୍ବାଇ: ବଲିଉଡର ପ୍ରାୟ ସବୁ କଳାକାରଙ୍କ ପିଲାମାନେ ଇଣ୍ଡଷ୍ଟ୍ରିରେ ପ୍ରବେଶ କରୁଥିବା ବେଳେ ଆଜିଯାଏ ସୈଫ୍ ଅଲୀ ଖାନଙ୍କ ପୁଅ ଇବ୍ରାହିମ ଖାନ ଏଥିରୁ ଦୂରରେ ଅଛନ୍ତି। ସେ କିନ୍ତୁ ମଡେଲ୍ ଦୁନିଆରେ ବେଶ ଚଳଚଞ୍ଚଳ ଥିବାବେଳେ ରଙ୍ଗମଞ୍ଜରୁ ଦୂରରେ ନାହାନ୍ତି। ଆଗାମୀ ଦିନରେ ଇବ୍ରାହିମ ବଲିଉଡରେ ପାଦ ରଖିପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କର ଲୁକ୍ସ ଓ ଫିଟନେସ୍ ନେଇ ସେ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଚେହେରାକୁ ନେଇ ଲୋକେ […]
ପୂର୍ବରୁ ସେଲିବ୍ରିଟିଙ୍କୁ ଭେଟିବା ବା ତାଙ୍କ ସହ ମିଶିବା ଏକ ସ୍ୱପ୍ନ ଥିଲା। ଲୋକେ ସେମାନଙ୍କ ଠାରୁ ବହୁତ ଦୂରତା ଅନୁଭବ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ସମୟ ଆଉ ନାହିଁ। ଏବେ ଲୋକେ ସେଲିବ୍ରିଟିମାନଙ୍କର ବହୁତ ନିକଟତର ହୋଇପାରୁଛନ୍ତି। ଏହା କେବଳ ସମ୍ଭବ ହୋଇପାରିଛି ସୋସିଆଲ୍ ମିଡିଆ ଯୋଗୁଁ। ଲୋକମାନଙ୍କ ପସନ୍ଦର ସେଲିବ୍ରିଟି ଏବେ କୋଉଠି ଅଛନ୍ତି, ଏହି ମୁହୂର୍ତ୍ତରେ ସେ କ’ଣ କରୁଛନ୍ତି ଏ ସବୁ ଖବର ତାଙ୍କୁ ସହଜରେ ମିଳିଯାଉଛି। ଫେସବୁକ୍ ହେଉ […]